Latest Odisha News

BREAKING NEWS

Browsing Category

ରାଜନୀତି

ଦକ୍ଷିଣକୁ ପସନ୍ଦ ନୁହେଁ ଆମେ ଦୁଇ ଆମର ଦୁଇ !

ନୂଆଦିଲ୍ଲୀ: ଦକ୍ଷିଣକୁ ପସନ୍ଦ ନୁହେଁ ଆମେ ଦୁଇ ଆମର ଦୁଇ । ଜନସଂଖ୍ୟାକୁ ନେଇ ଉତ୍ତର ବନାମ ଦକ୍ଷିଣ । କାହିଁକି ଜନସଂଖ୍ୟା ବଢାଇବାକୁ କହୁଛନ୍ତି ସାଉଥ୍ ସିଏମ୍? ଜନସଂଖ୍ୟା ବୃଦ୍ଧି ପଛରେ କଣ ରହିଛି ରାଜନୀତି? ଜନସଂଖ୍ୟାରେ ଚୀନକୁ ଟପିଗଲାଣି ଭାରତ । ହେଲେ ନିୟନ୍ତ୍ରଣ କରିବେ କଣ ଜନସଂଖ୍ୟା…

ମୋଦି, ପୁଟିନ ଓ ଜିନପିଙ୍ଗଙ୍କ ଫଟୋ ଭାଇରାଲ, ଆମେରିକା ଚିନ୍ତା… 

ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳନୀରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଗତ ୩ ମାସରେ ଦୁଇଥର ଋଷକୁ ଆସିଛି। ଯାହା ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱର ପ୍ରମାଣ। ଋଷର କଜାନରେ…

ୱାୟନାଡରୁ ନାମାଙ୍କନ ଦାଖଲ କଲେ ପ୍ରିୟଙ୍କା ଗାନ୍ଧି, ପ୍ରତ୍ୟେକ୍ଷ ନିର୍ବାଚନ ଲଢ଼ିବେ କଂଗ୍ରେସ ମହାସଚିବ

ୱାୟନାଡ: ୱାୟନାଡ ଲୋକସଭା ସିଟ୍‌ ପାଇଁ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ଆଜି ନାମାଙ୍କନ ଦାଖଲ କଲେ ପ୍ରିୟଙ୍କା ଗାନ୍ଧି। ପ୍ରଥମ ଥର ପ୍ରତ୍ୟେକ୍ଷ ନିର୍ବାଚନ ଲଢ଼ିବେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା। ଏଥି ନିମନ୍ତେ ସେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପ୍ରିୟଙ୍କା…

ସମୟ ପୂର୍ବରୁ ନିର୍ବାଚନ କରାଯିବା ବିଜେପିର ଷଡଯନ୍ତ୍ର !

ରାଞ୍ଚି: ଝଡଖଣ୍ଡରେ ରାଜନୈତିକ ହଟଚମଟ ଦେଖିବାକୁ ମିଳିଛି। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ବିଧାୟକ ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ସୋମବାର ଏକ ବଡ ଅଭିଯୋଗ କରିଛନ୍ତି।  ରାଜ୍ୟରେ ବିଧାନସଭା ନିର୍ବାଚନ ସମୟ ପୂର୍ବରୁ କରାଯିବା ବିଜେପିର  ଷଡଯନ୍ତ୍ରବୋଲି…

ମହାରାଷ୍ଟ୍ରରେ ଯୋଗେନ୍ଦ୍ର ଯାଦବଙ୍କ ସଭାରେ ଭିବିଏର ବିଶୃଙ୍ଖଳା

ମୁମ୍ବାଇ: ସ୍ୱରାଜ ଇଣ୍ଡିଆ ପାର୍ଟିର ପ୍ରତିଷ୍ଠାତା ଯୋଗେନ୍ଦ୍ର ଯାଦବଙ୍କ ଏକ ରାଜନୈତିକ ରାଲିରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହା ଫଳରେ ସେ ଅଧରୁ ବନ୍ଦ କରିଦେଇଥିଲେ ତାଙ୍କ ସଭା। ମହାରାଷ୍ଟ୍ରର ଅକୋଲାରେ ଆୟୋଜିତ ଏହି ସଭାରେ ଏହିପରି ଘଟଣା ଦେଖିବାକୁ ମିଳିଛି। ସୂଚନା…

କୋଲକାତା ରେପ୍ ମର୍ଡର କେସ୍ : ଶେଷ ହେଲା ଜୁନିଅର ଡାକ୍ତରଙ୍କ ହରତାଳ

କୋଲକାତା : କୋଲକାତାରେ ରେପ ଓ ମର୍ଡର ବିରୋଧରେ ଚାଲିଥିବା ଆମରଣ ଅନଶନ ବନ୍ଦ ହୋଇଛି। ଜୁନିଅର ଡାକ୍ତର ମାନଙ୍କ ଦ୍ୱାରା ଚାଲିଥିବା ଏହି ଆନ୍ଦୋଳନ ୧୭ ଦିନପରେ ଶେଷ ହୋଇଛି। ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହେବା ପରେ ଏପରି ହୋଇଛି। କୋଲକତା ରେପ ମର୍ଡର କେସରେ…

ପରିବାର ଖାତାରେ ଟିକେଟ୍

ନୂଆଦିଲ୍ଲୀ: କେଉଁଠି ବାପାଙ୍କ ଜାଗାରେ ଝିଅ, ବୋହୂ ତ କେଉଁଠି ସ୍ବାମୀଙ୍କ ଗଡ଼ରେ ସ୍ତ୍ରୀଙ୍କୁ ଟିକେଟ୍ । ମହାରାଷ୍ଟ୍ର, ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ହେଉ କି ଲୋକସଭା ନିର୍ବାଚନ ପରେ ଖାଲି ପଡିଥିବା ସିଟରେ ଉପନିର୍ବାଚନ । ପରିବାରରୁ ହିଁ ରାଜନୀତିର ଉତ୍ତରାଧିକାରୀ ବାଛୁଛନ୍ତି ଦଳ ।…

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପରେ ଷ୍ଟାଲିନଙ୍କ ଅପିଲ୍, ସମୟ ଆସିଛି ୧୬ ସନ୍ତାନ ଜନ୍ମ କର

ଚେନ୍ନାଇ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ପରେ ବର୍ତ୍ତମାନ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଅଧିକ ସନ୍ତାନ ଜନ୍ମ ଉପରେ ଗୁରୁତ୍ବାରୋପ କରିଛନ୍ତି। ୧୬ରୁ ଅଧିକ ସନ୍ତାନ ଜନ୍ମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଲୋକଙ୍କୁ ନିବେଦନ କରିଛନ୍ତି।…

ପୁଣି ବିଜେଡିକୁ ସୌମ୍ୟଙ୍କ କଡା କଟାକ୍ଷ, ‘ଅହଂକାର ବୁଡାଇଲା’

ବାଙ୍କୀ: ପୁଣି ବିଜେଡିକୁ ଶାଣିତ ଆକ୍ରମଣ କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ବିଜେଡି କାହିଁକି ହାରିଲା କାରଣ ଦର୍ଶାଇ କଟାକ୍ଷ କରି କହିଛନ୍ତି । ସୌମ୍ୟ କହିଛନ୍ତି, ବିଜେଡି କାହିଁକି ହାରିଛି କେହି ଆଲୋଚନା ପାଇଁ ପ୍ରସ୍ତୁତ ନାହାନ୍ତି । ଓଡିଶାବାସୀଙ୍କ ମନରେ ବିଜେଡିକୁ ବୁଦ୍ଧି ଶିଖାଇବା…

୨୩ରେ ନାମାଙ୍କନ ଦାଖଲ କରିବେ ପ୍ରିୟଙ୍କା

ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆସନ୍ତା ୨୩ ତାରିଖରେ ୱାୟନାଡ ଲୋକସଭା ଆସନରୁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ନାମାଙ୍କନ ଦାଖଲ ବେଳେ ତାଙ୍କ ଭାଇ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଉପସ୍ଥିତ ରହିବେ। ପରେ ଉଭୟ ଏକ ରୋଡ ଶୋରେ ସାମିଲ ହେବେ। ସୂଚନା…