Latest Odisha News

BREAKING NEWS

Browsing Category

ରାଜନୀତି

ଝାଡ଼ଖଣ୍ଡରେ ୫୬  ଆସନ ପାଇଁ ମୋହର ମାରିଲା ବିଜେପି!

ରାଞ୍ଚୀ : ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖକୁ ନେଇ ବହୁତ ଦିନରୁ ଚାଲୁଥିବା ସସପେନ୍ସ ଦୂର ହୋଇଛି । ତାରିଖ ଘୋଷଣା ପରେ ବିଜେପି କେନ୍ଦ୍ରୀୟ ଟିମ୍ ପାଖାପାଖି ୫୫-୫୬ ସିଟ ପାଇଁ ପ୍ରାର୍ଥୀମାନଙ୍କ ନାମରେ ମୋହର ମାରିଛି।  ଦଳ ଆଗାମୀ ଦୁଇ ଦିନ ମଧ୍ୟରେ ପ୍ରାର୍ଥୀମାନଙ୍କ ନାମ ଘୋଷଣା…

ଜାଣନ୍ତୁ ୫ ବର୍ଷରେ କେତେ ବଦଳିଛି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ

ନୂଆଦିଲ୍ଲୀ : ଘୋଷଣା ହୋଇଛି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖ। ଦୁଇ ରାଜ୍ୟରେ ବିଜେପି ନତୃତ୍ଵାଧୀନ ଏନଡିଏ ଓ ଇଣ୍ଡିଆ ବ୍ଲକ ମଧ୍ୟରେ କଡ୍ଡା ଟକ୍କର ଦେଖିବାକୁ ମିଳିଛି। ମହାରାଷ୍ଟ୍ରରେ ଏନଡିଏ ଶାସନ କରୁଥିବା ବେଳେ ଝାଡଖଣ୍ଡରେ ସରକାର ଚଲାଉଛି ଜେଏମଏମ ମେଣ୍ଟ ସରକାର। ଦୁଇ…

କେଉଁ ଆସନରୁ ପ୍ରାର୍ଥୀ ହେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ?

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପରେ ଦେଖାଦେଇଛି ରାଜନୈତିକ ଝଡ। ନିର୍ବାଚନ ପ୍ରସ୍ତୁତି ପ୍ରସଙ୍ଗରେ ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ହରିୟାଣା ବିଜୟ ପରେ ବେଶ ଉତ୍ସାହିତ ବିଜେପି। ଝାଡଖଣ୍ଡରେ ବିଜେପି ଭଲ ପ୍ରଦର୍ଶନ କରିବା ସହ ସରକାର…

ନାୟବ ସିଂହ ସୈନି ହେବେ ହରିୟାଣା ମୁଖ୍ୟମନ୍ତ୍ରୀ : କାଲି ଶପଥ ନେବେ

ନୂଆଦିଲ୍ଲୀ : ହରିୟାଣାରେ ହ୍ୟାଟ୍ରିକ ମାରିବା ପରେ ପୁଣି ସରକାର ଗଢିବ ବିଜେପି। ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନାୟବ ସିଂହ ସୈନି । ପୂର୍ବ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ନେଇ  ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯାଇଛି । …

ବିଭୀଷଣ ସାଜିଥିଲେ ସାଂସଦ ପ୍ରାର୍ଥୀ !

ଭୁବନେଶ୍ବର: ପୂର୍ବତନ ବିଜେଡି ବିଧାୟିକା ଲତିକା ପ୍ରଧାନଙ୍କ ସାଂଘାତିକ ଅଭିଯୋଗ । ଦଳର ଆସିକା ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ ସାଜିଥିଲେ ବିଭୀଷଣ ! ଦଳୀୟ ପ୍ରାର୍ଥୀଙ୍କୁ ହରାଇବାକୁ ବିଜେପି ସହ ମିଳାଇଥିଲେ ହାତ ! ବିଜେଡି ନେତ୍ରୀ ଲତିକା ପ୍ରଧାନଙ୍କର ଏଭଳି ବିସ୍ଫୋରକ ବୟାନକୁ ନେଇ ସରଗରମ…

ରଘୁବର ଲଢିବେ ନା ଛାଡିବେ?

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ପାଇଁ ବିଗୁଲ ବାଜିବା ପରେ ସବୁଠୁ ବଡ ପ୍ରଶ୍ନ । ନିର୍ବାଚନ ଲଢିବେ କି ଓଡିଶା ରାଜ୍ୟପାଳ ରଘୁବର ଦାସ? ଝାଡ଼ଖଣ୍ଡ ରାଜନୀତିକୁ ଫେରିବେ କି ରଘୁବର? ରାଜ୍ୟପାଳ ପଦ ଛାଡି ପ୍ରତ୍ୟକ୍ଷ ରାଜନୀତିକୁ ରଘୁବର ଦାସ ଫେରିବା ନେଇ ଗତ କିଛି ଦିନ ହେଲା ଚର୍ଚ୍ଚା ହୋଇ…

“ଯେଉଁମାନେ ଯୁଦ୍ଧ ଏଡାଇଛନ୍ତି, ସେମାନେ ଯୁଦ୍ଧ ହାରିଛନ୍ତି” : ଅଖିଳେଶ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଉପ-ନିର୍ବାଚନ ତାରିଖ ଘୋଷଣା ପରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛି।  ନିର୍ବାଚନ ଆୟୋଗ ଉତ୍ତରପ୍ରଦେଶର ୧୦ ଆସନ ମଧ୍ୟରୁ କେବଳ ମିଲ୍କିପୁର ଆସନରେ ହେବାକୁ ଥିବା ଉପ-ନିର୍ବାଚନ ତାରିଖ ଘୋଷଣା ନକରିବାରୁ ଏପରି ଘଟଣା ସାମନାକୁ…

ଅଯୋଧ୍ୟା ମିଲ୍କିପୁର ଆସନରେ ହେବନି କି ଉପ-ନିର୍ବାଚନ ?

ନୂଆଦିଲ୍ଲୀ: ଅଯୋଧ୍ୟା ମିଲ୍କିପୁର ଆସନରେ ଉପ-ନିର୍ବାଚନ ନେଇ ସୃଷ୍ଟି ହୋଇଛି  ଆଶଙ୍କା । ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ବିଧାନସଭା ନିର୍ବାଚନ ସହିତ ଉତ୍ତରପ୍ରଦେଶରେ ବିଧାନସଭା ଉପ-ନିର୍ବାଚନର ତାରିଖ  ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ।  କିନ୍ତୁ ଉତ୍ତରପ୍ରଦେଶର ୯ଟି ଆସନରେ ଉପ-ନିର୍ବାଚନର…

ୱାୟନାଡ ଆସନରୁ ପ୍ରାର୍ଥୀ ହେବେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: ଆଗାମୀ ଉପନିର୍ବାଚନରେ ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା କେରଳ ୱାୟନାଡ ଆସନରୁ ପ୍ରାର୍ଥୀ ହେବେ। ଏହି ଲୋକସଭା ଆସନକୁ ନେଇ ବଡ ଘୋଷଣା କରିଛି କଂଗ୍ରେସ ଦଳ। ଏନେଇ ମଙ୍ଗଳବାର ସନ୍ଧ୍ୟାରେ ଏଆଇସିସି ପକ୍ଷରୁ ଘୋଷଣା କରାଯାଇଛି। ପୂର୍ବରୁ ବିରୋଧୀ ଦଳ ନେତା ତଥା…

ମହାରାଷ୍ଟ୍ର, ଝାଡଖଣ୍ଡ ବିଧାନସଭା ଭୋଟ୍ ପାଇଁ ବାଜିଲା ବିଗୁଲ୍

ନୂଆଦିଲ୍ଲୀ: ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବାଜିଛି ବିଗୁଲ୍ । ଦୁଇ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଜାତୀୟ ରାଜନୀତି ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ମହାରାଷ୍ଟ୍ର ସହ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ତାରିଖ…