Latest Odisha News
Browsing Category

ରାଜନୀତି

ଦଳକୁ ନୂଆ ଦାୟିତ୍ୱ ମିଳିଛି, ଲୋକଙ୍କ ସ୍ୱାର୍ଥରେ ବିଜେଡି କାମ କରିବ: ନବୀନ

ଭୁବନେଶ୍ୱର: ବିଧାନସଭାର ଆଗାମୀ ବଜେଟ୍ ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ କରିବା ପାଇଁ ବିଜୁ ଜନତା ଦଳ ବିଧାୟକ ଦଳ (ବିଜେଡି) ବିଧାୟକ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳ ବୈଠକ…

ବିଜେଡି କ୍ଷମତାରେ ଥିବା ବେଳେ ୫-ଟି ଯୋଜନା ନାଁରେ ବ୍ୟାପକ ଦୁର୍ନୀତି କରିଛି: ବିଜେପି

ପୁରୀ: ଓଡ଼ିଶାରେ ବିଜୁ ଜନତା ଦଳ (ବିଜେଡି) ସରକାର ୫-ଟି ଯୋଜନା ନାଁରେ ବାର୍ଷିକ ୫୦ ହଜାର କୋଟି ଟଙ୍କା ହଡ଼ପ କରୁଥିବା ଅଭିଯୋଗ ଆଣିଛି ବିଜେପି। ସରକାରକୁ ଆସିବା ପରେ ଶନିବାର ପୁରୀରେ ଅନୁଷ୍ଠିତ ବିଜେପିର ପ୍ରଥମ କାର୍ଯ୍ୟକାରିଣୀ ବୈଠକରେ ଏହି ସବୁ ପ୍ରସଙ୍ଗକୁ ନେଇ ଏକ ରାଜନୈତିକ ସଂକଳ୍ପ…

ନାମଫଳକ ରାଜନୀତି, ଏନଡିଏରେ ତାତି   

ଉତ୍ତର ପ୍ରଦେଶରେ ଯୋଗୀ ସରକାରଙ୍କ ପୁଣି ଧ୍ରୁବୀକରଣ ରାଜନୀତି । କାଉଡିଆମାନଙ୍କ ଯାତ୍ରା ସହ ଜଡିତ ଏକ ନିର୍ଦ୍ଦେଶନାମାକୁ ନେଇ ଉଠିଛି ରାଜନୈତିକ ଝଡ । କାଉଡିଆମାନଙ୍କ ଯାତ୍ରା ମାର୍ଗରେ ସମସ୍ତ ହୋଟେଲ, ଢାବା ଓ ଦୋକାନରେ ମାଲିକଙ୍କ ନାମଫଳକ ଲଗାଇବା ପାଇଁ ଯୋଗୀ ସରକାରଙ୍କ ଆଦେଶ ପରେ…

ରାସ୍ତାରେ `ଶଙ୍ଖ ଭବନ’ ରାଜନୀତି

ଭୁବନେଶ୍ୱର: ଶଙ୍ଖଭବନକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ। ବିଜେଡି ଦଳୀୟ କାର୍ଯ୍ୟାଳୟ ରାସ୍ତା ଉପରେ ରହିଥିବା ଅଭିଯୋଗ। ଶଙ୍ଖଭବନ ରହିଥିବା ପ୍ଲଟର କିସମ ସଡକ ରହିଥିଲେ ବି ଏହାକୁ ବଦଳାଯାଇ ଘରବାଡି କରି ନିର୍ମାଣ କାର୍ଯ୍ୟ କରାଯାଇଥିବା ତଥ୍ୟ ସାମନାକୁ ଆସିଥିଲା। ଅଭିଯୋଗର ତଦନ୍ତ ହେବ ବୋଲି…

ବର୍ଷିଲେ ଅରୁଣ ସାହୁ; କହିଲେ- ବିଜୁବାବୁ ଜଣେ ବ୍ୟକ୍ତି ନୁହଁନ୍ତି, ସେ ଅନୁଷ୍ଠାନ 

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନର ନାଁ ପରିବର୍ତ୍ତନ କରି ଓଡିଶା ରାଜ୍ୟ କ୍ରୀଡା ସମ୍ମାନ କରିଛନ୍ତି ରାଜ୍ୟ ସରକାର। ଏହାକୁ ନେଇ ବର୍ଷିଛନ୍ତି ବିଜେଡି ବିଧାୟକ ଡ. ଅରୁଣ କୁମାର ସାହୁ। ସେ ବିଜେପି ସରକାରକୁ ସମାଲୋଚନ କରି କହିଛନ୍ତି, କାକୁଡି ଓ ଛୁରୀ ତାଙ୍କର । ତେଣୁ ସେମାନେ…

ଦିନକ ପରେ ବିଧାନସଭା, ଚାଲିଛି ରଣନୀତି ପ୍ରସ୍ତୁତ

ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାରର ଶାସନରେ ପ୍ରଥମ ବିଧାନସଭା । ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆସନ୍ତା ୨୨ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଚାଲିଛି ବିଭିନ୍ନ ଦଳର ରଣନୀତି ପ୍ରସ୍ତୁତି  । ତେବେ ଶାସକ ଦଳ ଭାବରେ ପ୍ରଥମ ଥର ପାଇଁ ବିଧାନସଭାରେ ବିଭିନ୍ନ…

ନବୀନ ହେଲେ ବିଜେଡି ରାଜ୍ୟସଭା ସଂସଦୀୟ ଦଳ ଅଧ୍ୟକ୍ଷ; ରାଜ୍ୟ ସ୍ୱାର୍ଥ ପାଇଁ ଲଢ଼ିବାକୁ ପରାମର୍ଶ

ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କୁ ବିଜେଡିର ରାଜ୍ଯସଭା ସଂସଦୀୟ ଦଳ ଅଧ୍ଯକ୍ଷ ଭାବେ ନିର୍ବାଚିତ କରାଯାଇଛି। ବଜେଟ ଅଧିବେଶନ ପୂର୍ବରୁ ନବୀନ ନିବାସରେ ଆୟୋଜିତ ବୈଠକରେ ଦଳର ୯ ରାଜ୍ଯସଭା ସାଂସଦ ଯୋଗ ଦେଇଥିଲେ। ଏହି ଅବସରରେ ସମସ୍ତ ସାଂସଦଙ୍କ ଅନୁରୋଧ କ୍ରମେ ନବୀନ ପଟ୍ଟନାୟକ ଦଳର ରାଜ୍ଯସଭା…

ଅଳିଆ ଗଦା ଉପାଖ୍ୟାନକୁ ନେଇ ଭର୍ତ୍ତୃହରି-ଦେବାଶିଷ ମୁହାଁମୁହିଁ

ଭୁବନେଶ୍ୱର: ଅଳିଆ ଗଦା ଉପାଖ୍ୟାନକୁ ନେଇ ଭର୍ତ୍ତୃହରି-ଦେବାଶିଷ ମୁହାଁମୁହିଁ। ରାଜ୍ୟରେ ଯେଉଁମାନେ ଅଳିଆ ଗଦା କରିଛନ୍ତି ସେମାନଙ୍କୁ ଜେଲରେ ପୂରାଯିବ ବୋଲି ଭର୍ତ୍ତୃହରି କହିବା ପରେ ଅଳିଆ କିଏ, ତାଙ୍କ ଦଳରେ ଅଳିଆ ଅଛନ୍ତି ନା ଆମ ଦଳରେ ଅଛନ୍ତି ବୋଲି ପଚାରିଛନ୍ତି ବିଜେଡି ସାଂସଦ ଦେବାଶିଷ।…

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ୩ ‘ସ’କୁ ଗୁରୁତ୍ୱ

ପୁରୀ: ପଦାଧିକାରୀ ବୈଠକ ପରେ ପୁରୀରେ ଆରମ୍ଭ ହୋଇଛି ବିଜେପିର କାର୍ଯ୍ୟକାରିଣୀ ବୈଠକ। ଏହାକୁ ଉଦଘାଟନ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ ଓ ବିଭିନ୍ନ ପଦାଧିକାରୀ ଏହି ବୈଠକରେ ଯୋଗ ଦେଇଛନ୍ତି। ରାଷ୍ଟ୍ରୀୟ…

ଆଜିଠୁ ବିଜେପିର କାର୍ଯ୍ୟକାରିଣୀ ବୈଠକ, ଯୋଗଦେବେ ଜେପି ନଡ୍ଡା

ପୁରୀ: ଆଜିଠୁ ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ପୁରୀ ବଳିଆପଣ୍ଡା ସ୍ଥିତ ଏକ ହୋଟେଲରେ ବସିବ ବୈଠକ । ପ୍ରତିଶ୍ରୁତି ପୂରଣ ପାଇଁ ପ୍ରସ୍ତୁତ ହେବ ସରକାରଙ୍କ ରୋଡ୍ ମ୍ୟାପ୍ । ବୈଠକରେ ଯୋଗ ଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ…