Latest Odisha News

BREAKING NEWS

Browsing Category

ରାଜନୀତି

ମୋଦିଙ୍କୁ ରାହୁଲଙ୍କ କଡା ନିଶାନା: କହିଲେ, ‘ଏକ ହେ, ତୋ ସେଫ ହେ’…ମୋଦି-ଆଦାନୀ ସଂପର୍କ

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ଆଉ ଦିନଟେ ମାତ୍ର । ଏହାକୁ ନେଇ ସରଗରମ ହୋଇଛି ନିର୍ବାଚନ ମଇଦାନ । ଭୋଟରଙ୍କୁ ନିଜ ଆଡକୁ ଆକର୍ଷଣ କରିବା ପାଇଁ ନିଜ ନିଜର ରଣନୀତି ଦେଖାଇଛନ୍ତି ବିଭିନ୍ନ ଦଳ । ଜାତୀୟ ଦଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଏଠି କଡା ଟକ୍କର । ଏହାରି ଭିତରେ…

‘କୈଳାଶଙ୍କ ଇସ୍ତଫା ପଛରେ ବିଜେପିର ଷଡଯନ୍ତ୍ର, ଚାପ ଯୋଗୁଁ ଦଳ ଛାଡିଲେ’

ନୂଆଦିଲ୍ଲୀ: ଦିଲ୍ଲୀ ମନ୍ତ୍ରୀ ତଥା ଆପ ବରିଷ୍ଠ ନେତା କୈଳାଶ ଗେହଲଟ ଦଳରୁ ଇସ୍ଥଫା ଦେବା ପରେ ଏହାକୁ ନେଇ ବିଜେପି ଉପରେ ସଙ୍ଗୀନ ଅଭିଯୋଗ ଆଣିଛି ଆପ । କୈଳାଶଙ୍କ ଇସ୍ତଫା ପଛରେ ବିଜେପିର ହିଁ ଷଡଯନ୍ତ୍ର ବୋଲି ଆପ ଦାବି କରିଛି । ଏହାକୁ ନେଇ ଆପ ସାଂସଦ ସଞ୍ଜୟ ସିଂହ କହିଛନ୍ତି, ଆଉ…

ଦିଲ୍ଲୀ ରାଜନୀତିରେ ହଲଚଲ୍: ଗୋଟେ ପଟେ ବିଦାୟ, ଅନ୍ୟପଟେ ସ୍ବାଗତ

ନୂଆଦିଲ୍ଲୀ: ଏବେ ନିର୍ବାଚନ ମାହୋଲ ଗରମ ରହିଥିବା ବେଳେ ରାଜ୍ୟ ତଥା ଦେଶରେ ଚାଲିଛି ଦଳ ଡିଆଁ ରାଜନୀତି । ବିରୋଧୀ ଶାସକ ଦଳକୁ, ଶାସକ ଦଳ ବିରୋଧୀ ଦଳକୁ । କେଉଁଠାରୁ ନେତା ହାତ ଛାଡୁଛନ୍ତି ତ ଆଉ କେଉଁଠି ଯାଇ ହାତ ମିଶାଉଛନ୍ତି । ଯାହାର ପ୍ରଭାବରେ ଏବେ ଦିଲ୍ଲୀ ରାଜନୀତିରେ ବଡ ହଲଚଲ୍…

ନିର୍ବାଚନ ପୂର୍ବରୁ ଆପ ମୁଣ୍ଡରେ ଚଡକ: ଦଳ ଛାଡିଲେ କୈଳାସ ଗେହଲଟ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ସରକାରୀ ଦଳ ‘ଆମ ଆଦମି ପାର୍ଟି’କୁ ଲାଗିଛି ବଡ ଝଟକା । ଦଳର ଛାଡିଲେ ଆପର ବରିଷ୍ଠ ନେତା ତଥା ଦିଲ୍ଲୀ ସଡକ ପରିବହନ ମନ୍ତ୍ରୀ କୈଳାଶ ଗେହଲଟ । ଆପ୍ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ନକରିଥିବା ଏବଂ ବିଭିନ୍ନ ବିବାଦକୁ କାରଣ ଦର୍ଶାଇ…

ନିର୍ବାଚନରେ କାହାର ନାରା ସୁପରହିଟ୍?

ନୂଆଦିଲ୍ଲୀ: ବିଜେପିର ବଟେଙ୍ଗେ ତୋ କଟେଙ୍ଗେ । କଂଗ୍ରେସର ଡରୋଗେ ତୋ ମରୋଗେ । ମହାରାଷ୍ଟ୍ର ଓ ଝାଡଖଣ୍ଡ ନିର୍ବାଚନ ମାହୋଲରେ ଜୋରଦାର ହେଲାଣି ରାଜନୈତିକ ଦଳଗୁଡିକର ନାରାବାଜି । ପୂର୍ବରୁ ମାଗଣା ବିଜୁଳି, ପାଣି, ସରକାରୀ ଚାକିରି ଓ ଋଣ ଛାଡ ନାରା ଦେଇ ନିର୍ବାଚନ ପ୍ରଚାର କରୁଥିଲେ ଦଳ । ଏବେ…

ବିଜେଡିର ବିଜୁ ବିଜେପିର ମହତାବ !

ଭୁବନେଶ୍ବର: ବିଜୁ ପଟ୍ଟନାୟକଙ୍କ ଲିଗାସିକୁ ନେଇ ରାଜନୀତି କରିଆସିଛି ବିଜେଡି। ଏବେ ହରେକୃଷ୍ଣ ମହତାବ ଲିଗାସିକୁ ନେଇ ଆଗକୁ ବଢିବ କି ବିଜେପି? ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ବାର୍ଷିକୀକୁ ବଡ ଆକାରରେ ପାଳନ କରିବାକୁ ଯାଉଛନ୍ତି ବିଜେପି ସରକାର । ଆଧୁନିକ ଓଡିଶାର…

ପଦ ହରାଇଲେ ବିଜେଡି ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ

ଢେଙ୍କାନାଳ: ପଦ ହରାଇଲେ ସଦର ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ନାୟକ । ଅନାସ୍ଥା ଭୋଟିଂରେ ଅଧ୍ୟକ୍ଷାଙ୍କ ବିପକ୍ଷରେ ୪୪ ଭୋଟ୍ ରହିଥିବା ବେଳେ ସପକ୍ଷରେ ୧୭ଟି  ଭୋଟ୍ ପଡିଥିଲା । ଏଥିସହିତ ଗୋଟିଏ ଭୋଟ୍ ନାକଚ ହୋଇଥିବା ବେଳେ ୧୭ ଭୋଟ ସହିତ ବିଜେଡ ବ୍ଳକ ଅଧ୍ୟକ୍ଷା ରାଜଶ୍ରୀ ନାୟକ ପରାଜିତ…

ମହାରାଷ୍ଟ୍ରରେ କାହାକୁ କନ୍ଦାଇବ ପିଆଜ?

ନୂଆଦିଲ୍ଲୀ: ସାରା ଦେଶରେ ପିଆଜ ଦର ଆକାଶଛୁଆଁ । ଦିଲ୍ଲୀରେ ୬୦ ତ ଭୁବନେଶ୍ବରରେ ପିଆଜ କିଲୋ ପହଞ୍ଚିଲାଣି ୯୦ଟଙ୍କା। ତେବେ ପ୍ରଶ୍ନ ଉଠୁଛି, ମହାରାଷ୍ଟ୍ରରେ ପିଆଜ କେଉଁ ଦଳକୁ କନ୍ଦାଇବ? ଗତ ଲୋକସଭା ନିର୍ବାଚନରେ ବିଜେପିକୁ ନାକେଦମ୍ କରିଥିଲା । ରାଜ୍ୟର ପିଆଜ ବେଲ୍ଟର ମୋଟ୍ ୧୩ଟି ସିଟରୁ…

ବଢିଲା ଜୟନାରାୟଣଙ୍କ ଅଡୁଆ

ଭୁବନେଶ୍ବର: ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଝଟକା। ପ୍ରଥମେ ହାଇକୋର୍ଟ ଓ ଏବେ ସୁପ୍ରିମକୋର୍ଟ ଆଗୁଆ ଜାମିନ ଆବେଦନ ଖାରଜ କରିଛନ୍ତି। ସମ୍ବଲପୁରରେ ମହିଳା ଆଇଆଇସିଙ୍କୁ ମାଡ ଘଟଣାରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ ଜୟନାରାୟଣ। ହେଲେ ହାଇକୋର୍ଟ ପରେ ସୁପ୍ରିମକୋର୍ଟ ବି…

ଏନଏସି ଅଫିସ୍‌ରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ କଲେ ବିଜେଡ଼ି କର୍ମୀ

ନୂଆପଡ଼ା: ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ। କିଛି ବିଜେଡ଼ି କର୍ମୀ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି  ନୂଆପଡ଼ା ଜିଲ୍ଲାରେ। ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନ ୧୧ଟା ସମୟରେ ନୂଆପଡ଼ା ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ…