Latest Odisha News

BREAKING NEWS

Browsing Category

ରାଜନୀତି

ଦିଲ୍ଲୀ ଦଙ୍ଗଲରେ କାହାର ପଲ୍ଲା ଭାରି?

ନୂଆଦିଲ୍ଲୀ: ଦିଲ୍ଲୀରେ କେତେ କାମ ଦେବ କଂଗ୍ରେସ ରଣନୀତି ? ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସରିଛି ପ୍ରଚାର। ଶେଷ ଦିନରେ ଭୋଟରଙ୍କୁ ମନାଇବାକୁ ଜୋରଦାର ଉଦ୍ୟମ କରିଛନ୍ତି ସବୁ ଦଳର ଷ୍ଟାର ପ୍ରଚାରକ । ତେବେ କୁଆଡ଼େ ଢଳିବେ ଭୋଟର? ସବୁ ବର୍ଗର ଭୋଟରଙ୍କ ପାଇଁ ତିନି ପ୍ରମୁଖ ଦଳ ବଡ଼ ଘୋଷଣା…

ଓଡି଼ଆ ନୂଆବର୍ଷ ପୂର୍ବରୁ ସରିବ ବିଜେଡି ସାଙ୍ଗଠନିକ ନିର୍ବାଚନ

ଭୁବନେଶ୍ୱର: ଶଙ୍ଖ ଭବନରେ ବସିଲା ବିଜେଡି ସମନ୍ୱୟ କମିଟି ବୈଠକ। ବିଜେଡି ସଭାପତିଙ୍କ ନିର୍ଦ୍ଦେଶରେ ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି। ଓଡି଼ଆ ନୂଆ ବର୍ଷ ପୂର୍ବରୁ ସରିବ ବିଜେଡି ସାଂଗଠନିକ ନିର୍ବାଚନ। ଆଜି ବସିଥିବା ସମନ୍ବୟ କମିଟି ବୈଠକ ପରେ…

୧୨ରେ ବସିବ ବିଜେଡି ବିଧାୟକ ଦଳ ବୈଠକ

ଭୁବେନଶ୍ବର: ୧୨ରେ ବସିବ ବିଜେଡି ବିଧାୟକ ଦଳ ବୈଠକ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନରେ ଏହି ବୈଠକ ଅନୁଷ୍ଠିତ ହେବ। ସୂଚନା ଅନୁଯାୟୀ, ଶଙ୍ଖ ଭବନରେ ଏହି ବୈଠକ ବସିବାକୁ ଥିବାବେଳେ ବିଧାନସଭା ପାଇଁ ରଣନୀତି ପ୍ରସ୍ତୁତ କରାଯିବ ବୋଲି ଜଣାପଡିଛି। ସେପଟେ…

ଦିଲ୍ଲୀ ନିର୍ବାଚନ: ଆଜି ପ୍ରଚାରର ଶେଷ ଦିନ, ୫ରେ ଭୋଟଗ୍ରହଣ

ନୂଆଦିଲ୍ଲୀ: ଆଜି ପ୍ରଚାରର ଶେଷ ଦିନ । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର।  ଆଜି ସନ୍ଧ୍ୟା ୫ଟାରେ ସରିଯିବ ନିର୍ବାଚନ ପ୍ରଚାର ।  ଶେଷ ଦିନ ହୋଇଥିବାରୁ ସବୁ ରାଜନୈତିକ ଦଳ ନିଜର ହଭିୱେଟ ନେତାଙ୍କୁ ମୈଦାନକୁ ଓହ୍ଲାଇ ଜୋରସୋରରେ ପ୍ରଚାର କରିବେ । ଆସନ୍ତା ୫ ତାରିଖରେ ହେବ…

କାହାକୁ ବାଛିବେ‌ ମଧ୍ୟବିତ୍ତ?…

ନୂଆଦିଲ୍ଲୀ: ମଧ୍ୟବିତ୍ତଙ୍କ କାନ୍ଧରେ ଭରା ଦେଇ ନିର୍ବାଚନ ବୈତରଣୀ ପାର ହେବାକୁ ପ୍ଲାନ୍ କରିଥିଲେ କେଜ୍ରିଓ୍ବାଲ। ହେଲେ କେନ୍ଦ୍ର ବଜେଟରେ ଆୟକର ଗୋଟି ଚଳାଇ ଖେଳ ଏପଟ ସେପଟ କରିଦେଲା ବିଜେପି। ମଧ୍ୟବିତ୍ତଙ୍କ ପାଇଁ ୭ଟି ଦାବି ରଖି ମାଷ୍ଟରଷ୍ଟ୍ରୋକ୍ ଖେଳିଥିଲେ କେଜ୍ରିଓ୍ବାଲ। ଆୟକର ସୀମା ୭…

ଟ୍ରମ୍ପଙ୍କ ଘୋଷଣା ପରେ ଆମେରିକା ଉପରେ ଟାରିଫ ଲଗାଇବ କାନାଡା

ୱାଶିଂଟନ: ଟାରିଫ୍ ବଦଳରେ ଟାରିଫ୍। ଡୋନାଲ୍ଡ ଟ୍ରମ୍ପ କାନାଡା, ମେକ୍ସିକୋ ଏବଂ ଚୀନ୍ ବିରୋଧରେ ଭାରି ଟାରିଫ୍ ଲାଗୁ କରିବା ପରେ ଏକପ୍ରକାର ବାଣିଜ୍ୟିକ ଯୁଦ୍ଧ ଆରମ୍ଭ ହୋଇଛି। ଯାହାପରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ମଧ୍ୟ ଆମେରିକୀୟ ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଘୋଷଣା…

ବିଜେପିରେ ମିଶିଲେ ଆପରୁ ଇସ୍ତଫା ଦେଇଥିବା ୮ ବିଧାୟକ

ନୂଆଦିଲ୍ଲୀ: ଫେବୃଆରୀ ୫ ତାରିଖରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଶନିବାର ଦିନ ଆମ ଆଦମୀ ପାର୍ଟିର ୮ ଜଣ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି। କାରଣ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଏହି ସମସ୍ତ ବିଧାୟକଙ୍କୁ ଟିକେଟ୍ ଦେବାକୁ ମନା କରିଦେଇଥିଲା। ସୂଚନା ଅନୁଯାୟୀ,…

ବିହାର ପାଇଁ ହାତ ଖୋଲିଦେଲେ

ନୂଆଦିଲ୍ଲୀ: ବଜେଟରେ ବିହାର ଉପରେ କେନ୍ଦ୍ର ମେହେରବାନ୍ । ବିହାର ପାଇଁ ବଜେଟରେ ବଡ ଘୋଷଣାକୁ ନେଇ ରାଜନୈତିକ ବୟାନବାଜି ଜୋରଦାର ହେଲାଣି । ଚଳିତ ବର୍ଷ ଶେଷ ଭାଗରେ ବିହାରରେ ବିଧାନସଭା ନିର୍ବାଚନ ଥିବା ବେଳେ ବିହାର ପାଇଁ ହାତ ଖୋଲି ଦେଇଛନ୍ତି କେନ୍ଦ୍ର ସରକାର । ଗ୍ରୀନଫିଲଡ…

୮ ବଜେଟ୍, ୮ ଶାଢି଼; ଅର୍ଥମନ୍ତ୍ରୀଙ୍କ ଲୁକ୍ ପଛରେ ରହିଛି ଅନେକ ବାର୍ତ୍ତା

ନୂଆଦିଲ୍ଲୀ: ୨୦୨୫ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୁଣି ଥରେ ଦେଶର ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। କ୍ରମାଗତ ଭାବେ ଏହା ତାଙ୍କର ୮ମ ବଜେଟ୍। ଏହି ଅବସରରେ ସମସ୍ତଙ୍କ ନଜର ତାଙ୍କ ଭାଷଣ ଏବଂ ତାଙ୍କ ଲୁକ୍ ଉପରେ ରହିଥିଲା। ପ୍ରତିବର୍ଷ ପରି ଏଥର ମଧ୍ୟ ସେ ବଜେଟ୍ ପାଇଁ…

ରାଷ୍ଟ୍ରପତିଙ୍କ ପ୍ରତି ସୋନିଆଙ୍କ ବୟାନ ସାନ୍ତାଳୀ ସମ୍ପ୍ରଦାୟର ଅପମାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଶୁକ୍ରବାର କଂଗ୍ରେସ ନେତା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ କଡ଼ା ନିନ୍ଦା କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। “ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୁଦ୍ଧରେ ସୋନିଆ ଗାନ୍ଧୀ ଏବଂ ରାହୁଲ…