Latest Odisha News

BREAKING NEWS

Browsing Category

ରାଜନୀତି

ବିଧାନସଭାରେ କଂଗ୍ରେସ କଳି: ତାରା କହିଲେ, ‘ଦଳରେ ଆଉ ଶୃଙ୍ଖଳା ନାହିଁ’

ଭୁବନେଶ୍ବର: ‘ଚାଲିଛି ଗୃହ । ଆଗରେ ବସିଛନ୍ତି ବାଚସ୍ପତି । ଜଣେ ଜଣେ କରି ପ୍ରଶ୍ନକର୍ତ୍ତାଙ୍କ ନାଁ ନେଇ ନିଜ ପ୍ରଶ୍ନ ରଖିବାକୁ ଅନୁରୋଧ କରୁଛନ୍ତି ବାଚସ୍ପତି । ଏହାରି ଭିତରେ ମୁଁ କହିବି, ମୁଁ କହିବି ନେଇ ନିଜ ମର୍ଯ୍ୟାଦା ଭୁଲିଗଲେ କଂଗ୍ରେସ ବିଧାୟକ । ଆଉ ତା ପରେ ପରସ୍ପର ମଧ୍ୟରେ ହିଁ…

ବିରୋଧୀ ନେତାଙ୍କ ଟାର୍ଗେଟ, ଶାସକ ଦଳର ଜବାବ୍, ଗୃହ କାର୍ଯ୍ୟ ଅଚଳ

ଭୁବନେଶ୍ୱର: ଗତକାଲି ପରି ଆଜି ମଧ୍ୟ ୯ ମାସର ବକେୟା ଦରମା ଦାବି ସହ ଅନ୍ୟାନ୍ୟ ଦାବି ନେଇ ଗାନ୍ଧୀମାର୍ଗରେ ଗର୍ଜିଛନ୍ତି ମିଶନ ଶକ୍ତି ମହିଳା । ବକେୟା ଦରମାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବା ସହ ବିକ୍ଷୋଭ ପଦର୍ଶନ କରିଛନ୍ତି ଅଲ ଓଡିଶା ଜିପିଏଲଫ ମିଶନ ଶକ୍ତି କର୍ମୀ ସଂଘ । ସେପଟେ ମିଶନ…

ବିବାହ ପୂର୍ବରୁ ରାଘବଙ୍କ ସମ୍ପର୍କରେ ଏସବୁ ଗୁଗୁଲ କରିଥିଲେ ପରିଣୀତି…

ନୂଆଦିଲ୍ଲୀ: ପରିଣୀତି ଚୋପ୍ରା ଏବଂ ରାଘବ ଚଢା ଗତ ବର୍ଷ ବିବାହ କରିଥିଲେ। ଉଦୟପୁରରେ ଏହି ଦମ୍ପତିଙ୍କର ବିବାହ ଜାକଜମକରେ ହୋଇଥିଲା। ନିକଟରେ ରଜତ ଶର୍ମାଙ୍କ ସହ ଏକ ସାକ୍ଷାତକାରରେ ଦୁହେଁ ପରସ୍ପର ସମ୍ପର୍କରେ କିଛି ଖୁଲାସା କରିଥିଲେ। ଲଣ୍ଡନରେ ଏକ ପୁରସ୍କାର ବିତରଣ ଉତ୍ସବରେ ଦୁହିଁଙ୍କ…

ରାହୁଲଙ୍କ ଉପରୁ ତୁଟୁଛି ଭରସା !

ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟରେ ଅଲ୍ ଇଜ ନଟ୍ ଓ୍ବେଲ୍ । ଗୋଟିଏ ପରେ ଗୋଟିଏ ସହଯୋଗୀ ଦଳ ରାହୁଲ ଗାନ୍ଧୀଙ୍କ ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଉଛନ୍ତି । ସଂସଦରେ ହେଉ କି ସଂସଦ ବାହାରେ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳଙ୍କ ମଧ୍ୟରେ ମତଭେଦ ସ୍ପଷ୍ଟ ଦେଖାଯାଉଛି। ହରିୟାଣା ଓ ମହାରାଷ୍ଟ୍ର ନିର୍ବାଚନରେ…

ଦ୍ବିତୀୟ ପ୍ରାର୍ଥୀ ତାଲିକା ଜାରି କଲା ଆପ୍, କେଉଁଠୁ ଲଢିବେ ସିସୋଦିଆ?

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି (AAP) ନିଜର ଦ୍ବିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ତାଲିକାରେ ୨୦ ଜଣ ପ୍ରାର୍ଥୀ ସ୍ଥାନ ପାଇଛନ୍ତି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଆପ୍ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଆସନ ବଦଳାଇ ଦେଇଛି।…

ପୁଣି ରାଜ୍ୟସଭା ଯିବେ ସୁଜିତ କୁମାର, ଆଜି ଭରିବେ ନାମାଙ୍କନ

ଭୁବନେଶ୍ୱର: ଆଜି ରାଜ୍ୟସଭା ପାଇଁ ନାମାଙ୍କନ ଭରିବେ ସୁଜିତ କୁମାର l ବିଧାନସଭାରେ ଆଜି ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିବେ ସୁଜିତ କୁମାର l ଗତ ସେପ୍ଟେମ୍ବର ୬ରେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ ସୁଜିତ କୁମାର l ସୁଜିତଙ୍କର କାର୍ଯ୍ୟକାଳ ଏପ୍ରିଲ ୨, ୨୦୨୬ରେ ଶେଷ…

ଜମ୍ମୁ-କାଶ୍ମୀରର ବିଚ୍ଛିନ୍ନତା ଚାହୁଁଥିବା ସଂଗଠନ ସହ ସୋନିଆଙ୍କ ଯୋଗସୂତ୍ର!

ନୂଆଦିଲ୍ଲୀ: କଂଗ୍ରେସ ବିରୋଧରେ ବିଜେପିର ବଡ଼ ଅଭିଯୋଗ। ଦେଶରୁ ଜମ୍ମୁ-କାଶ୍ମୀରର ବିଚ୍ଛିନ୍ନତା ଚାହୁଁଥିବା ସଂଗଠନ ସହିତ କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀଙ୍କ ସମ୍ପୃକ୍ତି ରହିଛି ବୋଲି ବିଜେପି ଅଭିଯୋଗ ଆଣିଛି। କେବଳ ସୋନିଆ ନୁହନ୍ତି, ରାହୁଲ ଗାନ୍ଧୀ ମଧ୍ୟ ଭାରତର ଅର୍ଥନୀତିକୁ…

‘ଦଲାଲମାନଙ୍କୁ ସହାୟତା କରୁଥିଲେ ପୂର୍ବ ସରକାର’

ଭୁବନେଶ୍ବର: ଦଲାଲ ମାନଙ୍କୁ ସହାୟତା କରୁଥିଲେ ପୂର୍ବ ସରକାର। ପ୍ରତିଶ୍ରୁତି ଦେଇ ଫାଙ୍କି ଥିଲେ, ହେଲେ ଆମ ସରକାର ୬ ମାସ ଭିତରେ ସବୁ ପୂରଣ କରିଛି। ଆଜି ବରଗଡ଼ରେ ଚାଷୀଙ୍କୁ ଇନପୁଟ ଟଙ୍କା ବଣ୍ଟନ କରିବା ବେଳେ ପୂର୍ବ ସରକାରଙ୍କୁ ସିଧା ନିଶାନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।…

ଦେଶ ଛାଡି ପଳାୟନ ବେଳେ ସିରିଆ ରାଷ୍ଟ୍ରପତିଙ୍କ ବିମାନ କ୍ରାଶ

ଡାମକସ୍: ସିରିଆରେ ରାଜନୈତିକ ସଙ୍କଟ ଜାରି ରହିଛି। ଏହାରି ମଧ୍ୟରେ ସିରିଆ ରାଷ୍ଟ୍ରପତି ବାଶାର ଅଲ-ଅସଦଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଚର୍ଚ୍ଚା ହେଉଛି। ତାଙ୍କ ବିମାନ ଆକାଶରେ ୫୦୦ମିଟର ଉଚ୍ଚରୁ ଖସିପଡିଥିଲା ​​ଏବଂ ଏହାର ଭଗ୍ନାବଶେଷ ମଧ୍ୟ ଉଦ୍ଧାର କରାଯାଇଛି। ବିମାନଟି ଦୁର୍ଘଟଣା…

କିଏ ହେବ ଟିଏମସିରେ ମମତାଙ୍କର ଉତ୍ତରାଧିକାରୀ? ଦିଦି ଭାଙ୍ଗିଲେ ନୀରବତା

କୋଲକାତା: ମମତା ବାନାର୍ଜୀଙ୍କ ପରେ କିଏ ତାଙ୍କ ଦଳର ନେତୃତ୍ୱ ନେବେ, ଅର୍ଥାତ୍ ତାଙ୍କ ଉତ୍ତରାଧିକାରୀ କିଏ ହେବ ବୋଲି ପ୍ରଶ୍ନର ଉତ୍ତରରେ ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ କହିଛନ୍ତି ଯେ ଏହା ତାଙ୍କ ନିଷ୍ପତ୍ତି ନୁହେଁ ବରଂ ତାଙ୍କ ଦଳ ନିଷ୍ପତ୍ତି ନେବ। ଏକ ଘରୋଇ ଚ୍ୟାନେଲ…