Latest Odisha News

BREAKING NEWS

Browsing Category

ରାଜନୀତି

ବିଜେଡିର ୮୦% ଯୋଜନାକୁ ଆପଣେଇଛି ବିଜେପି ସରକାର: ନବୀନ

ଭୁବନେଶ୍ୱର: ବଜେଟ ଆଲୋଚନାରେ ଭାଗ ନେଇ ସୋମବାର ଦିନ ରାଜ୍ଯ ସରକାରଙ୍କୁ କଟାକ୍ଷ କରିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ ବିଜେଡି ଶାସନ ସମୟରେ କାର୍ଯ୍ୟକାରୀ ହୋଇଥିବା ୮୦% ଯୋଜନାକୁ ଆପଣାଇଛନ୍ତି ବିଜେପି ସରକାର। ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ…

କିଏ ଖେଳୁଛି ବାରବାଟୀ ନାଁରେ ଖେଳ?

ଭୁବନେଶ୍ବର: କଟକ ବାରବାଟୀ ଷ୍ଟାଡିୟମକୁ ନେଇ ତେଜିଲା ରାଜନୀତି । ଷ୍ଟାଡିୟମ ନବୀକରଣକୁ ନେଇ କୌଣସି ଯୋଜନା ନଥିବା କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିବା ପରେ ଆରମ୍ଭ ହୋଇଛି ବିତର୍କ । ରାଜ୍ୟ ସରକାରଙ୍କୁ ବିଜେଡି ଟାର୍ଗେଟ୍ କରିଛି ତ ପୂର୍ବରୁ ଶାସନରେ ରହିଥିବା ବିଜେଡିକୁ ଦାୟୀ କରିଛି…

ବିହାର ସରକାରଙ୍କୁ ଝଟକା, ସଂରକ୍ଷଣ ନିର୍ଦ୍ଦେଶ ଉପରେ ଲାଗିବନି ରୋକ

ପାଟଣା: ବିହାରର ସଂରକ୍ଷଣ ନିର୍ଦ୍ଦେଶ ଉପରେ ରୋକ ଲଗାଇବାକୁ ସୋମବାର ଦିନ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ। ପାଟନା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ବଳବତ୍ତର ରଖିଛନ୍ତି ସୁପ୍ରିମକୋର୍ଟ। ବିହାର ସରକାର ଜାତି ସଂରକ୍ଷଣ ସୀମାକୁ ୬୫ ପ୍ରତିଶତକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ…

ଜୋରଦାର ହେଲା ସ୍ବାଧିକାର ଭଙ୍ଗ ରାଜନୀତି

ଭୁବନେଶ୍ବର: ତେଜିଲା ସ୍ବାଧିକାର ଭଙ୍ଗ ରାଜନୀତି । ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିରୋଧରେ କଂଗ୍ରେସ ସ୍ବାଧିକାର ଭଙ୍ଗ ନୋଟିସ୍ ଆଣିଛି । ସେପଟେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍ ଆଣିଛନ୍ତି ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ…

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିବ କଂଗ୍ରେସ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିରୋଧରେ ସ୍ବାଧୀକାର ଭଙ୍ଗ ଅଭିଯୋଗ ଆଣିବ କଂଗ୍ରେସ। ଗତ ୨୬ ତାରିଖରେ ଗୃହ ଚାଲିଥିବା ବେଳେ ଅଗ୍ନିବୀରମାନଙ୍କ ପାଇଁ ଚାକିରିରେ ୧୦ ପ୍ରତିଶତ ସଂରକ୍ଷଣ ଓ ବୟସ କୋହଳ ନେଇ ମୁଖ୍ୟମନ୍ତ୍ରୀ ଗୃହ ବାହାରେ ଘୋଷଣା କରିଥିଲେ। ବିଧାନସଭା ବା…

ପୁଣି ମମତା ଦିଦିଙ୍କ ରାଗ  

ନୂଆଦିଲ୍ଲୀ: ଆଉ ଆସିବେନି ବୋଲି କହି ଆସିଲେ । ନୀତି ଆୟୋଗ ବୈଠକ ଅଧାରୁ ଉଠି ଚାଲିଗଲେ । ଆମେ କହୁଛୁ ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଥା । ପୁଣି ଦେଖିବାକୁ ମିଳିଛି ଦିଦିଙ୍କ ଗରମ ମିଜାଜ୍ । ମମତାଙ୍କ ଅଭିଯୋଗ ହେଲା ଯେ, ସବୁ ବିରୋଧୀ ଦଳ ପକ୍ଷରୁ ସେ…

କାହା ପାଇଁ ଓଡିଶାକୁ ଆସିଲା ଆଳୁ? ତେଜିଲା ରାଜନୀତି

ଭୁବନେଶ୍ବର: କାହା ପାଇଁ ଓଡିଶାକୁ ଆସିଲା ଆଳୁ? କାହା ହସ୍ତକ୍ଷେପ ପରେ ପଶ୍ଚିମବଙ୍ଗରୁ ଆସିଲା ଆଳୁ ଗାଡ଼ି ? ଆଳୁକୁ ନେଇ ତେଜିଲା ଶ୍ରେୟ ରାଜନୀତି । ଶାସକ, ବିରୋଧୀ ମୁହାଁମୁହିଁ । ବିଜେଡି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଶ୍ରେୟ ଦେଇଛି ତ ଖାଦ୍ୟ ଯୋଗାଣ…

ଗୋଟିଏ ଟେବୁଲରେ ପିଏମ୍, ବିଜେପି ଶାସିତ ରାଜ୍ୟର ସିଏମ୍ ଓ ସାଂଗଠନିକ ନେତା ଏକାଠି ହେଉଛନ୍ତି!

ନୂଆଦିଲ୍ଲୀ: ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଦିଲ୍ଲୀରେ ବୈଠକ କରିବାକୁ ଯାଉଛନ୍ତି। ନୀତି ଆୟୋଗଙ୍କ ବୈଠକ ପରେ କିମ୍ବା ଆସନ୍ତାକାଲି ବୈଠକ ଆରମ୍ଭ ହେବାର ସମ୍ଭାବନା ରହିଛି। ବିଜେପି ମୁଖ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପସ୍ଥିତିରେ ବିଜେପି…

ମାଇକ୍ ବନ୍ଦ କରି ଦିଆଗଲା ନା ଶ୍ରୀଘ୍ର ଫେରିବେ ବୋଲି କମ୍ କହି ବୈଠକରୁ ପଳାଇ ଆସିଲେ ମମତା?

ନୂଆଦିଲ୍ଲୀ: ଯେତେବେଳେ ଦିଲ୍ଲୀରେ ନୀତି ଆୟୋଗ ବୈଠକରେ ବିରୋଧୀ ଦଳର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଛାଡି ଅନ୍ୟମାନେ ବହିଷ୍କାର କରିଛନ୍ତି। ସେହିସମୟରେ ମମତାଙ୍କ ମୁଡ ବଦଳୁଛି କି ଚର୍ଚ୍ଚା ହେଉଥିବା ବେଳେ ବୈଠକ ମଝିରେ ମମତାଙ୍କ ହାବଭାବ ପୁଣି ବଢୁଥିବା ଚର୍ଚ୍ଚାରେ ବିରାମ ଲଗାଇଛି।…

ପୁଣି ପଲଟି ଯିବେ କି ନୀତିଶ ? ନୀତି ଆୟୋଗ ବୈଠକରେ ଦେଲେ ନାହିଁ ଯୋଗ

ନୂଆଦିଲ୍ଲୀ: ଏନଡିଏର ହାତ ଛାଡି ଦେବେ କି ନୀତିଶ ? କାରଣ ଆଜି ନୀତି ଆୟୋଗ ବୈଠକରେ ଯୋଗ ଦେଇନାହାନ୍ତି ନୀତିଶ କୁମାର । ଯାହାକୁ ନେଇ ଏବେ ଚର୍ଚ୍ଚା, ପୁଣି ପଲଟି ଯିବେ କି ପଲଟୁରାମ? କାରଣ ନୀତିଶଙ୍କ ପଲଟୁ ଆଚରଣର ପୂର୍ବରୁ ରେକର୍ଡ ରହିଛି । ସ୍ବାର୍ଥ ପୂରଣ ନହେଲେ ଦଳରୁ ଡିଆଁ ମାରନ୍ତି…