Latest Odisha News

BREAKING NEWS

Browsing Category

ରାଜନୀତି

ହରିୟାଣା ନିର୍ବାଚନ: ବିଜେପିର ହ୍ୟାଟ୍ରିକ ନା କଂଗ୍ରେସର କମବ୍ୟାକ୍ ? 

ଚଣ୍ଡିଗଡ: ଜମ୍ମୁ ଓ କାଶ୍ମୀରରେ ଐତିହାସିକ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ପରେ ହରିୟାଣାର ଭୋଟର୍ ନୂଆ ବିଧାନସଭା ପାଇଁ ସାବ୍ୟସ୍ତ କରିଛନ୍ତି ମତାଧିକାର। ସରିଛି ଭୋଟ୍ ଗ୍ରହଣ । ଆସନ୍ତା ୮ରେ ଗଣତି । ଉଭୟ ବିଜେପି ଓ କଂଗ୍ରେସ ପାଇଁ ବେଶ୍ ଗୁରୁତ୍ୱ ବହନ କରୁଛି ହରିୟାଣା ବିଧାନସଭା…

ଏଠି ଗୋଟେ ନୁହେଁ ୪ଟା ସରକାର !

ଭୁବନେଶ୍ବର: ବିଜେପି ସରକାରକୁ ଜଣେ ନୁହେଁ ୪ଜଣ ଚଳାଉଛନ୍ତି । ପୂର୍ବ ବିଜେଡି ସରକାରକୁ ଏକା ନବୀନ ପଟ୍ଟନାୟକ ଚଳାଉଥିଲେ । ହେଲେ ବିଜେପିରେ ଗୋଟେ ନୁହେଁ ୪ଟା ସରକାର ବୋଲି କହି ଆକ୍ଷେପ କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ସମ୍ବଲପୁର ରେଢାଖୋଲରେ ପ୍ରସନ୍ନଙ୍କର ଏଭଳି ବୟାନକୁ…

‘୪ ଜଣଙ୍କ କଥାରେ ଚାଲୁଛି ଓଡିଶା ଶାସନ’

ସମ୍ବଲପୁର: ଓଡିଶା ଶାସନ ୪ ଜଣଙ୍କ ହାତରେ ଚାଲୁଛି । ଦିଲ୍ଲୀରେ ଜଣେ, ଆଉ ମୁଖ୍ୟମନ୍ତ୍ରୀଙ୍କ ସହିତ ଅନ୍ୟ ଦୁଇ ଜଣ ନେତା ଓଡିଶାରେ ସରକାର ଚଳାଉଛନ୍ତି । ଏମିତି କିଛି ବିବାଦୀୟ ବୟାନ ଦେଇଛନ୍ତି ବିଜେଡିର ବରିଷ୍ଠ ବିଧାୟକ ତଥା ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ସମ୍ବଲପୁର…

କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ବିଜେଡ଼ିର ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ବିଜେପି ଦ୍ବାରା ଆୟୋଜିତ ହେଉଥିବା ଯୋଜନା ଭିତ୍ତିକ କନିଷ୍ଠ ଶିକ୍ଷକ ନିଯୁକ୍ତି କାର୍ଯ୍ୟକ୍ରମକୁ ବିଜେଡ଼ି ବିରୋଧ କରିଛି। ଏହାକୁ ନେଇ ବିଜେଡ଼ି ପକ୍ଷରୁ ଶଙ୍ଖ ଭବନରେ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ବିଜେଡ଼ିର ମୁଖପାତ୍ର ଲେନିନ୍  ମହାନ୍ତି ଓ…

ସଚିବାଳୟର ତୃତୀୟ ମହଲାରୁ ଡେଇଁଲେ ଉପବାଚସ୍ପତି

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଶୁକ୍ରବାର ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଥିଲା। ରାଜ୍ୟସଭାର ଉପ-ବାଚସ୍ପତି ନରହରୀ ଝିରୱାଲ ଶୁକ୍ରବାର ଦିନ ନିଜ ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯାଇ ମନ୍ତ୍ରଣାଳୟର ତୃତୀୟ ମହଲାରୁ ଡେଇଁପଡିଥିଲେ। ତାଙ୍କ ସହ ଜଣେ ବିଜେପି ସାଂସଦ ଓ ଆଉ ଦୁଇ…

ସମ୍ବାଦ-ନବୀନ ସଂପର୍କ…କେବେ ଖଟା କେବେ ମିଠା

ଭୁବନେଶ୍ବର: ସମ୍ବାଦ ଗ୍ରୁପ ସହ ନବୀନଙ୍କ ସଂପର୍କରେ ଟୁଇଷ୍ଟ ! ଦିନେ ସମ୍ବାଦ ସଂପାଦକ ସୌମ୍ୟ ପଟ୍ଟନାୟକଙ୍କୁ ବିଜେଡିକୁ ପାଛୋଟି ନେଇଥିଲେ । ପରେ ସଂପାଦକୀୟକୁ ନେଇ ଦଳରୁ କଲେ ବିଦା। ଏବେ ପୁଣି ସଂପର୍କ ଟ୍ରାକକୁ ଫେରାଇବାକୁ ଉଦ୍ୟମ ! ସମ୍ବାଦ ଗ୍ରୁପ ସହ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ…

ବିଜେଡି କନ୍ଦଳରେ ଘିଅ ଢାଳୁଛି କି ବିଜେପି? ବଢୁଛି ବିଜେଡି ଖାଲି ଦାବି…..

ଭୁବନେଶ୍ବର: ଖାଲି ହୋଇଯିବ ବିଜେଡି ଗଡ । ସବୁ ବିଜେଡି ନେତା ମନ୍ତ୍ରୀ କାଳେ ବିଜେପିରେ ମିଶିବା ପାଇଁ ଇଚ୍ଛୁକ । ଏକଥା ଆମେ ନୁହେଁ, ଏବେ ଏମିତି କିଛି ଲଗାତାର ଦାବି କରିଆସୁଛନ୍ତି ବିଜେପି ବିଧାୟକ ଓ ନେତା । ପୂର୍ବରୁ ବିଜେପିର ଅନେକ ନେତା ଏକଥା ଦାବି କରିଆସିଛନ୍ତି । ଗତକାଲି ବିଜେପି…

ଭାରତ ସମେତ ୫ ଦେଶରୁ ରାଷ୍ଟ୍ରଦୂତଙ୍କୁ ଫେରାଇ ନେଲା ବାଂଲାଦେଶ

ନୂଆଦିଲ୍ଲୀ: ବାଂଲାଦେଶର ଅନ୍ତରୀଣ ସରକାର ୫ ରାଷ୍ଟ୍ରଦୂତଙ୍କୁ ଫେରାଇ ନେଇଛି। ସମସ୍ତେ ଢାକା ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡିଛି। ଜାତିସଂଘରେ ବାଂଲାଦେଶର ସ୍ଥାୟୀ ପ୍ରତିନିଧି ଥିବା ଅଷ୍ଟ୍ରେଲିଆ, ବେଲଜିୟମ ଏବଂ ପର୍ତ୍ତୁଗାଲ ଏବଂ ସଂଯୁକ୍ତ ରାଷ୍ଟ୍ରର ରାଷ୍ଟ୍ରଦୂତଙ୍କ ବ୍ୟତୀତ ଏଥିରେ…

ଓଡିଶା ରାଜଭବନ ଝାଡ଼ଖଣ୍ଡ ନିର୍ବାଚନର ଓ୍ବାରରୁମ୍ !

ଭୁବନେଶ୍ବର: ରାଜଭବନ ହୋଇଛି କି ପଲିଟିକାଲ୍ ହବ୍? ପାଲଟିଛି କି ଝାଡ଼ଖଣ୍ଡ ନିର୍ବାଚନର ଓ୍ବାରରୁମ୍? କାହିଁକି ବିଜେପି ନେତା ରାଜ୍ୟପାଳଙ୍କୁ ଭେଟୁଛନ୍ତି ? କାରଣ ବ୍ୟକ୍ତିଗତ ନା ରାଜନୈତିକ? ରାଜ୍ୟପାଳ ରଘୁବର ଦାସ ଝାଡ଼ଖଣ୍ଡ ରାଜନୀତିକୁ ଫେରିବା ଚର୍ଚ୍ଚା ଭିତରେ ଏଭଳି ପ୍ରଶ୍ନ ପଚାରିଛି…

ବବିଙ୍କ ବୟାନ…ସରକାରୀ ଚାପ ନା ବିଜେଡିରେ କୋଣଠେସା?

ଭୁବନେଶ୍ବର: ଦଶରଥପୁରରେ ବବିଙ୍କ ବୟାନ। ମାଆ ପାଖକୁ ପୁଅ ଆସିଲେ କେହି ଅଟକାଇ ପାରିବେନି । ଯାଜପୁର ବିକାଶ କରିବା ଯଦି ପାପ, ହଜାରେ ପାପ କରିବି । ପୁଣି ଲଢିବାକୁ ପ୍ରସ୍ତୁତ ଅଛି । ଯାଜପୁର ଜିଲ୍ଲା ଦଶରଥପୁରରେ ବିଜେଡି ଜନସଂପର୍କ ପଦଯାତ୍ରା ଅବସରରେ ପ୍ରଣବ ପ୍ରକାଶ ଦାସଙ୍କ ଏହି ବୟାନକୁ ନେଇ…