Latest Odisha News

BREAKING NEWS

Browsing Category

ରାଜନୀତି

‘ଦଲାଲମାନଙ୍କୁ ସହାୟତା କରୁଥିଲେ ପୂର୍ବ ସରକାର’

ଭୁବନେଶ୍ବର: ଦଲାଲ ମାନଙ୍କୁ ସହାୟତା କରୁଥିଲେ ପୂର୍ବ ସରକାର। ପ୍ରତିଶ୍ରୁତି ଦେଇ ଫାଙ୍କି ଥିଲେ, ହେଲେ ଆମ ସରକାର ୬ ମାସ ଭିତରେ ସବୁ ପୂରଣ କରିଛି। ଆଜି ବରଗଡ଼ରେ ଚାଷୀଙ୍କୁ ଇନପୁଟ ଟଙ୍କା ବଣ୍ଟନ କରିବା ବେଳେ ପୂର୍ବ ସରକାରଙ୍କୁ ସିଧା ନିଶାନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।…

ଦେଶ ଛାଡି ପଳାୟନ ବେଳେ ସିରିଆ ରାଷ୍ଟ୍ରପତିଙ୍କ ବିମାନ କ୍ରାଶ

ଡାମକସ୍: ସିରିଆରେ ରାଜନୈତିକ ସଙ୍କଟ ଜାରି ରହିଛି। ଏହାରି ମଧ୍ୟରେ ସିରିଆ ରାଷ୍ଟ୍ରପତି ବାଶାର ଅଲ-ଅସଦଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଚର୍ଚ୍ଚା ହେଉଛି। ତାଙ୍କ ବିମାନ ଆକାଶରେ ୫୦୦ମିଟର ଉଚ୍ଚରୁ ଖସିପଡିଥିଲା ​​ଏବଂ ଏହାର ଭଗ୍ନାବଶେଷ ମଧ୍ୟ ଉଦ୍ଧାର କରାଯାଇଛି। ବିମାନଟି ଦୁର୍ଘଟଣା…

କିଏ ହେବ ଟିଏମସିରେ ମମତାଙ୍କର ଉତ୍ତରାଧିକାରୀ? ଦିଦି ଭାଙ୍ଗିଲେ ନୀରବତା

କୋଲକାତା: ମମତା ବାନାର୍ଜୀଙ୍କ ପରେ କିଏ ତାଙ୍କ ଦଳର ନେତୃତ୍ୱ ନେବେ, ଅର୍ଥାତ୍ ତାଙ୍କ ଉତ୍ତରାଧିକାରୀ କିଏ ହେବ ବୋଲି ପ୍ରଶ୍ନର ଉତ୍ତରରେ ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ କହିଛନ୍ତି ଯେ ଏହା ତାଙ୍କ ନିଷ୍ପତ୍ତି ନୁହେଁ ବରଂ ତାଙ୍କ ଦଳ ନିଷ୍ପତ୍ତି ନେବ। ଏକ ଘରୋଇ ଚ୍ୟାନେଲ…

କେନ୍ଦ୍ରୀୟ ଡେପୁଟେସନରେ ଯିବେ ବିବାଦୀୟ ଆଇପିଏସ ଆଶିଷ ସିଂ

ଭୁବନେଶ୍ବର: ପୁଣି ବଦଳି ହେଲେ ବିବାଦୀୟ ଆଇପିଏସ ଆଶିଷ ସିଂ । କେନ୍ଦ୍ରୀୟ ଡେପୁଟେସନରେ ଯିବେ । କେନ୍ଦ୍ରରେ ଇଣ୍ଡାେ-ତାଇବାନ୍ ବର୍ଡର(ଆଇଟିବିପି) ଆଇଜି ଭାବେ କାର୍ଯ୍ୟ କରିବେ ଆଶିଷ ସିଂ । ଆଗାମୀ ୫ ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ସେ ଡେପୁଟେସନ୍‌ରେ କାର୍ଯ୍ୟ କରିବେ ।…

ସତ୍ତାକୁ ଫେରିଲେ କ’ଣ କରିବେ କେଜ୍ରିଓ୍ବାଲ? ଦେଲେ ଏପରି ଉତ୍ତର…

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀରେ ବିଜୟ ଦାବି କରି କହିଛନ୍ତି ଯେ ଆମର କାର୍ଯ୍ୟ ଆଧାରରେ ଆମେ ଲୋକଙ୍କ ପାଖକୁ ଯାଉଛୁ । ଏକ ଜାତୀୟ ଗଣମାଧ୍ୟମ ସହ କଥାହେବା ସମୟରେ ଏହା କହିଥିଲେ । ଯେତେବେଳେ ତାଙ୍କୁ…

ବିଜୁ ଶ୍ରମିକ ସାମ୍ମୁଖ୍ୟର ସଭାପତି ହେଲେ ପ୍ରଫୁଲ୍ଲ ସାମଲ

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ପ୍ରଫୁଲ ସାମଲଙ୍କୁ ନୂଆ ଦାୟିତ୍ୱ। ଶ୍ରୀ ସମଲଙ୍କୁ ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୂଚନାଯୋଗ୍ୟ, ପ୍ରଫୁଲ୍ଲ ସାମଲ ୬ ଥର ବିଧାନସଭାକୁ ନିର୍ବାଚିତ…

ବନ୍ଦ ହେବ ଯାତ୍ରାରେ ଅଶ୍ଳୀଳ ନୃତ୍ୟ

ଭୁବନେଶ୍ବର: ଯାତ୍ରାରେ ଆଉ ଚାଲିବନି ଅଶ୍ଳୀଳ ନୃତ୍ୟ। ବନ୍ଦ ହେବ ଖୋଲାଖୋଲି ନଗ୍ନତା ପ୍ରଦର୍ଶନ । ଯାତ୍ରା ପାଇଁ ଆସିବ ଲକ୍ଷ୍ମଣରେଖା । ମନୋରଞ୍ଜନ ନାଁରେ ଅପସଂସ୍କୃତିକୁ ପ୍ରଶ୍ରୟ ଦିଆଯିବନି । ଯାତ୍ରା ମଞ୍ଚରେ ଅଶ୍ଳୀଳ ନାଚ ବନ୍ଦ କରିବାକୁ ଖୁବ୍ ଶୀଘ୍ର ମାର୍ଗଦର୍ଶିକା ଆଣିବାକୁ ଯାଉଛନ୍ତି…

ସିନ୍ଦେଙ୍କୁ ଡିମୋସନ୍…ଆଗକୁ ଏସବୁ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀରୁ ଉପମୁଖ୍ୟମନ୍ତ୍ରୀ ହେଲେ ଏକାନାଥ ସିନ୍ଦେ । ଅଢେଇ ବର୍ଷ ଧରି ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବା ପରେ ଏବେ ଫଡନାବିସଙ୍କ ଡେପୁଟି ଭାବେ କାମ କରିବେ । ଚଉକି ବଦଳ ତ ହେଲା, ତେବେ ସିନ୍ଦେଙ୍କ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ, ଆଗକୁ କଣ ହେବ? ମୁଖ୍ୟମନ୍ତ୍ରୀ ପଦ ଯିବା ପରେ…

ରାଜ୍ୟସଭାରୁ ମିଳିଲା ନୋଟ୍ ବଣ୍ଡଲ, ତାହା ପୁଣି ସାଂସଦଙ୍କ ସିଟ୍ ତଳୁ

ନୂଆଦିଲ୍ଲୀ: ରାଜ୍ୟସଭାରେ ସାଂସଦଙ୍କ ସିଟ୍ ତଳୁ ମିଳିଲା ନୋଟ୍ ବଣ୍ଡଲ । ସୁରକ୍ଷା କର୍ମୀଙ୍କ ଯାଞ୍ଚ ବେଳେ ସିଟ୍ ତଳୁ ନୋଟ ବଣ୍ଡଲ ମିଳିଥିବା ନେଇ ଗୃହରେ ଅବଗତ କରାଇଲେ ରାଜ୍ୟସଭା ସଭାପତି ଜଗଦୀପ ଧନକଡ । ତେବେ ଏହି ନୋଟ୍ ବିଡାଟି କଂଗ୍ରେସ ସାଂସଦଙ୍କ ସିଟ୍ ତଳୁ ମିଳିଥିବାରୁ ଏହାକୁ ନେଇ…

ରାଜ୍ୟସଭା ସସପେନ୍ସ: ମନାକଲେ ମନମୋହନ

ଭୁବନେଶ୍ବର: ଆସନ୍ତା ଡିସେମ୍ବର ୨୦ରେ ରାଜ୍ୟସଭା ଉପନିର୍ବାଚନ । ଓଡ଼ିଶା ସମେତ ୪ ରାଜ୍ୟରେ ଖାଲି ପଡ଼ିଥିବା ମୋଟ ୬ଟି ଆସନ ପାଇଁ ଉପନିର୍ବାଚନ ହେବ  । ଏଥିପାଇଁ ଓଡିଶାରେ ଜାରି ରହିଛି ସସପେନ୍ସ । କାହାକୁ ରାଜ୍ୟସଭାକୁ ପଠାଇବେ ବିଜେପିର ମୁରବୀ? ଏହି ପ୍ରସଙ୍ଗରେ  ବିଜେପି ରାଜ୍ୟ ସଭାପତି…