Latest Odisha News

BREAKING NEWS

Browsing Category

ରାଜନୀତି

ସଭାରେ ହଠାତ୍ ଅସୁସ୍ଥ ହୋଇପଡିଲେ ଖଡଗେ, କହିଲେ ମୋଦିଙ୍କୁ….

କାଠୁଆ: ଜାମ୍ମୁ କାଶ୍ମୀରର କାଠୁଆରେ ରବିବାର ଦିନ ଏକ ନିର୍ବାଚନୀ ସଭାରେ ଭାଷଣ ଦେବାବେଳେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ହଠାତ୍ ଅସୁସ୍ଥ ହୋଇପଡିଥିଲେ। କିଛି ସମୟ ପରେ ଏହି ପୁରୁଖା ରାଜନେତା ପୁଣିଥରେ ଭାଷଣ ଦେବା ଆରମ୍ଭ କରି କହିଥିଲେ, ନିର୍ବାଚନରେ ​​ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

କର୍ମ ଫଳ ଭୋଗୁଛି ପାକିସ୍ତାନ

ନୂଆଦିଲ୍ଲୀ: ଜାତିସଂଘରେ ପାକିସ୍ତାନକୁ ଧୋଇଛି ଭାରତ । ଜାତିସଂଘ ସାଧାରଣ ସଭାକୁ ଉଦବୋଧନ ଦେଇ ପାକିସ୍ତାନକୁ କଟାକ୍ଷ କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର । କହିଛନ୍ତି ନିଜର କୁକର୍ମ ପାଇଁ ଫଳ ଭୋଗୁଛି ପାକିସ୍ତାନ । ନିଜକୁ ହିଁ ବରବାଦ କରିବାରେ ଲାଗିଛି । ପାକିସ୍ତାନରେ…

କଂଗ୍ରେସର ନିର୍ବାଚନୀ ଇସ୍ତାହାର; ମହିଳାଙ୍କୁ ମିଳିବ ମାସିକ ଦୁଇ ହଜାର ଟଙ୍କା, ବଢିବ ଭତ୍ତା

ଚଣ୍ଡିଗଡ: ହରିୟାଣା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଶନିବାର ଦିନ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି। କଂଗ୍ରେସର ୪୦ ପୃଷ୍ଠାର ଇସ୍ତାହାରରେ ବିଭିନ୍ନ ଘୋଷଣା କରାଯାଇଛି। ଏଥିରେ ଲୋକଙ୍କୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା ଯୋଗାଇଦେବା ଏବଂ ମହିଳାମାନଙ୍କୁ ପ୍ରତି…

ବବି କରୁଛନ୍ତି ବଡ଼ ପ୍ଲାନ୍ !

ଭୁବନେଶ୍ବର: କ୍ଷମତାକୁ ଫେରିବାକୁ ବବି ଚଳାଇବେ କି ଗୋଟି ? ବଢୁଛି ଯାଜପୁର ବିଧାୟିକାଙ୍କ ଇସ୍ତଫା ଚର୍ଚ୍ଚା । ସୁଜାତାଙ୍କ ଇସ୍ତଫା ପରେ ବ୍ୟାକଡୋରରେ ବିଧାନସଭାକୁ ଆସିବାକୁ ବବି କରୁଛନ୍ତି କି ପ୍ଲାନ୍ ! ବିଜେଡିର ଅନ୍ୟତମ କ୍ଷମତାକେନ୍ଦ୍ର ରହିଥିବା ପ୍ରଣବ ପ୍ରକାଶ ଦାସ ପୁଣି କ୍ଷମତାକୁ…

ଅରୁଣାଚଳର ପର୍ବତ ଶିଖରରେ ଉଡିଲା ତ୍ରିରଙ୍ଗା, ଡ୍ରାଗନ୍‌କୁ ଗଲା କଡା ସନ୍ଦେଶ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ପ୍ରସଙ୍ଗରେ ଡ୍ରାଗନର ପୁଣି ନାଲି ଆଖି । ଅରୁଣାଚଳକୁ ପୁଣି ନିଜର ବୋଲି ଦାବି କରିଛି ଚୀନ୍ । ଦେଇଛି ଚିରାଚରିତ ବୟାନ । ଅରୁଣାଚଳ ପ୍ରଦେଶ ଓ ଲଦ୍ଦାଖରେ ଭାରତ ଯାହା ବି କଲେ ଚୀନ୍ କଡା ପ୍ରତିକ୍ରିୟା ଦେଉଛି, ଯାହା କି ବେଜିଂ ପାଇଁ ଏକ ପ୍ରକାର ଅଭ୍ୟାସରେ ପରିଣତ…

‘ମୋଦି ଶକ୍ତିଶାଳୀ ହୋଇପାରନ୍ତି ହେଲେ ଭଗବାନ ନୁହନ୍ତି’

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଦିଲ୍ଲୀ ବିଧାନସଭାରେ ଗୃହକୁ ସମ୍ବୋଧିତ କରିଛନ୍ତି । ଏହା ସହ ବିଜେପି ଉପରେ କଡା ଆକ୍ରମଣ କରିଛନ୍ତି । କେଜ୍ରିୱାଲ କହିଛନ୍ତି ଯେ, ମୋତେ ଏବଂ ସିସୋଦିଆଙ୍କୁ ଜେଲରୁ ବାହାରିବା ଦେଖି ବିରୋଧୀମାନେ ଦୁଃଖିତ ।…

କଂଗ୍ରେସର ‘ସିଦ୍ଧରମୈୟା’ ଦ୍ୱନ୍ଦ୍ୱ

ବେଙ୍ଗାଲୁରୁ: ମୁଦ୍ଦା ଜମି ଦୁର୍ନୀତି ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ଯାଂଚ ପାଇଁ ରାଜ୍ୟପାଳଙ୍କ ଆଦେଶକୁ ହାଇକୋର୍ଟ କାଏମ ରଖିଲା ପରେ କଂଗ୍ରେସ ପାଇଁ ସୃଷ୍ଟି ହୋଇଛି ଅଡୁଆ ପରିସ୍ଥିତି । ହାଇକୋର୍ଟଙ୍କ ରାୟ ସିଦ୍ଧରମୈୟାଙ୍କ ପାଇଁ ଶକ୍ତ ଝଟକା ହେବା ସହ ତାଙ୍କର…

ଓଡିଶାରୁ ନଡ୍ଡାଙ୍କ ନିଶାନା; କହିଲେ, ‘ଭାଇଭଉଣୀଙ୍କୁ ଆଉ କିଛି ଦିଶୁନି’

ଭୁବନେଶ୍ବର: ଓଡିଶାରୁ ବିରୋଧୀ ଦଳ ନେତାଙ୍କୁ ତେରଛା ନିଶାନା କରିଛନ୍ତି ଜେପି ନଡ୍ଡା । ନାଁ ନନେଇ ରାହୁଲ ଓ ପ୍ରିୟଙ୍କାଙ୍କୁ ସମାଲୋଚନା କରିଛନ୍ତି । ଆଜି ଭୁବନେଶ୍ବର ଆୟୋଜିତ ବିଜେପି ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି,…

ନୂଆ ସଦସ୍ୟଙ୍କୁ ନଡ୍ଡାଙ୍କ ମନ୍ତ୍ରଣା; ‘ବିଜେପି ଏକମାତ୍ର ଗଣତାନ୍ତ୍ରିକ ପାର୍ଟି’

ଭୁବନେଶ୍ବର: ବିଜେପି ଏକମାତ୍ର ଗଣତାନ୍ତ୍ରିକ ଦଳ । ଯେଉଁଠି ଅତି ସ୍ବଚ୍ଛତା ଭାବେ ସଦସ୍ୟତା ଗ୍ରହଣ କରାଯାଏ । ଆଜି ଭୁବନେଶ୍ବରରେ ଆୟୋଜିତ ବିଜେପି ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ ନୂଆ ସଦସ୍ୟଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ…

‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି କ୍ଷମା ମାଗିବାକୁ ପଡ଼ିବ’

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ସମ୍ପର୍କରେ ବିଜେପି ସାଂସଦ କଙ୍ଗନା ରାଣାୱତ ଦେଇଥିବା ବିବୃତ୍ତି ଉପରେ ଓଲଟା ପ୍ରଶ୍ନ କରିଛନ୍ତି କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ସେ ପ୍ରଶ୍ନ କରିଛନ୍ତି ଯେ, ସରକାରଙ୍କ ନୀତି କିଏ ନିଷ୍ପତ୍ତି ନେଉଛି? ଜଣେ ବିଜେପି ସାଂସଦ ନା…