Latest Odisha News

BREAKING NEWS

Browsing Category

ରାଜନୀତି

ରାଜନୀତିରେ ଶିବାଜୀ ଇଫେକ୍ଟସ : ମୋଦି ବି ମାଗିଲେ କ୍ଷମା

ହାଇଦ୍ରାବାଦ: ମହାରାଷ୍ଟ୍ର ରାଜନୀତିରେ ଛତ୍ରପତି ଶିବାଜୀଙ୍କୁ ନେଇ ରାଜନୀତି ସରଗରମ । ସିନ୍ଧୁଦୁର୍ଗ ଜିଲ୍ଲାରେ ଅଗଷ୍ଟ ୨୬ ତାରିଖରେ ମହାରାଜ ଶିବାଜୀଙ୍କ ମୂର୍ତ୍ତି ଭାଙ୍ଗିବା ପରଠାରୁ ଗରମ ହୋଇଛି ରାଜନୀତି । ବିରୋଧୀଙ୍କ କଡା ଆଭିମୁଖ୍ୟ ଦେଖି ଶାସକ ମେଂଟ ପକ୍ଷରୁ ଚାଲିଛି କ୍ଷମା ପ୍ରାର୍ଥନାର…

 ଆର.ଜି କର ଘଟଣା : ମମତାଙ୍କ ପାଇଁ ରାଜନୈତିକ କ୍ଷତି ?

କୋଲକାତା: କୋଲକାତା ଆର.ଜି କର ମେଡିକାଲ କଲେଜ ଓ ହସପିଟାଲ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କୁ ହରଡଘଣାରେ ପକାଇଛି । ମମତା ସରକାର ଘଟଣାରେ ଠିକ୍ ଭାବେ ହସ୍ତକ୍ଷେପ କରିପାରିଲେ ନାହିଁ । ଏକ ସଂଗୀନ ଘଟଣାକୁ ଅତି ହାଲୁକାର ସହ ନେବା ମମତା…

ଧର୍ମଶାଳା…ହିମାଂଶୁ ବନାମ ପ୍ରଣବ

ଭୁବନେଶ୍ବର: ହିମାଂଶୁ ସାହୁ ବନାମ ପ୍ରଣବ ବଳବନ୍ତରାୟ । ବିଧାୟକ ବନାମ ପୂର୍ବତନ ବିଧାୟକ । ଦୁଇ ନେତାଙ୍କ ମଧ୍ୟରେ ତୁ ତୁ ମେ ମେ କୁ ନେଇ ଉଠୁଛି ପଡୁଛି ଧର୍ମଶାଳା ରାଜନୀତି। କେତେବେଳେ ସ୍ବର୍ଗତ କଳ୍ପତରୁ ଦାସଙ୍କ ପ୍ରତିମୂର୍ତ୍ତିକୁ ନେଇ ତ କେତେବେଳେ ଧର୍ମଶାଳାରେ ଆଇନ ଶୃଙ୍ଖଳାକୁ ନେଇ ଉଭୟ…

ବିଜେଡି ସରକାରଙ୍କର ‘ନୂଆ ଓ’ରେ ପଡିଲା ପୂର୍ଣ୍ଣଚ୍ଛେଦ

ଭୁବନେଶ୍ବର: ବନ୍ଦ ହେଲା ନବୀନ ସରକାରଙ୍କର ‘ନୂଆ ଓ’ । ନବୀନ ସରକାରଙ୍କ ‘ନୂଆ ଓ’ କାର୍ଯ୍ୟକ୍ରମ ବନ୍ଦ କଲେ ମୋହନ ସରକାର । ଶୁକ୍ରବାର ପୂର୍ବ ସରକାରଙ୍କ ‘ନୂଆ ଓ’ ତଥା ନୂତନ ଉନ୍ନତି ଅଭିଳାଷ ଓଡିଶା କାର୍ଯ୍ୟକ୍ରମ ବନ୍ଦ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଣିକି ନୂଆ ସରକାର ପିଜି ଓ…

ହରିୟାଣା ନିର୍ବାଚନ ତାତି: ବିଜେପିର ସ୍ବତନ୍ତ୍ର ରଣନୀତି

ଚଣ୍ଡିଗଡ: ବିଧାନସଭା ନିର୍ବାଚନ ପାଇଁ ହରିୟାଣାରେ ସରଗରମ ହୋଇଛି ରାଜନୈତିକ ବାତାବରଣ । ପ୍ରାର୍ଥୀ ତାଲିକା ଚୂଡାନ୍ତ କରିବାରେ ଲାଗି ପଡିଛନ୍ତି ବିଭିନ୍ନ ଦଳ । ହ୍ୟାଟ୍ରିକ ଲକ୍ଷ୍ୟରେ ଥିବା ଶାସକ ବିଜେପି ଏଥର ନିର୍ବାଚନରେ ସଂପୂର୍ଣ୍ଣ ନୂଆ ରଣନୀତି ସହ ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ…

ମମତାଙ୍କ ବୟାନ ଝଡ଼… ଓଡିଶାରେ ତାତି

ଭୁବନେଶ୍ବର: କୋଲକାତାରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ବଢୁଛି ଆକ୍ରୋଶ । ପଶ୍ଚିମବଙ୍ଗରେ ବିଜେପି ମମତା ସରକାରକୁ କାଠଗଡାକୁ ଟାଣିଛି । ବିରୋଧ, ବିକ୍ଷୋଭ ହିଂସାତ୍ମକ ରୂପ ନେଲାଣି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବିରେ ବନ୍ଦ ପାଳନ କରିଥିଲା ବିଜେପି…

ବିଜ୍ଞାପନରେ ପାଣ୍ଡିଆନଙ୍କ ପ୍ରଚାର ପାଇଁ ଖର୍ଚ୍ଚ ୧୫ କୋଟି

ଭୁବନେଶ୍ବର: ନିର୍ବାଚନ ପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ ପୂର୍ବ ସରକାର । ଆଜି ଗୃହରେ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପ୍ରଶ୍ନରେ ଏମିତି କିଛି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥ ବିଭାଗର ଦାୟିତ୍ବରେ ଥିବା ମୋହନ ମାଝୀ । ଏନେଇ ମୁଖ୍ୟମନ୍ତ୍ରୀ…

ମମତାଙ୍କ ମନ୍ତବ୍ୟକୁ ନେଇ ତାତିଲା ରାଜନୀତି: କିଛି ଏମିତି କହିଦେଲେ ମୁଖ୍ୟମନ୍ତ୍ରୀ..

ଭୁବନେଶ୍ବର: ମୋଦିଙ୍କୁ ମମତାଙ୍କ ଖୋଲା ଧମକକୁ ନେଇ ଏବେ ତାତିଛି ରାଜନୀତି । ବିଭିନ୍ନ ବିଜେପି ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଏବେ ମମତାଙ୍କୁ ବି ପାଲଟା ଚେତାବନୀ ଦେଇଛନ୍ତି । ମମତାଙ୍କୁ ଧମକ ଦେବାର ଅଧିକାର କିଏ ଦେଲା ବୋଲି ପ୍ରଶ୍ନ କରିଛନ୍ତି ୩ ରାଜ୍ୟର ମୁଖ୍ୟମନ୍ତ୍ରୀ । ତେବେ…

ଏନଡିଏକୁ ରାଜ୍ୟସଭା ଟନିକ

ନୂଆଦିଲ୍ଲୀ: ରାଜ୍ୟସଭାରେ ବିଜେପିକୁ ବଡ ଆଶ୍ୱସ୍ତି । ବିଜେପି ନେତୃତ୍ୱାଧିନ ଏନଡିଏକୁ ମିଳିଛି ରାଜ୍ୟସଭାରେ ବହୁମତ । ୯ ରାଜ୍ୟର ୧୨ଟି ରାଜ୍ୟସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ସମସ୍ତ ପ୍ରାର୍ଥୀ । ଏନଡିଏ ୧୧ ଆସନ ହାତେଇଥିବା ବେଳେ କଂଗ୍ରେସ…