Latest Odisha News

BREAKING NEWS

Browsing Category

ରାଜନୀତି

ବିଜେଡିର ‘ପୋଲାଭରମ୍’ କାର୍ଡ

ଭୁବନେଶ୍ବର: ଜାନୁଆରୀରୁ ଜୋରଦାର ହେବ ପୋଲାଭରମ୍ ଆନ୍ଦୋଳନ । କେନ୍ଦ୍ର ବଜେଟରେ ପୋଲାଭରମ ପାଇଁ ଆନ୍ଧ୍ରକୁ ଆର୍ଥିକ ସହାୟତା ଘୋଷଣା ପରଠୁ ଏହାକୁ ପ୍ରମୁଖ ପ୍ରସଙ୍ଗ କରିଛି ବିଜେଡି । ପ୍ରଥମେ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ସ୍ଥିତି ପରଖିଥିଲେ ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ପରେ କେନ୍ଦ୍ର…

ଆପ୍ ପାଇଁ ‘ଦିଲ୍ଲୀ’ ଅଗ୍ନିପରୀକ୍ଷା

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରବଳ ଶୀତ ଭିତରେ ସରଗରମ ହେଲାଣି ରାଜନୀତି । କ୍ଷମତାରେ ଥିବା ଆମ ଆଦମୀ ପାର୍ଟି ପାଇଁ ଏଥର ସହଜ ହେବନି ଦିଲ୍ଲୀ ଲଢେଇ । ଲୋକସଭା ନିର୍ବାଚନରେ କଂଗ୍ରେସ ସହ ହାତ ମିଳାଇ ମଇଦାନକୁ ଓହ୍ଲାଇଥିଲା । ହେଲେ ନା କଂଗ୍ରେସ ନା ଆପ୍, କେହି ଗୋଟିଏ ବି ସିଟ୍ ଜିତିପାରିଲେନି ।…

ପୁଣି ତେଜିଲା ମହାନଦୀ ରାଜନୀତି: ଆଇନ ମନ୍ତ୍ରୀ କହିଲେ ‘ସବୁ ପାଇଁ ଦାୟୀ ନବୀନ’..

ଭୁବନେଶ୍ବର: ପୁଣି ତେଜିଲା ମହାନଦୀ ରାଜନୀତି । ପରସ୍ପର ଉପରେ ଦୋଷ ଲଦା ଲଦି ହୋଇଛନ୍ତି ବିରୋଧୀ ଏବଂ ଶାସକ । ଓଡିଶାରେ ମହାନଦୀ ଲୀନ ହୋଇଯିବା ନେଇ ପ୍ରସନ୍ନଙ୍କ ବୟାନର କଡା ଜବାବ ଦେଇଛନ୍ତି ଆଇନ ମନ୍ତ୍ରୀ । ମହାନଦୀର ଅବସ୍ଥା ପାଇଁ ନବୀନ ଦାୟୀ ବୋଲି କହିଛନ୍ତି । ତେବେ ମହାନଦୀ…

କଥା ଦେଇ କଥା ରଖିନାହାନ୍ତି କେଜ୍ରିଓ୍ବାଲ: ନିଜେ ସ୍ବୀକାର କଲେ….

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ଦେିଥିବା ପ୍ରତିଶ୍ରୁତି ପୂରଣ କରିନାହାନ୍ତି କେଜ୍ରିଓ୍ବାଲ । ନିଜ ମୁହଁରେ ସ୍ବୀକାର କଲେ । କହିଲେ କରୋନା ଆଉ ବିଜେପି ପ୍ରତିଶ୍ରୁତି ପୂରଣ କରିବାରେ ବାଧା ସୃଷ୍ଟି କରିଛନ୍ତି । ତେବେ ଆଜି ଜାତୀୟ ଗଣମାଧ୍ୟମକୁ ନିଜର ସ୍ବତନ୍ତ୍ର ସାକ୍ଷାତକାର ଦେଇ…

ସାଂସଦରେ ଗର୍ଜିଲେ ପ୍ରିୟଙ୍କା: କହିଲେ, ସମ୍ବିଧାନକୁ ଭାଙ୍ଗିବାକୁ ବଦଳାଇବାକୁ ଆରମ୍ଭ ହୋଇଛି ଷଡ଼ଯନ୍ତ୍ର

ନୂଆଦିଲ୍ଲୀ: ଦେଶରେ ସମ୍ବିଧାନ କାର୍ଯ୍ୟକାରୀ ହେବାର ୭୫ବର୍ଷ ପୂର୍ତ୍ତି ଅବସରରେ ଆଜିଠୁ ଦୁଇ ଦିନ ଧରି ଚାଲିବ ମହାବିତର୍କ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ଠାରୁ ଲୋକସଭାରେ ସମ୍ବିଧାନ ଉପରେ ଦୁଇ ଦିନିଆ ଆଲୋଚନା ଆରମ୍ଭ କରିଛନ୍ତି। ଶାସକ ଦଳ ପକ୍ଷରୁ ପ୍ରଥମେ…

କେଜ୍ରିଓ୍ବାଲଙ୍କଠାରୁ ୧୧ବର୍ଷ ତଳର ବଦଲା !

ନୂଆଦିଲ୍ଲୀ: ଦିଲ୍ଲୀ ଦେଖିବ ପ୍ରତିଶୋଧର ଲଢେଇ ! ମାଆଙ୍କ ପରାଜୟର ବଦଲା ନେବେ ସନ୍ଦୀପ ! ଅରବିନ୍ଦ କେଜ୍ରିଓ୍ବାଲ ବନାମ ସନ୍ଦୀପ ଦୀକ୍ଷିତ! ରାଜଧାନୀରେ ବଡ଼ ଲଢେଇ, ବାଜିରେ ଲାଗିବ ସବୁ କିଛି । ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପାରମ୍ପରିକ ସିଟ୍ ନୂଆଦିଲ୍ଲୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ…

କାହିଁକି ବିଜେପି ଚାହୁଁନି ବିଜେଡି ଭାଙ୍ଗୁ?

ଭୁବନେଶ୍ବର: ରାଜ୍ୟରେ କ୍ଷମତାରେ ବିଜେପି ତ ବିରୋଧୀ ଦଳରେ ବିଜେଡି । ୨୪ବର୍ଷ ପରେ ହୋଇଛି ପଟ୍ଟ ପରିବର୍ତ୍ତନ । ସ୍ବାଭାବିକ ଭାବେ ବିଜେଡିକୁ ଆହୁରି ଦୁର୍ବଳ କରିବାକୁ ଚାହିଁବ ବିଜେପି । କୌଣସି ମତେ ବିଜେଡି ଭାଙ୍ଗିଲେ ସବୁଠୁ ଅଧିକ ଖୁସି ବିଜେପି ହେବା କଥା। ତେବେ ବରିଷ୍ଠ ବିଜେପି ବିଧାୟକ…

ମମତା, ସୁଜିତ…ବିଜେଡିରୁ ଆହୁରି ଯିବେ !

ଭୁବନେଶ୍ବର: ପୁଣି ଖସିବ କି ବିଜେଡିର ରାଜ୍ୟସଭା ଓ୍ବିକେଟ୍? ମମତା ମହନ୍ତ, ସୁଜିତ କୁମାରଙ୍କ ପରେ କିଏ? ବିଜେଡି ଛାଡି ବିଜେପିକୁ ଯିବେ କି ନେତା? ବିଜେପି ସହ ଯୋଗାଯୋଗରେ କିଏ? ବିଜେପି ବିଧାୟକ ଅଶୋକ ମହାନ୍ତିଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତି ସରଗରମ । ଖୁବ୍ ଶୀଘ୍ର ବିଜେଡି ଛାଡି ଆଉ…

ନୂଆବର୍ଷରେ ରାଜ୍ୟ ବିଜେପିକୁ ନୂଆ ମୁଖିଆ: ମନମୋହନ ନା ଆଉ କିଏ?

ଭୁବନେଶ୍ବର: ଜାନୁଆରୀ ମାସରେ ରାଜ୍ୟ ବିଜେପି ନୂଆ ସଭାପତି ପାଇଁ ନିର୍ବାଚନ ହେବ । ନୂଆ ବର୍ଷରେ ରାଜ୍ୟ ବିଜେପିକୁ ମିଳିବ ନୂଆ ମଙ୍ଗୁଆଳ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର । ସେ କହିଛନ୍ତି,ଆମର ଗଣତାନ୍ତ୍ରିକ ଦଳ, ଗଣତାନ୍ତ୍ରିକ ଉପାୟରେ ସଭାପତି ନିର୍ବାଚନ ହେବ…

୨୩ଟି ଶିଳ୍ପ ସଂସ୍ଥା ଦେଉ ନାହାନ୍ତି ବକେୟା ବିଦ୍ୟୁତ ବିଲ୍‌: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ୨୩ଟି ଶିଳ୍ପ ସଂସ୍ଥା ଦେଉ ନାହାନ୍ତି ବକେୟା ବିଜୁଳି ବିଲ୍‌। ପଡି ରହିଛି ବକେୟା ବିଦ୍ୟୁତ ବିଲ। ୨୩ଟି ପ୍ରମୁଖ ଶିଳ୍ପ ସଂସ୍ଥା ଉପରେ ୧୦୯୬ କୋଟି ଟଙ୍କା ବକେୟା ରହିଛି। ଲିଖିତ ଉତ୍ତର ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ସେହିପରି ୧୦ ବର୍ଷରେ ୧୪ଟି…