Latest Odisha News

BREAKING NEWS

Browsing Category

ରାଜନୀତି

କଟକ ବିଜେଡିରେ କନ୍ଦଳ, ବାଙ୍କୀ ବିଧାୟକଙ୍କ ସମୀକ୍ଷା ସଭାକୁ କର୍ପୋରେଟରଙ୍କ ବିରୋଧ

କଟକ: ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ବିରୋଧରେ ସ୍ଥାନୀୟ କର୍ପୋରେଟର ମାନେ ଅସନ୍ତୋଷ ବ୍ୟକ୍ତ କରିବା ପରେ ବିଜୁ ଜନତା ଦଳର ବାରବାଟୀ-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଭ୍ୟନ୍ତରୀଣ କଳହ ବଢ଼ିବାରେ ଲାଗିଛି। ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀରେ ଦଳର ପରାଜୟ ନେଇ ବିଧାୟକ…

ପଶ୍ଚିମବଙ୍ଗରେ ତେଜିଲା ବିଭାଜନ ରାଜନୀତି

ଭୁବନେଶ୍ୱର: ପଶ୍ଚିମବଙ୍ଗରେ ତେଜିଲା ବିଭାଜନ ରାଜନୀତି । ମୁହାଁମୁହିଁ ହୋଇଛନ୍ତି ଶାସକ ଟିଏମସି ଓ ମୁଖ୍ୟ ବିରୋଧୀ ଦଳ ବିଜେପି । ରାଜ୍ୟ ବିଜେପି ମଧ୍ୟରୁ ଉଠିଛି ପଶ୍ଚିମବଙ୍ଗ ବିଭାଜନର ସ୍ୱର । ରାଜ୍ୟ ବିଜେପିର କିଛି ନେତା ପଶ୍ଚିମବଙ୍ଗକୁ ଜାମ୍ମୁ ଓ କାଶ୍ମୀର ଶୈଳୀରେ ବିଭାଜନ ସପକ୍ଷରେ ମତ…

ବଦଳିଲା ଯୋଜନା ନାଁ ବଢିଲା ରାଜ୍ୟ ରାଜନୀତି

ଭୁବନେଶ୍ବର: କାଳିଆ ହେଲା ସିଏମ୍ କିଷାନ, ଆହାର ହେଲା ଶ୍ରୀଅନ୍ନ । ରାଜ୍ୟରେ ବିଜେପି ସରକାରର ପ୍ରଥମ ବଜେଟରେ ପୂର୍ବ ସରକାରଙ୍କ ବିଭିନ୍ନ ଯୋଜନାର ନାଁ ପରିବର୍ତ୍ତନ କରାଯାଇଛି । ବିଏସକେଓ୍ବାଇ ନାଁ ବଦଳି ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ହୋଇଛି ତ ମୋ ସ୍କୁଲ ବଦଳି ପଞ୍ଚଶଖା ଶିକ୍ଷା ସେତୁ…

କଂଗ୍ରେସ ଖେଳିବ କି ଆଦିବାସୀ କାର୍ଡ ?

ଭୁବନେଶ୍ବର: ରାଜ୍ୟ କଂଗ୍ରେସର ଟପ୍ ପୋଷ୍ଟ ପାଇଁ ଆଦିବାସୀ କାର୍ଡ ଖେଳିବ କି ଦଳ? କୋରାପୁଟ ସାଂସଦ ସପ୍ତଗିରି ଉଲାକା ହେବେ କି ପରବର୍ତ୍ତୀ ପିସିସି ସଭାପତି? ଚର୍ଚ୍ଚା ହେଉଛି, ରାଜ୍ୟ କଂଗ୍ରେସର ଏକମାତ୍ର ସାଂସଦ ସପ୍ତଗିରି ଉଲାକାଙ୍କ ପତିଆରା ବଢୁଛି। ବିଧାୟକ ଦଳ ନେତା ଚୟନ ବେଳେ ବି ଏକଥା…

କଂଗ୍ରେସର ପିସିସି ସଭାପତି ସପ୍ତଗିରି ଉଲାକା ! କାହିଁକି ଏମିତି କହିଲେ ତାରା…..

ଭୁବନେଶ୍ବର: ଚଳିତ ନିର୍ବାଚନରେ ଆପାତତଃ ଭଲ କରିଥିଲେ ମଧ୍ୟ ଏବେ ବି ବହୁ ପଛରେ ପଡିଛି କଂଗ୍ରେସ । ନିର୍ବାଚନ ସରିବାର ମାସେ ପରେ ବି ରାଜ୍ୟ କଂଗ୍ରେସର ବିପର୍ଯ୍ୟୟ ସ୍ଥିତି । ବିଧାନସଭା ଦିନକ ପୂର୍ବରୁ ଓଡିଶା ପ୍ରଦେଶ କଂଗ୍ରେସ ଭାଙ୍ଗି ବିଭିନ୍ନ ପଦ ପଦବୀରେ ନିଯୁକ୍ତି କରିଥିଲା । ଏଥିରେ…

ବଦଳୁଛି କି ମମତାଙ୍କ ମୁଡ୍? ସୋନିଆଙ୍କୁ ଭେଟୁ ନାହାନ୍ତି ମୋଦୀଙ୍କ ସହ ବୈଠକ ଚୂଡ଼ାନ୍ତ

ନୂଆଦିଲ୍ଲୀ: ଇଣ୍ଡି ମେଂଟର ଅନ୍ୟତମ ପ୍ରମୁଖ ସଦସ୍ୟ ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟକୁ ନେଇ ଏବେ ଜୋରଦାର ଚର୍ଚ୍ଚା। ଯାହା ମେଣ୍ଟର ଏକତା ଉପରେ ପ୍ରଶ୍ନ ସୃଷ୍ଟି କରିଛି। ନୀତି ଆୟୋଗରେ ବିରୋଧୀ ଦଳର ମୁଖ୍ୟମନ୍ତ୍ରୀ ବୟକଟ କରିଛନ୍ତି। ଏହାରି ଭିତରେ…

ନବୀନ ସରକାର ବେଳର ଏହିସବୁ ଯୋଜନାର ନାଁ ବଦଳାଇଲେ ମୋହନ ମାଝି

ଭୁବନେଶ୍ୱର: ମୋହନ ମାଝି ସରକାର ଗୁରୁବାର ଦିନ ଓଡିଶାରେ ପୂର୍ବ ବିଜେଡି ଶାସନ ଦ୍ବାରା ପରିଚାଳିତ ପାଞ୍ଚଟି ଯୋଜନାର ନାମ ପରିବର୍ତ୍ତନ କରିଛନ୍ତି। ଜାଣନ୍ତୁ କେଉଁ ସବୁ ଯୋଜନାର ନାମ ପରିବର୍ତ୍ତନ ହେଉଛି... କାଳିଆ ଯୋଜନାକୁ ସିଏମ୍-କିଷାନ ଯୋଜନା ଭାବରେ ନାମିତ କରାଯାଇଛି। ମିଲେଟ୍ ମିଶନ୍…

ସାହସ ଅଛି ତ ନବୀନଙ୍କୁ ଗିରଫ କର !

ଭୁବନେଶ୍ବର: ବିଧାନସଭାରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗିରଫ କରିବାକୁ ଦିନକ ତଳେ ଦାବି କରିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । କାରଣ ଦର୍ଶାଇଥିଲେ, ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ଗୃହ ଭିତରେ ବିଶୃଙ୍ଖଳା ସୃଷ୍ଟି କରିଥିଲେ । ତେଣୁ…

କଙ୍ଗନା ରଣାୱତଙ୍କ ସଂସଦ ସଦସ୍ୟତା ରଦ୍ଦ କରିବାକୁ ହେଉଛି ଦାବି, ହାଇକୋର୍ଟ ଜାରି କଲେ ନୋଟିସ

ମଣ୍ଡି: ବଲିଉଡ ଅଭିନେତ୍ରୀ ତଥା ହିମାଚଳର ମଣ୍ଡିରୁ ବିଜେପି ସାଂସଦ କଙ୍ଗନା ରାନାୱତଙ୍କରକ ସଦସ୍ୟତା ବିରୋଧରେ ହିମାଚଳ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଏହି ଆବେଦନରେ କଙ୍ଗନାଙ୍କର ସଂସଦର ସଦସ୍ୟତା ବାତିଲ କରିବାକୁ ଦାବି କରାଯାଇଛି। ଏହି ଆବେଦନ ଉପରେ ହାଇକୋର୍ଟ କଙ୍ଗନାଙ୍କୁ ନୋଟିସ…

ଗୃହରେ ବିରୋଧୀଙ୍କ ହଟ୍ଟଗୋଳ, ପୁଣି ୪ଟା ଯାଏ ଗୃହ ମୁଲତବି

ଭୁବନେଶ୍ବର: ଚାଲିପାରୁନି ଗୃହ । ବାରମ୍ବାର ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଆଜି ଚତୁର୍ଥ ଦିନରେ ପୁଣି ଗୃହ ମୁଲତବି । ବିରୋଧୀ କଂଗ୍ରେସର ହଟ୍ଟଗୋଳ ଯୋଗୁଁ ଅପରାହ୍ଣ ୪ଟା ଯାଏଁ ଗୃହ ସ୍ଥଗିତ ରଖିଲେ ବାଚସ୍ପତି ସୁରମା ପାଢୀ । ଗୁରୁବାର ବିଧାନସଭାର ୪ର୍ଥ ଦିବସ ହୋଇଥିବା ବେଳେ ପ୍ରଥମରୁ…