Latest Odisha News

BREAKING NEWS

Browsing Category

ରାଜନୀତି

ଆଦାନୀ ଝଡ଼: କାହିଁକି ଚୁପ୍ ସବୁ ଦଳ?

ଭୁବନେଶ୍ବର: ଗୌତମ ଆଦାନୀ ଦେଉଥିଲେ ଲାଞ୍ଚ ! ଆମେରିକାର ସାଂଘାତିକ ଅଭିଯୋଗକୁ ନେଇ ଶିଳ୍ପଠୁ ରାଜନୀତି ଜଗତରେ ହଟଚମଟ। ଦେଶରେ ସୌର ଶକ୍ତି ଚୁକ୍ତି ହାସଲ କରିବାକୁ ସରକାରୀ ଅଧିକାରୀଙ୍କୁ ୨୧ଶହ କୋଟି ଟଙ୍କାର ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି। ଓଡିଶାରେ ମଧ୍ୟ ସୌରଶକ୍ତି ଯୋଗାଣ ଲାଗି ଶିଳ୍ପପତି…

ଦଳର ଦମ୍ଭୋକ୍ତି ଭାଙ୍ଗିଲେ ବଦ୍ରି, କହିଲେ..ଅବାସ୍ତବ କଥା

ଭୁବନେଶ୍ବର: ପୁଣି ସରକାରକୁ ଫେରିବା ପାଇଁ ବିଜେଡିର ନେତାମାନେ ମନରେ ଆଶା ଜମାଉଥିବା ବେଳେ ଏହାକୁ ପାଣିଫୋଟକା ଭଳି ମିଳାଇ ଦେଇଛନ୍ତି ବରିଷ୍ଠ ବିଜେଡି ନେତା ବଦ୍ରି ନାରାୟଣ ପାତ୍ର । କହିଛନ୍ତି, ବିଜେଡି ବିରୋଧୀ ହୋଇସାରିଛି । ୫ ବର୍ଷ ପର୍ଯ୍ୟନ୍ତ ଏଥିରେ କିଛି ପରିବର୍ତ୍ତନ ନାହିଁ ।…

ମହାରାଷ୍ଟ୍ର ପାଇଁ ମୁମ୍ବାଇ ଗେଟ୍-ଓ୍ବେ

ନୂଆଦିଲ୍ଲୀ: ମୁମ୍ବାଇ ହାତରେ ମହାରାଷ୍ଟ୍ର କ୍ଷମତାର ଚାବି । କିଛି ବର୍ଷ ଧରି ମହାରାଷ୍ଟ୍ରର ଇତିହାସରୁ ସ୍ପଷ୍ଟ, ଯିଏ ମୁମ୍ବାଇ ଜିତିଛି ମହାରାଷ୍ଟ୍ରରେ ସିଏ ଶାସନ କରିଛି । ସେଥିପାଇଁ ମୁମ୍ବାଇରେ ବିଜେପି ଓ ଶିବସେନା ମୁହାଁମୁହିଁ ହୋଇଛନ୍ତି । ମୁମ୍ବାଇରେ ଦୁର୍ବଳ ହେବା ସହ କଂଗ୍ରେସ…

ମହାରାଷ୍ଟ୍ର ମହାସମର, କିଏ ଜିତିବ ବାଜି?

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାବିକାଶ ଅଘାଡି ଓ ମହାୟୁତି ମଧ୍ୟରେ କାଣ୍ଟେ କି ଟକ୍କର । ଗତ ୫ବର୍ଷ ମଧ୍ୟରେ ରାଜ୍ୟରେ ୩ଟି ସରକାର, ୩ମୁଖ୍ୟମନ୍ତ୍ରୀ ଓ ୪ଜଣ ଡେପୁଟି ସିଏମଙ୍କୁ ଦେଖିବାକୁ ମିଳିଛି । ଶିବସେନା ଓ ଏନସିପିରେ ବିଭାଜନ ରାଜ୍ୟ ରାଜନୈତିକ ସମୀକରଣକୁ ଏପଟ ସେପଟ…

ବାଲିଯାତ୍ରାରେ ‘ଐତିହାସିକ’ ବିଶୃଙ୍ଖଳା !

ଭୁବନେଶ୍ବର: କଟକ ଐତିହାସିକ ବାଲିଯାତ୍ରାରେ ବିଶୃଙ୍ଖଳାକୁ ନେଇ ବର୍ଷିଲା ବିଜେଡି । ପ୍ରଥମ ଦିନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଗିଲେ ତ ଦ୍ବିତୀୟ ଦିନ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କୁ ମଞ୍ଚରୁ ଓହ୍ଲାଇ ଦିଆଗଲା । କରେଣ୍ଟ ଲାଗି ଯୁକ୍ତ ଦୁଇ ଛାତ୍ରଙ୍କ ମୃତ୍ୟୁ ହେଲା ତ ବିଜେପି ବିଧାୟକ ଇଂରାଜୀ…

ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ବିୟୋଗରେ ଶୋକ ପ୍ରକାଶ କଲା ବିଜେଡି

ଭୁବନେଶ୍ୱର: ଆଜି ଅପରାହ୍ନରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ଦେହାନ୍ତ ହୋଇଛି। କଟକର ଏକ ଘରୋଇ ହସ୍ପିଟାଲରେ କିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ଯୁ ହୋଇଛି। ଏହି ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ଶୋକ ବ୍ୟକ୍ତ କରାଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ…

ଭାରତରେ ଲୁଚି ବସିଛନ୍ତି ହସିନା, ପୂରିଲାଣି ୧୦୦ ଦିନ: ପ୍ରତ୍ୟର୍ପଣ ଚାହୁଛନ୍ତି ୟୁନୁସ ସରକାର

ନୂଆଦିଲ୍ଲୀ: ସେଦିନ ଏକ କାରରେ ବସି ବାହାରି ଯାଇଥିଲେ ହସିନା । ତାହା ତାଙ୍କର ବାଂଲାଦେଶରେ ଶେଷ ମୂହୂର୍ତ୍ତ ଥିଲା । ଏହାପରେ ଅଗଷ୍ଟ ୫ରେ ସେ ବାଂଲାଦେଶରେ ଛାଡି ଭାରତରେ ମୋଦିଙ୍କ ଶରଣ ପଶିଥିଲେ । ଏହାରି ଭିତରେ ୧୦୦ ଦିନ ବିତିଯାଇଛି । ୧୦୦ ଦିନ ଭିତରେ ବହୁତ କିଛି ବଦଳିଯାଇଛି ।…

କାହିଁକି ଜଳୁଛି ମଣିପୁର?

ନୂଆଦିଲ୍ଲୀ: ମଣିପୁରରେ ଥମୁନି ହିଂସା, ବିଗିଡିବାରେ ଲାଗିଛି ସ୍ଥିତି । ଅପହରଣ, ହତ୍ୟା ଓ ହିଂସାରେ ଅଶାନ୍ତ ହେଉଛି ଜିରିବାମ । ଭୀଷଣ ବିକ୍ଷୋଭ ବେଳେ ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ହୋଇ ଜଣେ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଛି । ଜିରିବାମ କ୍ୟାମ୍ପରୁ ନିଖୋଜ ଗୋଟିଏ ପରିବାରର ୬ଜଣଙ୍କ…

ବିଜେପିରେ ଗେହଲଟ: ଆପକୁ ଝଟକା ନା ସୁଯୋଗ?

ନୂଆଦିଲ୍ଲୀ: ଆପ୍ ଛାଡି ବିଜେପିରେ ସାମିଲ ହୋଇଛନ୍ତି କୈଳାଶ ଗେହଲଟ । ଦିଲ୍ଲୀ ସରକାରରେ ମନ୍ତ୍ରୀ ରହିଥିବା ଗେହଲଟ ଉଭୟ ମନ୍ତ୍ରୀ ପଦ ଓ ଆମ ଆଦମୀ ପାର୍ଟିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ । ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ କୈଳାଶଙ୍କ ଦଳ ଛାଡିବା ଆପ ମୁଖ୍ୟ ଅରବିନ୍ଦ…

କେଜ୍ରିଓ୍ବାଲଙ୍କ ହାତ ଛାଡିଥିଲେ, ଆଜି ପଦ୍ମ ଧରିଲେ ଗେହଲଟ

ନୂଆଦିଲ୍ଲୀ: ପଦ୍ମ ଧରିଲେ ପୂର୍ବତନ ଆପ୍ ନେତା କୈଳାଶ ଗେହଲଟ । ଆଜି ବିଧିବଦ୍ଧ ଭାବେ ବିଜେପି ଦିଲ୍ଲୀ ମୁଖ୍ୟାଳୟକୁ ଆସି ବିଜେପିରେ ସାମିଲ ହୋଇଛନ୍ତି ଗେହଲଟ । କେନ୍ଦ୍ରମନ୍ତ୍ରୀ ମନୋହରଲାଲ ଖଟ୍ଟର ଏବଂ ବିଜେପି ଦିଲ୍ଲୀ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ…