Latest Odisha News

BREAKING NEWS

Browsing Category

ରାଜନୀତି

MMDR ସଂଶୋଧନ ବିଲ୍‌କୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଖୋଲା ଚିଠି: ‘ସ୍ୱତନ୍ତ୍ର ଅଧିବେଶନ ଡାକି କେନ୍ଦ୍ରର…

ଭୁବନେଶ୍ୱର: ନିକଟରେ ସଂସଦରେ ବିନା ବିତର୍କରେ ପାରିତ ହୋଇଥିବା ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଏବଂ ନିୟନ୍ତ୍ରଣ (MMDR) ସଂଶୋଧନ ବିଲ୍‌-୨୦୨୬ କୁ ନେଇ ଏବେ ଓଡ଼ିଶା ରାଜନୀତି ସରଗରମ ହୋଇଉଠିଛି। ଏହି ବିଲ୍ ଲାଗୁ ହେଲେ ରାଜ୍ୟର ନିଜସ୍ୱ ସ୍ୱାର୍ଥ କ୍ଷୁଣ୍ଣ ହେବା ସହ ବିପୁଳ ରାଜସ୍ୱ ହାନି ହେବାର…

ବନ୍ଦେ ମାତରମ ଗାନ ସହ ଲୋକସଭା ମୌସୁମୀ ଅଧିବେଶନ ଶେଷ

ନୂଆଦିଲ୍ଲୀ: NEET ପରୀକ୍ଷା ବିରୋଧରେ ପ୍ରତିବାଦ କରୁଥିବା ଛାତ୍ରମାନଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ସଂସଦରେ ଜାରି ଅଚଳାବସ୍ଥା ମଧ୍ୟରେ ଗୁରୁବାର ଦିନ ମୌସୁମୀ ଅଧିବେଶନର ଶେଷ ଦିନ ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଛି। ଅଧିବେଶନଟି ବନ୍ଦେ ମାତରମ୍ ଗାନ ସହିତ…

ଇରାନର ଧମକ; ଟ୍ରମ୍ପ ସର୍ତ୍ତ ନ ମାନିଲେ ଷ୍ଟ୍ରେଟ ଅଫ ହର୍ମୁଜ ଖୋଲିବନି

ନୂଆଦିଲ୍ଲୀ: ଯେପର୍ଯ୍ୟନ୍ତ ଆମେରିକା ତା'ର ଆଚରଣ ପରିବର୍ତ୍ତନ କରି ଯୁଦ୍ଧ ସମାପ୍ତ କରିବା ପାଇଁ ଇରାନର ସର୍ତ୍ତଗୁଡ଼ିକୁ ଗ୍ରହଣ କରିନାହିଁ, ସେପର୍ଯ୍ୟନ୍ତ ହର୍ମୁଜ୍ ପ୍ରଣାଳୀ ବନ୍ଦ ରହିବ। ଏଭଳି କହିଛନ୍ତି ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ନବନିଯୁକ୍ତ ସଚିବ। ଯାହା ଫଳରେ…

Jharkhand Bandh: ଛାତ୍ରଙ୍କ ଉପରେ ଲାଠିଚାର୍ଜ ପ୍ରତିବାଦ, ରାସ୍ତାକୁ ଓହ୍ଲାଇଲା ବିଜେପି

ରାଞ୍ଚି: ରାଞ୍ଚିରେ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ପ୍ରତିବାଦରେ ବିଜେପି ଆଜି ଝାଡ଼ଖଣ୍ଡ ବନ୍ଦ ଡାକରା ଦେଇଛି। ରାଜ୍ୟ ସଭାପତି ଆଦିତ୍ୟ ସାହୁ, ବିଜେପି ରାଜ୍ୟ ସଭାପତି ବାବୁଲାଲ ମାରାଣ୍ଡିଙ୍କ ଉପସ୍ଥିତିରେ ଏହି ବନ୍ଦ ଘୋଷଣା କରାଯାଇଥିଲା। ତେବେ ସୁରକ୍ଷା ଦୃଷ୍ଟିରୁ ୩୦୦୦ ସୁରକ୍ଷା…

ଝାଡ଼ଖଣ୍ଡ ବିଧାନସଭା ନିକଟରେ ଆନ୍ଦୋଳନରତ ଛାତ୍ରଙ୍କୁ ପାଣିମାଡ଼

ରାଞ୍ଚି: ଝାଡ଼ଖଣ୍ଡରେ ବିଭିନ୍ନ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ପ୍ରତିବାଦ କରୁଥିବା ହଜାର ହଜାର ପ୍ରାର୍ଥୀ ସୋମବାର ବିଧାନସଭା ଅଭିମୁଖେ ଶୋଭାଯାତ୍ରା କରିଥିଲେ। "ବିଧାନସଭା ଘେରାଓ" ଶୋଭାଯାତ୍ରା କରୁଥିବା ପ୍ରତିବାଦୀ ଛାତ୍ରମାନଙ୍କୁ ଘଉଡ଼ାଇବା ପାଇଁ ପୋଲିସ ପାଣି ମାଡ…

ମୋଜତାବା ଖାମେନିଙ୍କ ମୃତ୍ୟୁକୁ ନେଇ ଇରାନ ଦେଲା କଡ଼ା ଜବାବ, ଜାରି କଲା ଭିଡିଓ..

ନୂଆଦିଲ୍ଲୀ: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନିଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଇସ୍ରାଏଲୀ ଗଣମାଧ୍ୟମରେ ପ୍ରସାରିତ ଗୁଜବ ମଧ୍ୟରେ ତେହେରାନ ଏକ ଭିଡିଓ ଜାରି କରିଛି। ଇରାନର ଅର୍ଦ୍ଧ-ସରକାରୀ ସମାଚାର ଏଜେନ୍ସି ମେହର ନ୍ୟୁଜ୍ ଉକ୍ତ ଭିଡିଓଟିକୁ ଜାରି କରିଛି। ଭିଡିଓ ରେକର୍ଡିଂର…

ହର୍ମୁଜ ଖୋଲିଲେ ଯୁଦ୍ଧ ବନ୍ଦ କରିବ ଆମେରିକା!

ନୂଆଦିଲ୍ଲୀ: ହର୍ମୁଜ ପ୍ରଣାଳୀକୁ ଜାହାଜ ଚଳାଚଳ ପାଇଁ ଇରାନ ଏବଂ ଓମାନ ମଧ୍ୟରେ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯଦିଓ ଇରାନ ସ୍ପଷ୍ଟ କରିଛି ଯେ ଏକ ଚୁକ୍ତି ସତ୍ତ୍ୱେ ଆମେରିକା ଏହାର ପ୍ରମୁଖ ସର୍ତ୍ତଗୁଡ଼ିକୁ ଗ୍ରହଣ କଲେ ହିଁ ହର୍ମୁଜ ଦେଇ ସାଧାରଣ ଜାହାଜ ଚଳାଚଳ ପୁଣି ଆରମ୍ଭ ହେବ।…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ କେଜ୍ରିୱାଲଙ୍କ ବିବାଦୀୟ ବୟାନ: “ସିଜେପି ବିକ୍ଷୋଭରେ ଲୋକେ ମୋଦୀଙ୍କୁ ପିଟିବାକୁ…

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (ଆପ୍)ର ଜାତୀୟ ଆବାହକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି, ଯାହାକୁ ନେଇ ଜାତୀୟ ରାଜନୀତି ସରଗରମ ହୋଇଉଠିଛି। ଏକ ଭିଡିଓରେ କେଜ୍ରିୱାଲ କହୁଥିବାର…

ମମତା ବାନାର୍ଜୀଙ୍କୁ ପ୍ରବଳ ବିରୋଧ: ଗାଡ଼ି ଉପରକୁ ପଥର ମାଡ଼; ବିଜେପି ଉପରେ ବର୍ଷିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ହାଲିସହର (ପଶ୍ଚିମବଙ୍ଗ): ପଶ୍ଚିମବଙ୍ଗର ହାଲିସହରଠାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପୁଲିସ ହାଜତ ମୃତ୍ୟୁର ଶିକାର ହୋଇଥିବା ଜଣେ ତୃଣମୂଳ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ଶୋକସନ୍ତପ୍ତ ପରିବାରକୁ ଭେଟିବାକୁ ଯାଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରବଳ ଜନଆକ୍ରୋଶର…

GEN Zଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ପରାମର୍ଶ

ଭୁବନେଶ୍ୱର: ଅଗଷ୍ଟ କ୍ରାନ୍ତି ଦିବସର ଐତିହାସିକ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରବିବାର ଭୁବନେଶ୍ୱରରେ ଐତିହାସିକ 'ଘରେ ଘରେ ତ୍ରିରଙ୍ଗା' ଅଭିଯାନ ଆରମ୍ଭ କରିଛନ୍ତି। ସେ ଓଡ଼ିଶାର ସାଢ଼େ ୪ କୋଟି ନାଗରିକଙ୍କୁ ଅଗଷ୍ଟ ୯ ରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟେକ ଘର, ଗ୍ରାମ,…