Latest Odisha News

BREAKING NEWS

Browsing Category

ରାଜନୀତି

ଧାମନଗରରେ ବାଜି ମାରିଲା ବିଜେପି,ବିଜୟୀ ହେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ: ଧାମନଗରରେ ବାଜି ମାରିଲା ବିଜେପି । ଧାମନଗରରୁ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ।ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ସଞ୍ଜୟ ଦାସଙ୍କୁ ହରାଇ ଧାମନଗର ଆସନ ହାତେଇଛନ୍ତି । ସୁରଜ ୭ ହଜାର ୯୩୧ ଭୋଟରେ ସଞ୍ଜୟଙ୍କୁ ପରାସ୍ତ କରିଛନ୍ତି । ଏହି…

ଜୟପୁର ଆସନରେ ପୁଣି ସ୍ଥିତି ବଜାୟ ରଖିଲେ ତାରା

ଜୟପୁର: ଜୟପୁର ବିଧାନସଭାରେ କଂଗ୍ରେସ ବିଜୟୀ । କଂଗ୍ରେସ ପ୍ରାର୍ଥୀ ତାରା ବାହିନୀପତି ବିଜୟୀ । ବିଜେଡିର ଇନ୍ଦିରା ନନ୍ଦଙ୍କୁ ହରାଇଲେ ତାରା । କଂଗ୍ରେସର ହେଭିଓ୍ବେଟ୍ ନେତା ତାରାପ୍ରସାଦ ବାହିନୀପତିଙ୍କ ଗଡ କୁହାଯାଉଥିବା ଜୟପୁର ଆସନ ଦିନେ ଥିଲା ବିଜେଡି କବଜାରେ । ବିଜେଡି ଟିକେଟରୁ…

ଭୁବନେଶ୍ୱରରୁ ବିଜୟୀ ହେଲେ ବିଜେପି ପ୍ରାର୍ଥି ଆପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର:ଭୁବନେଶ୍ୱରରୁ ବିଜୟୀ ହେଲେ ବିଜେପି ପ୍ରାର୍ଥି ଆପରାଜିତା ଷଡ଼ଙ୍ଗୀ । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ମନ୍ମଥ ରାଉତରାୟଙ୍କୁ ପ୍ରାୟ ୪୦,୦୦୦ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ବିଜୟ ହେବା ପରେ ଅପରାଜିତା କହିଛନ୍ତି ଓଡିଶାର ଜନତା ପରିବର୍ତ୍ତନ ଆଣିଲେ । ଓଡିଶାରେ ଡବଲ…

କାମ ଦେଲାନି ଷ୍ଟାର ଚେହେରା, ସାଲେପୁରରେ ଅରିନ୍ଦମଙ୍କୁ ହରାଇ ପ୍ରଶାନ୍ତ ବିଜୟୀ

କଟକ: ସାଲେପୁର ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ତଥା ଅଭିନେତା ଅରିନ୍ଦମ ରାୟଙ୍କୁ ପରାଜିତ କରି ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରା ବିଜୟୀ ହୋଇଛନ୍ତି । ଭୋଟ୍ ଗଣତି ଆରମ୍ଭରୁ ପ୍ରଶାନ୍ତ ଆଗୁଆ ରହିଥିଲେ ହେଁ ମଝିରେ କିଛି ରାଉଣ୍ଡରେ ଅରିନ୍ଦମ ଆଗୁଆ ଥିଲେ । ହେଲେ ଶେଷରେ…

ମଇଦାନରେ ଷ୍ଟାର ରାଜନେତା: ଜିତିଲେ ସିଦ୍ଧାନ୍ତ-ଆକାଶ, ହାରିଲେ ଅରିନ୍ଦମ-ବର୍ଷା

ଗଞ୍ଜାମ: ମଇଦାନକୁ ଓହ୍ଲାଇଥିଲେ ଷ୍ଟାର । ଲକ୍ଷ ଥିଲା ଆସନ ହାତେଇବା । ହେଲେ ସବୁ ମାରିଲା ଫେଲ୍ । ଜନତା ଦେଖାଇଦେଲେ ଗ୍ରାଉଣ୍ଡରେ କାମ ନଥିଲେ ଷ୍ଟାର ମୋହର କାମ ଦେବନି । ଏହାରି ଭିତରେ ୨ଟି ସ୍ଥାନରେ ଷ୍ଟାର ଜିତିଥିବା ବେଳେ ୨ଟି ସ୍ଥାନରେ ଫେଲ୍ ମାରିଛନ୍ତି । ତେବେ ଦିଗପହଣ୍ଡିରେ…

ବ୍ରହ୍ମଗିରିରୁ ବିଜେପି ପ୍ରାର୍ଥୀ ଉପାସନାଙ୍କ ବାଜିମାତ୍

ବ୍ରହ୍ମଗିରି: ବ୍ରହ୍ମଗିରିରେ ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ର ବିଜୟୀ । ବିଜେଡି ପ୍ରାର୍ଥୀ ଉମା ସାମନ୍ତରାୟଙ୍କୁ ପରାସ୍ତ କଲେ ଉପାସନା । ଦିବଙ୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ରଙ୍କୁ ଏଥର ମଇଦାନକୁ ଓହ୍ଲାଇଥିଲା ବିଜେପି । ଗତଥର ଦାଦା ଲଳିଟେନ୍ଦୁ…

ହିଞ୍ଜିଳିରୁ ଜିତିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ହିଞ୍ଜିଳି: ହିଞ୍ଜିଳରେ ବିଧାନସଭା ଆସନରେ ପ୍ରଚଣ୍ଡ ବହୁମତରେ ବିଜୟ ହାସଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪୩୯୩ରେ ଭୋଟରେ ବିଜୟ ହାସଲ କରିଛନ୍ତି ବିଜେଡ଼ି ସୁପ୍ରିମୋ । ଏହି ଆସନରେ ତାଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦିତା କରୁଥିଲେ ବିଜେପି ପ୍ରାର୍ଥୀ ଶିଶିର କୁମାର ମିଶ୍ର । ୨୦୧୯ରେ…

କଣ୍ଟାବାଞ୍ଜିରୁ ହାରିଲେ ନବୀନ ପଟ୍ଟନାୟକ, ଜିତିଲେ ଲକ୍ଷ୍ମଣ ବାଗ

କଣ୍ଟାବାଜି: କଣ୍ଟାବାଞ୍ଜିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାଜିତ । ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କ ଠାରୁ ପରାଜିତ ହେଲେ ନବୀନ । କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ରରେ ବିଜେଡି ସୁପ୍ରିମୋ ତଥା ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକ ପରାସ୍ତ ହୋଇଛନ୍ତି । ବିଜେପି ପ୍ରାର୍ଥୀ…

ସତ୍ୟବାଦୀରେ ବିଜେପି ପ୍ରାର୍ଥୀ ଓମ ପ୍ରକାଶ ମିଶ୍ର ବିଜୟ

ସତ୍ୟବାଦୀ: ପୁରୀ ଜିଲ୍ଲାର ୬ ବିଧାନସଭା ଆସନ ମଧ୍ୟରୁ ବିଜେପି ୪ଟି ଆସନରେ ବିଜୟ ଲାଭ କରିଛି । ନିମାପଡ଼ା, ପିପିଲି, ବ୍ରହ୍ମଗିରି ଏବଂ ସତ୍ୟବାଦୀ ବିଧାନସଭା ଆସନରେ ବିଜେପି ବିଜୟ ହୋଇଛି । ସତ୍ୟବାଦୀ ଆସନରେ ବିଜେପି ପ୍ରାର୍ଥୀ ଓମ ପ୍ରକାଶ ମିଶ୍ର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେଡି…

୩୯୬ ଭୋଟରେ ବିଜୟ ଲାଭ କଲେ ନୟାଗଡ ବିଜେଡି ପ୍ରାର୍ଥୀ ଅରୁଣ ସାହୁ

ନୟାଗଡ: ନୟାଗଡର ନିଜର ବଜାୟ ଜାରି ରଖିଲା ବିଜେଡି । ବିଜେଡି ପ୍ରାର୍ଥୀ ଅରୁଣ ସାହୁ ନୟାଗଡରେ ବିଜୟଲାଭ କରିଛନ୍ତି । ୮୧,୪୭୦ ଭୋଟ ପାଇ ସେ ବିଜେପି ପ୍ରର୍ଥୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କୁ ପରାସ୍ତ କରିଛନ୍ତି। ତେବେ ସେଠାରେ ଦୁହିଁଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିବା ବେଳେ ଅରୁଣ…