Latest Odisha News

BREAKING NEWS

Browsing Category

ରାଜନୀତି

ବିଧାନସଭାରେ ଗଣ୍ଡଗୋଳ, ୩୭୦ ବ୍ୟାନର ଦେଖାଇବା ପରେ ହାତାହାତି ପରିସ୍ଥିତି

ଶ୍ରୀନଗର: ଜମ୍ମୁ-କଶ୍ମୀର ବିଧାନସଭାରେ ହାତାହାତି ପରିସ୍ଥିତି । ବିଧାନସଭାରେ ୩୭୦ ବ୍ୟାନରକୁ ନେଇ ହାଇଡ୍ରାମା ଆରମ୍ଭ ହୋଇଥିବା ବେଳେ ଶାସକ ଓ ବିରୋଧୀ ବିଧାୟକଙ୍କ ମଧ୍ୟରେ ଧକ୍କା ଏବଂ ମୁଥ ମରାମରି ପରିସ୍ଥିତି ସୃଷ୍ଟି ହୋଇଛି । ୩୭୦ ଧାରା ଉଚ୍ଛେଦ ପ୍ରସ୍ତାବକୁ ହଟାଇବାକୁ ନେଇ ଏଭଳି…

ଦିନେ ଟ୍ରମ୍ପଙ୍କୁ କହିଥିଲେ ହିଟଲର୍, ଏବେ ବନିବେ ଉପରାଷ୍ଟ୍ରପତି

ୱାଶିଂଟନ: ଆମେରିକାରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ​​ଟ୍ରମ୍ପଙ୍କୁ ଏକ ବଡ଼ ବିଜୟ ମିଳିଛି। ଯାହା ପରେ ଟ୍ରମ୍ପ ସମଗ୍ର ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏବଂ…

ଟ୍ରମ୍ପ ୨.୦…ଭାରତ ଉପରେ କ’ଣ ରହିବ ପ୍ରଭାବ ?

ନୂଆଦିଲ୍ଲୀ: ସୁପର ପାଓ୍ବାରର ସୁପରବସ୍ ଡୋନାଲ୍ଡ ଟ୍ରମ୍ପ । କମାଲ କରିପାରିଲେନି କମଲା ହାରିସ, ଆମେରିକାରେ ଟ୍ରମ୍ପ ଝଡ଼ । ଆସିଲା ବିଶ୍ବର ବହୁ ପ୍ରତୀକ୍ଷିତ ଜନାଦେଶ। ଆମେରିକାରେ ପୁଣି ଟ୍ରମ୍ପ ସରକାର । ୪ବର୍ଷ ପରେ ପୁଣି ଆମେରିକା ରାଷ୍ଟ୍ରପତି ହେବେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ…

ଟ୍ରମ୍ପଙ୍କ ବିଜୟ ପାଇଁ ସାଧୁଙ୍କ ହୋମଯଜ୍ଞ, ଭିଡିଓ ଭାଇରାଲ

ୱାଶିଂଟନ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ମତଦାନର ଶେଷ ଦିନ। ଡୋନାଲ୍ଡ ଟ୍ରମ୍ପ ଓ କମଲା ହାରିସ୍ଙ୍କ ମଧ୍ୟରେ ଚାଲିଛି କଡ଼ା ଟକ୍କର। ଭାରତୀୟ ବଂଶୋଦ୍ଭବ କମଲା ହାରିସ୍ ଜିତିବେ ବୋଲି ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ ଦିଲ୍ଲୀରେ ସାଧୁସନ୍ଥ ଏବଂ ପୁରୋହିତମାନେ ଆମେରିକାର ପୂର୍ବତନ…

‘ଇଂରେଜ୍ ଚାଲିଗଲେ, ହେଲେ ଏମାନଙ୍କୁ ଛାଡିଗଲେ’, ଯୋଗୀ ସରକାରଙ୍କୁ ଅଖିଲେଶଙ୍କ କଡା ଜବାବ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାମନସଭା ଉପନିର୍ବାଚନ ପାଇଁ ଏବେ ସରଗରମ ରହିଛି ରାଜ୍ୟ ରାଜନୀତି । ନେତାଙ୍କ ମଧ୍ୟରେ ଦୋଷ ଲଦାଲଦି ସହ ପରସ୍ପର ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ ଜାରି ରହିଛି । ଆରୋପ ପ୍ରତ୍ୟାରୋପ, ପୋଷ୍ଟର ଓ୍ବାର ନେଇ ପ୍ରତିଦିନ ନିର୍ବାଚନୀ ମଇଦାନରେ ଲାଗିଛି ଯୁଦ୍ଧ । ଏହାରି…

ଆକ୍ସନ ମୁଡ୍‌ରେ ବିଜେପି: ୪୦ ବିଦ୍ରୋହୀଙ୍କୁ ଦଳରୁ ବହିଷ୍କାର

ମୁମ୍ବାଇ: ପାଖେଇ ଆସୁଛି ମହାରାଷ୍ଟ୍ର ନିର୍ବାଚନ। ହେଲେ ନିର୍ବାଚନ ପୂର୍ବରୁ ବିଜେପିର ବଡ଼ କାର୍ଯ୍ୟାନୁଷ୍ଠାନ। ୩୭ଟି ଆସନରେ ବିଦ୍ରୋହ କରିଥିବା ୪୦ବିଦ୍ରୋହୀଙ୍କ ବିରୋଧରେ ବିଜେପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିଜେପି ଏହି ବିଦ୍ରୋହୀମାନଙ୍କୁ ଦଳରୁ ବହିଷ୍କାର କରିଛି। ଏହାପୂର୍ବରୁ…

କଣ୍ଟାବାଞ୍ଜି ଓ ହିଞ୍ଜିଳିକାଟୁରୁ ନିର୍ବାଚନ ଲଢ଼ିବା ପ୍ରସଙ୍ଗରେ ଦୃଢ ନିନ୍ଦା କଲେ ନବୀନ

ଭୁବନେଶ୍ବର:  ଗତ କିଛି ଦିନ ହେବ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ସାଧାରଣ ନିର୍ବାଚନ ସିଟକୁ ନେଇ ନାନା ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। ଏନେଇ ସୋସିଆଲ ମିଡିଆରେ ରାଜନୈତିକ ପାଣିପାଗ ବେଶ ଉଷ୍ମ ରହିଥିବା ବେଳେ ଖୋଦ ନବୀନ ପଟ୍ଟନାୟକ ତାଙ୍କର ସୋସିଆଲ ମିଡ଼ିଆ…

ପରିକ୍ରମା ପ୍ରକଳ୍ପ ଯୋଗୁଁ ମେଘନାଦ ପାଚେରୀରେ ଫାଟ ସୃଷ୍ଟି ଅଭିଯୋଗ ଭିତ୍ତିହୀନ: ବିଜେଡି

ଭୁବନେଶ୍ୱର: ମେଘନାଦ ପାଚେରୀରେ ଫାଟ ସୃଷ୍ଟି ହୋଇଥିବା ଖବର ଆସିବା ପରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଏହି ଫାଟ ପାଇଁ ଦାୟୀ ବୋଲି ଦାବି କରି ବିଜେପି ପ୍ରବକ୍ତାଙ୍କ ଦ୍ୱାରା ଅଣାଯାଇଥିବା ଅଭିଯୋଗକୁ ବିଜେଡ଼ି ପକ୍ଷରୁ ଆଜି ଶଙ୍ଖଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା…

ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣାକୁ ବିରୋଧ, ରାଜ୍ୟପାଳଙ୍କୁ କଂଗ୍ରେସର ଦାବିପତ୍ର

ବୁବନେଶ୍ଵର: କନ୍ଧମାଳରେ ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ଘଟଣାରେ ଜୋର ଧରିଛି ରାଜନୀତି। ଏହି ଘଟଣା ପାଇଁ ରାଜ୍ୟ ସରକାରଙ୍କ ଅପାରଗତା ତଥା ଦାୟିତ୍ଵହୀନତାକୁ ଦାୟୀ କରି ରାଜ୍ୟପାଳଙ୍କୁ ଭେଟିଛି କଂଗ୍ରେସ ପ୍ରତିନିଧି ଦଳ। କଂଗ୍ରେସ ନେତା ଶ୍ରୀକାନ୍ତ ଜେନା, ମହମ୍ମଦ ମୋକିମ୍, ସନ୍ତୋଷ ସିଂ…