Latest Odisha News

BREAKING NEWS

Browsing Category

ରାଜନୀତି

ହାରିବା ଭୟରେ କହୁଛନ୍ତି ଆମେ ୟୁନିଭରସିଟି କରିବୁ, ୧୦ ବର୍ଷ ହେବ ଥିଲେ କୋଉଠି: ପାଣ୍ଡିଆନ

ଭଦ୍ରକ: ଗତଥର ଯାହାକୁ ସାଂସଦ କରିଥିଲେ, ସେ ଆପଣଙ୍କ ସୁଖଦୁଃଖରେ ସାମିଲ ହେଲେ କି? ଏବେ ହାରିବା ଭୟରେ ସେମାନେ ଆସି କହୁଛନ୍ତି ଆମେ ୟୁନିଭରସିଟି କରିବୁ । ୧୦ ବର୍ଷ କ୍ଷମତାରେ ଥିଲେ ଚାହିଁଥିଲେ ଆଗରୁ କରିପାରିଥାନ୍ତେ । ଓଡ଼ିଶାରେ କେନ୍ଦ୍ରଶିକ୍ଷାମନ୍ତ୍ରୀ ହୋଇଛନ୍ତି, ସେ ଓଡ଼ିଶାରେ ଏ…

ବିଜେଡ଼ିରେ ଯୋଗଦେଲେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁଙ୍କ ସହ ଶତାଧିକ କର୍ମୀ

ଭୁବନେଶ୍ୱର: ଆଜି ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁଙ୍କ ସହ ଶତାଧିକ ବିଜେପି କର୍ମୀ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଇଛନ୍ତି । ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ…

‘ଫାଇଭ୍ ଟି ନାଁରେ ୫ଟି ତାମିଲିଆନଙ୍କୁ ବିକ୍ରି ହୋଇଯାଇଛି ଓଡିଶା’

ପାଟକୁରା: ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଏବେ ଜୋର ଦାର ଚାଲିଛି ପ୍ରଚାର । ଗୋଟେ ପଟେ ଘନଘନ କେନ୍ଦ୍ରୀୟ ବିଜେପି ନେତାଙ୍କ ଓଡିଶା ଗସ୍ତ ତ ଆଉଗୋଟେ ପଟେ ବିଜେଡିର ମଙ୍ଗ ଧରିଛନ୍ତି ନିଜେ ସୁପ୍ରିମୋ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭିକେ ପାଣ୍ଡିଆନ । ସେପଟେ କଂଗ୍ରେସ ନେତା ବି…

ଧାମନଗରରେ ସୂରଜ ନା ସଞ୍ଜୟ !

ଭୁବନେଶ୍ବର: ଭଦ୍ରକ ଜିଲ୍ଲା ଧାମନଗର ବିଧାନସଭା ଆସନରେ କଡା ଟକ୍କର। କାଏମ ରହିବ ସୂର୍ଯ୍ୟବଂଶୀ ସୂରଜଙ୍କ କ୍ରେଜ୍ ନା ବାଜି ମାରିନେବେ ସଂଜୟ? ଧାମନଗର ଉପନିର୍ବାଚନରେ ଡେବ୍ୟୁ କରି ଚର୍ଚ୍ଚାକୁ ଆସିଥିବା ବିଜେପିର ଯୁବ ଚେହେରା ସୂର୍ଯ୍ୟବଂଶୀ ସୂରଜଙ୍କୁ ପୁଣି ଭରସା କରିଛି ଦଳ। ସେପଟେ ବିଜେଡି ଓ…

ଯାଜପୁରରେ ଭାଙ୍ଗିବ ବିଜେଡି ଗଡ଼ !

ଭୁବନେଶ୍ବର: ଦଳ ଗଠନ ପରଠୁ ଯାଜପୁର ବିଜେଡିର ଗଡ଼ ରହିଛି। ପ୍ରାର୍ଥୀ ବଦଳିଛନ୍ତି, ହେଲେ ବଦଳିନି ଫଳ। ଏଥର ବିଜେଡିର ଅଭେଦ୍ୟ ଦୁର୍ଗ ଦଖଲ କରିବାକୁ ରଣନୀତି କରିଛି ବିଜେପି। ଯାଜପୁର ବିଜେଡିର ଚେହେରା ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଏଥର ଯାଜପୁରରୁ ଦୂରେଇ ସମ୍ବଲପୁର ଲଢେଇ…

ଜଗଦ୍ଦେବଙ୍କୁ ଫସାଇବାକୁ ହୋଇଥିଲା ପ୍ଲାନ୍ !

ଭୁବନେଶ୍ବର: ଇଭିଏମ୍ ଭାଙ୍ଗିନଥିଲେ ପ୍ରଶାନ୍ତ ଜଗଦ୍ଦେବ । ସିସିଟିଭି ଫୁଟେଜରେ ହେଲା ସ୍ପଷ୍ଟ। ପ୍ରଶାନ୍ତଙ୍କୁ ଫସାଇବାକୁ ହୋଇଥିଲା କି ଷଡଯନ୍ତ୍ର ? ଯଦି ଷଡ଼ଯନ୍ତ୍ର ହୋଇଥିଲା, ଏହା ପଛରେ କିଏ ? କାହିଁକି ପ୍ରଶାନ୍ତଙ୍କୁ ଜେଲ୍ ପଠାଇବାକୁ ହୋଇଥିଲା ପ୍ଲାନ୍ ? ପ୍ରିଜାଇଡିଂ ଅଫିସରଙ୍କ ଭୂମିକା…

‘ବିଜେଡି ଆସିଲେ ନୂଆ-ଓ ଛାତ୍ରବୃତ୍ତି ରାଶି ବୃଦ୍ଧି କରାଯିବ, ପୁଅ ପାଇବେ ୧୨ ଓ ଝିଅ ପାଇବେ ୧୪ ହଜାର…

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଧୀନ ବେତନଟୀରେ ବିଜେଡି ବରିଷ୍ଠ ନେତା ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର । ଆୟୋଜିତ ଜନସଭାକୁ ସମ୍ବୋଧିତ କରିଛନ୍ତି ପାଣ୍ଡିଆନ । ସେଠାରୁ ସେ ସିଧା ସଳଖ ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଦିନରାତି କଠିନ…

‘ବିଜେପିକୁ ଭୋଟ୍ ଦିଅନ୍ତୁ, ଓଡ଼ିଆ ସନ୍ତାନକୁ ମୁଖ୍ୟମନ୍ତ୍ରୀ କରାଯିବ’

ଭଦ୍ରକ: ଭଦ୍ରକ ଚାନ୍ଦବାଲିରେ ବିଶାଳ ନିର୍ବାଚନ ରାଲି କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏହି ସମୟରେ ଜନସଭାକୁ ସମ୍ବୋଧିତ କରି ନବୀନ ସରକାର ଉପରେ ଗର୍ଜିଛନ୍ତି ଶାହା । ସେ କହିଛନ୍ତି ଯେ, ନବୀନ ଜଣେ ତାମିଲ ଲୋକକୁ ଉତ୍ତରାଧିକାରୀ କରିବାକୁ ଯାଉଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ…

ଧର୍ମଶାଳାରେ ଅନ୍ଧାରୀ ବିଜେ ଘଟଣାକୁ ନେଇ ଉତ୍ତେଜନା: ପୋଲିସ ଗାଡ଼ି ଭଙ୍ଗାରୁଜା, ୪ ଗିରଫ

ଯାଜପୁର: ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଦିବସ ପାଖେଇ ଆସୁଥିବା ବେଳେ ଯାଜପୁର ଜିଲ୍ଲାର ଧର୍ମଶାଳାରେ ରାଜନୈତିକ ହିଂସାକାଣ୍ଡ ଘଟିଛି। ଟଙ୍କା ବାଣ୍ଟିବା ସନ୍ଦେହରେ ଉତ୍ତେଜନା ଦେଖିବାକୁ ମିଳିଛି। ଗତକାଲି କାଦୁଆମାଗୁରା ଗାଁରେ ଜିଲ୍ଲା ପରିଷଦ ସଭ୍ୟାଙ୍କ ସ୍ବାମୀଙ୍କୁ ଅଟକ ରଖିଥିଲେ…

‘ଇଣ୍ଡିଆ ମେଣ୍ଟରେ ସାମିଲ ହେବେନି, କିନ୍ତୁ ମୋ ହୃଦୟ ସେଠି ରହିବ’

କୋଲକତା: ଆସନ୍ତା ୧ ତାରିଖରେ ବିରୋଧୀ ମେଣ୍ଟ ଇଣ୍ଡିଆର ବୈଠକ ଦିଲ୍ଲୀରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ହେଲେ ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗଦେବେନି । ବାତ୍ୟା ରେମାଲ ଓ ସେହି ଦିନ ରାଜ୍ୟରେ ହେବାକୁ ଥିବା ଭୋଟ୍ ପାଇଁ ସେ ବୈଠକରେ ଯୋଗଦେବେନି ବୋଲି…