Latest Odisha News

BREAKING NEWS

Browsing Category

ରାଜନୀତି

ବିରୋଧୀ ଦଳ ନେତା ଭାବେ ରାହୁଲ ଗାନ୍ଧୀଙ୍କ ପାଇଁ ନୂଆ ଆହ୍ୱାନ

ନୂଆଦିଲ୍ଲୀ: ଲୋକସଭାରେ ଏଥର ଅପେକ୍ଷାକୃତ ଦୁର୍ବଳ ବିଜେପିର ସାମନା କରିବାକୁ ପ୍ରସ୍ତୁତ କଂଗ୍ରେସ । ୯୯ ଆସନ ସହ କଂଗ୍ରେସ ଲୋକସଭାରେ ଦ୍ୱିତୀୟ ବଡ ଦଳ । ସାଧାରଣ ନିର୍ବାଚନରେ କଂଗ୍ରେସ ନେତୃତ୍ୱାଧିନ ଇଣ୍ଡିଆ ବ୍ଲକ୍ ବିଜେପିକୁ ଏକାକୀ ସଂଖ୍ୟାଗରିଷ୍ଠତା ହାସଲରୁ ରୋକିଥିଲା । ଏଥିରେ କଂଗ୍ରେସ…

ଚ୍ୟାଲେଜିଂ ହେବ ବାଚସ୍ପତି ଭାବେ ଓମ୍ ବିର୍ଲାଙ୍କ ଦ୍ୱିତୀୟ ପାଳି

ନୂଆଦିଲ୍ଲୀ: ୩୯ ବର୍ଷ ପରେ ପ୍ରଥମ ସାଂସଦ ଭାବେ ଲଗାତର ଦ୍ୱିତୀୟ ଥର ପାଇଁ ଲୋକସଭାରେ ବାଚସ୍ପତି ପଦରେ ଆସୀନ ହୋଇଛନ୍ତି ଓମ୍  ବିର୍ଲା । ପୂର୍ବରୁ ୧୯୮୫ରେ କଂଗ୍ରେସର ବଳରାମ ଝାକର ହୋଇଥିଲେ ଏହି ଗୌରବର ଅଧିକାରୀ । ଅବଶ୍ୟ ଏଥର ଓମ୍ ବିର୍ଲାଙ୍କ ପ୍ରାର୍ଥିତ୍ୱ ସପକ୍ଷରେ ସହମତି ସୃଷ୍ଟି…

କାହିଁକି ମନୋଜ ଆହୁଜା ହୋଇପାରନ୍ତି ମୁଖ୍ୟ ଶାସନ ସଚିବ ?

ଭୁବନେଶ୍ବର: ଓଡିଶାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବେ କି ମନୋଜ ଆହୁଜା? କେନ୍ଦ୍ର ସରକାର ତାଙ୍କୁ ନିଜ ଗୃହ କ୍ୟାଡର ଓଡିଶାକୁ ଫେରାଇଦେବା ପରେ ବଢିଛି ଚର୍ଚ୍ଚା । କେନ୍ଦ୍ରୀୟ ଡେପୁଟେସନରେ ଥିବା ୧୯୯୦ ବ୍ୟାଚର ଆଇଏଏସ ଅଧିକାରୀ ମନୋଜ ଆହୁଜାଙ୍କୁ ଓଡିଶା ଫେରାଇ ଆଣିବା ଲାଗି ରାଜ୍ୟ ସରକାର…

ଖୁବଶିଘ୍ର ମହାନଦୀ ଜଳ ବିବାଦର ହେବ ସମାଧାନ

ଭୁବନେଶ୍ବର: ଖୁବଶିଘ୍ର ମହାନଦୀ ଜଳ ବିବାଦର ହେବ ସମାଧାନ। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ। ଏହି ବିବାଦ ରାଜ୍ୟ ରଜ୍ୟ ମଧ୍ୟରେ ଆଲୋଚନା କରାଯାଇ ସମାଧାନ କରାଯାଇପାରିବ। କିନ୍ତୁ ପୂର୍ବ ସରକାର କେବେବି ସମାଧାନ ପାଇଁ ବିଶେଷ ଉଦ୍ୟମ କରିନାହାନ୍ତି। ଛତିଶଗଡ଼…

ବାଚସ୍ପତି ନିର୍ବାଚନ ପୂର୍ବରୁ ସମାନ୍ତରଳ ଭାବେ ଦିଲ୍ଲୀରେ ଶାସକ-ବିରୋଧୀଙ୍କ ବୈଠକ

ନୂଆଦିଲ୍ଲୀ: ଆସନ୍ତାକାଲି ବାଚସ୍ପତି ନିର୍ବାଚନ। ସ୍ବାଧୀନ ଭାରତରେ ପ୍ରଥମ ଥର ପାଇଁ ଦେଶ ଦେଖିବାକୁ ଯାଉଛି ବାଚସ୍ପତି ନିର୍ବାଚନ। ଶାସକ ଦଳ ପାଖରେ ସଂଖ୍ୟା ଥିଲେ ମଧ୍ୟ ଅନ୍ୟାନ୍ୟା ଦଳ ଏବଂ ସ୍ବାଧୀନ ସାଂସଦଙ୍କ ସହିତ ଯୋଗଯୋଗ କରାଯାଇ ରେକର୍ଡ ଭୋଟରେ ବାଚସ୍ପତି ପ୍ରାର୍ଥୀ ଓମ୍ ବିର୍ଲାଙ୍କୁ…

ଲୋକସଭା ବାଚସ୍ପତି ନିର୍ବାଚନରେ ବିଜେପିକୁ ଜଗନଙ୍କ ଦଳରୁ ମିଳିଲା ସମର୍ଥନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସ ପାର୍ଟି ଲୋକସଭା ବାଚସ୍ପତି ପଦ ପାଇଁ ବୁଧବାର ହେବାକୁ ଥିବା ନିର୍ବାଚନରେ ବିଜେପି ସାଂସଦ ଓମ୍ ବିର୍ଲାଙ୍କୁ ସମର୍ଥନ କରିବ। ସାଧାରଣ ନିର୍ବାଚନରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଟିଡିପିଠାରୁ…

ଲୋକସଭାରେ ବିରୋଧୀ ଦଳ ନେତା ହେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳର ନେତା ହେଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ୟୁପିର ରାୟବରେଲି ସାଂସଦ ବିରୋଧୀ ଦଳର ନେତା ହୋଇଛନ୍ତି ବୋଲି କଂଗ୍ରେସ ନେତା କେ.ସି ଭେନୁଗୋପାଳ ସୂଚନା ଦେଇଛନ୍ତି। କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ରାହୁଲ ଗାନ୍ଧୀଙ୍କୁ ବିରୋଧୀ ଦଳ ନେତା…

ମହିଳା ରିପୋର୍ଟରଙ୍କ ଉପରକୁ କୁକୁର ଛାଡି ନିଜ ନିଷ୍ପତିକୁ ଠିକ୍ ଦର୍ଶାଇଲେ ପୂର୍ବତନ ମନ୍ତ୍ରୀ, ଥାନାରେ ଏତଲା

ଭୁବନେଶ୍ୱର: ରିପୋର୍ଟିଂ କରୁଥିବା ଜଣେ ମହିଳା ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡିଦେଲେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ରଘୁନନ୍ଦନ ଦାସ। ରାଜଧାନୀରେ ବିଜେଡି ନେତାଙ୍କ ଏଭଳି ଆଚରଣ ମହଳା ସାମ୍ବାଦିକା ଏବଂ ତାଙ୍କ କ୍ୟାମେରାମ୍ୟାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିଲା। ଯଦିଓ ଏବେ…

ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡିଦେଲେ ପୂର୍ବତନ ବିଧାୟକ

ଭୁବନେଶ୍ଵର: ମହିଳା ସାମ୍ବାଦିକଙ୍କ ଉପରକୁ କୁକୁର ଛାଡ଼ିଦେଲେ ବିଜେଡି ନେତା ତଥା ପୂର୍ବତନ ବାଲିକୁଦା ଏରସମା ବିଧାୟକ ରଘୁନନ୍ଦନ ଦାସ । ଏନେଇ କ୍ୟାପିଟାଲ ଥାନାରେ ଏତଲା ଦେଲେ ଉକ୍ତ ମହିଳା ସାମ୍ବାଦିକ । ଖବର ସଂଗ୍ରହ ପାଇଁ ରଘୁନନ୍ଦନଙ୍କ କ୍ବାର୍ଟର୍ସକୁ ଯାଇଥିଲେ ସାମ୍ବାଦିକା । ସେଠାରେ…

ମନୋଜ ଆହୁଜା ହୋଇପାରନ୍ତି ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ବରିଷ୍ଠ ଅଫିସ ମନୋଜ ଆହୁଜା ହୋଇପାରନ୍ତି ଓଡ଼ିଶାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ। ଜୁନ୍ ୩୦ରେ ଏବେର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟକାଳ ଶେଷ ହେଉଛି। ପ୍ରଦୀପ ଜେନାଙ୍କ ଅବସର ପୂର୍ବରୁ ନୂଆ ମୁଖ୍ୟ ଶାସନ ସଚିବ ଭାବେ ମନୋଜ ଆହୁଜାଙ୍କ ନାମ ଉପରେ ମୋହର…