Latest Odisha News

BREAKING NEWS

Browsing Category

ରାଜନୀତି

କେବେ ହେବ ଦିଲ୍ଲୀ ନିର୍ବାଚନ? ପୂରଣ ହେବ କି କେଜ୍ରିୱାଲଙ୍କ ଦାବି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦୁଇ ଦିନ ଭିତରେ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି। ଏହାସହ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ଦାବି କରିଛନ୍ତି। ସେ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଜନସାଧାରଣ କେଜ୍ରିୱାଲଙ୍କୁ ସଚ୍ଚୋଟ ବୋଲି ନକହିଛନ୍ତି ସେ ପର୍ଯ୍ୟନ୍ତ ସେ…

ହରିୟାଣା ବିଧାନସଭା ନିର୍ବାଚନ: କିଏ ହେବ ଆଗାମୀ ମୁଖ୍ୟମନ୍ତ୍ରୀ ସେନେଇ ବଢିଲା ଚର୍ଚ୍ଚା?

ଚଣ୍ଡିଗଡ: ହରିୟାଣାରେ ବିଧାନସଭା ନିର୍ବାଚନ ନେଇ ମାହୋଲ ସରଗରମ ରହିଛି । ଏହାରି ଭିତରେ ପୂର୍ବତନ ମନ୍ତ୍ରୀ ଅନିଲ ବିଜ ରବିବାର ଏକ ବଡ଼ ବୟାନ ଦେଇଛନ୍ତି । ଗଣମାଧ୍ୟମର ପ୍ରଶ୍ନରେ ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯଦି ବିଜେପି ନିର୍ବାଚନରେ ​​ଜିତେ ତେବେ ସେ ନିଜେ ରାଜ୍ୟର ମୁଖ୍ୟମନ୍ତ୍ରୀ…

“କ୍ଷମତାକୁ ଆସିଲେ ଘଣ୍ଟାଏ ଭିତରେ ରାଜ୍ୟରୁ ହଟାଇବୁ ମଦ ବ୍ୟାନ”

ପାଟନା: କ୍ଷମତାକୁ ଆସିଲେ ଘଣ୍ଟାଏ ଭିତରେ ବିହାର ରାଜ୍ୟରୁ ମଦ ବ୍ୟାନ ହଟାଇଦେବୁ । ଏପରି କିଛି ବଡ ଘୋଷଣା କରିଛନ୍ତି ବିହାର ରାଜନୀତିରେ ନିଜର ପାଦ ଥାପିବାକୁ ଯାଉଥିବା ନିର୍ବାଚନ ରଣନୀତିଜ୍ଞ ତଥା ଜନ ସୁରାଜ ମୁଖ୍ୟ ପ୍ରଶାନ୍ତ କିଶୋରୀ । ତେବେ ଅକ୍ଟୋବର ୨ରେ ଜନ ସୁରାଜର ପ୍ରତିଷ୍ଠା…

‘୨ ଦିନରେ ପଦ ଛାଡିବି’: ବଡ ଘୋଷଣା କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ୪୮ ଘଣ୍ଟା ଭିତରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଆଜି ଏମିତି କିଛି ବଡ ଘୋଷଣା କରିଛନ୍ତି ନିଜେ କେଜ୍ରିଓ୍ବାଲ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରୁ ବାହାରିବାର ଦିନକ ପରେ ଏପରି କିଛି ଘୋଷଣା କରିଛନ୍ତି…

ପୁଣି ସିବିଆଇକୁ ସୁପ୍ରିମକୋର୍ଟଙ୍କ କଟାକ୍ଷ: କହିଲେ ‘ପଞ୍ଜୁରୀର ଶୁଆ’ ହେବା ଗୁଣ ଛାଡ

ନୂଆଦିଲ୍ଲୀ: ପୁଣି ସିବିଆଇକୁ କଟାକ୍ଷ କରି କହିଲେ ସୁପ୍ରିମକୋର୍ଟ । ୧୧ ବର୍ଷ ପରେ ସିବିଆଇକୁ ମନେପକାଇଦେଲେ ପଞ୍ଜୁରୀ ଭିତରେ ଶୁଆ ପ୍ରସଙ୍ଗ । କହିଲେ ‘ପଞ୍ଜୁରୀ ଭିତରେ ଶୁଆ’ ଗୁଣ ଛାଡ । ଶୁକ୍ରବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଜମାନତ ଉପରେ ଶୁଣାଣି କରି ଜଷ୍ଟିସ…

ମମତାଙ୍କ ‘ଇସ୍ତଫା ପ୍ରସ୍ତାବ’ ଇମୋସନାଲ ଚାପ ନୁହେଁ ତ?

କୋଲକାତା: ଆରଜି କର ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୁର୍ବଳ ହୋଇପଡିଛନ୍ତି କି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ସତରେ ସେ କ’ଣ ଅସହାୟ ହୋଇପଡିଛନ୍ତି ? ସବୁବେଳେ ସବୁ ପ୍ରସଙ୍ଗରେ ଲଢୁଆ ଆଭିମୁଖ୍ୟ ଗ୍ରହଣ କରୁଥିବା ମମତା ବାନାର୍ଜୀ ଏବେ ନରମ ପଡିଥିବା ଲାଗୁଛି । ଟ୍ରେନି ଡାକ୍ତର…

କାହିଁକି ବଦଳିବା ଦରକାର ରେଭେନ୍ସା ନାଁ?

ଭୁବନେଶ୍ବର: ଥମୁନି ରେଭେନ୍ସା ନାମ ପରିବର୍ତ୍ତନ ବିବାଦ। ବିଜେଡି ନାଁ ବଦଳ ବିରୋଧରେ ସ୍ବର ଉଠାଉଛି ତ ବିଜେପି ସପକ୍ଷରେ କହୁଛି । ଭୁବନେଶ୍ବରରେ ଏକ ଆଲୋଚନାଚକ୍ରରେ ରେଭେନ୍ସା ନାଁ ପରିବର୍ତ୍ତନକୁ ଜୋର ଦେଇଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ। ରେଭେନ୍ସା ନାମ ପରିବର୍ତ୍ତନ ଆବଶ୍ୟକ ବୋଲି…

ବିଜେଡି ଓଡିଶାବାସୀଙ୍କ ଦଳ ଥିଲା, ରହିବ….

ଭୁବନେଶ୍ବର: ବିଜେଡି ସବୁ ବେଳେ ଓଡିଶାବାସୀଙ୍କ ଦଳ ଓ ବଳ ଥିଲା ଆଉ ରହିବ ମଧ୍ୟ । କ୍ଷମତା ଆଉ କି ନଥାଉ ବିଜେଡି କିନ୍ତୁ ଓଡିଶାବାସୀଙ୍କ ବିକାଶ ଚାହେଁ । ଆଜି ବିଜେଡିର ଏଜେଣ୍ଡା ଉପରେ ଏହି ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ଦେବୀ ମିଶ୍ର । ସେ କହିଛନ୍ତି, ଓଡିଶାର ସର୍ବବୃହତ ଦଳ…

ରେଭେନ୍ସା କଲେଜ ନାମ ପରିବର୍ତ୍ତନରେ ଭର୍ତ୍ତୃହରିଙ୍କ ଛୁଙ୍କ: କହିଲେ କିଛି ଅସୁବିଧା ନାହିଁ…

କଟକ: ଏବେ ଜୋରଦାର ତେଜିବାରେ ଲାଗିଛି ରେଭେନ୍ସା ରାଜନୀତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଟିଏ ଉକ୍ତି ଏବେ ପୂରା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି । ରେଭେନ୍ସା କଲେଜର ନାଁ ପରିବର୍ତ୍ତନ ପ୍ରସଙ୍ଗ ଉଠିବା ପରେ ଏହାକୁ ନେଇ ଯୁକ୍ତି ବାଢୁଛନ୍ତି ବିଭିନ୍ନ ବ୍ୟକ୍ତି…