Latest Odisha News

BREAKING NEWS

Browsing Category

ରାଜନୀତି

କରିବେ ସେମାନେ, ଭରିବୁ ଆମେ; ଚୀନକୁ ଆକ୍ଷେପ କରି ଡବ୍ଲ୍ୟୁଏଚଓରୁ ଓହରିଲା ଆମେରିକା

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ଗ୍ରହଣ କରିବା ମାତ୍ରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାରେ ଲାଗିଛନ୍ତି। ସେ ତତ୍ପରତାର ସହ ଅନେକ ନିଷ୍ପତ୍ତି ମଧ୍ଯ ନେଉଛନ୍ତି। ସୂଚନା ଅନୁଯାୟୀ, ଚୀନକୁ ଆକ୍ଷେପ କରି ଡବ୍ଲ୍ୟୁଏଚଓରୁ ଓହରିଯାଇଛି ଆମେରିକା। ସେ କହିଛନ୍ତି ଯେ…

ବିଜେଡିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ; ପ୍ରତାପ ଦେବ ବିଜେଡି ନିର୍ବାଚନ ଅଧିକାରୀ ନିଯୁକ୍ତ

ଭୁବନେଶ୍ୱର: ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ ପରିଚାଳନା ପାଇଁ ସୋମବାର ନିର୍ବାଚନ ଅଧିକାରୀ ନିଯୁକ୍ତ ହୋଇଛନ୍ତି । ଦଳର ସଭାପତି ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ବରିଷ୍ଠ ବିଧାୟକ ତଥା ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବଙ୍କୁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ…

ନବ ଦାସ ହତ୍ୟା…ସତ ଲୁଚାଇବାକୁ ଷଡ଼ଯନ୍ତ୍ର !

ଭୁବନେଶ୍ବର: ନବ ଦାସଙ୍କ ହତ୍ୟାକୁ ନେଇ ସାମନାକୁ ଆସୁଛି ଗୋଟିଏ ପରେ ଗୋଟେ ଚାଞ୍ଚଲ୍ୟକର ତଥ୍ୟ । ପ୍ରଥମେ ଏକାଧିକ ବନ୍ଧୁକରୁ ଗୁଳି ମାଡ ନେଇ ତଥ୍ୟ ଆସିବା ପରେ ଏବେ ସନ୍ଦେହ ବଢାଇଛି ନବ ଦାସଙ୍କ ରକ୍ତଭିଜା ସାର୍ଟ ପୋଡିଦେବା ଘଟଣା । ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ ସ୍ପଷ୍ଟ ଦିବାଲୋକରେ ହତ୍ୟା…

ଦିଲ୍ଲୀର ବଡ଼ ଦଙ୍ଗଲ

ନୂଆଦିଲ୍ଲୀ: ଦିଲ୍ଲୀର ୭୦ଟି ବିଧାନସଭା ସିଟରେ ଆମ ଆଦମୀ ପାର୍ଟି, ବିଜେପି ଓ କଂଗ୍ରେସ ମଧ୍ୟରେ ହେଉଛି ମହାମୁକାବିଲା । ଆପ ପୁଣି କ୍ଷମତାକୁ ଫେରିବାକୁ ଜୋରଦାର ଉଦ୍ୟମ କରୁଥିବା ବେଳେ ଦଳ ଗଠନ ପରଠୁ ସବୁଠୁ ବଡ ଅଗ୍ନିପରୀକ୍ଷାର ସାମନା କରୁଛି । ବିଜେପି ୨୭ବର୍ଷ ପରେ ଦିଲ୍ଲୀ ଦଖଲ କରିବାକୁ…

ସୁଧାଂଶୁ ଶେଖର ପରିଡ଼ାଙ୍କ ନିଲମ୍ବନ ପ୍ରତ୍ୟାହାର ପ୍ରସଙ୍ଗ; ବିଜେଡିକୁ ଲୋକେ ଆଉ ଗ୍ରହଣ କରିବେନି: ସମୀର ଦାଶ

ଭୁବନେଶ୍ବର: ଦଳକୁ ପୁଣି ଥରେ ସୁଦୃଢ କରିବାକୁ ଅଣ୍ଟା ଭିଡିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପୂର୍ବରୁ ନିଲମ୍ବନ ହୋଇଥିବା ନେତାଙ୍କୁ ପୁଣି ଥରେ ଦଳରେ ମିଶାଉଛନ୍ତି । ଏହି ପ୍ରରିପେକ୍ଷୀରେ ବାଲେଶ୍ୱର ଜିଲ୍ଲା ରେମୁଣାର ପୂର୍ବ ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ଉପରେ ନିଲମ୍ବନ…

ନବୀନଙ୍କ ପରେ କିଏ ହେବାକୁ ଚାହୁଁଥିଲେ ମୁଖ୍ୟମନ୍ତ୍ରୀ? କାହା ଆଡକୁ ଇସାରା ଦେଲେ ପ୍ରଦୀପ…

ଭୁବନେଶ୍ବର: ଯିଏ ନବୀନଙ୍କ ପରେ ମୁଖ୍ୟମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖୁଥିଲେ, ସିଏ ହିଁ ନବ ଦାସଙ୍କ ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ । ପୁଣି ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ଫାଇଲ ଏବେ ପୁଣି ଚର୍ଚ୍ଚାରେ ରହିଥିବା ବେଳେ ଏହାକୁ ନେଇ ଆଜି ଏଭଳି ଚାଞ୍ଚଲ୍ୟକର ବୟାନ…

ପାକିସ୍ତାନ ଉପରେ ବର୍ଷିଲେ ଜୟଶଙ୍କର, କ୍ୟାନ୍ସର ଭଳି ନିଜକୁ ଖାଉଛି… 

ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ପଡ଼ୋଶୀ ଦେଶ ପାକିସ୍ତାନ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ଆତଙ୍କବାଦକୁ ସମର୍ଥନ କରିଆସୁଛି କିନ୍ତୁ ଏହି ଆତଙ୍କବାଦ ପାକିସ୍ତାନକୁ କର୍କଟ ରୋଗ ଭଳି ଗ୍ରାସ କରିବା ଆରମ୍ଭ କରିସାରିଲାଣି। ବୈଦେଶିକ ମନ୍ତ୍ରୀ ଜୟଶଙ୍କର…

ଟ୍ରମ୍ପଙ୍କ ଶପଥ ଗ୍ରହଣ ପରେ ଏକାଠି ହେବେ ଏହି ୪ ଦେଶ

ୱାଶିଂଟନ ଡିସି: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦ ଜାନୁଆରୀରେ ଦ୍ଵିତୀୟ ଥର ପାଇଁ ରାଷ୍ଟ୍ରପତି ଭାବରେ ଶପଥ ନେବେ। ଶପଥ ଗ୍ରହଣର ପରଦିନ ଅର୍ଥାତ ୨୧ ଜାନୁଆରୀରେ କ୍ୱାଡ ଦେଶର ବୈଦେଶକ ମନ୍ତ୍ରୀମାନଙ୍କର ଏକ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକ ୱାଶିଂଟନ ଡିସିରେ ହେବାକୁ…

ସମ୍ବିଧାନକୁ ସମାପ୍ତ କରିବାକୁ ଚେଷ୍ଟା କରୁଛନ୍ତି ବିଜେପି ଓ ଆରଏସଏସ: ରାହୁଲ

ପାଟନା : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଶନିବାର ମୋଦୀ ସରକାରଙ୍କୁ କଡା ଟାର୍ଗେଟ କରିଛନ୍ତି। ବିହାର ରାଜଧାନୀ ପାଟନାରେ ସମ୍ବିଧାନ ସୁରକ୍ଷା ସମ୍ମେଳନକୁ ସମ୍ବୋଧିତ କରି ଶାସକ ବିଜେପିରେ ବିଧାୟକ ଓ ସାଂସଦମାନଙ୍କର କୌଣସି କ୍ଷମତା ନାହିଁ ବୋଲି କହିଛନ୍ତି। ସେ ସମ୍ବିଧାନକୁ ନେଇ ଆରଏସଏସକୁ…

ଦିଲ୍ଲୀ ଭୋଟ୍ ପରେ ଭାଙ୍ଗିଯିବ ଇଣ୍ଡିଆ ମେଣ୍ଟ !

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ ଆଦମୀ ପାର୍ଟି ଓ କଂଗ୍ରେସ ମୁହାଁମୁହିଁ । ୮ମାସ ତଳେ ଦିଲ୍ଲୀରେ ଆପର ହାତ ଧରି ନିର୍ବାଚନ ଲଢିଥିଲା କଂଗ୍ରେସ। ହେଲେ ଏବେକାର ସ୍ଥିତି ଭିନ୍ନ । ପରସ୍ପର ବିରୋଧରେ ବିଷ ଓଗାରୁଛନ୍ତି ନେତା । ଲାଗୁଛି ଦୁଇ ଦଳ ମଧ୍ୟରେ ସଂଘର୍ଷ ବିରାମ ଶେଷ ହୋଇଥିବା ବେଳେ ନିର୍ବାଚନୀ…