Latest Odisha News

BREAKING NEWS

Browsing Category

ରାଜନୀତି

ରେଡ୍ ବେଳେ ପହଞ୍ଚିଲେ ମମତା ବାନାର୍ଜୀ; ଇଡି ସହ ମୁହାଁମୁହିଁ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ମମତା ବାନାର୍ଜୀଙ୍କ ଟିଏମସି ସହିତ ଜଡିତ ରାଜନୈତିକ ପରାମର୍ଶଦାତା ସଂସ୍ଥା ଆଇ-ପିଏସି ସଂସ୍ଥାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢାଉ କରିଛି। ଯାହାପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ…

ମୋଦିଙ୍କ ସହ କଥା ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ; ଏସବୁ ବିଷୟରେ କଲେ ଚର୍ଚ୍ଚା…

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଓ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ ଫୋନ୍‌ ମାଧ୍ୟମରେ କଥାବାର୍ତ୍ତା ହୋଇଛନ୍ତି। ଏଥିସହ ପରସ୍ପରକୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇବା ସହ ଲୋକଙ୍କ ଶାନ୍ତି ଏବଂ ସମୃଦ୍ଧି ପାଇଁ କାମନା କରିବା ସହ ଗଣତାନ୍ତ୍ରିକ…

‘ଭିବି ଜି ରାମ ଜି’ ବିଲ୍‌ର ଲକ୍ଷ୍ୟ ବିକଶିତ ଭାରତ ଗଠନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ବିକଶିତ ଭାରତ ଗ୍ୟାରେଂଟି ଫର୍ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ (ଭିବି ଜି ରାମ ଜି) ବିଲ୍ ସଂସଦରେ ପାଶ୍ ହୋଇ ଆଇନ୍‌ରେ ପ୍ରଣୟନ ହୋଇଛି। ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବା ହେଉଛି ଏହି ଯୋଜନାର ଲକ୍ଷ୍ୟ। ଏହି…

Mohammed Mokim: ୧୨ ତାରିଖରେ ନୂଆ ଦଳ ପାଇଁ ମୂଳଦୁଆ ପଡିବ: ମୋକିମ

ଭୁବନେଶ୍ୱର: ନୂଆ ଦଳ ଗଠନ ନେଇ ବଡ ସୂଚନା ଦେଲେ ମହମ୍ମଦ ମୋକିମ । ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ଆସନ୍ତା ୧୨ ତାରିଖ ଅର୍ଥାତ୍ ଜାତୀୟ ଯୁବ ଦିବସରେ ନୂଆ ଦଳ ପାଇଁ ମୂଳଦୁଆ ପଡ଼ିବ । ମାର୍ଚ୍ଚ ଶେଷ ସପ୍ତାହରେ ନୂଆ ଦଳ ଗଠିତ ହେବ । ମୋକିମ କହିଛନ୍ତି ଯେ, ଉପକୂଳ…

West Bengal Assembly elections: ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସିକୁ ଲାଗିଲା ଶକ୍ତ ଝଟକା…

ନୂଆଦିଲ୍ଲୀ: ଆଗାମୀ କିଛି ମାସ ମଧ୍ୟରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ନିର୍ବାଚନ ପୂର୍ବରୁ ବଙ୍ଗଳାରେ ରାଜନୈତିକ ଉଷ୍ମତା ଅଧିକ ରହିଛି। ଗତ ବିଧାନସଭା ନିର୍ବାଚନରେ, ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମ ଆସନରେ ମୁଖ୍ୟମନ୍ତ୍ରୀ ମମତା…

BJD leaders meeting: ପ୍ରମିଳା ମଲ୍ଲିକଙ୍କ ଘରେ ବିଜେଡି ନେତାଙ୍କ ମେଳି, ଚାଲିଛି କିଛି ବଡ଼ ଆଲୋଚନା….

ଭୁବନେଶ୍ବର: କିଛି ଦିନ ହେବ ରାଜ୍ୟରେ ବିଜୁ ଜନତା ଦଳ କୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା, ଆଲୋଚନା । ନୂଆବର୍ଷ ପୂର୍ବରୁ ବିଜେଡ଼ି ନେତାଙ୍କ ବିଭିନ୍ନ ସ୍ଥାନରେ ଭୋଜି-ଭାତର ଆସର କରି ମେଳି ବାନ୍ଧି ରାଜ୍ୟ ରାଜନୀତିକୁ ସରଗରମ କରିଥିଲେ । ଆଉ ଆଜି ପୁଣି ଏକ ମେଳି ହୋଇଛି ଯାହା ସାମ୍ନାକୁ…

Venezuela Crisis: ଆମେରିକାର ଭେନେଜୁଏଲା ଉପରେ ଆକ୍ରମଣ ଓ ଆନ୍ତର୍ଜାତୀୟ ଆଇନ କ’ଣ କହୁଛି?

କାରାକାସ୍: ଦକ୍ଷିଣ ଆମେରିକାର ତେଲ ସମ୍ପନ୍ନ ଦେଶ ଭେନେଜୁଏଲାରେ ରାଜନୈତିକ ସଙ୍କଟ ଏବେ ଏକ ଆନ୍ତର୍ଜାତୀୟ ଯୁଦ୍ଧର ରୂପ ନେଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ ଏହି ସଙ୍କଟକୁ ଏକ ସୁଯୋଗ ଭାବରେ ଗ୍ରହଣ କରିଛନ୍ତି। ମାଦୁରୋଙ୍କୁ ମାଦକ ଦ୍ରବ୍ୟ ଚୋରାଚାଲାଣର ଅଭିଯୋଗରେ ଆମେରିକା…

odisha politics: ମୋକିମଙ୍କ ଆଞ୍ଚଳିକ ଦଳ ହେଲେ ପୁରୁଣା ଦଳ କିଏ ଛାଡ଼ିବେ,୩ ଦଳରେ ସନ୍ଦେହର ବାତାବରଣ

ଭୁବନେଶ୍ବର: -ଗୋଟିଏ ପୋଷ୍ଟର ଦୋହଲାଇ ଦେଲା କଂଗ୍ରେସ ଦଳକୁ -ବର୍ଷ ଆରମ୍ଭରୁ କଂଗ୍ରେସକୁ ଝଟକା -କଂଗ୍ରେସକୁ ଜବାବ ଦେଲେ ବାପା-ଝିଅ! -ବାପାଙ୍କୁ ଅପମାନର ପ୍ରତିଶୋଧ ନେବେ ସୋଫିଆ…  ଉଠୁଛି ପଡ଼ୁଛି କଂଗ୍ରେସ ଦଳ ନୂଆବର୍ଷ ଆରମ୍ଭରୁ ଓଡ଼ିଶା ରାଜନୀତିରେ ହଲଚଲ ଆରମ୍ଭ ହୋଇଛି । ଗତ କିଛି…

political equation change: ଟିଏମସିକୁ ବଡ଼ ଝଟକା, କଂଗ୍ରେସରେ ଯୋଗଦେଲେ ଟିଏମସି ସାଂସଦ ମୌସମ ନୁର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନ ଦେଖାଦେଇଛି। ଦୀର୍ଘ ଦିନ ଧରି ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଲା ।ତୃଣମୂଳ କଂଗ୍ରେସ ରାଜ୍ୟସଭା ସାଂସଦ ମୌସମ ବେନଜିର ନୁର ଆନୁଷ୍ଠାନିକ ଭାବରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଛନ୍ତି। ୨୦୨୬ ବିଧାନସଭା ନିର୍ବାଚନ…

ନୂଆ ସିଏସ୍‌ଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୧୫ ସୂତ୍ରୀ ଟାସ୍କ

ଭୁବନେଶ୍ବର: ନୂଆ ବର୍ଷରେ ଶାସନ-ପ୍ରଶାସନକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଜନା କରିଛନ୍ତି। ଶାସନ-ପ୍ରଶାସନକୁ ଚଳଚଞ୍ଚଳ ଓ ଲୋକାଭିମୁଖୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ଏକ ୧୫ ଦଫା ନିର୍ଦ୍ଦେଶାବଳି…