Latest Odisha News

BREAKING NEWS

Browsing Category

ରାଜନୀତି

‘ପ୍ରିୟଙ୍କାଙ୍କ ଗାଲ ପରି ଚିକ୍କଣ ରାସ୍ତା’..ବିଜେପି ନେତାଙ୍କ ବୟାନକୁ ନେଇ ତାତିଲା ଦିଲ୍ଲୀ ରାଜନୀତି

ନୂଆଦିଲ୍ଲୀ: ମୁଣ୍ଡ ଉପରେ ଦିଲ୍ଲୀ ବିଧାନସଭା ଥିବା ବେଳେ ଏବେ ପ୍ରଚାର ମଇଦାନ ପରସ୍ପର ବିରୋଧରେ ଗର୍ଜୁଛନ୍ତି ବିଭିନ୍ନ ଦଳ ନେତା । ଏହାରି ଭିତରେ ଏବେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ବିବାଦୀୟ ବୟାନ ଦେଇ ଫସିଛନ୍ତି ବିଜେପି ନେତା ରମେଶ ବିଧୁରୀ । ଦିଲ୍ଲୀ ବିଧାନସଭା…

ବିଜେପି ଠାରୁ କଂଗ୍ରେସ ଭିନ୍ନ କିପରି? ବୁଝାଇଲେ ରାହୁଲ…

ନୂଆଦିଲ୍ଲୀ: କିପରି ବିଜେପି ଠାରୁ ଭିନ୍ନ କଂଗ୍ରେସ? ଶନିବାର ଆଇଆଇଟି ମାଡ୍ରାସରେ ଛାତ୍ରଛାତ୍ରୀଙ୍କ ସହ ଏକ ବାର୍ତ୍ତାଳପରେ ଏହା ଉପରେ ନିଜର ମତ ରଖିଛନ୍ତି, କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏନେଇ ରାହୁଲ କହିଛନ୍ତି, ତାଙ୍କ ଦଳ ବିଶ୍ବାସ କରେ ଯେ, ସମ୍ବଳ ବଣ୍ଟନ ଅଧିକ ନ୍ୟାୟପୂର୍ଣ୍ଣ ହେବା…

ଅରବିନ୍ଦ କେଜ୍ରିଓ୍ବାଲ Vs ପ୍ରବେଶ ବର୍ମା

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ହେଭିଓ୍ବେଟ୍ ଟକ୍କର । ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବିପକ୍ଷରେ ବିଜେପି ପ୍ରାର୍ଥୀ ପ୍ରବେଶ ବର୍ମା । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆସିଲା ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା । ଏଥିରେ ୨୯ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି।…

ଆସିଲା ଦିଲ୍ଲୀ ପାଇଁ ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା: କେଜ୍ରିଓ୍ବାଲଙ୍କ ବିପକ୍ଷରେ ପ୍ରବେଶ ବର୍ମା..

ନୂଆଦିଲ୍ଲୀ: ବହୁ ଚର୍ଚ୍ଚା, ଆଲୋଚନା, ସମାଲୋଚନା ପରେ ଆଜି ପରିଶେଷରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି । ପ୍ରଥମ ତାଲିକାରେ ୨୯ ପ୍ରାର୍ଥୀଙ୍କ ନାଁ ଦେଇଛି ବିଜେପି । ଦିଲ୍ଲୀ ନିର୍ବାଚନ ପାଇଁ ବିଜେପି ୨୯ ଜଣିଆ ପ୍ରଥମ ପ୍ରାର୍ଥୀ…

ଭାରତର ଅଂଶକୁ ପୁଣି ନିଜର କହିଲା ଚୀନ, ଆପତ୍ତି ଉଠାଇଲା ମନ୍ତ୍ରଣାଳୟ

ଲଦାଖ: ଚୀନ ହଟାନ ପ୍ରଦେଶରେ ଦୁଇଟି ନୂଆ କାଉଣ୍ଟି ଘୋଷଣାକୁ ନେଇ ଆପତ୍ତି ଉଠାଇଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। କାରଣ ଏହି କାଉଣ୍ଟିଗୁଡ଼ିକ ପ୍ରତିଷ୍ଠା ହେବାକୁ ଥିବା ସ୍ଥାନରେ ଭାରତର ଲଦାଖ ମଧ୍ୟ ରହିଛି। ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରନନ୍ଧୀର ଜୈସୱାଲ…

ଦରଦାମ ଆନ୍ଦୋଳନକୁ ନେଇ ବିଜେଡିକୁ ବିଜେପିର କଟାକ୍ଷ, କହିଲା ‘ବିଜୁ ଯାତ୍ରା ଦଳ’

ଭୁବନେଶ୍ୱର: ଦରଦାମ ବୃଦ୍ଧିକୁ ନେଇ ଆସନ୍ତା ୬ ତାରିଖରେ ବିଜେଡିର ଆନ୍ଦୋଳନକୁ କଡ଼ା କଟାକ୍ଷ କରିଛି ବିଜେପି। ବିଜେଡିର ଚାଷୀ କାନ୍ଦ ନାଟକ ଧରାପଡିବା ପରେ ଏବେ ବିଜେଡିର ଦରବୃଦ୍ଧି ନାଟକ ଆରମ୍ଭ ହୋଇଛି ବୋଲି କହିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ। ଏନେଇ ଅନିଲ କହିଛନ୍ତି, ବିଜୁ…

କାହାର ହେବେ ନୀତିଶ କୁମାର?

ନୂଆଦିଲ୍ଲୀ: ନୀତିଶଙ୍କୁ ନେଇ ପୁଣି ବିହାର ରାଜନୀତି ସରଗରମ । ଲାଲୁଙ୍କ ଅଫର ତ ତେଜସ୍ବୀଙ୍କ ବିରୋଧ । ଆରଜେଡିରେ ନୀତିଶଙ୍କୁ ନେଇ ଘମାସାନ । ପୁଣି ନିର୍ବାଚନ ପୂର୍ବରୁ ପଲଟି ମାରିବେ କି ନୀତିଶ ? ବିହାର ନିର୍ବାଚନ ଯେତେ ପାଖଉଛି, ନୀତିଶଙ୍କୁ ନେଇ ଚର୍ଚ୍ଚା ସେତେ ବଢିବାରେ ଲାଗିଛି । କିଛି…

୬ରୁ ରାଜରାସ୍ତାକୁ ଓହ୍ଲାଇବ ବିଜେଡି, ସରକାରଙ୍କୁ ଘେରିବ..

ଭୁବନେଶ୍ବର: ଆସନ୍ତା ୬ ତାରିଖରେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି । ସରକାରଙ୍କ ବିରୋଧରେ ଗର୍ଜିବ । ଅନିୟନ୍ତ୍ରିତ ଦରଦାମ ବୃଦ୍ଧିକୁ ନେଇ ରାଜରାସ୍ତାରେ ସରକାରଙ୍କୁ ଜବାବ ମାଗିବ ବିଜେଡି । ଏଥିପାଇଁ ଜାନୁଆରୀ ୬ ତାରିଖରେ ଦରଦାମ ବୃଦ୍ଧି ବିରୋଧରେ ଆନ୍ଦୋଳନ କରି ରାଜରାସ୍ତାକୁ ଓହ୍ଲାଇବ…

‘ସାବରକର ନୁହେଁ ମନମୋହନଙ୍କ ନାଁରେ ରଖ’, ମୁହାଁମୁହିଁ ଶାସକ-ବିରୋଧୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ନିର୍ମିତ ନୂଆ କଲେଜଗୁଡ଼ିକର ଶିଳାନ୍ୟାସ କରିବାକୁ ଥିବା ବେଳେ ଏବେ ଏହି କଲେଜ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି କଂଗ୍ରେସ । ନୂଆ କଲେଜ ଗୁଡିକର ନାଁ ବୀର ସାଭରକରଙ୍କ ନାମରେ ନାମିତ କରାନଯାଇ ଏହାକୁ ଡ.ମନମୋହନ ସିଂ…

ସ୍କାମ ୨୦୨୪, ସତ କହୁଛି ବିଜେପି?

ନୂଆଦିଲ୍ଲୀ: ମିଛ ଭୋଟର ନେଇ ଦିଲ୍ଲୀରେ ଜୋରଦାର ରାଜନୀତି । ଆମ ଆଦମୀ ପାର୍ଟି ବିରୋଧରେ ମିଛ ଭୋଟର ଅଭିଯୋଗ ଆଣିଲା ବିଜେପି । ଡବଲ୍ ଭୋଟର ମାଧ୍ୟମରେ ଆଗାମୀ ନିର୍ବାଚନରେ ଆପ୍ ଭୋଟ୍ ରିଗିଂ କରିବାକୁ ଉଦ୍ୟମ କରୁଥିବା ଦଳ ଅଭିଯୋଗ କରିଛି । ଆପ୍ ରାଜ୍ୟସଭା ସାଂସଦ ସଂଜୟ ସିଂଙ୍କ ନାଁ ଉଭୟ…