Latest Odisha News

BREAKING NEWS

Browsing Category

ରାଜନୀତି

ବାଚସ୍ପତି ପଦ ପାଇଁ ଏନଡିଏ – ଇଣ୍ଡିଆ ଟକ୍କର

ନୂଆଦିଲ୍ଲୀ: ନବଗଠିତ ଲୋକସଭାର ପ୍ରଥମ ଅଧିବେଶନରେ ହିଁ ଶାସକ ଏନଡିଏ ଓ ବିରୋଧୀ ଇଣ୍ଡିଆ ବ୍ଲକ୍ ମଧ୍ୟରେ ହେବ ପ୍ରଥମ ସୋ ଡାଉନ୍ । ବାଚସ୍ପତି ପଦ ପାଇଁ ମୁହାଁମୁହିଁ ହୋଇଛନ୍ତି ଏନଡିଏ ଓ ଇଣ୍ଡିଆ ବ୍ଲକ୍ । ଗତ ତିନି ଦଶକ ମଧ୍ୟରେ ପ୍ରଥମ ଥର ପାଇଁ ଲୋକସଭାର ବାଚସ୍ପତି ପଦ ପାଇଁ ନିର୍ବାଚନ ହେବାକୁ…

ଲୋକସଭାରେ କେଉଁ ଭାଷାରେ ଶପଥ ନେଲେ ଓଡିଶାର ବିଜେପି ସାଂସଦ ?

ଭୁବନେଶ୍ବର: ସଂସଦରେ ଶୁଭିଲା ଓଡିଆ ଅସ୍ମିତାର ସ୍ବର । ଜୟ ଜଗନ୍ନାଥ ଧ୍ବନିରେ କମ୍ପିଲା ଗୃହ । ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଥିବା ବେଳେ ରାଜ୍ୟର ସମସ୍ତ ସାଂସଦ ଓ ଦୁଇ କେନ୍ଦ୍ରମନ୍ତ୍ରୀ ଶପଥ ନେଇଛନ୍ତି । ତେବେ ଓଡିଆ ଅସ୍ମିତାକୁ ଗତ ନିର୍ବାଚନରେ ମୁଖ୍ୟ…

କ’ଣ ଲୁଚାଇବାକୁ ପ୍ରଣବ ପ୍ରକାଶ ଦାସଙ୍କ କ୍ବାର୍ଟର୍ସ ଭଙ୍ଗା ?

ଭୁବନେଶ୍ବର: ଭଙ୍ଗା ଚାଲିଛି ଭୁବନେଶ୍ବରରେ ଥିବା ବିଜେଡି ସାଂଗଠନିକ ସଂପାଦକ ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନ। କୁହାଯାଉଛି, ଘରେ ରହିଥିଲା ବିଳାସମୟ କୋଠା। ଏପରିକି ପ୍ରଣବ ପ୍ରକାଶ ଦାସ ଏଠାରେ ଅଣ୍ଡରଗ୍ରାଉଣ୍ଡ ଘର ବି କୁଆଡେ ତୋଳିଥିଲେ । ତେବେ ବିଜେଡି…

ନବନିର୍ବାଚିତ ଲୋକସଭାର କ’ଣ ରହିଛି ବିଶେଷତ୍ୱ?

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପରେ ଗଠିତ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି । ନବନିର୍ବାଚିତ ଲୋକସଭାର କ’ଣ ସବୁ ରହିଛି ବିଶେଷତ୍ୱ? କିପରି ରହିଛି ପ୍ରୋଫାଇଲ୍ । ଆସନ୍ତୁ ନଜର ପକାଇବା । ପିଆରଏସ ଲେଜିସଲେଟିଭ ରିସର୍ଚ୍ଚ ଦ୍ୱାରା ଜାରି କରାଯାଇଥିବା ତଥ୍ୟ ଅନୁସାରେ ଏଥର…

ଆଜି କଳା ଦିବସ ପାଳନ କରିବ ବିଜେପି, ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରିଥିବା ବ୍ୟାକ୍ତିଙ୍କୁ କରାଯିବ ସମ୍ମାନୀତ

ଭୁବନେଶ୍ୱର: ଆଜି କଳା ଦିବସ ପାଳନ କରିବ ବିଜେପି । ୪୯ ବର୍ଷ ତଳେ କଂଗ୍ରେସ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ଗଣତନ୍ତ୍ର ଓ ସମ୍ମିଧାନକୁ ହତ୍ୟା କରିବାକୁ ଚେଷ୍ଟା କରିଥିଲା। ଆଉ ଏହି ପରିସ୍ଥିତିକୁ ଯେଉଁ ବ୍ୟକ୍ତି ବିରୋଧ କରିଥିଲେ ଆଜି ତାଙ୍କୁ ସମ୍ମାନୀତ କରାଯିବ। ଏନେଇ ରାଜ୍ୟ ବିଜେପି…

ମନ୍ତ୍ରୀ ପଦ ଯଚାଯାଇଥିଲା: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗର ଜବାବ ଦେଲା ବିଜେଡି, ଏବେ କହିବା କେତେ ଉପଯୁକ୍ତ?

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଦୁଇ ଦିନିଆ ଗସ୍ତ ସାରି ଫେରି ଆସିଛନ୍ତି ମୋହନ ମାଝୀ। କିନ୍ତୁ ଗସ୍ତ ବେଳେ ଉଦବୋଧନ ଦେଇ କହିଥିଲେ, କିଭଳି ସୁନାର କେନ୍ଦୁଝରର ଲୁଟ୍ ହୋଇଛି। କହିବା ଆଳରେ କହିଥିଲେ ଯେ ସେ ଯେତେବେଳେ ବିରୋଧୀ ଦଳରେ ଥିଲେ ସେତେବେଳର ବିଜେଡି ସରକାର…

ନବୀନଙ୍କ ଭିଡିଓ…ବଢିଲା ଚର୍ଚ୍ଚା

ଭୁବନେଶ୍ବର : ଦଳ ଭାଙ୍ଗିବା ଭୟ ନା ସରକାର ଭାଙ୍ଗିବା ନେଇ ଭବିଷ୍ୟବାଣୀ ? ନିକଟରେ ଆସିଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଏକ ଭିଡିଓକୁ ନେଇ ଜୋରଦାର ଚର୍ଚ୍ଚା। ଶନିବାର ନବୀନ ନିବାସରେ କବିସୂର୍ଯ୍ୟନଗର, ତେଲକୋଇ, ବାଙ୍କୀ ନିର୍ବାଚନମଣ୍ଡଳୀର ନେତା ଓ କର୍ମୀଙ୍କୁ ଭେଟିଥିଲେ ନବୀନ ।…

ଖଣି ଲୁଟେରାଙ୍କୁ କଣ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ?

ଭୁବନେଶ୍ବର: ଜନ୍ମମାଟିରୁ ସିଧା ଜବାବ । କେନ୍ଦୁଝରରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଟାର୍ଗେଟ୍ । କହିଲେ, ଖଣି ମାଫିଆଙ୍କୁ ଛାଡିବିନି । କେନ୍ଦୁଝରକୁ ଲୁଟ୍ କରାଯାଇଥିଲା । ଜିଲ୍ଲାର ଖଣି ଲୁଟରେ ସେତେବେଳର ରାଜ୍ୟ ସରକାର ସଂପୃକ୍ତ । କିଛି ଅଣଓଡିଆ କେନ୍ଦୁଝରର ଗରିବ, ଆଦିବାସୀଙ୍କୁ…

ସଂସଦରେ ଚାଲିବନି ଏନଡିଏର ମନମାନି, ଆରମ୍ଭରୁ ବିରୋଧୀ ଦେଲେ ବଡ଼ ବାର୍ତ୍ତା

ନୂଆଦିଲ୍ଲୀ: ଅଷ୍ଟାଦଶ ଲୋକସଭାରେ ଗୃହକାର୍ଯ୍ଯ ଚଳାଇବା ଏନଡିଏ ସରକାର ପାଇଁ କାଠିକର ହେବ। ସଦନର ଦୁଇଟି ଗୃହରେ ବିରୋଧୀ ମଜବୁତ ସ୍ଥିତିରେ ଅଛନ୍ତି, ଅନ୍ୟପଟେ ବିଜେପିକୁ ସହଯୋଗୀ ଭରସା। ଆଉ ଦୁଇ ସହଯୋଗୀ ଜେଡିୟୁ, ଟିଡିପି ଉପରେ ବିରୋଧୀ ମଧ୍ୟ ନିଜ ପଟକୁ ଆଣିବାକୁ ପ୍ରୟାସ କରୁଛନ୍ତି। ଯଦି…

ବିଜେଡି ଶୂନ୍ୟ ଲୋକସଭା, ରାଜ୍ୟସଭାରେ ବିରୋଧୀ ଆସନରେ ବସିବ କହିଲା ଦଳ

ଭୁବନେଶ୍ୱର: ବିଜେଡି ପ୍ରତିଷ୍ଠା ହେବା ପରେ ପ୍ରଥମ ଥର ପାଇଁ ଦଳ ଲୋକସଭାରେ କୈଣସି ଆଭିମୁଖ୍ୟ ରଖିପାରିବ ନାହିଁ। ଅଷ୍ଟାଦଶ ଲୋକସଭା ଆରମ୍ଭ ହୋଇଛି। ଦୁଇ ଦିନ ଧରି କାମଚଳା ବାଚସ୍ପତି ସାଂସଦଙ୍କୁ ଶପଥ ପାଠ କରାଇବେ। ଏହାରି ଭିତରେ କିନ୍ତୁ ରାଜ୍ୟସଭାରେ ବିଜେଡିର ଆଭିମୁଖ୍ୟ କଣ ହେବ ତାକୁ…