Latest Odisha News

BREAKING NEWS

Browsing Category

ରାଜନୀତି

ବିଧାୟକଙ୍କୁ ପାଠ ପଢାଇଲେ ନବୀନ; କହିଲେ ପ୍ରଭାବଶାଳୀ ବିରୋଧୀ ଗଣତନ୍ତ୍ରର ରକ୍ଷକ

ଭୁବନେଶ୍ବର: ଶଙ୍ଖଭବନରେ ନିଜ ବିଧାୟକଙ୍କୁ ପାଠ ପଢାଇଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ନବନିର୍ବାଚିତ ୧୮ ବିଧାୟକଙ୍କ ସମେତ ମୋଟ ୫୧ ଜଣ ବିଧାୟକଙ୍କୁ ତାଲିମ୍ ଦେଲେ ବିଜେଡି ମୁଖିଆ । କହିଲେ, ବିଧାନସଭାରେ ଯେତିକି ସରକାରଙ୍କର ଗୁରୁତ୍ବ ରହିଛି ସେତିକି ଗୁରତ୍ବ ରହିଛି ବିରୋଧୀଙ୍କର ।…

ସୁଭଦ୍ରାକୁ ନେଇ ତେଜିଲା ରାଜନୀତି: ବିରୋଧୀ ନେତାଙ୍କୁ କଡା ଜବାବ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସୁଭଦ୍ରା ଯୋଜାନକୁ ନେଇ ତେଜିଲା ରାଜନୀତି । ମୁହାଁମୁହିଁ ହେଲେ ଶାସକ ଓ ବିରୋଧୀ ଦଳ । ନିଜ ଏକ୍ସ ହ୍ୟାଣ୍ଡେଲରେ ସୁଭଦ୍ରା ଏସଓପିକୁ ନେଇ ସମାଲୋଚନା କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଯାହାକୁ ନେଇ କଡା ଜବାବ ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ । ପୁରୀରେ ଆୟୋଜିତ…

ତାଲିମ ନେବେ ନବ-ନିର୍ବାଚିତ ବିଜେଡ଼ି ବିଧାୟକ, ଦଳର ଅଭିଜ୍ଞ ନେତା ଦେବେ ପ୍ରଶିକ୍ଷଣ

ଭୁବନେଶ୍ୱର: ଆଜି ବିଜେଡ଼ି ବିଧାୟକଙ୍କ ପାଠଶାଳା ଆରମ୍ଭ ହେବ।। ତାଲିମ ନେବେ ବିଜେଡିର ୧୮ ନବ-ନିର୍ବାଚିତ ବିଧାୟକ। ବିଧାନସଭା ନୀତି ଓ ବିଧି ବ୍ୟବସ୍ଥା ସମ୍ପର୍କରେ ଦଳର ଅଭିଜ୍ଞ ବିଧାୟକ ଓ ନେତା ପ୍ରଶିକ୍ଷଣ ଦେବେ। ଆଜି ସକାଳ ୧୦ଟାରୁ ଆରମ୍ଭ ହେବ ବିଜେଡିର ନବ-ନିର୍ବାଚିତ ବିଧାୟକଙ୍କ…

କାହିଁକି ହରିୟାଣା ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ଚାହୁଁଛି ବିଜେପି

ହରିୟାଣା: ହରିୟାଣା ବିଧାନସଭା ନିର୍ବାଚନର ତାରିଖ ପରିବର୍ତ୍ତନ କରିବାକୁ ରାଜ୍ୟ ବିଜେପି ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଛି। ବିଜେପି ରାଜ୍ୟ ସଭାପତି ମୋହନ ଲାଲ ବାଦୋଲି ଚିଠିରେ ଲେଖିଛନ୍ତି ଯେ ୨୮ ଓ ୨୯ ସେପ୍ଟେମ୍ବର ଶନିବାର ଏବଂ ରବିବାର ପଡୁଛି। ଅକ୍ଟୋବର ୧ରେ ମତଦାନ ହେବ।…

ସୁଭଦ୍ରା…ପ୍ରତିଶ୍ରୁତି ପରେ ପ୍ରତାରଣା !

ଭୁବନେଶ୍ବର: ନିର୍ବାଚନ ପ୍ରଚାର ବେଳେ ବିଜେପିର ଅନ୍ୟତମ ପ୍ରମୁଖ ପ୍ରତିଶ୍ରୁତି ଥିଲା ସୁଭଦ୍ରା ଯୋଜନା। ପ୍ରତ୍ୟେକ ମହିଳାଙ୍କୁ ୫୦ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି। ହେଲେ ଶୁକ୍ରବାର ଯୋଜନାର ଏସଓପି ଜାରି କରିବା ପରେ ବିଜେପି ସରକାରକୁ ଜୋରଦାର ବିରୋଧ କରିଛନ୍ତି ବିରୋଧୀ।…

ବାଚସ୍ପତିଙ୍କୁ ଅସମ୍ମାନ; ନିନ୍ଦା ପ୍ରସ୍ତାବ ପାରିତ କଲା ଶାସକ ଦଳ

ଭୁବନେଶ୍ବର: ଗୃହରେ ଜାରି ରହିଛି ବିରୋଧୀଙ୍କ ହଟ୍ଟଗୋଳ । ପୋଡିୟମ ଉପରକୁ ଚଢିବା ବାଚସ୍ପତିଙ୍କ ମାଇକ ଟାଣିବା ଯେମିତି ନିତିଦିନିଆ କଥା ହୋଇଯାଇଛି । ଆଜିକୁ ୫ ଦିନ ହେଲାଣି ଆରମ୍ଭ ହେଲାଣି ଚଳିତ ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । ହେଲେ ପ୍ରଶ୍ନକାଳ ପରେ ଚାଲିପାରୁନି ଗୃହ ।…

ଯୋଗୀ ନୁହଁନ୍ତି, ଶାହ ପସନ୍ଦ

ନୂଆଦିଲ୍ଲୀ: ବିଜେପିରେ ନରେନ୍ଦ୍ର ମୋଦିଙ୍କ ପରେ କିଏ ହେବ ତାଙ୍କ ଉତ୍ତରାଧିକାରୀ ? କାହା ଉପରେ ଅଧିକ ଭରସା କରିବ ବିଜେପି ? ପ୍ରଧାନମନ୍ତ୍ରୀ ଭାବେ ତୃତୀୟ କାର୍ଯ୍ୟକାଳ ସରିବା ଆଗରୁ ମୋଦିଙ୍କୁ ୭୫ରୁ ବର୍ଷରୁ ଅଧିକ ବୟସ ହୋଇସାରିଥିବ । କେବଳ ରାଜନୈତିକ ବିଶେଷଜ୍ଞ ନୁହଁନ୍ତି, ବିଜେପି…

ଷ୍ଟିୟରିଂ କମିଟିରେ ଆଉ ୭ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ, ଏଥିରେ ବି ନାହାଁନ୍ତି ତାରା

ଭୁବନେଶ୍ଵର: ପିସିସି ଷ୍ଟିୟରିଂ କମିଟିରେ ସାମିଲ ହେଲେ ଆଉ ୭ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ । ଏହି ସଦସ୍ୟଙ୍କ ମଧ୍ୟରେ ଅଛନ୍ତି ଶରତ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ନରସିଂହ ମିଶ୍ର, ରାମଚନ୍ଦ୍ର ଖୁଣ୍ଟିଆ, ସନ୍ତୋଷ ସିଂହ ସାଲୁଜା ଓ ଶରତ ରାଉତ । ତେବେ ଏଥିରୁ ମଧ୍ୟ…

ତାତିଲେଣି ବିରୋଧୀ…ମଦମୃତ୍ୟୁର ତଦନ୍ତ କେବେ?

ଭୁବନେଶ୍ବର: ବିଧାନସଭାରେ ଚିକିଟି ମଦମୃତ୍ୟୁ ତାତି। ଉଠିଲା ପଡିଲା ପ୍ରଶ୍ନକାଳ । ଗୃହରେ ଜୋରଦାର ବିରୋଧ ପ୍ରଦର୍ଶନ କରିଛନ୍ତି ବିରୋଧୀ। ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଇସ୍ତଫା ଦାବି କରି ବିଜେଡି ବିଧାୟକ ଗୃହର ମଧ୍ୟ ଭାଗକୁ ଆସି ହୋହଲ୍ଲା କରିଥିଲେ । ବାଚସ୍ପତିଙ୍କ ପୋଡିୟମ…

ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିଲେ ବିଜେଡି ବିଧାୟକ, ବିରୋଧୀଙ୍କ ଡ୍ରାମା କହିଲେ ଶାସକ ବିଧାୟକ

ଭୁବନେଶ୍ବର: ଲଗାତାର ୩ ଦିନ ହେଲା ଚାଲିପାରୁନି ଗୃହ । ବିରୋଧୀଙ୍କ ହୋହାଲ୍ଲା, ଓ ସରକାର ବିରୋଧୀ ଆଭିମୁଖ୍ୟ ଗୃହରେ ଜାରି ରହିଛି । ପ୍ରଥମେ ଛାତ୍ର ସଂସଦ ନିର୍ବାଚନ ଓ ପରେ ଚିକିଟି ମଦ ମୃତ୍ୟୁ ନେଇ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀ କଂଗ୍ରେସ ଓ ବିଜେଡି ଗୃହରେ ହଟ୍ଟଗୋଳ…