Latest Odisha News

BREAKING NEWS

Browsing Category

ରାଜନୀତି

ଧୋତି, କୁର୍ତ୍ତା ପିନ୍ଧି ଷ୍ଟାଡିୟମରେ ଯୋଗୀ; ମାରିଲେ ଚୌକା, ଛକା

ଲକ୍ଷ୍ନୌ: ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ୩୬ତମ ଅଲ ଇଣ୍ଡିଆ ଆଡଭୋକେଟ୍ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୬ ତମ ଅଲ ଇଣ୍ଡିଆ ଆଡଭୋକେଟ୍ ଟୁର୍ନାମେଣ୍ଟର ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ବ୍ୟାଟିଂରେ ନିଜ ପ୍ରତିଭା…

ଏକଜିଟ୍ ପୋଲ…କାହିଁକି ବିଜେଡି ଏତେ ଉତ୍ସାହିତ?

ଭୁବନେଶ୍ବର: ହରିୟାଣା ଓ ଜାମ୍ମୁ-କାଶ୍ମୀର ଏକଜିଟ୍ ପୋଲରେ କଂଗ୍ରେସ କ୍ଷମତାକୁ ଫେରିବା ସଂକେତ । ବିଜେଡି ନେତା ଉତ୍ସାହିତ ! ଇଣ୍ଡିଆ ମେଣ୍ଟ ଆଡକୁ ଢଳୁଛି କି ବିଜେଡି ? ବଦଳିବ କି ବିଜେଡିର ସମଦୂରତା ମନ୍ତ୍ର? ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟଙ୍କ ବୟାନ ପରେ ବିଜେଡିର ଆଗାମୀ ରଣନୀତିକୁ…

ପ୍ରସନ୍ନଙ୍କୁ କଡା ଉତ୍ତର ଦେଲେ ସମୀର, କହିଲେ କୋଣ ଠେସା ଭୁଲି ଗଲଣି…….

ଭୁବନେଶ୍ବର: ବିଜେଡି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି ପୂର୍ବତନ ବିଜେପି ସଭାପତି ସମୀର ମହାନ୍ତି । ନିକ ଏକ୍ସ ଆକାଉଣ୍ଟରେ ପ୍ରସନ୍ନଙ୍କ ଉପରେ ବର୍ଷିଛନ୍ତି । ଏନେଇ ସମୀର କହିଛନ୍ତି, ଦଳର ପରାଜୟ ପରେ ହତୋତ୍ସାହିତ ହୋଇପଡ଼ିଛନ୍ତି । ଓଡ଼ିଆ ଲୋକଙ୍କ…

ଜମ୍ମୁରେ ଏଲଜିଙ୍କ ନିଷ୍ପତି; ବିରୋଧୀଙ୍କ ସରକାର ଗଠନ ସ୍ୱପ୍ନ କରିବ ଚୁରମାର !

ଶ୍ରୀନଗର: ହରିଆଣା ଓ ଜମ୍ମୁକଶ୍ମୀରରେ କିଏ କରିବ ସରକାର। ୮ ତାରିଖରେ ଦୁଇ ରାଜ୍ୟ ବିଧାନସଭା ଭୋଟ୍ ଗଣତି ପୂର୍ବରୁ ଆସିଲା ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ୍ ଆକଳନ। ଜମ୍ମୁ-କାଶ୍ମୀରରେ ଅଧିକାଂଶ ଏକଜିଟ୍ ପୋଲ୍ ଝୁଲା ବିଧାନସଭା ସମ୍ଭାବନାକୁ ସୂଚାଉଛି। ଏଭଳି ପରିସ୍ଥିତିରେ ଜମ୍ମୁ କାଶ୍ମୀରର…

ଲାଲୁ ପରିବାରଙ୍କୁ ମିଳିଲା ଆଶ୍ବସ୍ତି, ଜାମିନ ଦେଲେ ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ:ଲାଲୁ ପରିବାରଙ୍କୁ ମିଳିଲା ବଡ ଆଶ୍ବସ୍ତି । ଜମି ନେଇ ଚାକିରୀ ଦେବା ମାମଲାରେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଆରଜେଡି ମୁଖିଆ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପୁଅ ତେଜସ୍ବି ଯାଦବ ଏବଂ ତେଜ ପ୍ରତାପ ଯାଦବଙ୍କ ସମେତ ୯ ଜଣଙ୍କୁ ଜାମିନ ପ୍ରଦାନ କରିଛନ୍ତି । ତେବେ ପ୍ରତ୍ୟେକଙ୍କୁ ୧…

ଭାରତ ପହଞ୍ଚିଲେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ । ମୁଇଜ୍ଜୁଙ୍କ ସହ ତାଙ୍କ ପତ୍ନୀ ସାଜିଦା ମହମ୍ମଦ ମଧ୍ୟ ଅଛନ୍ତି। ସେ ଭାରତରେ ୫ ଦିନ ରହିବେ । ଏହି ଗସ୍ତ ସମୟରେ ରାଷ୍ଟ୍ରପତି ମୁଇଜ୍ଜୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ…

ମୋଦିଙ୍କୁ କେଜ୍ରିୱାଲଙ୍କ ଚ୍ୟାଲେଞ୍ଜ; ବିଜୁଳି ମାଗଣା କଲେ ବିଜେପି ପାଇଁ ପ୍ରଚାର କରିବି

ନୂଆଦିଲ୍ଲୀ: ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଆପ ନେତା ଅରବିନ୍ଦ କେଜ୍ରିୱାଲ ବିଜେପିକୁ କରିଛନ୍ତି ଚ୍ୟାଲେଞ୍ଜ। ମୋଦିଜୀ ବିଜେପି ଶାସିତ ୨୨ ରାଜ୍ୟରେ ବିଜୁଳି ବିଲ୍ ମାଗଣା କଲେ , ସେ ବିଜେପି ସମର୍ଥନରେ ପ୍ରଚାର କରିବେ ବୋଲି କହିଛନ୍ତି। ସାହସ ଅଛି ତ  ଦିଲ୍ଲୀରେ ବିଧାନସଭା ନିର୍ବାଚନ…

‘କାମ ଦେଉନି ଡବଲ ଇଞ୍ଜିନ, ପୁଣି ବିଜେଡିକୁ ଫେରିବେ ଜନତା’

ଭୁବନେଶ୍ବର: ରାଜ୍ୟରେ ଡବଲ ଇଞ୍ଜିନ କାମ ଦେଉନାହିଁ । ଲୋକଙ୍କ ସମସ୍ୟାରେ ମୁହଁ ଫିଟାଉନାହାନ୍ତି ସରକାର । ତେଣୁ ଓଡିଶାର ଲୋକେ ବିଜେଡିକୁ ଭୋଟ ଦେବାକୁ ସ୍ଥିର କରିସାରିଲେଣି ବୋଲି ଦାବି କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି  । ଖାଲି ସେତିକି ନୁହେଁ, ପିଜେପି ଯାହା…

ହରିୟାଣା : କ’ଣ କଂଗ୍ରେସର ସମ୍ଭାବ୍ୟ ବିଜୟର କାରଣ, କେଉଁଠି ରହିଲା ବିଜେପିର ଭୁଲ୍?

ନୂଆଦିଲ୍ଲୀ: ବିଭିନ୍ନ ଗଣମାଧ୍ୟମ ଓ ଏଜେନସୀର ଏକଜିଟ୍ ପୋଲ୍ ଆକଳନ ଅନୁସାରେ ଏଥର ହରିୟାଣାରେ ଗଠନ ହେବ କଂଗ୍ରେସ ସରକାର । ଏକଜିଟ୍ ପୋଲ୍ ପୂର୍ବାନୁମାନ ଅନେକ ଥର ଭୁଲ ସାବ୍ୟସ୍ତ ହୋଇଛି । ହେଲେ ଏଥର ଗୋଟିଏ ବି ଏକଜିଟ୍ ପୋଲ୍ ହରିୟାଣାରେ ବିଜେପି ହ୍ୟାଟ୍ରିକ କରିବ ବୋଲି ପୂର୍ବାନୁମାନ…

କୌଣସି କଥାବାର୍ତ୍ତା ହେବନାହିଁ: ପାକିସ୍ତାନ ଗସ୍ତ ପୂର୍ବରୁ ଏଭଳି କହିଲେ ଜୟଶଙ୍କର

ନୂଆଦିଲ୍ଲୀ: ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ପାକିସ୍ତାନ ଗସ୍ତ କରୁଛନ୍ତି। ତାଙ୍କ ଗସ୍ତ ପୂର୍ବରୁ ଦୁଇ ଦେଶ ସମ୍ପର୍କକୁ ନେଇ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଛି। ବର୍ତ୍ତମାନର ସ୍ଥିତିକୁ ଦେଖି…