Latest Odisha News

BREAKING NEWS

Browsing Category

ରାଜନୀତି

ନବୀନଙ୍କ ନୂଆ କମିଟିରେ ବଡ଼ ସଂକେତ

ଭୁବନେଶ୍ବର: ନବୀନଙ୍କ ନୂଆ କମିଟିରେ ବିଜେଡି ରାଜନୀତିକୁ ନେଇ ବଡ ସଂକେତ । ମମତା ମହନ୍ତ ବିଜେଡି ଛାଡିବା ପରଠୁ ଦଳକୁ ଏକଜୁଟ୍ କରିବାକୁ ଦମ୍ ଲଗାଇଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ । ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମର ସଂଯୋଜନା ଓ ତଦାରଖ କରିବା ପାଇଁ ଗଠନ କରିଛନ୍ତି କମିଟି । ଦେବୀ…

ବିଜେଡ଼ିର ୧୫ ଜଣିଆ କମିଟି ଗଠନ, ବାଦ ପଡିଲେ ବବି

ଭୁବନେଶ୍ବର: ଗଠନ ହେଲା ବିଜେଡ଼ିର ନୂତନ କମିଟି । ସାରା ରାଜ୍ୟରେ ବିଭିନ୍ନ କାର୍ଯ୍ଯର ସମନ୍ବୟ ରକ୍ଷା ପାଇଁ ୧୫ ଜଣିଆ ଟିମ୍ ଗଠନ କରିଛି ବିଜେଡି। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଗଠନ ହୋଇଛି ଏହି ଟିମ୍ । ତେବେ ବିଜେଡିର ନୂତନ ଟିମରୁ ବାଦ୍ ପଡିଛନ୍ତି ପ୍ରଣବ ପ୍ରକାଶ…

ବିଜୁ ପଟ୍ଟନାୟକ ବିମାନ ବନ୍ଦରର ଘରୋଇକରଣ ନିଷ୍ପତ୍ତି ଦୁର୍ଭାଗ୍ୟଜନକ: ବିଜେଡି

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା ଭୁବନେଶ୍ୱର ବିମାନ ବନ୍ଦରକୁ ଘରୋଇକରଣ କରାଯିବା ଉଦ୍ୟମକୁ କଟୁ ସମାଲୋଚନା କରିଛି ବିଜେଡି । ଭୁବନେଶ୍ୱର ବିମାନ ବନ୍ଦରକୁ କେନ୍ଦ୍ର ସରକାରଙ୍କ ଘରୋଇକରଣ ନିଷ୍ପତ୍ତି ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛି ବିରୋଧି ବିଜେଡି । ଭୁବନେଶ୍ୱର ବିମାନ ବନ୍ଦର…

କେନ୍ଦୁପତ୍ର ଉପରୁ ୧୮% ଜିଏସ୍‌ଟି ଉଚ୍ଛେଦ ପ୍ରତିଶୃତି ପାଳନ କରିନାହାନ୍ତି କେନ୍ଦ୍ର ସରକାର: ବିଜେଡି

ଭୁବନେଶ୍ୱର: କେନ୍ଦୁପତ୍ର ଉପରୁ ୧୮% ଜିଏସ୍‌ଟି ଉଚ୍ଛେଦ ଦାବିରେ କେନ୍ଦ୍ର ସରକାରଙ୍କର ଟାଳଟୁଳ ନୀତିକୁ ଭତ୍ସନା କଲା ବିଜେଡି। ଆଜି ଶଙ୍ଖ ଭବନ ଠାରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡ଼ିର ପୂର୍ବତନ ରାଜ୍ୟ ସମ୍ପାଦକ ତଥା ପୂର୍ବତନ କେନ୍ଦୁପତ୍ର ୱେଲଫେୟାର ବୋର୍ଡ଼ର ଉପଦେଷ୍ଟା ସଞ୍ଜିତ…

ଭାରତରେ ଶରଣ ନେଲେ କି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶ ଛାଡିବାର କିଛି ଘଣ୍ଟା ପରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ସୋମବାର ସନ୍ଧ୍ୟାରେ ଗାଜିଆବାଦର ହିଣ୍ଡନ ବିମାନବନ୍ଦରରେ ଅବତରଣ କରିଛନ୍ତି। ଆଜି ସେ ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଢାକା ଛାଡି ଦେଇଥିଲେ। ଅପରପକ୍ଷରେ ବାଂଲାଦେଶର…

ମମତାଙ୍କ ପରେ ଖସିବ କାହାର ଓ୍ବିକେଟ୍ ?

ଭୁବନେଶ୍ବର: ମମତା ମହନ୍ତ ବିଜେଡି ଛାଡିବା ପରଠୁ ଥମୁନି ଚର୍ଚ୍ଚା । ମମତାଙ୍କ ପରେ ଖସିବ କାହାର ଓ୍ବିକେଟ୍ ? ବିଜେପି ନେତାଙ୍କ ସଂକେତ କାହା ଆଡକୁ ? କିଏ କହିଲେଣି ମମତା ମହନ୍ତ କେବଳ ଟ୍ରେଲର ଆଗକୁ ଫିଲ୍ମ ବାକି ଅଛି ତ କିଏ କହିଲେଣି ବିଜେଡିରେ ନେତା ଅଣନିଶ୍ବାସୀ । ମମତା ମହନ୍ତ…

ମମତା ମହନ୍ତଙ୍କ ଆସିବା ଟ୍ରେଲର ଥିଲା, ଆଗାମୀ ଦିନରେ ଭଲ ଫିଲ୍ମ ଦେଖିବେ: ସାଂସଦ ଅପରାଜିତା

ଭୁବନେଶ୍ଵର: କୁଡୁମୀ ନେତ୍ରୀ ମମତା ମହନ୍ତ ବିଜେଡି ତ ଛାଡିଲେ ରାଜ୍ୟସଭା ସଦସ୍ୟତା ଛାଡି ବିଜେଡିକୁ ଦୁର୍ବଳ କରି ଦେଇଗଲେ। ଏହାପରେ ଆରମ୍ଭ ହେଲା ରାଜନୈତିକ ଚର୍ଚ୍ଚା। ରାଜ୍ୟ ରାଜନୀତି ଏବେ ସରଗରମ। ମମତା ମହାନ୍ତ ବିଜେଡି ଛାଡ଼ି ବିଜେପିରେ ମିଶିବା ନେଇ ପ୍ରତିକ୍ରିୟା ରଖିଛନ୍ତି ସାଂସଦ…

ବିଜେଡିକୁ ‘ମମତା’ ଛନକା !

ଭୁବନେଶ୍ଵର: ବିଜେଡିରେ ମମତା କମ୍ପନ। କୁଡୁମୀ ନେତ୍ରୀ ମମତା ମହନ୍ତ ବିଜେଡି ତ ଛାଡିଲେ ରାଜ୍ୟସଭା ସଦସ୍ୟତା ଛାଡି ବିଜେଡିକୁ ଦୁର୍ବଳ କରି ଦେଇଗଲେ । ଆଗକୁ ବି ଆହୁରି ଦୁଇ ତିନି ଜଣ ସାଂସଦ ବିଜେପି ସହ ଯୋଗାଯୋଗରେ ରହିଥିବା ଚର୍ଚ୍ଚା ହେଉଛି । ଏଭଳି ସ୍ଥିତିରେ ବିଜେଡି ଭାଗ ଭାଗ ହେବା ନେଇ…

ବିଜେଡି ସରକାରରେ ଅର୍ଜିଥିଲେ…

ଭୁବନେଶ୍ବର: ବିଜେଡି ସରକାର ବେଳେ ଥିଲେ ପାଓ୍ବାରଫୁଲ୍, ଏବେ ପଡିଛି ଭିଜିଲାନସ ଛାଟ। ମାଳମାଳ ଫ୍ଲାଟ୍, ଆକାଉଣ୍ଟରେ କୋଟି କୋଟି ଟଙ୍କା । କୁବେର ଅଧିକାରୀଙ୍କ ସଂପତ୍ତି ଦେଖି ଭିଜିଲାନ୍ସ ଜଳକା। ଜଣକ ପରେ ଜଣେ ଅଧିକାରୀଙ୍କ ଘରେ ରେଡ୍ କରିବା ସହ ଆୟବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ…

କିଏ ହେବେ ପରବର୍ତ୍ତୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ?

ନୂଆଦିଲ୍ଲୀ: ବିଜେପି ଟପ୍ ପୋଷ୍ଟରେ କିଏ ବସିବେ? ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦକୁ ନେଇ ବଢିଲାଣି ଆକଳନ । ରେସରେ ଧର୍ମେନ୍ଦ୍ର ପ୍ରଧାନ, ଭୁପେନ୍ଦ୍ର ଯାଦବ, ବିନୋଦ ତାଓ୍ବଡେ, କେଶବ ପ୍ରସାଦ ମୌର୍ଯ୍ୟଙ୍କ ପରି ବିଜେପିର ଅନେକ ବରିଷ୍ଠ ନେତାଙ୍କ ନାଁ ଚର୍ଚ୍ଚା ହେଉଛି । ତେବେ…