Latest Odisha News

BREAKING NEWS

Browsing Category

ରାଜନୀତି

ତେଜିଲା ବାସଭବନ ରାଜନୀତି: ମୁହାଁମୁହିଁ ପୋଲିସ-ଆପ୍ ନେତା..

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ତାରିଖ ଘୋଷଣା ହେବା ପରେ ଏବେ ଦିଲ୍ଲୀ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ଆସନ୍ତା ଫେବୃଆରୀ ୫ରେ ହେବ ଦିଲ୍ଲୀ ନିର୍ବାଚନ । କୁହାଯାଉଛି, ଏହି ଘୋଷଣାରେ ବିଜେପି ଖୁସି ଥିବା ବେଳେ ଆପ୍ ନେତେ ଏତେଟା ଖୁସି ନାହାନ୍ତି । ଯାହାକୁ ନେଇ କାଳେ ଏବେ ଦିଲ୍ଲୀ…

ଦିଲ୍ଲୀରେ ବୁଧବାର ନିର୍ବାଚନକୁ ନେଇ କାହିଁକି ଖୁସି ଅଛି ବିଜେପି ?

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇଛି। ଆଜି ନିର୍ବାଚନ ଆୟୋଗ ଏହି ତାରିଖ ଘୋଷଣା କରିଛନ୍ତି। ଦିଲ୍ଲୀ ୭୦ ବିଧାନସଭା ଆସନରେ ଗୋଟିଏ ପର୍ଯ୍ୟାୟରେ ଫେବ୍ରୁୟାରୀ ୫ ତାରିଖରେ ଭୋଟ ପଡିବ। ଦିଲ୍ଲୀ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଯେଉଁ ଦିନ ସ୍ଥିର କରିଛନ୍ତି ତାହାକୁ…

ଦିଲ୍ଲୀ ରାଜନୀତିର ଭିତିରି ଖେଳ, କଂଗ୍ରେସ ହେବ କିଙ୍ଗ୍‌ମେକର ?

ନୂଆଦିଲ୍ଲୀ : ବାଜିଲା ଦିଲ୍ଲୀ ନିର୍ବାଚନର ବିଗୁଲ । ଆସନ୍ତା ଫେବ୍ରୁଆରି ୫ ତାରିଖରେ ହେବ ନିର୍ବାଚନ । ହେଲେ ଏହାରି ଭିତରେ ଆରମ୍ଭ ହୋଇଛି ଭିନ୍ନ ଭିନ୍ନ ଆକଳନ । ଏଥର କାହା ସପକ୍ଷରେ ରହିଛି ଦିଲ୍ଲୀ ଭୋଟ ? ୨୦୧୫ରୁ ଏଠି ଆମ୍ ଆଦମୀ ପାର୍ଟିର ସରକାର ଚାଲିଥିବା ବେଳେ ୨୭ ବର୍ଷ ପରେ ଦିଲ୍ଲୀ ଦଖଲ…

ଦିଲ୍ଲୀ ଦଙ୍ଗଲରେ ଏଆଇ ଅସ୍ତ୍ର

ନୂଆଦିଲ୍ଲୀ: ଫେବ୍ରୁଆରୀ ୫ତାରିଖରେ ଭୋଟ୍ ଦେବ ଦିଲ୍ଲୀ। ୮ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ । ନିର୍ବାଚନ କମିଶନ ଦିଲ୍ଲୀର ୭୦ ସିଟ୍ ପାଇଁ ନିର୍ବାଚନ ତାରିଖ ଘୋଷଣା କରିବା ପରେ ଆହୁରି ବଢିଛି ନିର୍ବାଚନୀ ତାତି । ୧କୋଟି ୫୫ଲକ୍ଷ ଭୋଟର ନେତାଙ୍କ ଭାଗ୍ୟର ନିଷ୍ପତ୍ତି ନେବେ । ଦୁର୍ନୀତି…

ଦଳ ଛାଡିବେ ଶରଦ ପାଓ୍ବାରଙ୍କ ସାଂସଦ !

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ‘ମହା’ଟୁଇଷ୍ଟ ! ଶରଦ ପାଓ୍ବାରଙ୍କ ଦଳରେ ବିଦ୍ରୋହ ! ଦଳର ୮ସାଂସଦ ଅଜିତ ପାଓ୍ବାରଙ୍କ ଏନସିପିରେ ହେବେ ସାମିଲ ! ସୁପ୍ରିୟାଙ୍କୁ ମନ୍ତ୍ରୀ ପଦ ପାଇଁ ପାଓ୍ବାରଙ୍କ ଲବି ! ମହାରାଷ୍ଟ୍ରରେ ବିରୋଧୀ ମହାବିକାଶ ଅଘାଡିକୁ ଲାଗିପାରେ ଜୋର କା ଝଟକା । ଶରଦ…

ଦିଲ୍ଲୀରେ ପୋଷ୍ଟର ୱାର୍ ଜାରି, ଶାହଙ୍କୁ ‘ନିର୍ବାଚନୀ ମୁସଲମାନ’ କହିଲା ଆପ୍

ନୂଆଦିଲ୍ଲୀ: ବାଜିଲା ଦିଲ୍ଲୀ ନିର୍ବାଚନ ବିଗୁଲ। ଫେବୃଆରୀ ୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବ। ୮ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ତେବେ ନିର୍ବାଚନ ପାଇଁ ଆଉ କିଛି ଦିନ ବାକିଥିବା ବେଳେ ରାଜଧାନୀରେ ଆରମ୍ଭ ହୋଇଯାଇଛି ପୋଷ୍ଟର ୱାର। ଶାସକ ଆମ୍ ଆଦମୀ ପାର୍ଟି ଓ ବିରୋଧୀ…

କିଏ ହେବେ ପରବର୍ତ୍ତୀ କାନାଡା ପ୍ରଧାନମନ୍ତ୍ରୀ? ରେସରେ ରହିଛନ୍ତି ଭାରତୀୟ ବଂଶୋଦ୍ଭବ ଅନୀତା ଆନନ୍ଦ

ନୂଆଦିଲ୍ଲୀ: କାନାଡା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ଦେଶରେ ଆଭ୍ୟନ୍ତରୀଣ ଅସନ୍ତୋଷ ଏବଂ ଲିବରାଲ ପାର୍ଟିରେ ଲୋକପ୍ରିୟତା ହରାଇବା କାରଣରୁ ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି ଜଷ୍ଟିନ ଟ୍ରୁଡୋ । ଏଥିସହିତ ଲିବରାଲ ପାର୍ଟିର…

କାହିଁକି ଜେଲ୍ ଗଲେ ପ୍ରଶାନ୍ତ କିଶୋର?

ନୂଆଦିଲ୍ଲୀ: ବେଲ୍ ସର୍ତ୍ତରେ ରାଜି ହେଲେନି । ଜେଲ୍ ଗଲେ ଜନସୂରାଜ ମୁଖ୍ୟ ପ୍ରଶାନ୍ତ କିଶୋର । ବିପିଏସସି ପରୀକ୍ଷା ରଦ୍ଦ ଦାବିରେ ପାଟନା ଗାନ୍ଧୀ ମଇଦାନରେ ଆମରଣ ଅନଶନ କରୁଥିବା ପ୍ରଶାନ୍ତ କିଶୋରଙ୍କୁ ଭୋର ୪ଟାରେ ଗିରଫ କରିଥିଲା ପୋଲିସ । ତାଙ୍କୁ ଆମ୍ବୁଲାନ୍ସରେ ଏମ୍ସ ନିଆଯାଇଥିଲା। ଏହାପରେ…

ବିକ୍ଷୋଭ ସ୍ଥଳରୁ ନବୀନଙ୍କ ଟାର୍ଗେଟ: ‘ଡବଲ ଇଞ୍ଜିନ୍ ଡବଲ ମହଙ୍ଗା ମାଡ’

ଭୁବନେଶ୍ୱର: ‘ଡବଲ ଇଞ୍ଜିନ ସରକାରରେ ଡବଲ ମହଙ୍ଗା ମାଡ । ସାତ ମାସ ହେଲାଣି ସରକାରକୁ ଆସିଲେଣି, ଖାଲି ଲମ୍ବା ଲମ୍ବା ଭାଷଣ ମାରୁଛନ୍ତି ହେଲେ ସରକାରଙ୍କ କାମ ଘର ଶୂନ ।’ ଆଜି ଦରଦାମକୁ ନେଇ ବିଜେଡି ବିକ୍ଷୋଭ କରୁଥିବା ବେଳେ ବିକ୍ଷୋଭସ୍ଥଳରେ ସରକାରଙ୍କୁ କଡା ନିଶାନା ସାଧି କିଛି ଏପରି…

ଦରଦାମ ନେଇ ରାଜରାସ୍ତାରେ ଗର୍ଜୁଛି ବିଜେଡି: ମନ୍ତ୍ରୀ କହିଲେ ନାଟକ କରୁଛି…

ଭୁବନେଶ୍ବର: ଆଜି ଅହେତୁକ ଦରଦାମ ବୃଦ୍ଧି ନେଇ ରାଜଧାନୀ ରାଜରାସ୍ତାରେ ଗର୍ଜୁଛି ବିଜେଡି । ସରକାରଙ୍କୁ ଜବାବ ମାଗୁଛି । ଏଥିପାଇଁ ଆଜି ଭୁବନେଶ୍ବର ଲୋୟର ପିଏମଜି ସ୍ଥିତ ଧାରଣା ସ୍ଥଳରେ ହଜାର ହଜାର ବିଜେଡି କର୍ମୀ ବିକ୍ଷୋଭ କରୁଛନ୍ତି । ସବୁଠୁ ବଡ କଥା ହେଉଛି ଏହି ବିକ୍ଷୋଭରେ ସାମିଲ…