Latest Odisha News

BREAKING NEWS

Browsing Category

ରାଜନୀତି

ମହାରାଷ୍ଟ୍ର ମହାଭାରତରେ ସନ ରାଇଜିଂ !

ନୂଆଦିଲ୍ଲୀ: ମହାରାଷ୍ଟ୍ର କୁରୁକ୍ଷେତ୍ରରେ ବରିଷ୍ଠ ନେତାଙ୍କ ପୁଅ ଝିଅ । ରାଜନୈତିକ ଭିରାସତକୁ ଆଗକୁ ନେବାକୁ ସମରସଜ୍ଜା । ବିରୋଧୀଙ୍କ ପାଇଁ ପଛରୁ ଗୋଟି ଚଳାଇବେ ବାପା । କେଉଁଠି ବାଜିରେ ଲାଗିଛି ପରିବାରର ସମ୍ମାନ ତ କେଉଁଠି କ୍ଷମତା ପାଇଁ ପରିବାର ସଦସ୍ୟ ହିଁ ମୁହାଁମୁହିଁ । ପ୍ରଥମ…

ମୋ ଝିଅ ସହ ଅନ୍ୟାୟ ହୋଇଛି: ଜଗନ୍ ମୋହନ ରେଡ୍ଡୀଙ୍କ ମା’

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୱାଇଏସଆର କଂଗ୍ରେସ ମୁଖ୍ୟ ଜଗନ୍ ମୋହନ ରେଡ୍ଡୀ ଏବଂ ତାଙ୍କ ଭଉଣୀ ତଥା ରାଜ୍ୟ କଂଗ୍ରେସ ସଭାପତି ୱାଇଏସ ଶର୍ମିଲାଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ବିବାଦ ଲାଗି ରହିଛି। ତେବେ ଏହା ମଧ୍ଯରେ ତାଙ୍କ ମା ତଥା ସ୍ୱର୍ଗତ ମୁଖ୍ୟମନ୍ତ୍ରୀ…

ବିଜେଡି ଛାଡ଼ିଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ

ବରୀ : ବିଜେଡି ଛାଡ଼ିଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ। ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଦଳରେ ସେ ୫ ମାସ ହେଲା ଦଳରେ ଅଣଦେଖା ହୋଇ ରହିଥିବା ଇସ୍ତଫା ପତ୍ରରେ ଅଭିଯୋଗ…

ଗୋଟିଏ ହ୍ଵିସିଲରେ ବିଜେଡ଼ି ଭାଙ୍ଗିଯିବ: ଜୟନାରାୟଣ ମିଶ୍ର

ଭୁବନେଶ୍ବର: ପ୍ରମିଳାଙ୍କ ବୟାନରେ କଡ଼ା ଜବାବ ଦେଇଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ଗୋଟିଏ ହ୍ଵିସିଲରେ ଭାଙ୍ଗିଯିବ ବିଜେଡ଼ି । ଅମିତ ଶାହଙ୍କ ଗୋଟିଏ ହ୍ଵିସିଲରେ ବିଜେଡ଼ି ଭାଙ୍ଗିଯିବ ବୋଲି ସେ କହିଛନ୍ତି । ୧୪୦ ନୁହେଁ  ଆଗ ୪୦ ସିଟ ଜିତିକି ଦେଖାନ୍ତୁ । ଆମ ଦଳ ଭାଙ୍ଗୁନି ।…

‘୭୦ ବର୍ଷୀୟ ସମସ୍ତ ବୃଦ୍ଧାଙ୍କୁ ମୁଁ କ୍ଷମା ମାଗୁଛି’, କାହିଁକି ଏମିତି କହିଲେ ମୋଦି….

ନୂଆଦିଲ୍ଲୀ: ଆଜି ଆୟୁର୍ବେଦ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସାରା ଦେଶରେ ଆୟୁଷ୍ମାନ ଯୋଜନା ପାର୍ଟ ୨ ଲାଗୁ କରିଛନ୍ତି । ଯେଉଁଥିରେ ୭୦ ବର୍ଷରୁ ଅଧିକ ବୃଦ୍ଧବୃଦ୍ଧାଙ୍କ ପାଇଁ ଅତ୍ୟାଧୁନିକ ସ୍ବାସ୍ଥ୍ୟ ସେବା ମାଗଣା ଯୋଗାଇ ଦିଆଯିବ । ସାରା ଦେଶରେ ଏହି ଯୋଜନା ଲାଗୁ ହୋଇଥିବା ବେଳେ…

‘ଆମେ ସେମାନଙ୍କୁ କାଟି ଦେବୁ ଓ ମାଟିରେ ପୋତିବୁ’: ଚର୍ଚ୍ଚାରେ ମିଥୁନଙ୍କ ବିବାଦୀୟ ବୟାନ

କୋଲକାତା: ବଙ୍ଗଳାରେ ହେବାକୁ ଯାଉଛି ଉପନିର୍ବାଚନ। ଆସନ୍ତା ମାସରେ ରାଜ୍ୟର ୬ଟି ବିଧାନସଭା ଆସନରେ ଉପ ନିର୍ବାଚନ ହେବ। ଉପ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗର ରାଜନୀତିକ ବାତାବରଣ ସରଗରମ ହୋଇଉଠିଛି। ଶାସିତ ଦଳ ଟିଏମସି ଓ ବିରୋଧୀ ବିଜେପି ମଧ୍ୟରେ ବାକଯୁଦ୍ଧ ତୀବ୍ର ହୋଇଛି। ଏହାରି ଭିତରେ…

କାହାକୁ ଭରସା କରିବେ ଝାଡ଼ଖଣ୍ଡ ଆଦିବାସୀ?

ନୂଆଦିଲ୍ଲୀ: ଜେଏମଏମର ଆଦିବାସୀ ଭୋଟବ୍ୟାଙ୍କ ଭାଙ୍ଗିପାରିବ କି ବିଜେପି? ହରିୟାଣା ବିଜୟ ପରେ ଜୋଶରେ ବିଜେପି । ଜେଏମଏମ ବିରୋଧରେ ଶାସନ ବିରୋଧୀ ହାଓ୍ବାକୁ ଅସ୍ତ୍ର କରି ଝାଡ଼ଖଣ୍ଡ ହାତେଇବାକୁ ଚଳାଇଛି ଉଦ୍ୟମ। ପଡୋଶୀ ରାଜ୍ୟ ଓଡିଶାରେ ଆଦିବାସୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇ ପିଚ୍…

ଟ୍ରେଲର ଚାଲିଛି…ଫିଲ୍ମ କେବେ?

ଭୁବନେଶ୍ବର: ପୂର୍ବ ସରକାରକୁ ତେରେଛା ବାଣ। ମୁଖ୍ୟମନ୍ତ୍ରୀ କହିଲେ, ଦୁର୍ନୀତିକୁ ଜିରୋ ଟଲରାନ୍ସ। ବିଜେପି ସରକାରକୁ ଆସିବା ପରେ ବନ୍ଧା ହେଲେଣି ୬ ମୁଖ୍ୟଯନ୍ତ୍ରୀ । ତେବେ ଏହା କେବଳ ଟ୍ରେଲର ଆଗକୁ ପୂରା ଫିଲ୍ମ ବାକି ଅଛି ବୋଲି ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ…

ଅଭିନେତା ବିଜୟଙ୍କ ପାର୍ଟିର ପ୍ରତିଶ୍ରୁତି, ହଟିବ ରାଜ୍ୟପାଳ ପଦବୀ

ଚେନ୍ନାଇ: ତାମିଲନାଡୁର ଭିଲୁପୁରମ୍ ଜିଲ୍ଲାରେ ରବିବାର ଦିନ ଅଭିନେତା ବିଜୟ ଏକ ରାଲି କରିଥିଲେ। ତାଙ୍କ ଦଳ ତାମିଲାଗା ଭେଟ୍ରି କାଜଗାମ ଗଠନ କରିବାର ଆଠ ମାସ ପରେ ଏକ ରାଲି କରିଥିଲେ। ଏହି ରାଲିରେ ସେ ଦଳର ଆଦର୍ଶ ଏବଂ ମୂଳ ପ୍ରସଙ୍ଗ ବିଷୟରେ ଆଲୋଚନା କରିଛନ୍ତି ଯେଉଁଥିରେ ସମାନତା,…

ମୁଖ୍ୟମନ୍ତ୍ରୀଙ୍କ ତେରଛା ଆକ୍ରମଣ, ନିଶାନାରେ ପୂର୍ବ ସରକାର

ଭୁବନେଶ୍ବର: ଦୁର୍ନୀତି କଥା ଆସିଲେ ନୂଆ ସରକାର ଶୂନ୍ୟ ସହନଶୀଳତା ପାଇଁ ପ୍ରତିଶ୍ରୁତି ବଦ୍ଧ । ସରକାରୀ ବାବୁମାନେ ପୂର୍ବ ସରକାରରେ ଦୁର୍ନୀତିଖୋର ହୋଇଯାଇଥିଲେ । ସବୁ ଦୁର୍ନୀତି ଟଙ୍କାରେ କାହା ସରକାର ଚାଲିଥିଲା ତାହା ସମସ୍ତେ ଜାଣନ୍ତି ବୋଲି କହି ପୂର୍ବ ସରକାରଙ୍କୁ କଟାକ୍ଷ କରିଛନ୍ତି…