Latest Odisha News

BREAKING NEWS

Browsing Category

ରାଜନୀତି

ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତର ତଦନ୍ତ ହେବ: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଭି.କେ ପାଣ୍ଡିଆନଙ୍କୁ ନେଇ ଓଡିଶା ରାଜନୀତି ପୁଣି ଉଷ୍ମ ହେବାକୁ ଯାଉଛି । ପୂର୍ବତନ ସରକାରରେ 5T ଚେୟାରମ୍ୟାନ୍ ଥିବା ଭି.କେ ପାଣ୍ଡିଆନ ହେଲିକପ୍ଟରରେ ରାଜ୍ୟ ଭ୍ରମଣରେ କରିଥିବା ଖର୍ଚ୍ଚ ଉପରେ ତଦନ୍ତ ଆରମ୍ଭ ହେବ। ଏହି ସୂଚନା ଦେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା…

ଇଭିଏମ୍ ଟାମ୍ପରିଂ ! ବିଜେଡି ଆଣିଲା ବଡ଼ ଅଭିଯୋଗ

ଭୁବନେଶ୍ବର: କେମିତି ନିର୍ବାଚନ ଜିତିଲା ବିଜେପି? ଦଳର ବିଜୟ ଜନାଦେଶ ନା ଯନ୍ତ୍ରାଦେଶ ? ଭୋଟ୍ ଭେଳିକି ଦେଖାଇ କରାଯାଇଥିଲା କି ଇଭିଏମ୍ ଟାମ୍ପରିଂ ? ଜନତାଙ୍କ ସ୍ବର ଦବାଇ ଇଭିଏମରେ କରାଯାଇଥିଲା କି ଖେଳ ? ଗଣତନ୍ତ୍ର ପ୍ରତି ବିଜେପି କରିଛି କି ଷଡ଼ଯନ୍ତ୍ର? ରାଜ୍ୟରେ କେମିତି ୨୦ଟି ଲୋକସଭା…

ଆଳୁ ବଦନାମି…ପଛରେ କାହାର ଷଡଯନ୍ତ୍ର?

ଭୁବନେଶ୍ବର: ରାଜ୍ୟରେ ଥମିବାର ନାଁ ନେଉନି ଆଳୁ ସଂକଟ। ବଜାରରୁ ଗାଏବ ହେଲାଣି ଆଳୁ, ଚଢା ଦର ଦେଖି ଖାଉଟି ନିରାଶ । ନିତିଦିନିଆ ପରିବା ଭାବେ ବ୍ୟବହାର ହେଉଥିବା ଆଳୁ ପାଇଁ ସମସ୍ୟା ଭୋଗୁଛନ୍ତି ଲୋକେ । ସଂକଟ ଦିନେ କି ଦୁଇ ଦିନ ନୁହେଁ ସପ୍ତାହ ସପ୍ତାହ ଧରି କଣ୍ଟ୍ରୋଲକୁ ଆସୁନି ଆଳୁ ଦର । ନା…

ନବୀନ ନେଇଥିଲେ ଆକ୍ସନ୍, ମୋହନ ଦେଲେ ପୁରସ୍କାର

ନୂଆଦିଲ୍ଲୀ: ନବୀନ ସରକାର ବେଳେ ହୋଇଥିଲେ କୋଣଠେସା, ମୋହନ ସରକାର ଦେଲେ ପୁରସ୍କାର । ରାଜ୍ୟରେ ବିଜେପି ସରକାର ଆଇଏଏସ ସ୍ତରରେ ବଡଧରଣର ଅଦଳବଦଳ କରିଛନ୍ତି । ୨୦ଟି ଜିଲ୍ଲାରେ ଜିଲ୍ଲାପାଳ ବଦଳିଥିବା ବେଳେ ଦୀର୍ଘଦିନ ହେଲା କୋଣଠେସା ହୋଇ ରହିଥିବା ଅଧିକାରୀଙ୍କୁ ବଡ ଦାୟିତ୍ବ ଦିଆଯାଇଛି । ନବୀନ…

ଫଡନାଭିସ ହେବେ ବିଜେପି ଅଧ୍ୟକ୍ଷ ?

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବିଜେପି ହେଭିୱେଟ୍ ଦେବେନ୍ଦ୍ର ଫଡନାଭିସଙ୍କୁ ମିଳିବ କି ଗୁରୁଦାୟିତ୍ୱ ? ଦଳର ରାଷ୍ଟ୍ରୀୟ ସଭାପତି ଭାବେ ଫଡନାଭିସଙ୍କୁ ଦିଆଯିବ କି ଦାୟିତ୍ୱ ? ଦେବେନ୍ଦ୍ର ଫଡନାଭିସଙ୍କୁ ନେଇ ଏମିତି କିଛି ଚର୍ଚ୍ଚା ହେବାରେ ଲାଗିଛି । ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଆଉ…

ଆଳୁ ପଛରେ ଭାଇଙ୍କ ହାତ!, କାହିଁକି ଏମିତି କହିଲେ ଯୋଗାଣ ମନ୍ତ୍ରୀ…..

ଭୁବନେଶ୍ବର: ରାଜ୍ୟରେ ପୁଣି ଆଳୁ ଦର ଉପରମୁହାଁ ହୋଇଥିବା ବେଳେ ଏଥିରେ ବଳି ପଡିଛନ୍ତି ଖାଉଟି । ଖୁଚୁରା ଦେକାନୀ ୬୦ ଟଙ୍କା ଚଢା ଦରରେ ଆଳୁ ବିକ୍ରି କରୁଛନ୍ତି । ଅନ୍ୟପକ୍ଷରେ ସରକାରଙ୍କ ହସ୍ତକ୍ଷେପ ପରେ ବି ସ୍ଥିତି ସୁଧୁରୁନି ।  ଫେଲ୍ ମାରିଛି ସରକାରଙ୍କ ସବୁ ଯୋଜନା । ପ୍ରଥମେ…

ମଦକୁ ନେଇ ବଡ ବୟାନ ଦେଲେ ମନ୍ତ୍ରୀ…..

ଭୁବନେଶ୍ବର: ବିଜେପି ଶାସନ ଅଧିନରେ ଓଡିଶା ଆସିବା ପରେ ଗୋଟିଏ ପ୍ରସଙ୍ଗ ବେଶ୍ ଚର୍ଚ୍ଚା ଧରିଥିଲା ତାହା ହେଲା ନିଶାମୁକ୍ତ ଓଡିଶା । କାରଣ ପୁର୍ବରୁ ମଧ୍ୟ ଦେଖାଦେଇଛି ଯେ ବିଜେପି ରାଜ୍ୟ ମାନଙ୍କରେ ମଦକୁ ବ୍ୟାନ୍ କରାଯାଇଛି । ଯାହାକୁ ନେଇ ଅନେକ ମନ୍ତବ୍ୟ ମଧ୍ୟ ପ୍ରକାଶ ପାଇଥିଲା । ଏନେଇ…

କେତେ ଦେଖାଇଲେ କେତେ ଲୁଚାଇଲେ ?

ଭୁବନେଶ୍ବର: ୨୦୨୪ ନିର୍ବାଚନରେ କେତେ ଟଙ୍କା ଖର୍ଚ୍ଚ କରିଛି ବିଜେଡି ? ନିର୍ବାଚନ କମିଶନଙ୍କ ପାଖରେ ବିଜେଡି ନିର୍ବାଚନୀ ଖର୍ଚ୍ଚ ନେଇ ସତ୍ୟପାଠ ଦାଖଲ କରିଛି। ଏଥିରେ ବିଧାୟକ ଓ ଲୋକସଭା ପ୍ରାର୍ଥୀଙ୍କୁ ଦଳ ଦେଇଥିବା ଟଙ୍କା ସଂପର୍କରେ ସୂଚନା ଦିଆଯାଇଛି। ଗତ ନିର୍ବାଚନରେ ନିଜ ପ୍ରାର୍ଥୀଙ୍କୁ…

ବାଂଲାଦେଶୀ ହିଂସାରେ ଥର ହର ଭାରତ, ଘିଅ ଢାଳୁଛନ୍ତି ବିରୋଧୀ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ପଦ ଛାଡି ଦେଶ ତ୍ୟାଗ କରିବାର ୩ ଦିନ ବିତିଯାଇଥିଲେ ବି ଶାନ୍ତ ହଉନି ବାଂଲାଦେଶ । ଦେଖିବାକୁ ଗଲେ ସ୍ଥିତି ଆହୁରି ବିଗିଡି ବିଗିଡି ଯାଉଛି । ଆଉ ପ୍ରବାସୀ ଭାରତୀୟଙ୍କ କଥା ତ ନକହିବା ଭଲ । ହସିନା ଦେଶ ଛାଡିବା ପରେ ଭାରତୀୟଙ୍କ ପ୍ରତି…

ସରକାରୀ କର୍ମଚାରୀଙ୍କ ଗୁପ୍ତ ଚରିତ୍ର ପଞ୍ଜିକାରୁ ହଟିଲା ୫-ଟି ଚାର୍ଟର

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ଗୁପ୍ତ ଚରିତ୍ର ପଞ୍ଜିକାରୁ ହଟିଲା ଫାଇଭ୍ -ଟି ଚାର୍ଟ । 5T ଚାର୍ଟର ଓ ‘ମୋ ସରକାର’ ହଟାଇବାକୁ ଜିଏ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। କ, ଖ ଏବଂ ଗ ବର୍ଗର ସରକାରୀ କର୍ମଚାରୀଙ୍କ ସିସିଆର୍ ରୁ ଏହା ହଟାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏବେ ଏହାର କୌଣସି…