Latest Odisha News

BREAKING NEWS

Browsing Category

ରାଜନୀତି

ବିଜେଡି ଜନଜାଗରଣ ଅଭିଯାନ ପଛର କାରଣ କ’ଣ?

ଭୁବନେଶ୍ବର: ଅଗଷ୍ଟ ୧୬ରୁ ପ୍ରତି ପଞ୍ଚାୟତରେ ବିଜେଡି ଆରମ୍ଭ କରିବ ଜନଜାଗରଣ ଅଭିଯାନ । ଭତ୍ତାକୁ ନେଇ ବିଜେପିକୁ ସୋସିଆଲ୍ ମିଡିଆରେ ସିଧା ଆଟାକ୍ କରିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ। ବିଜେପିର ପ୍ରତିଶ୍ରୁତି ପାଣିର ଗାର ହୋଇଛି। ଭତ୍ତାଧାରୀ ବୟସ୍କ ତଥା ରାଜ୍ୟବାସୀଙ୍କ ସହ ପ୍ରତାରଣା…

“ଭାରତ ମାତା କି ଜୟ”, ଭୁଲ୍ ଲେଖିଲେ ମନ୍ତ୍ରୀ, ଟାର୍ଗେଟ କଲେ ଲେଖାଶ୍ରୀ

ଭୁବନେଶ୍ବର: ‘ଭାରତ ମାତା କି ଜୟ’ ଭୁଲ୍ କରି ‘ଡାରତ ମାତା କି ଜୟ’ ବୋଲି ଲେଖିଦେଲେ ରାଜସ୍ବ ମନ୍ତ୍ରୀ । ସଂଶୋଧନ କଲେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ । ଯାହାକୁ ନେଇ କଡା ନିନ୍ଦା କରିଛି ବିଜେଡି । ଓଡିଶାର ଶାସନ କୁଳାଙ୍ଗାରଙ୍କ ହାତରେ ଅଛି ବୋଲି କହି ଧିକ୍କାର କରିଛି । ତେବେ…

ସେଂଟ୍ ମାର୍ଟିନ ପାଇଁ ହସିନାଙ୍କୁ ତଡିଲା ଆମେରିକା ?

ନୂଆଦିଲ୍ଲୀ: ବାଂଲାଦେଶର ଏକ ଛୋଟ ଆଇଲାଣ୍ଡ୍ ହେଲା କି ଶେଖ୍ ହସିନାଙ୍କ କ୍ଷମତାଚ୍ୟୁତର କାରଣ ? ଆଇଲାଣ୍ଡର ସାର୍ବଭୌମତ୍ୱ ନ ମିଳିବାରୁ ହସିନା ସରକାର ବିରୋଧରେ ଷଡଯନ୍ତ୍ର କରିଥିଲା କି ଆମେରିକା ? ବାଂଲାଦେଶର ବିକ୍ଷୋଭ ଓ ପ୍ରତିବାଦ ପଛରେ ଆମେରିକାର ହାତ ନେଇ ପ୍ରଥମ ଥର ପାଇଁ ଇସାରା କରିଛନ୍ତି…

ତାତିଲେ ହିନ୍ଦୁ, ଚେତିଲା ବାଂଲାଦେଶ

ନୂଆଦିଲ୍ଲୀ: ବାଂଲାଦେଶରେ ପରିବର୍ତ୍ତିତ ପରିସ୍ଥିତିରେ ସଂଖ୍ୟାଲଘୁ ହିନ୍ଦୁ ଓ ମନ୍ଦିର ଉପରେ ଆକ୍ରମଣ ହେଉଛି । ଅଗଷ୍ଟ ୫ ତାରିଖରୁ ବାଂଲାଦେଶୀ ହିନ୍ଦୁ ସଂପ୍ରଦାୟ ଉପରେ ଲଗାତର ଆକ୍ରମଣ କରୁଛନ୍ତି ଆନ୍ଦୋଳନକାରୀ । ମନ୍ଦିରରେ ଭଙ୍ଗାରୁଜା କରିଛନ୍ତି । ହିଂସା ବଢିଚାଲିଥିବା ବେଳେ ଏହାର…

ହିଣ୍ଡେନବର୍ଗର ନୂଆ ବୋମା : ସେବି-ଅଦାନୀ ଭିତିରିଆ କାରବାର!   

ନୂଆଦିଲ୍ଲୀ: ଆମେରିକାର ସର୍ଟ ସେଲିଂ କମ୍ପାନୀ ହିଣ୍ଡେନବର୍ଗ ରିସର୍ଚ୍ଚର ଆଉ ଏକ ଖୁଲାସା । ଏଥର ଭାରତର ପ୍ରତିଭୂତି ବିନିମୟ ବୋର୍ଡ - ସେବି ଅଧ୍ୟକ୍ଷା ମାଧବୀ ବୁଚ୍ ଓ ସ୍ୱାମୀ ଧୱଲଙ୍କ ବିରୋଧରେ ଗୁରୁତର ଅଭିଯୋଗ । ଅଦାନୀ ଗ୍ରୁପ୍ ସ୍କାମ ସହ ସେବି ଅଧ୍ୟକ୍ଷା ଓ ତାଙ୍କ ସ୍ୱାମୀ ଜଡିତ ବୋଲି…

ପୁଣି ଖବରରେ ପାଣ୍ଡିଆନ, କିଛି ଏମିତି କହିଲେ ଆଇନମନ୍ତ୍ରୀ……

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ଘନ ଘନ ଗସ୍ତ କରୁଥିଲେ ପୂର୍ବ ସରକାରଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭିକେ ପାଣ୍ଡିଆନ । ହେଲିକପ୍ଟର ଧରି ଜିଲ୍ଲାରୁ ଜିଲ୍ଲା ଘୂରିବୁଲୁଥିଲେ । ଖବର, ପୋଷ୍ଟର, ବ୍ୟାନର, ସଭାସ୍ଥଳ ସବୁଠି ଆଗ ଧାଡିରେ ରହୁଥିଲେ । ହେଲେ ଏବେ ତାଙ୍କର ଟେର୍ ନାହିଁ ।…

ଆପ୍‌କୁ କିପରି ସମ୍ଭାଳିବେ ସିସୋଦିଆ ?

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଜାମିନରେ ଜେଲରୁ ମୁକୁଳିଛନ୍ତି ମନୀଷ ସିସୋଦିଆ । ଜେଲରୁ ମୁକୁଳିବା ସିସୋଦିଆଙ୍କ ପାଇଁ ଆଶ୍ୱସ୍ତିର ବିଷୟ । ବିନା ଅରବିନ୍ଦ କେଜରୀୱାଲରେ ଚାଲିଥିବା ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାରକୁ ମଧ୍ୟ ମିଳିଛି ବଡ ଆଶ୍ୱସ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ…

ବାଂଲାଦେଶରେ ଥମୁନି ହିଂସା; ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ଇସ୍ତଫା!

ଢାକା: ବାଂଲାଦେଶର ସର୍ବୋଚ୍ଚ ଅଦାଲତର ପ୍ରଧାନ ବିଚାରପତି ଓବାଇଡୁଲ ହାସନ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ବିକ୍ଷୋଭକାରୀମାନେ ସୁପ୍ରିମକୋର୍ଟକୁ ଘେରି ରହିବା ସହ ପ୍ରଧାନ ବିଚାରପତିଙ୍କ ଇସ୍ତଫା ଦାବି କରିଥିଲେ। ଢାକା ଟ୍ରିବ୍ୟୁନ୍ ଖବରକାଗଜ ରିପୋର୍ଟ ଅନୁଯାୟୀ, ୬୫ ବର୍ଷୀୟୱପ୍ରଧାନ…

ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତର ତଦନ୍ତ ହେବ: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଭି.କେ ପାଣ୍ଡିଆନଙ୍କୁ ନେଇ ଓଡିଶା ରାଜନୀତି ପୁଣି ଉଷ୍ମ ହେବାକୁ ଯାଉଛି । ପୂର୍ବତନ ସରକାରରେ 5T ଚେୟାରମ୍ୟାନ୍ ଥିବା ଭି.କେ ପାଣ୍ଡିଆନ ହେଲିକପ୍ଟରରେ ରାଜ୍ୟ ଭ୍ରମଣରେ କରିଥିବା ଖର୍ଚ୍ଚ ଉପରେ ତଦନ୍ତ ଆରମ୍ଭ ହେବ। ଏହି ସୂଚନା ଦେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା…

ଇଭିଏମ୍ ଟାମ୍ପରିଂ ! ବିଜେଡି ଆଣିଲା ବଡ଼ ଅଭିଯୋଗ

ଭୁବନେଶ୍ବର: କେମିତି ନିର୍ବାଚନ ଜିତିଲା ବିଜେପି? ଦଳର ବିଜୟ ଜନାଦେଶ ନା ଯନ୍ତ୍ରାଦେଶ ? ଭୋଟ୍ ଭେଳିକି ଦେଖାଇ କରାଯାଇଥିଲା କି ଇଭିଏମ୍ ଟାମ୍ପରିଂ ? ଜନତାଙ୍କ ସ୍ବର ଦବାଇ ଇଭିଏମରେ କରାଯାଇଥିଲା କି ଖେଳ ? ଗଣତନ୍ତ୍ର ପ୍ରତି ବିଜେପି କରିଛି କି ଷଡ଼ଯନ୍ତ୍ର? ରାଜ୍ୟରେ କେମିତି ୨୦ଟି ଲୋକସଭା…