Latest Odisha News

BREAKING NEWS

Browsing Category

ରାଜନୀତି

ଲୋକସଭାରେ ରାହୁଲ ବନାମ ମୋଦି ପ୍ରଥମ ଲଢେଇ

ନୂଆଦିଲ୍ଲୀ: ନୂଆ ଲୋକସଭାରେ ଜଣେ ନୂଆ ରାହୁଲ ଗାନ୍ଧୀଙ୍କୁ ଦେଖିବାକୁ ମିଳିଛି । ପୂର୍ବାପେକ୍ଷା ଅଧିକ ଆକ୍ରମଣାତ୍ମକ, ଅବିଚଳିତ ରାହୁଲ ଗାନ୍ଧୀ ଏନଡିଏ ସରକାରକୁ ଚ୍ୟାଲେଂଜ କରୁଛନ୍ତି ।  ଲୋକସଭାରେ ବିରୋଧୀ ଦଳ ନେତା ଭାବେ ପ୍ରଥମ ଥର ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଚର୍ଚ୍ଚାରେ ଭାଗ…

ସଂସଦ ରେକର୍ଡରୁ ହଟିଲା ରାହୁଲଙ୍କ ବିବାଦୀୟ ମନ୍ତବ୍ୟ

ନୂଆଦିଲ୍ଲୀ: ସୋମବାର ସଂସଦରେ ବିରୋଧୀ ନେତା ରାହୁଲ ଗାନ୍ଧି ଦେଇଥିବା ଅଭିଭାଷଣରେ ବିବାଦୀୟ ମନ୍ତବ୍ୟକୁ ସଂସଦ ରେକର୍ଡରୁ କାଟିଦିଆଯାଇଛି । ପ୍ରଥମ ଥର ବିରୋଧୀ ନେତା ଭାବେ ସଂସଦରେ ନିଜର ମନ୍ତବ୍ୟ ରଖି ବିଜେପିକୁ ଘେରିଥିଲେ ରାହୁଲ । ଏହାରି ଭିତରେ ହିନ୍ଦୁତ୍ବ, ସଂଖ୍ୟାଲଘୁ, ଅଗ୍ନିବୀର…

ଭାଙ୍ଗିଲା ଜନତା ଏବଂ ସରକାର ମଧ୍ୟରେ ପାଚେରୀ, ଦୀର୍ଘ ବର୍ଷ ପରେ ଲୋକଙ୍କ ଦୁଃଖ ସିଧା ଶୁଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜନତା ଦରାବର। ଲୋକେ ଶୁଣାଇଲେ ସମସ୍ୟା, ଆଉ ମୁଖ୍ୟମନ୍ତ୍ରୀ ସଙ୍ଗେସଙ୍ଗେ ଦେଲେ ସମାଧାନର ନିର୍ଦ୍ଦେଶ। ଦୀର୍ଘ ବର୍ଷ ପରେ ଓଡ଼ିଶାରେ ଲୋକମାନେ ନିଜ ଦୁଃଖ ବା ସମସ୍ୟା ଶୁଣାଇଛନ୍ତି ନିଜ ମୁଖ୍ୟମନ୍ତ୍ରୀଙ୍କୁ। ମୁଖ୍ୟମନ୍ତ୍ରୀଙ୍କ…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଗରେ ମୁଣ୍ଡ ନୁଆଁଇଲେ: ରାହୁଲ ଗାନ୍ଧୀଙ୍କୁ ‘ସଂସ୍କୃତି’ କଥା କହି ବାଚସ୍ପତି…

ନୂଆଦିଲ୍ଲୀ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ଲୋକସଭା ଅଭିଭାଷଣରେ ବାଚସ୍ପତି ଓମ୍ ବିର୍ଲାଙ୍କୁ ଟାର୍ଗେଟ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗରେ ମୁଣ୍ଡ ନୁଆଁଇଥିବା ଅଭିଯୋଗ କରିଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି, ଯେତେବେଳେ ଆପଣ ସାମ୍ବିଧାନିକ ପଦବୀରେ ରହିବେ,…

ରାହୁଲଙ୍କ ପ୍ରଶ୍ନ; ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ କାହିଁକି ନତମସ୍ତକ ହେଲେ ବାଚସ୍ପତି?

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ପ୍ରଶ୍ନ ପଚାରିଲ‌େ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ। ଯାହାକୁ ନେଇ ର୍ଚଚ୍ଚା ଜୋର୍ ଧରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବା ସମୟରେ କାହିଁକି ପ୍ରଣାମ କରିଥିଲେ ଓମ ବିର୍ଲା। ରାହୁଲ ଗାନ୍ଧୀ କହିଛନ୍ତି, "ଯେତେବେଳେ…

ଲୋକସଭାରେ ରାହୁଲ ଓ ମୋଦି ମୁହାଁମୁହିଁ, କହିଲେ, ବିଜେପି ହିନ୍ଦୁ ସଂପ୍ରଦାୟର ପ୍ରତିନିଧିତ୍ୱ କରୁନାହିଁ…

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଅଭିଭାଷଣ ସମୟରେ ଜ‌ୋରଦାର ହଙ୍ଗାମା ହ‌ୋଇଛି। ଏପରିକି ରାହୁଲ ଓ ମ‌ୋଦି କଥା କଟାକଟି ହୋଇଥିଲ‌େ। ଯାହା ଫଳର‌େ ଗୃହରେ ପ୍ରବଳ ନାରାବାଜୀ ହୋଇଥିଲା। ଗୃହକୁ ସମ୍ବୋଧିତ କରି ରାହୁଲ କହିଛନ୍ତି, "ଆମର ସମସ୍ତ ମହାନ ବ୍ୟକ୍ତି…

ରାଜ୍ୟ କଂଗ୍ରେସରେ କନ୍ଦଳ ଅସମ୍ଭାଳ

ଭୁବନେଶ୍ବର: ନିଜେ ହାରିଲେ, ଦଳ ହାରିଲା। ଇସ୍ତଫା ଦିଅନ୍ତୁ ପିସିସି ସଭାପତି ଶରତ ପଟ୍ଟନାୟକ । କଂଗ୍ରେସର ବରିଷ୍ଠ ନେତା ବି କହିଲେଣି। ସାରା ଦେଶରେ ପରିବର୍ତ୍ତନର ସୁଅ କଂଗ୍ରେସ ସପକ୍ଷରେ ଗଲା, ଓଡିଶାରେ କେମିତି ବିଜେପି ନେଇଗଲା ଫାଇଦା? କେଉଁଠି ଭୁଲ୍ ରହିଲା ତାର ତର୍ଜମା ହେଉ । ଇସ୍ତଫା…

ମୋଦୀଙ୍କ ମନ୍ କି ବାତ୍ ରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ମନ୍ କି ବାତ୍ ଆଜି ଅନୁଷ୍ଠିତ ହୋଇଛି। ତିନିମାସ ଧରି ଚାଲିଥିବା ଲୋକ ସଭା ନିର୍ବାଚନ ଏବଂ ପରେ ଶପଥ ଗ୍ରହଣ ହେତୁ ପ୍ରଧାନମନ୍ତ୍ରୀ ତାଙ୍କ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ଭାଗ ନେଉ ନ ଥିଲେ। ଆଜି ପୁଣିଥରେ ମନ୍…

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଘୋଷଣା କଲେ ସୁଭଦ୍ରା ଯୋଜନା ଶୁଭାରମ୍ଭର ତାରିଖ

ଭୁବନେଶ୍ୱର: ତିନି ଦିନିଆ ଦିଲ୍ଲୀ ଗସ୍ତ ସାରି ଓଡ଼ିଶା ଫେରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀରେ ଘୋଷଣା କରିଛନ୍ତି ବିଜେପି ସରକାରର ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା ଶୁଭାରମ୍ଭର ତାରିଖ। ମୁଖ୍ୟମନ୍ତ୍ରୀ କହିଛନ୍ତି, ସେପ୍ଟେମ୍ବର ୧୭ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଧର୍ମଶାଳାର ବଲ୍ଲେ ବଲ୍ଲେ ଢାବାରେ କଣ ଚାଲିଥିଲା ?

ଭୁବନେଶ୍ବର: କିଏ କହୁଛନ୍ତି ରଙ୍ଗଶାଳା ତ କିଏ କହୁଛନ୍ତି ମଉଜ କରୁଥିଲେ ବିଜେଡି ନେତା । ପୁଣି କିଏ କହୁଛନ୍ତି ଆସୁଥିଲେ ସେଲିବ୍ରିଟି । ଯାଜପୁର ଜିଲ୍ଲା ଧର୍ମଶାଳାରେ ରହିଥିବା ବଲ୍ଲେ ବଲ୍ଲେ ଢାବା ଅଭିନେତ୍ରୀରୁ ନେତ୍ରୀ ସାଜିଥିବା ଜଣେ ବିଜେଡି ନେତ୍ରୀ ଚଳାଉଥିବା କୁହାଯାଉଛି । ପୂର୍ବତନ…