Latest Odisha News

BREAKING NEWS

Browsing Category

ରାଜନୀତି

‘India Playing Whole New Game’ ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀଙ୍କ GTA ଶୈଳୀରେ କଟାକ୍ଷ, ପୋଷ୍ଟ ଭାଇରାଲ୍

ବ୍ୟୁରୋ: ଯୁବପିଢୀଙ୍କ ସହ ଯୋଡିହେବାକୁ ପ୍ରଧାନମନ୍ତ୍ରୀଙ୍କ ନୂଆ ଏବଂ ଆକର୍ଷଣୀୟ ପୋଷ୍ଟ । ଲୋକପ୍ରୀୟ ସଂସ୍କୃତି ସହ ଜଡିତ ଉଦାହରଣ ବ୍ୟବହାର କରିବାକୁ ଜିଟିଏ(Grand Theft Auto)ର ଉଲ୍ଲେଖ ମାଧ୍ୟମରେ ପୂର୍ବ ୟୁପିଏ ସରକାରଙ୍କୁ ଟାର୍ଗେଟ କରିଛନ୍ତି ମୋଦି । ଗତ ୧୩ ବର୍ଷ ମଧ୍ୟରେ ଦେଶ ହାସଲ…

‘Revolution, Not Election’ ମନି ଲଣ୍ଡ୍ରିଂ କେସ୍‌ରୁ ଅନ୍ତରୀଣ ଜାମିନ ପରେ ଆଜମ ଖାନ୍‌ଙ୍କ ବୟାନ, ଆଗାମୀ ୟୁପି…

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ନେତା ଆଜମ ଖାନ୍ ସାମାନ୍ୟ ଆଶ୍ୱସ୍ତ । ମହମ୍ମଦ ଅଲ୍ଲି ଜୌହର ବିଶ୍ୱବିଦ୍ୟାଳୟ ସହ ଜଡିତ ମନି ଲଣ୍ଡ୍ରିଂ କେସରେ ଆଲାହାବାଦ୍ କୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଜେଲରୁ ବାହାରିବା ପରେ ଆଜମ ଦେଇଛନ୍ତି ବିସ୍ଫୋରକ ବୟାନ । ଆଗାମୀ ୟୁପି…

ବିଧାନସଭାରେ ଅତିରିକ୍ତ ବଜେଟ୍ ଆଗତ କଲେ ମୁଖ୍ୟମନ୍ତ୍ରୀ; ୨୪,୧୫୦ କୋଟି…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଦିନ ଓଡ଼ିଶା ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୨୪,୧୫୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ମୋଟ ଅତିରିକ୍ତ ବ୍ୟୟ ବରାଦ ମଧ୍ୟରୁ ୧୭,୯୯୦ କୋଟି ଟଙ୍କା 'କାର୍ଯ୍ୟକ୍ରମ ବ୍ୟୟ' (Programme…

କୋଟିଆ ଓ ବନ୍ୟା ପ୍ରସଙ୍ଗରେ କମ୍ପିଲା ବିଧାନସଭା, ୪ଟା ଯାଏଁ ଗୃହ ମୁଲତବୀ 

ଭୁବନେଶ୍ୱର : ଓଡିଶା ବିଧାନସଭା ସପ୍ତଦଶ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଛି। ରାଷ୍ଟ୍ରଗାନରୁ ଆରମ୍ଭ ହୋଇଥିବା ଏହି ଅଧିବେଶନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରସ୍ତାବ ଆଣିଥିଲେ। ଏଥିସହିତ ଗୃହର ଚାରି ଜଣ ଦିବଂଗତ ସଦସ୍ୟ ଓ ନିକଟରେ ଘଟିଥିବା ଭୂସ୍ଖଳନରେ ପ୍ରାଣ ହରାଇଥିବା…

All Party Meet: କାଲିଠୁ ଆରମ୍ଭ ବିଧାନସଭା, ସବୁଦଳର ସହଯୋଗ ଲୋଡିଲେ ବାଚସ୍ପତି, ବାତ୍ୟା-ବନ୍ୟା ପ୍ରସଙ୍ଗରେ ଉଷ୍ମ ହେବ…

ଭୁବନେଶ୍ୱର: କାଲିଠୁ ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ । ଏନେଇ ଆଜି ବସିଥିଲା ସର୍ବଦଳୀୟ ବୈଠକ । ବୈଠକରେ ସବୁଦଳର ସହଯୋଗ ଲୋଡିଛନ୍ତି ବାଚସ୍ପତି । ଗୃହ କାର୍ଯ୍ୟ ସୁରୁଖୁରୁରେ ସମାପନ ପାଇଁ ସବୁ ଦଳର ସହଯୋଗ ଲୋଡିଛନ୍ତି ବାଚସ୍ପତି ସୁରମା ପାଢୀ । ସେପଟେ ବାତ୍ୟା ଓ ବନ୍ୟା ପ୍ରସଙ୍ଗରେ…

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୩% ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୬୦ ପ୍ରତିଶତରୁ ୬୩ ପ୍ରତିଶତକୁ ବୃଦ୍ଧି ପାଇଲା। ଯାହା ଜୁଲାଇ ପହିଲା ୨୦୨୬ରୁ ପିଛିଲା ଭାବରେ…

‘୨୪ ବର୍ଷ ଓଡିଶାର ସୁରକ୍ଷା କବଚ ସାଜିଥିଲେ ନବୀନ’, ଭୋଗରାଇରେ ବିଜେଡିର ପଦଯାତ୍ରା, ସୁଜାତା ରାଉତଙ୍କ ଶକ୍ତି…

ବାଲେଶ୍ୱର: ଭୋଗରାଇରେ ସୁଜାତା ରାଉତ କାର୍ତ୍ତିକେୟନଙ୍କ ପ୍ରଥମ ଶକ୍ତି ପ୍ରଦର୍ଶନ । ରାଜନୈତିକ କ୍ୟାରିଅରର ପ୍ରଥମ ପବ୍ଲିକ ରାଲି ସହ ବିଶାଳ ଜନସମାବେଶକୁ ଉଦବୋଧନ ଦେଇଛନ୍ତି ସୁଜାତା । ନିକଟରେ ବାତ୍ୟା ବନ୍ୟା ପରିସ୍ଥିତିର ମୁକାବିଲା ନେଇ ସରକାର ଓ ବିରୋଧୀଙ୍କ ମଧ୍ୟରେ କାଦୁଆ ଫିଙ୍ଗା…

ଭୁବନେଶ୍ବରରେ ଉପରାଷ୍ଟ୍ରପତି; ବିଧାୟକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟନ କଲେ

ଭୁବନେଶ୍ୱର: ଉପ-ରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ୍ ସୋମବାର ସକାଳେ ଓଡ଼ିଶା ଗସ୍ତରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଦିନିକିଆ ଗସ୍ତ କାର୍ଯ୍ୟକ୍ରମ ଅଧୀନରେ ସେ ଭୁବନେଶ୍ୱର ଓ କଟକ ସହରରେ ବିଧାନସଭା ସମ୍ବନ୍ଧୀୟ ଏବଂ ଶିକ୍ଷାଗତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ସକାଳ ୯:୧୫ ସମୟରେ ବିଜୁ…

ରାଉରକେଲା ରାଜନୀତିକୁ ବଡ ଝଟ୍‌କା, ଆଉ ନିର୍ବାଚନ ଲଢିବେନି ସାରଦା ପ୍ରସାଦ ନାୟକ

ରାଉରକେଲା: ରାଉରକେଲା ରାଜନୀତିରେ ବଡ ଚର୍ଚ୍ଚା । ଆଉ ଆଗାମୀ ନିର୍ବାଚନ ଲଢିବେନି ସାରଦା ପ୍ରସାଦ ନାୟକ । ସ୍ୱାସ୍ଥ୍ୟଗତ କାରଣରୁ ସେ ୨୦୨୯ ନିର୍ବାଚନ ଲଢିବେନି ବୋଲି ଘୋଷଣା କରିଛନ୍ତି । ଏକ ମଦ ବିରୋଧୀ ଆନ୍ଦୋଳନର ସଭାରେ ଏନେଇ ନିଜେ କହିଛନ୍ତି ସାରଦା । ରାଜନୀତିରୁ ସନ୍ୟାସ ନେବେନି ବରଂ…

ପଂଜାବ ପଲିଟିକ୍ସ: ପ୍ରେମ ସିଂହଙ୍କ ପରେ ବିବି ଜାଗିର କୌର ଅକାଳୀ ଦଳକୁ ଫେରିବାକୁ ପ୍ରସ୍ତୁତ

ପଂଜାବ: ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ପଂଜାବ ପଲିଟିକ୍ସ ସରଗରମ । ସିରୋମଣି ଅକାଳୀ ଦଳ (ବାଦଲ)ର ଅନ୍ୟ ଜଣେ ପ୍ରମୁଖ ତଥା ଅଭିଜ୍ଞ ନେତାଙ୍କୁ ପୁଣି ଦଳରେ ସାମିଲ କରିବାକୁ ଯାଉଛି । ଏସଜିପିସିର ପୂର୍ବତନ ସଭାପତି ବିବି ଜାଗିର କୌର ପୁଣି ଦଳରେ ସାମିଲ ନେଇ ଦେଇଛନ୍ତି ସଙ୍କେତ । ସେ…