Latest Odisha News

BREAKING NEWS

Browsing Category

ରାଜନୀତି

ପ୍ରିୟଙ୍କାଙ୍କୁ ବ୍ୟାଗରେ ଜବାବ

ନୂଆଦିଲ୍ଲୀ: ବ୍ୟାଗକୁ ନେଇ ସଂସଦର ଶୀତ ଅଧିବେଶନରେ ଚର୍ଚ୍ଚାରେ ରହିଛନ୍ତି ପ୍ରିୟଙ୍କା ଗାନ୍ଧୀ । କେତେବେଳେ ପାଲେଷ୍ଟାଇନ୍ ତ କେତେବେଳେ ବାଂଲାଦେଶ ସଂଖ୍ୟାଲଘୁଙ୍କ ସଂପର୍କିତ ବାର୍ତ୍ତା ଲେଖାଥିବା ବ୍ୟାଗ ନେଇ ସଂସଦକୁ ଆସିଛନ୍ତି ପ୍ରିୟଙ୍କା । ତେବେ ଶୀତଅଧିବେଶନର ଶେଷ ଦିନରେ ପ୍ରିୟଙ୍କାଙ୍କୁ…

କାମ ଦେବ କି କେଜ୍ରିଓ୍ବାଲଙ୍କ ‘ମାଗଣା’ ଘୋଷଣା?

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନରେ ଗେମଚେଞ୍ଜର ହେବ କି ସଂଜୀବନୀ ଯୋଜନା? ନିର୍ବାଚନ ପୂର୍ବରୁ ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟସେବା ନେଇ ବଡ ଘୋଷଣା କରିଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ । ମାସେ ଭିତରେ ଆପ୍ ପକ୍ଷରୁ ମହିଳାଙ୍କଠାରୁ ବରିଷ୍ଠ ନାଗରିକ ପୁଣି ଅଟୋ ଡ୍ରାଇଭରଙ୍କ ପାଇଁ ଜନକଲ୍ୟାଣକାରୀ…

ବିଜେଡିରେ ଚାଲିଛି କ’ଣ ? ତୀବ୍ର ହେଉଛି ଗୋଷ୍ଠୀ କନ୍ଦଳ, ଟେନସନରେ ନବୀନ

ଭୁବନେଶ୍ୱର : ଗୋଟିଏ ଦଳ ସରକାରରୁ ଗଲା ପରେ ସେ ଦଳକୁ କେତେ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼େ ଏବେ ପୂରା ଓଡ଼ିଶା ଦେଖୁଛି। ଦୀର୍ଘ 25 ବର୍ଷ ଓଡ଼ିଶାରେ କ୍ଷମତାରେ ରହିଥିବା ବିଜେଡି ଏବେ ତୀବ୍ର ଗୋଷ୍ଠୀ କନ୍ଦଳ ଦେଇ ଗତି କରୁଛି। ଜିଲ୍ଲା ପରେ ଜିଲ୍ଲାକୁ ଡେଇଁ ଚାଲିଛି ଏହି ଗୋଷ୍ଠୀ କନ୍ଦଳ।…

ରାଜନୀତିରେ ‘ଆମ୍ବେଦକର’: କେତେ ପ୍ରଭାବିତ ହେବ ଦିଲ୍ଲୀ ନିର୍ବାଚନ?

ନୂଆଦିଲ୍ଲୀ: ଏବେ ଉଠୁଛି ପଡୁଛି ଦିଲ୍ଲୀ । ସମ୍ବିଧାନ ଜନକ ଆମ୍ବେଦକରଙ୍କୁ ନେଇ ତେଜିଛି ରାଜନୀତି । କାଦୁଅ ଫିଙ୍ଗାଫିଙ୍ଗି ହେଉଛନ୍ତି ଶାସକ ବିରୋଧୀ । କଂଗ୍ରେସ କହୁଛି ବିଜେପି ଆମ୍ବେଦକରଙ୍କୁ ଅପମାନିତ କରିଛି । ଆଉ ବିଜେପି କହୁଛି କଂଗ୍ରେସ ପୂର୍ବରୁ ହିଁ ଆମ୍ବେଦକରଙ୍କୁ ଅପମାନିତ କରିଥିବା…

ରାହୁଲଙ୍କୁ ନିଲମ୍ବନ ପାଇଁ ଦାବି: ଅଧିକାର ଉଲ୍ଲଂଘନ ଓ ଗୃହକୁ ଅପମାନିତ କରିଥିବା ନୋଟିସ୍

ନୂଆଦିଲ୍ଲୀ: ବିଜେପି ସାଂସଦ ନିଶିକାନ୍ତ ଦୁବେ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ଲୋକସଭାରୁ ନିଲମ୍ବନ କରିବାକୁ ଦାବି କରିଛନ୍ତି। ଏଥିପାଇଁ ସେ ରାହୁଲଙ୍କ ବିରୋଧରେ ଅଧିକାର ଉଲ୍ଲଂଘନ ଏବଂ ଗୃହକୁ ଅପମାନିତ କରିଥିବା ନୋଟିସ୍ ପଠାଇଛନ୍ତି। ଦୁବେ ଲୋକସଭା ବାଚସ୍ପତି ଓମ…

ରାହୁଲ ଗାନ୍ଧୀ ମୋ ସହ ଦୁର୍ବ୍ଯବହାର କରିଛନ୍ତି: ବିଜେପି ସାଂସଦ

ନୂଆଦିଲ୍ଲୀ: ଆମ୍ବେଦକର ପ୍ରସଙ୍ଗରେ ଉଭୟ ଗୃହରେ ଉତ୍ତେଜନା ଦେଖାଦେଇଥିଲା। ବିଜେପି ନେତୃତାଧିନ ଏନଡିଏ ସାଂସଦ ଏବଂ ଇଣ୍ଡି ବ୍ଲକ୍ ସାଂସଦମାନେ ଆମ୍ବେଦକର ବିବାଦକୁ ନେଇ ପରସ୍ପରକୁ ସମାଲୋଚନା କରି ପ୍ରତିବାଦ କରିବା ବେଳେ ଉପୁଜିଥିଲା ଠେଲାଠେଲି ପରିସ୍ଥିତି । ଏହାରି ମଧ୍ୟରେ ନାଗାଲାଣ୍ଡର…

ମୋତେ ଠେଲିଦେଲେ ରାହୁଲ ଗାନ୍ଧୀ…

ନୂଆଦିଲ୍ଲୀ: ଅମିତ ଶାହାଙ୍କ ବୟାନ ଝଡ଼ । ସଂସଦରେ ବିକ୍ଷୋଭ, ଜବାବି ବିକ୍ଷୋଭ । ସାଂସଦଙ୍କ ଠେଲାପେଲା, ପ୍ରତାପ ଷଡ଼ଙ୍ଗୀ ଆହତ । ପାର୍ଲାମେଣ୍ଟ ଇତିହାସର ବ୍ଲାକ୍ ଥର୍ସ ଡେ । ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବୟାନକୁ ବିରୋଧ କରି…

ମଲ୍ଲିକାର୍ଜୁନ ଖଡଗେଙ୍କ ଆଣ୍ଠୁରେ ଆଘାତ; ବିଜେପି ସାଂସଦ ଠେଲି ଦେଇଥିବା ଅଭିଯୋଗ

ନୂଆଦିଲ୍ଲୀ: ଆଜି ସଂସଦରେ ବିଜେପି ନେତୃତାଧିନ ଏନଡିଏ ସାଂସଦ ଏବଂ ଇଣ୍ଡି ବ୍ଲକ୍ ସାଂସଦମାନେ ଆମ୍ବେଦକର ବିବାଦକୁ ନେଇ ପରସ୍ପରକୁ ସମାଲୋଚନା କରି ପ୍ରତିବାଦ କରିବା ବେଳେ ଉପୁଜିଥିଲା ଠେଲାଠେଲି ପରିସ୍ଥିତି । ଏଥିରେ ବିଜେପିର ଦୁଇ ଜଣ ସାଂସଦ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି…

‘କଂଗ୍ରେସ ଆମ୍ବେଦକର ବିରୋଧୀ ଦଳ’: ନେହେରୁଙ୍କ ଉପରେ ଜେପି ନଡ୍ଡାଙ୍କ ଆକ୍ରମଣ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଇଣ୍ଡିଆ ଆଲାଇନ୍ସର ନେତାଙ୍କ ସେହି ବୟାନକୁ ନେଇ ଆକ୍ରମଣ କରିଛନ୍ତି ଯେଉଁଥିରେ ସେମାନେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କ୍ଷମା ମାଗିବା ପାଇଁ କହିଛନ୍ତି। ବିରୋଧୀ ଦଳ ବିରୋଧକୁ ଜେପି ନଡ୍ଡା ଦୃଢ ନିନ୍ଦା…