Latest Odisha News

BREAKING NEWS

Browsing Category

ରାଜନୀତି

ଦଳରୁ ବହିଷ୍କାର ହେଲେ ବିଜେଡି ନେତ୍ରୀ, ଚାକିରୀ କରାଇବା ନାଁରେ ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା

ଭୁବନେଶ୍ବର: ଦଳରୁ ବହିଷ୍କାର ହେଲେ ବିଜେଡି ନେତ୍ରୀ ତଥା ମାଲକାନଗିରି ମାଥିଲି ବ୍ଲକ ଜୋନ-୩ର ଜିଲ୍ଲା ପରିଷଦ ସଦସ୍ୟ ସସ୍ମିତା ମାଝି । ମଙ୍ଗଳବାର ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ଲୋକ ବିରୋଧୀ କାର୍ଯ୍ୟକଳାପ ପାଇଁ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଛି…

ପୁଣି ବିଏସପିର କମାଣ୍ଡ ସମ୍ଭାଳିବେ ମାୟାବତୀ

ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟିର ଜାତୀୟ କାର୍ଯ୍ୟନିର୍ବାହୀ ବୈଠକ ପରେ ମାୟାବତୀ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ପୁଣି ନିର୍ବାଚିତ ହୋଇଛନ୍ତି । ବୈଠକ ପୂର୍ବରୁ ତାଙ୍କ ଉତ୍ତରାଧିକାରୀ ଆକାଶ ଆନନ୍ଦଙ୍କୁ ଏହି ଦାୟିତ୍ବ ମିଳିବ ବୋଲି କଳ୍ପନାଜଳ୍ପନା ଲାଗି ରହିଥିଲା । ଆଜି ବହୁଜନ ସମାଜ…

ସୁଭଦ୍ରା ରାଜନୀତି: ବିଜେଡିକୁ କଡା ଜବାବ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସୁଭଦ୍ରା ଯୋଜନାକୁ ନେଇ ବିରୋଧୀ ବାରମ୍ବାର ସରକାରଙ୍କୁ ଘେରିଆସୁଛନ୍ତି । ସୁଭଦ୍ରା ଯୋଜନାରେ ସରକାର ଲୋକଙ୍କୁ ଲଲିପପ୍ ଧରାଇ ଦେଇଛନ୍ତି ବୋଲି କହି ସମାଲୋଚନା କରିଛି ବିଜେଡି । ଯାହାକୁ ନେଇ ଆଜି ପୁଣି କଡା ମନ୍ତବ୍ୟ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।…

ରାଜ୍ୟସଭା ନିର୍ବାଚନ: ପ୍ରାର୍ଥୀପତ୍ର ଫେରାଇ ନେଲେ ଜଗନ୍ନାଥ

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଫେରାଇ ନେଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ଆଜି ନାମାଙ୍କନ ପ୍ରତ୍ୟାହାର ଶେଷ ଦିନରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କଲେ ଜଗନ୍ନାଥ । ଗତ ୨୧ ତାରିଖରେ ରାଜ୍ୟସଭା ନିର୍ବାଚନ ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ…

କମ୍ପିବ ମମତା ଗଡ: ନିୟୋଜିତ ହେଲେ ୬ହଜାର ପୋଲିସ୍, ସୁରକ୍ଷା ବଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍

କୋଲକାତା: ଆଜି କମ୍ପିବ କୋଲକାତା ସହର । ମମତା ସରକାରଙ୍କୁ ବିରୋଧ କରି କୋଲକାତା ଛାତ୍ର ସଂଗଠନ ‘ନବନ୍ନା ଅଭିଯାନ’ର ଡାକରା ଦେଇଛନ୍ତି । ଆରଜି କର ମେଡିକାଲ କଲେଜ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ହାଓ୍ବଡା ସ୍ଥିତ ରାଜ୍ୟ ସଚିବାଳୟ ନବନ୍ନା ଭବନ ଘେରାଉ କରିବେ ପଶ୍ଚିମବଙ୍ଗ ଛାତ୍ର ସମାଜ ।…

ପଦ୍ମ ଧରିବେ ଚମ୍ପାଇ ସୋରେନ୍

ନୂଆଦିଲ୍ଲୀ: ବିଜେପିରେ ଯୋଗଦେବେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା JMM ନେତା ଚମ୍ପାଇ ସୋରେନ୍ । ଆସନ୍ତା ୩୦ ତାରିଖରେ ସେ ବିଜେପିରେ ମିଶିବେ ବୋଲି ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ବିଦ୍ରୋହ ମୁଡରେ ଥିବା ଚମ୍ପାଇ ସୋରେନ୍ ବିଜେପିରେ ଯୋଗଦେଇପାରନ୍ତି…

ଶେଷ ନିଶ୍ବାସ ପର୍ଯ୍ୟନ୍ତ ସକ୍ରିୟ ରାଜନୀତିରେ ରହିବି: ମାୟାବତୀ

ନୂଆଦିଲ୍ଲୀ: ବହୁଜନ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ରାଜନୀତିରୁ ଅବସର ଗୁଜବ ମଧ୍ଯରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ସକ୍ରିୟ ରାଜନୀତିରୁ ଅବସର ନେବାକୁ ତାଙ୍କର କୌଣସି ଉଦ୍ଦେଶ୍ୟ ନାହିଁ। ମୁଁ ଶେଷ ନିଶ୍ବାସ ପର୍ଯ୍ୟନ୍ତ ସକ୍ରିୟ…

‘ପାରାସୁଟ ପ୍ରାର୍ଥୀ’ ନେଇ ବିଜେପିରେ ବୋବାଲ୍‌

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଟିକେଟ ବଂଟନକୁ ନେଇ ବିଜେପିରେ ବୋବାଲ୍ । ପ୍ରଥମ ପ୍ରାର୍ଥୀ ତାଲିକା ନେଇ ଜୋରଦାର ବିରୋଧ ଜାମ୍ମୁ ଓ କାଶ୍ମୀର ବିଜେପିର କଳିକୁ ପଦାରେ ପକାଇ ଦେଇଛି । ବିଜେପି ଜାରି କରିଥିଲା ପ୍ରାର୍ଥୀଙ୍କ ପ୍ରଥମ ତାଲିକା । କିନ୍ତୁ ନାଟକୀୟ…

ଅଡିଓ ଭାଇରାଲ୍, ଫସିଯିବେ କି ବିଜେପି ବିଧାୟକ?

ଭୁବନେଶ୍ବର: ଆସିକା ବିଧାୟକଙ୍କ ନାଁରେ ସଂଗୀନ ଅଭିଯୋଗ । ଅଡିଓ ଭାଇରାଲ, ବଢିବ କି ଅଡୁଆ ! ବିଜେପି ବିଧାୟକ ସରୋଜ ପାଢୀ ଦୁଇ ଜଣ ବାଲିଘାଟ ଲିଜଧାରୀଙ୍କୁ ବାଲିଘାଟ ବାବଦକୁ ବଟି ମାଗୁଥିବା ଅଭିଯୋଗ ହୋଇଛି । ସୋସିଆଲ ମିଡିଆରେ ଗତ ଦୁଇ ଦିନ ହେଲା ବାଲିଘାଟ ଲିଜଧାରୀଙ୍କ ସହ ବିଧାୟକଙ୍କ ଅଡିଓ…

ପୁଣି ଆସିବ ବିଜେପିର ଜମ୍ମୁ-କାଶ୍ମୀର ପ୍ରାର୍ଥୀ ତାଲିକା

ଶ୍ରୀନଗର: ପୁଣି ଆସିବ ବିଜେପିର ଜମ୍ମୁ-କାଶ୍ମୀର ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା । ଫେରାଇ ନେଲେ ସକାଳେ ଜାରି କରିଥିବା ୪୪ ଜଣିଆ ପ୍ରାର୍ଥୀ ତାଲିକା । ତେବେ ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ସୋମବାର ବିଜେପି ପକ୍ଷରୁ ୪୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା ।…