Latest Odisha News

BREAKING NEWS

Browsing Category

ରାଜନୀତି

ବିଜେଡି ସଫା ହୋଇଯିବ, ପରୋକ୍ଷରେ ପାଣ୍ଡିଆନଙ୍କ ନେତୃତ୍ୱକୁ ଟାର୍ଗେଟ କଲେ ବଳଭଦ୍ର ମାଝୀ

ଭୁବନେଶ୍ୱର: ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି ଏହାରି ଭିତରେ ସମସ୍ତେ ଛାଇ ଖୋଜୁଥିବାବେଳେ ଓଡିଶା ରାଜନୀତି କିନ୍ତୁ ଆହୁରି ତାତିଛି । ବିଜେପିର ବର୍ତ୍ତମାନ ସାଂସଦ ବଳଭଦ୍ର ମାଝୀ ବିଜୁ ଜନତା ଦଳ (ବିଜେଡି) ଉପରେ ବର୍ଷିଛନ୍ତି। ଗଣମାଧ୍ୟମକୁ ଦେଇଥିବା ଏକ ବୟାନରେ ବଳଭଦ୍ର ମାଝୀ ଦାବି…

ବିଜେଡିରେ କନ୍ଦଳ ବେଳେ ନବୀନଙ୍କୁ “ଚୁପ୍ ସୈତାନ୍” କହି କଟାକ୍ଷ କଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ଭିତରେ ଅସନ୍ତୋଷ ଦେଖାଦେଇଛି। ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଦ୍ୱାରା ୱାକଫ (ସଂଶୋଧନ) ବିଲ୍‌, ୨୦୨୫କୁ ସମର୍ଥନ କରାଯିବା ପରେ ଏହି ସ୍ଥିତି ସୃଷ୍ଟି ହୋଇଛି। ଦଳର ବରିଷ୍ଠ ନେତାମାନେ ଏହି ଘଟଣାକୁ ଦେଖି ସଭାପତି ନବୀନ ପଟ୍ଟନାୟକଙ୍କୁ ସସ୍ମିତଙ୍କ…

ବିଜେଡିରେ କିଏ ଏହି ବାହ୍ୟ ଶକ୍ତି?, ଇଙ୍ଗିତ କଲେଣି ବରିଷ୍ଠ ନେତା…

ଭୁବନେଶ୍ବର: କିଏ ଏହି ବାହ୍ୟ ଶକ୍ତି? କାହା କଥାରେ ଚାଲୁଛି ବିଜେଡି? ଓ୍ବାକଫ୍ ବିଲକୁ ବିଜେଡିର ବିରୋଧ ନେଇ, ସଭାପତି ନବୀନ ଘୋଷଣା କଲା ପରେ, କାହିଁକି ବିଲକୁ ସମର୍ଥନ ଜଣାଇଲେ ସସ୍ମିତ୍ ? ଏନେଇ ଚାଲିଛି ବିଜେଡି ଭିତରେ ତର୍ଜମା । ସେପଟେ ଓ୍ବାକଫ୍ ବିଲକୁ ସସ୍ମିତ୍ ପାତ୍ରଙ୍କ ସମର୍ଥନ ପରେ,…

‘ବିଜେଡି ଏବେ ଅସ୍ତଗାମୀ ସୂର୍ଯ୍ୟ, ଆଉ ନବୀନ ଗୃହବନ୍ଦୀ’

ଭୁବନେଶ୍ବର: ଓ୍ବାକଫ୍ ବିଲ ନେଇ ବିଜେଡିର ମତ, ବଢାଇଛି ରାଜନୀତି ତାତି । ବିଜେଡିକୁ ନେଇ ଏବେ ଚାରିଆଡେ ଆଲୋଚନା  । ଚାଲିଛି କ’ଣ ଦଳରେ? କାହିଁକି ମୁହଁ ଖୋଲୁନାହାନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ? ମନଇଚ୍ଛା କାମ କରୁଛନ୍ତି ଦଳୀୟ କର୍ମଚାରୀ । ଶାସକ ଠାରୁ ନେଇ ବିରୋଧୀ କଂଗ୍ରେସ…

ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏପ୍ରିଲ ୭ ତାରିଖରେ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ। ସୂଚନା ଅନୁସାରେ, ଏପ୍ରିଲ ୭ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଏପ୍ରିଲ ୮ ତାରିଖରେ ଦିଲ୍ଲୀ ନିବେଶକ ସମ୍ମିଳନୀରେ…

ବିଜେଡି କନ୍ଦଳକୁ ନେଇ ଆସୁଛି ବିସ୍ଫୋରକ ବୟାନ: ନବୀନଙ୍କ ଉପରେ କାହାର ଭରସା ନାହିଁ!

ଭୁବନେଶ୍ୱର: ୱାକଫ ବିଲ୍ ସପକ୍ଷରେ ବିଜେଡି ସାଂସଦ ସସ୍ମିତ ପାତ୍ର ଭୋଟ୍ ଦେବାକୁ ନେଇ ଦଳ ଭିତରେ ବଢୁଛି ଅସନ୍ତୋଷ। ପ୍ରଫୁଲ୍ଲ ସାମଲ କାର୍ଯ୍ୟାନୁଷ୍ଠାନ ଦାବି କରି ନବୀନଙ୍କୁ ଚିଠି ଲେଖିଥିବା ବେଳେ ଆଜି ପୁଣି ଥରେ ସସ୍ମିତଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ବିଧାୟକ ବଦ୍ରି ପାତ୍ର। ୱାକଫ୍‌…

୨୭ ବର୍ଷ ପରେ ପର୍ତ୍ତୁଗାଲ ଗସ୍ତରେ ଭାରତୀୟ ରାଷ୍ଟ୍ରପତି, କାହିଁକି ଖାସ ଏହି ଯାତ୍ରା…

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏପ୍ରିଲ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଚାରି ଦିନିଆ ପର୍ତ୍ତୁଗାଲ ଏବଂ ସ୍ଲୋଭାକିଆ ଗସ୍ତରେ ଯିବେ। ସେ ଏପ୍ରିଲ ୭ ରୁ ୮ ପର୍ଯ୍ୟନ୍ତ ପର୍ତ୍ତୁଗାଲରେ ରହିବେ। ଏନେଇ ବୈଦେଶିକ ମନ୍ତ୍ରଣାଳୟ ସଚିବ (ପଶ୍ଚିମ) ତନ୍ମୟ ଲାଲ ସୂଚନା ଦେଇଛନ୍ତି। ସେ…

୬ ବର୍ଷ ପରେ ଶ୍ରୀଲଙ୍କା ଗସ୍ତରେ ମୋଦି, ମିଳିଲା ଗାର୍ଡ ଅଫ୍ ଅନର

କଲମ୍ବୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଥାଇଲ୍ୟାଣ୍ଡ ଗସ୍ତ ପରେ ଶ୍ରୀଲଙ୍କାରେ ପହଞ୍ଚିଛନ୍ତି। କଲମ୍ବୋର ବନ୍ଦରାନାଇକେ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସେଠାରେ ତାଙ୍କୁ ଶ୍ରୀଲଙ୍କାର ପାଞ୍ଚ ଜଣ ପ୍ରମୁଖ ମନ୍ତ୍ରୀ ସ୍ୱାଗତ ଜଣାଇଥିଲେ। ସେମାନଙ୍କ ମଧ୍ୟରେ…

ନବୀନ ନିବାସରେ ରୋଚକ ଦୃଶ୍ୟ, ଭିତିରି ଖେଳ ବୁଝି ପାରିଲେନି ନେତା?

ଭୁବନେଶ୍ୱର: ପ୍ରଥମେ ଲୋକସଭା ଏବଂ ପରେ ରାଜ୍ୟସଭାରେ ପାରିତ ହୋଇଯାଇଛି ୱାକଫ (ସଂଶୋଧନ) ବିଲ୍ ୨୦୨୫ । ବିଜେପି ପାଖରେ ସଂଖ୍ୟା ବଳ ଥିବାରୁ ଏହି ବିଲକୁ ସହଜରେ ପାରିତ କରାଇବାରେ ସକ୍ଷମ ହୋଇଛନ୍ତି ମୋଦି ସରକାର। ହେଲେ ଏବେ ୱାକଫ ବଲିକୁ ନେଇ ଯେତିକି ଚର୍ଚ୍ଚା ହେଉନି, ଏହି ବିଲ ବିରୋଧରେ କିଏ…

ବିଜେଡିର ଆଭିମୁଖ୍ୟ ନେଇ ନବୀନଙ୍କୁ ଘେରିଲେ ବରିଷ୍ଠ ନେତା, ସୁପ୍ରିମୋ କହିଲେ ଆମ ଆଭିମୁଖ୍ୟ ଧର୍ମନିରପେକ୍ଷ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ଶୁକ୍ରବାର ଦିନ ନିଜର ଧର୍ମନିରପେକ୍ଷ ନୀତି ପ୍ରତି ପୁନର୍ବାର ପ୍ରତିଶ୍ରୁତି ଦେଇଛି। ଏହି କଥା ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି। ନବୀନ ନିବାସରେ ଦଳର ସଭାପତିଙ୍କ ସହ ବୈଠକ ପରେ ସେ କହିଛନ୍ତି ଯେ ବିଜେଡି କୌଣସି ରାଷ୍ଟ୍ରୀୟ…