Latest Odisha News

BREAKING NEWS

Browsing Category

ରାଜନୀତି

ହରିୟାଣାରେ ଆଗରେ ରହିଛି ବିଜେପି: କାମ କଲା କି ଏହି ୩ଟି ଫ୍ୟାକ୍ଟ

ଚଣ୍ଡିଗଡ: ହରିୟାଣା ବିଧାନସଭା ନିର୍ବାଚନର ଚାଲିଛି ଭୋଟ ଗଣନା । ଏକଜିଟ ପୋଲ ବିପକ୍ଷରେ ବା କଂଗ୍ରେସଠୁ ଆଗୁଆ ଅଛି ବିଜେପି। ବିଜେପି ୪୮ ଆସନରେ ଆଗୁଆ ଥିବାବେଳେ ୩୬ ଆସନରେ ଆଗୁଆ ରହିଛି କଂଗ୍ରେସ। ବିଜେପିକୁ ରାଜ୍ୟରେ ୩ ଟି ଫ୍ୟାକ୍ଟ ଆଗୁଆ କରିବା ସହ ସରକାର ଗଢିବାରେ ସାହାଯ୍ୟ କରିବା ବୋଲି…

ବିଜୟର ସ୍ବାଦ ଚଖାଇଲେ ଭିନେଶ: ପ୍ରଥମ ଥର କଂଗ୍ରେସ ହାତକୁ ଗଲା ଜୁଲାନା

ନୂଆଦିଲ୍ଲୀ: କଂଗ୍ରେସ ହାତକୁ ଗଲା ଜୁଲାନା ଗଡ । ବିଧାୟିକା ହେଲେ ଅଲମ୍ପିଆନ କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ । ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ନିର୍ବାଚନର ଆଜି ଫଳାଫଳ ବାହାରୁଥିବା ବେଳେ କଂଗ୍ରେସ ବିଧାୟିକା ପ୍ରାର୍ଥୀ ଭାବେ ହରିୟାଣା ଜିନ୍ଦ ଜିଲ୍ଲା ଜୁଲାନା ନିର୍ବାଚନ ମଣ୍ଡଳୀର…

‘ରଙ୍ଗ କି ନାଁ ବଦଳାଇଲେ, ବଦଳି ଯିବନି ୨୪ ବର୍ଷର ବିକାଶର ଇତିହାସ’

ଭୁବନେଶ୍ବର: କେବଳ ନାଁ ଓ ରଙ୍ଗ ବଦଳାଇବାକୁ ସରକାରକୁ ଆସିଛି ବିଜେପି । ରଙ୍ଗ କି ନାଁ ବଦଳାଇଲେ ୨୪ ବର୍ଷର ବିକାଶର ଇତିହାସ ବଦଳିଯିବନି ବୋଲି ବିଜେପିକୁ କଡା ଟାର୍ଗେଟ କରିଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର । ପ୍ରକୃତରେ ବିଜେପି ସରକାରକୁ ଆସିବା ପରେ ବିଜେଡିର ବିଭିନ୍ନ ଲୋକ…

କେଜ୍ରିଓ୍ବାଲଙ୍କ ପୁରୁଣା ଠିକଣାକୁ ସିଫ୍ଟ ହେଲେ ନୂଆ ମୁଖ୍ୟମନ୍ତ୍ରୀ ଆତିଶୀ, ତେଜିଲା ବିବାଦ

ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଆତିଶୀ ସେମାବାର ଠାରୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ରହିବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଫ୍ଲାଗଷ୍ଟାଫ୍ ରୋଡ୍  ସ୍ଥିତ ପୁରୁଣା ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳାକୁ ଆତିଶୀଙ୍କ ସମସ୍ତ ଆସବାବପତ୍ର ସ୍ଥାନାନ୍ତର ଆରମ୍ଭ ହୋଇସାରିଛି। ସେପଟେ…

ବଦଳିଲା ଏକଜିଟ୍ ପୋଲ୍ ରିପୋର୍ଟ: ହରିୟାଣାରେ ମ୍ୟାଜିକ୍ ନମ୍ବର ଡେଇଁଲା ବିଜେପି

ନୂଆଦିଲ୍ଲୀ: ଧିରେ ଧିରେ ହୃଦସ୍ପନ୍ଦନ ବଢାଇବାରେ ଲାଗିଛି ଜମ୍ମୁ-କାଶ୍ମୀର ଏବଂ ହରିୟାଣା ନିର୍ବାଚନ ଫଳାଫଳ । ଏକଜିଟ୍ ପୋଲ୍ ପୂର୍ବାନୁମାନ ଅନୁଯାୟୀ ଜମ୍ମୁରେ ଆଗରେ ରହିଛି କଂଗ୍ରେସ । ହେଲେ ହରିୟାଣାରେ ଏକଜିଟ୍ ପୋଲ୍ ଆକଳନ ସଂପୂର୍ଣ୍ଣ ଓଲଟିଯାଇଥିବା ନଜର ଆସୁଛି । ବିଜେପି ପ୍ରାଥମିକ…

ଫେଲ୍ ମାରିବ କି ବିଜେପିର ରଣନୀତି!: ଜମ୍ମୁରେ ଆଗରେ ମେଣ୍ଟ, ପଛରେ ପଡିଲା ବିଜେପି

ନୂଆଦିଲ୍ଲୀ: ଚାଲିଛି ହରିୟାଣା ସମେତ ଜମ୍ମୁ କାଶ୍ମୀରର ଭୋଟ ଗଣତି ପ୍ରକ୍ରିୟା । ଗୋଟେ ପଟେ ବିଜେପିର ପଲଡା ଭାରି ହୋଇଥିବା ବେଳେ ଆଉ ଗୋଟେ ପଟେ ଅପ୍ରତ୍ୟାଶିତ ଭାବେ ଆଗୁଆ ରହିଛି ଏନସି ମେଣ୍ଟ । ୯୦ ଆସନ ବିଶିଷ୍ଟ ଜାମ୍ମୁ-କଶ୍ମୀର ବିଧାନସଭାରେ ନିର୍ବାଚନ ଫଳାଫଳ ପ୍ରାଥମିକ ଗଣତି ଏବେ…

ଫଳାଫଳ ଆସିବା ପୂର୍ବରୁ ଓମାର ଅବଦୁଲ୍ଲାଙ୍କ ବଡ଼ ବୟାନ: ଲିଡ୍ କରୁଛି କଂଗ୍ରେସ-ଏନସି ମେଣ୍ଟ, ଜିତିବା ସୁନିଶ୍ଚତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ୯୦ଟି ବିଧାନସଭା ଆସନ ପାଇଁ ଚାଲିଛି ଭୋଟ ଗଣନା। ପ୍ରଥମ ପର୍ଯ୍ୟାୟ ଗଣନାରେ ଜମ୍ମୁ କଶ୍ମୀରରେ ବିଜେପି ଏବଂ କଂଗ୍ରେସ-ଏନସି ମେଣ୍ଟ ମଧ୍ୟରେ ଏକ କଡା ପ୍ରତିଯୋଗିତା ହେଉଛି। ଜାମ୍ମୁ କାଶ୍ମୀରରେ ଏନସି ଓ କଂଗ୍ରେସ ମେଣ୍ଟ ଆଗୁଆ ଅଛି। ବିଜେପିଠାରୁ ଏନସି ଓ କଂଗ୍ରେସ…

ହରିୟାଣାରେ ବିଜେପି-କଂଗ୍ରେସ ମଧ୍ୟରେ କଡ଼ା ଟକ୍କର: ସକାଳ ୧୦ ଟା ସୁଦ୍ଧା କଂଗ୍ରେସକୁ ଟପିଲା ବିଜେପି

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଜମ୍ମୁ-କାଶ୍ମୀର ଓ ହରିୟାଣା ବିଧାନସଭା ନିର୍ବାଚନ ଭୋଟ ଗଣତି। ଖୋଲିବ ଇଭିଏମ, ପ୍ରକାଶ ପାଇବ ଜନତା ଜନାର୍ଦ୍ଦନଙ୍କ ରାୟ। ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ବିଜେପି, କଂଗ୍ରେସ ନା ଅନ୍ୟ କିଛି ଆଞ୍ଚଳିକ ଦଳ ପାଇବେ ବହୁମତ। ତାହା ଆଉ କିଛି ସମୟ ମଧ୍ୟରେ ସ୍ପଷ୍ଟ।…

ଚକଧର ଜଳସେଚନ ପ୍ରକଳ୍ପକୁ ରାଜନୈତିକ ରୂପ ଦିଆଯାଉଛି: ସତ୍ୟବ୍ରତ ପଣ୍ଡା 

ଭୁବନେଶ୍ୱର: ଚକଧର ଜଳସେଚନ ପ୍ରକଳ୍ପକୁ ନେଇ ରାଜନୀତି କରୁଛନ୍ତି ବିରୋଧୀ।  ଏନେଇ କେନ୍ଦୁଝର ଜିଲ୍ଲାର ତେଲକୋଇ ଅଞ୍ଚଳରେ  ଜାଣିଶୁଣି ସୃଷ୍ଟି କରାଯାଉଛି ଅଶାନ୍ତି । ସମ୍ବେଦନଶୀଳ ସମସ୍ୟାକୁ ବିରୋଧୀ ଦଳ ରାଜନୈତିକ ରଙ୍ଗ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଜେପି ରାଜ୍ୟ…

ବିଜେପି ସରକାର କପି ପେଷ୍ଟ ସରକାର: ବିଜେଡ଼ି

ଭୁବନେଶ୍ୱର: ବିଜେପି ସରକାର କପି ପେଷ୍ଟ ସରକାର ଓ କେବଳ ନବୀନ ସରକାରଙ୍କ ଅମଳରେ ହୋଇଥିବା ଯୋଜନା ଗୁଡିକୁ ନାମ ଓ ରଙ୍ଗ ପରିବର୍ତ୍ତନ କରି ଚଳାଉଛନ୍ତି। ଏମିତି କିଛି ଅଭିଯୋଗ କରିଛି ବିଜେଡି। ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ…