Latest Odisha News

BREAKING NEWS

Browsing Category

ରାଜନୀତି

ବିଜେଡିର ୬ ଘଣ୍ଟିଆ ବନ୍ଦ ଡାକରା

ଭୁବନେଶ୍ବର: ବନ୍ଦ ଡାକରା ଦେବ ବିଜେଡି । ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାର ପ୍ରତିବାଦ କରି ଆସନ୍ତା ୨୪ ତାରିଖ ଅର୍ଥାତ୍ ମଙ୍ଗଳବାର ୬ ଘଣ୍ଟିଆ ଭୁବନେଶ୍ବର ବନ୍ଦ ଡାକରା ଦେବ ବିଜେଡି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ବରିଷ୍ଠ…

‘ଅନୁସୂଚିତ ଜାତି ପାଇଁ ସବୁ ବେଳେ ଲଢିବ ବିଜେଡି’

ଭୁବନେଶ୍ବର: ଅନୁସୂଚିତ ଜାତି ପାଇଁ ବିଜେଡିର ଲଢେଇ ଜାରି ରହିବ । ଆଜି ବିଜେଡି ପକ୍ଷରୁ ଅନୁସୂଚିତ ଜାତି ସେଲ୍ ବୈଠକରେ ଏକଥା କହିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ଚଳିତ ନିର୍ବାଚନରେ ମାଡି କାମୁଡିବା ପରେ ଏବେ ପୂରା ଆକ୍ଟିଭ ଅଛନ୍ତି ବିରୋଧୀ…

ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା: ଅସନ୍ତୋଷ ଝାଡିଲେ ବିରୋଧୀ

ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଯେଉଁଭଳି ଭାବେ ନିର୍ଯାତନ ଦିଆଗଲା ତାହାର ଛାତିଥରା କାହାଣୀ ନିଜେ ସେନା ଅଧିକାରୀଙ୍କ ବାନ୍ଧବୀ ଗୁରୁବାର ଗଣମାଧ୍ୟମ ଆଗରେ କୋହ ଭରା କଣ୍ଠରେ କହିବା ପରେ ଏବେ ଏହାକୁ ନେଇ ଅପରାଧିକ ମାମଲା ରୁଜ୍ଜୁ କରିଛି କ୍ରାଇମବାଞ୍ଚ ।…

କେଜ୍ରିଓ୍ବାଲଙ୍କ ସ୍ଥାନ ନେବେ ଆତିଶୀ: ୨୧ରେ ମନ୍ତ୍ରୀମଣ୍ଡଳଙ୍କ ସହ ଶପଥ ନେବେ

ନୂଆଦିଲ୍ଲୀ: ଶପଥ ନେବେ ଦିଲ୍ଲୀର ଭାବି ମୁଖ୍ୟମନ୍ତ୍ରୀ ଆତିଶୀ ମରଲେନ ସିଂହ । ଆସନ୍ତା ୨୧ ତାରିଖରେ ଆତିଶୀ ଓ ତାଙ୍କ ମନ୍ତ୍ରୀ ମଣ୍ଡଳ ଶପଥ ଗ୍ରହଣ କରିବେ । ଏହା ପରେ ଦିଲ୍ଲୀ ପାଇବ ନୂଆ ମୁଖ୍ୟମନ୍ତ୍ରୀ । ତେବେ ଗୁରୁବାର ଆମ ଆଦମି ପାର୍ଟି ପକ୍ଷରୁ ପ୍ରାରମ୍ଭିକ ସୂଚନା ଭାବେ କେବଳ ଆତିଶୀ ଶପଥ…

ଗଣତନ୍ତ୍ରର ନୂଆ ଅଧ୍ୟାୟ

ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀରରେ ଆରମ୍ଭ ହୋଇଛି ଗଣତନ୍ତ୍ରର ନୂଆ ଅଧ୍ୟାୟ । ଐତିହାସିକ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହୋଇଛି । ଧାରା ୩୭୦ ହଟିବା ପରେ ବର୍ତ୍ତମାନ କେନ୍ଦ୍ର ଶାସିତ ଅଂଚଳ ମାନ୍ୟତା ପାଇଥିବା ଜାମ୍ମୁ ଓ କାଶ୍ମୀରରେ ନିର୍ବାଚନ ହେଉଛି । ୯୦ ଆସନ…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେଜ୍ରିଓ୍ବାଲ, ଆତିଶୀ ହେବେ ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ଆଜି ନିଜ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ । ଆଜି ଆପ ନେତ୍ରୀ ତଥା ମନ୍ତ୍ରୀ ଆତିଶୀ ମରଲେନଙ୍କ ନାଁ ମୁଖ୍ୟମନ୍ତ୍ରୀ ପଦ ପାଇଁ କେଜ୍ରିଓ୍ବାଲ ଘୋଷଣା କରିଥିବା ବେଳେ ଏହାପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଆତିଶୀ…

ଚର୍ଚ୍ଚାରେ ବିରାମ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗାଦି ସମ୍ଭାଳିବେ ଆତିଶି

ନୂଆଦିଲ୍ଲୀ: ଦିଲ୍ଲୀ ଶାସନ ଭାର ସମ୍ଭାଳିବେ ଆତିଶି । ଅରବିନ୍ଦ କେଜ୍ରିଓ୍ବାଲଙ୍କ ପରେ ପରବର୍ତ୍ତୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମାରଲେନା ସିଂହ । ଏନେଇ ଆତିଶିଙ୍କ ନାଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ  ଅରବିନ୍ଦ କେଜ୍ରିଓ୍ବାଲ । ଏହାପରେ ଆପ ଦଳ ବୈଠକରେ ଆତିଶିଙ୍କ ନାଁରେ ମୋହର…

ଯେଉଁ ରାଜ୍ୟ ଜିତାଇଲା ସେଇଠି ଜନ୍ମଦିନ ପାଳିବେ ନରେନ୍ଦ୍ର ମୋଦୀ

ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୪ ତମ ଜନ୍ମଦିନ। ପ୍ରଥମ ଥର ପାଇଁ ସେ ତାଙ୍କ ଜନ୍ମଦିନ ଅବସରରେ ଦିଲ୍ଲୀ, ଗୁଜରାଟ ଛାଡି ଜଗନ୍ନାଥଙ୍କ ମାଟିକୁ ଆସିବେ। ଆଉ ଏହି ଅବସରରେ ସେ ରାଜ୍ୟ ସରକାରର ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ସାଧାରଣତଃ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

୨୬ ବର୍ଷ ପରେ ପୁଣି ଓଲଟିଲା ଇତିହାସ ପୃଷ୍ଠା: ଜାଣନ୍ତୁ କାହାକୁ ଫଲୋ କରିଛନ୍ତି କେଜ୍ରିଓ୍ବାଲ…..

ନୂଆଦିଲ୍ଲୀ: ୨୬ ବର୍ଷ ପରେ ପୁଣି ଦିଲ୍ଲୀ ରାଜନୀତି ତାର ଇତିହାସ ପୃଷ୍ଠାକୁ ଓଲଟାଇଛି  । ଆମ୍ ଆଦମି ପାର୍ଟିର ରାଷ୍ଟ୍ରିୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତାଙ୍କ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିବା ପରେ, ତାହା ପୁଣି ବିଧାନସଭାର ନିର୍ବାଚନର କିଛି ମାସ ପୂର୍ବରୁ, ମନେ ପକାଇଦେଇଛି…

ଅନୀଲ ବିଜଙ୍କ ମୁଖ୍ୟମନ୍ତ୍ରୀ ପଦ ଦାବି ଉପରେ କ’ଣ କହିଲେ ଧର୍ମେନ୍ଦ୍ର ପ୍ରଧାନ…

ନୂଆଦିଲ୍ଲୀ: ହରିୟାଣାରେ ବିଜେପି ଯଦି ପୁଣି କ୍ଷମତାକୁ ଆସେ ତେବେ ଅନୀଲ ବିଜ ନିଜେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଗତକାଲି ଦାବି କରିଥିଲେ । ଆଜି ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ହରିଆଣା ଦାୟିତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ,…