Latest Odisha News

BREAKING NEWS

Browsing Category

ରାଜନୀତି

ମମତାଙ୍କୁ ଶକ୍ତ ଝଟକା, ହାତ ଛାଡ଼ିଲେ ଜବାହାର ସରକାର

କୋଲକାତା: କୋଲକାତା ସରକାର ଏବେ ବଡ଼ ଅଡ଼ୁଆରେ ପଡିଛନ୍ତି। ଗୋଟ ପଟେ ଆରଜି କର ଘଟଣା ତାଙ୍କ ଗାଦି ଉପରେ ବଡ଼ ବିପଦ ହୋଇଥିବା ବେଳେ ଏବେ ପୁଣି ତାଙ୍କୁ ମିଳିଛି ଶକ୍ତ ଝଟକା। ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । କୋଲକାତା ଆରଜି କର ମେଡିକାଲ କଲେଜ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ବିରୋଧ…

ବିଜେପି ନେତାଙ୍କୁ ମିଳିଲା ହତ୍ୟା ଧମକ

ଦଶପଲ୍ଲା: ବିଜେପି ନେତାଙ୍କୁ ମିଳିଲା ହତ୍ୟା ଧମକ। ବିଜେପି ନେତା ରାଘବ ମଲ୍ଲିକଙ୍କୁ ହତ୍ୟା ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ରାଘବ ବନିଗୋଛା ଥାନାରେ ଅଭିଯୋଗ କରିଛନ୍ତି। ବିଜେଡିର ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତାଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ କରିଛନ୍ତି ରାଘବ ମଲ୍ଲିକ। ତାଙ୍କ…

ଜମ୍ମୁ-କାଶ୍ମୀର ବିଧାନସଭା: ପ୍ରଥମ ଥର ପାଇଁ ଭୋଟ ଦାନ କରିବେ ବାଲ୍ମୀକି ସମ୍ପ୍ରଦାୟ 

ଶ୍ରୀନଗର: ଅନେକ ଦିନ ଅନ୍ତରାଳ ପରେ ଜମ୍ମୁ-କାଶ୍ମୀରରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଜମ୍ମୁ-କାଶ୍ମୀରରେ ନିର୍ବାଚନ କେବଳ ରାଜନୀତିକ ସ୍ତରରେ ନୁହେଁ ଏହା ସାମାଜିକ ସ୍ତରରେ ବି ଐତିହାସିକ ହେବାକୁ ଯାଉଛି। ଏହି ନିର୍ବାଚନରେ ପ୍ରଥମ ଥର ପାଇଁ ବାଲ୍ମୀକି ସମ୍ପ୍ରଦାୟର ପାଖାପାଖି ୩୫୦…

ରାଜନୀତିର ଆଖଡାରେ ଭିନେଶ, ବଜରଙ୍ଗ : ହାତ ଧରୁ ଧରୁ ବିଜେପିକୁ ଟାର୍ଗେଟ  

ନୂଆଦିଲ୍ଲୀ: ହରିୟାଣା ନିର୍ବାଚନ ପୂର୍ବରୁ ରାଜନୈତିକ ମଇଦାନକୁ ପ୍ରବେଶ କରିଛନ୍ତି ଦୁଇ ତାରକା ରେସଲର । କଂଗ୍ରେସର ହାତ ଧରିଛନ୍ତି ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ । ଦୁଇ ରେସଲର ଦୁଇ ଦିନ ତଳେ ରାହୁଲ ଗାନ୍ଧିଙ୍କୁ ଭେଟିବା ପରେ କଂଗ୍ରେସରେ ଯୋଗ ଦେବା ନିଶ୍ଚିତ ହୋଇଥିଲା । ଗତବର୍ଷ ବିଜେପି…

ମମତାଙ୍କ ପରେ ସୁଜିତ୍ ଝଟକା

ଭୁବନେଶ୍ବର: ବିଜେଡିରୁ ଖସୁଛି ଗୋଟିଏ ପରେ ଗୋଟିଏ ଓ୍ବିକେଟ୍ । ମମତା ମହନ୍ତଙ୍କ ପରେ ସୁଜିତ କୁମାର । ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଲେ, ବିଜେପିରେ ମିଶିଲେ । ସୁଜିତଙ୍କୁ ଦଳରୁ ବହିଷ୍କାର କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ମମତା ମହନ୍ତଙ୍କ ଇସ୍ତଫା ସମୟରେ ହିଁ ବିଜେଡିରୁ…

କଂଗ୍ରେସରେ ମିଶିଲେ ଭିନେଶ ଓ ବଜରଙ୍ଗ

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ଅଲମ୍ପିଆନ୍ ରେସଲର ଭିନେଶ ଫୋଗଟ୍ ଏବଂ ବଜରଙ୍ଗ ପୁନିଆ ଶୁକ୍ରବାର ଦିନ କଂଗ୍ରେସରେ ଯୋଗ ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ଭିନେଶ ଫୋଗଟ ଭାରତୀୟ ରେଳବାଇରୁ ଇସ୍ତଫା ଦେବାର କିଛି ଘଣ୍ଟା ପରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି। ଦୁଇ…

ମମତାଙ୍କ ପରେ ପୁଣି ପଦ୍ମ ଧରିଲେ ବିଜେଡିର ଆଉ ଜଣେ ରାଜ୍ୟସଭା ସାଂସଦ 

ଭୁବନେଶ୍ୱର: ପୁଣି ଆଉ ଜଣେ ବିଜେଡ଼ି ରାଜ୍ୟସଭା ସାଂସଦ ବିଜେପି ସହ ହାତ ମିଳାଇଛନ୍ତି । ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ବିଜେଡିରୁ ବହିଷ୍କୃତ ହୋଇଥିବା ସୁଜିତ କୁମାର। ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ତେବେ ଏଇ କିଛି ସମୟ…

ଦଳରୁ ବହିଷ୍କାର ହେଲେ ରାଜ୍ୟସଭା ସାଂସଦ ସୁଜିତ୍ କୁମାର 

ଭୁବନେଶ୍ୱର: ଦଳରୁ ବହିଷ୍କାର ହେଲେ ବିଜେଡି ରାଜ୍ୟସଭା ସାଂସଦ ସୁଜିତ୍ କୁମାର। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି ସଭାପତି ନବୀନ ପଟ୍ଟନାୟକ। ଏନେଇ ବିଜେଡି ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି। ଯେଉଁଥିରେ ଲେଖାଯାଇଛି, "ଦଳ ବିରୋଧୀ ନୀତି ପାଇଁ ସାଂସଦ…

ବିଧାନସଭାରେ ‘ରେଭେନ୍ସା’ ଝଡ଼

ଭୁବନେଶ୍ବର: ବିଧାନସଭାରେ ଉଠିଲା ରେଭେନ୍ସା ନାଁ ପରିବର୍ତ୍ତନ ପ୍ରସଙ୍ଗ। ବିଶ୍ବବିଦ୍ୟାଳୟର ନାଁ ପରିବର୍ତ୍ତନ ତାତିରେ ଗୃହ ସରଗରମ। ଶୂନ୍ୟକାଳରେ ରେଭେନ୍ସା ପ୍ରସଙ୍ଗ ଉଠାଇବା ସହ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଥିଲେ ବିଜେଡି ବିଧାୟକ ବ୍ୟୋମକେଶ ରାୟ । ୧୫୬ବର୍ଷର ଶିକ୍ଷାନୁଷ୍ଠାନ…

ଭୁବନେଶ୍ଵରରେ ମୁହାଁମୁହିଁ ହେଲେ ପୋଲିସ୍ – ଛାତ୍ର କଂଗ୍ରେସ କର୍ମୀ

ଭୁବନେଶ୍ୱର: ପୁଣି ତେଜିଲା ଛାତ୍ର ସଂସଦ ନିର୍ବାଚନ। ଛାତ୍ର ସଂସଦ ନିର୍ବାଚନ ଦାବିରେ ଶୋଭାଯାତ୍ରା କଲା କଂଗ୍ରେସ। ଆଜି ରାଜଧାନୀରେ ଛାତ୍ର କଂଗ୍ରେସ ଛାତ୍ର ସଂସଦ ନିର୍ବାଚନ ଦାବିରେ ଶୋଭାଯାତ୍ରା କରି ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରିଥିଲେ। ଯେଉଁ ସମୟରେ ପୋଲିସ ଅଟକାଇବାରୁ ପୋଲିସ ଓ…