Latest Odisha News

BREAKING NEWS

Browsing Category

ରାଜନୀତି

ରାଜ୍ୟସଭା ପାୱାର ଗେମ୍

ନୂଆଦିଲ୍ଲୀ: ଲୋକସଭାରେ ସଂଖ୍ୟାଗରିଷ୍ଠତା ନଥିବାରୁ ବିଜେପି ଜେଡିୟୁ ଓ ଟିଡିପି ଉପରେ ନିର୍ଭରଶୀଳ । ଏନଡିଏର ଦୁଇ ମୁଖ୍ୟ ଅଂଶୀଦାରଙ୍କ ସମର୍ଥନ ଉପରେ ନିର୍ଭର କରୁଛି ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳ । ବର୍ତ୍ତମାନ ରାଜ୍ୟସଭାରେ ମଧ୍ୟ ଏନଡିଏର ଦୁର୍ବଳ ସ୍ଥିତି । ଶାସକ ମେଂଟକୁ ମାତ୍ ଦେବା…

ଇସ୍ତଫା ଦେଲେ ଅଜିତ ପାୱାରଙ୍କ ଦଳର ୪ ତୁଙ୍ଗ ନେତା

ମୁମ୍ବାଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କ ଦଳର ୪ ତୁଙ୍ଗ ନେତା ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେଇଥିବା ଏହି ନେତାମାନେ ଦଳର ପିମ୍ପରି- ଚିଞ୍ଚୱାଡ ୟୁନିଟର ସଦସ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ଯରେ ରହିଛନ୍ତି ଏନସିପିର ପିମ୍ପରି- ଚିଞ୍ଚୱାଡ ୟୁନିଟ…

୨୦ରେ ବସିବ ବିଜେଡି ବିଧାୟକ ଦଳ ବୈଠକ, ପ୍ରସ୍ତୁତ ହେବ ରଣନୀତି

ଭୁବନେଶ୍ବର: ଆସନ୍ତା ଜୁଲାଇ ୨୦ ତାରିଖରେ ବସିବ ବିଜେଡି ବିଧାୟକ ଦଳ ବୈଠକ। ଅପରାହ୍ନରେ ଶଙ୍ଖ ଭବନରେ ବସିବ ବୈଠକ। ଶଙ୍ଖ ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଅଧ୍ୟକ୍ଷତା କରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ବୈଠକରେ ବିଧାନସଭା ପାଇଁ ପ୍ରସ୍ତୁତ ହେବ ରଣନୀତି। ଶୁକ୍ରବାର…

ନୂଆ ଏଜି ନିଯୁକ୍ତିରେ ବିଳମ୍ବ: ଲେଖାଶ୍ରୀଙ୍କ ସମାଲୋଚନାକୁ ମନୋଜ ଦେଲେ ମୁହଁତୋଡ ଜବାବ

ଭୁବନେଶ୍ୱର: ମୋହନ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାରର ମାସେ ପୂରିବା ସତ୍ତ୍ୱେ ଆଡଭୋକେଟ ଜେନେରାଲ (ଏଜି) ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡ଼ିଥିବାରୁ ବିରୋଧୀ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ସମାଲୋଚନା ଆରମ୍ଭ ହୋଇଛି। ବିଳମ୍ବ ଯୋଗୁଁ ଅସନ୍ତୋଷ ବଢିବା ସହ ଏହି ପଦ ପାଇଁ ଆଶାୟୀଙ୍କ…

କିଏ ଏହି ଜେଡି ଭାନ୍ସ, ଯାହାଙ୍କର ଭାରତ ସହିତ ରହିଛି ଖାସ ସମ୍ପର୍କ…

ଓ୍ବାଶିଂଟନ: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଉପରାଷ୍ଟ୍ରପତି ପଦ ପାଇଁ ଜେଡି ଭାନ୍ସଙ୍କୁ ଚୟନ କରିଛନ୍ତି। ତେବେ ଖାସ କଥା ହେଉଛି ୨୦୧୬ରେ ଜେଡି ଭାନ୍ସ ଟ୍ରମ୍ପଙ୍କ ଜଣେ କଠୋର ସମାଲୋଚକ ଥିଲେ। କିନ୍ତୁ ବର୍ତ୍ତମାନ ସେ ଟ୍ରମ୍ପଙ୍କ…

ଏଏସଓଙ୍କୁ ମାଡ ମାରିବା ଘଟଣା; ପୁଣି ବର୍ଷିଲା ବିଜେଡି

ଭୁବନେଶ୍ବର: ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡମାରିବା ଘଟଣାକୁ ପାଖାପାଖି ୮ ଦିନ ବିତିଯାଇଥିଲେ ମଧ୍ୟ ଏନେଇ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନାହିଁ ପ୍ରଶାସନ । ଲିଖିତ ଅଭିଯୋଗ ହେଲା ମାମାଲା ବି ରୁଜ୍ଜୁ ହେଲା ହେଲେ କିଛି ସୁଫଳ ମିଳିପାରିଲା ନାହିଁ । ଯାହାକୁ ନେଇ ଏବେ ପୁଣି ରାଜ୍ୟ…

ରାଜ୍ୟପାଳଙ୍କ ପୁଅ ବିରୋଧରେ ରାଜଭବନ ଆଗରେ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ବର: ରାଜଭବନ ଆଗରେ ବିକ୍ଷୋଭ କରୁଛି କଂଗ୍ରେସ । ଯୁବ ଓ ଛାତ୍ର କଂଗ୍ରେସ ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ରାଜଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନାରାବାଜି ଆରମ୍ଭ କରିଚନ୍ତି । ଏହା ସହିତ ଏଭଳି ଘଟଣା ପାଇଁ ରାଜ୍ୟପାଳ ଇସ୍ତଫା ଦେବା ସହିତ ଦୋଷୀ…

କଂଗ୍ରେସ ଭଳି ବିଜେପି ଭୁଲ ନ ଦୋହରାଉ, ନିଜ ଦଳକୁ କାହିଁକି ଏପରି କହିଲେ ଗଡ଼କରୀ?

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ନିଜ ଦଳ ବିଜେପିକୁ ନେଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ବିଜେପି କଂଗ୍ରେସର ଭୁଲର ପୁନରାବୃତ୍ତି କରିବା ଉଚିତ୍ ନୁହେଁ । ଗଡ଼କରୀ କହିଛନ୍ତି ଯେ ବିଜେପି ଏକ ଭିନ୍ନ ଚିନ୍ତାଧାରାର ଦଳ, ସେଥିପାଇଁ ଏହା ବାରମ୍ବାର ଲୋକଙ୍କ ବିଶ୍ୱାସ…

ମୁଖ୍ୟମନ୍ତ୍ରୀଙ୍କ ପ୍ରାକ୍ ବଜେଟ୍ ଆଲୋଚନା, ଅନଲାଇନ ମାଧ୍ୟମରେ ମିଳିଛି ୧୨,୦୦୦ ରୁ ଅଧିକ ମତାମତ

ଭୁବନେଶ୍ୱର: ‘ଲୋକଙ୍କ ବଜେଟ୍’ ଭାବରେ ସମସ୍ତଙ୍କ ଆଶା ଆକାଂକ୍ଷାକୁ ପ୍ରତିଫଳିତ କରିବ ଚଳିତ ବର୍ଷର ବଜେଟ୍ । ସେଥିପାଇଁ ସମାଜର ସବୁ ବର୍ଗଙ୍କ ମତାମତ ଆମେ ଗ୍ରହଣ କରାଯାଇଛି । ଲୋକଙ୍କ ସରକାର ଭାବରେ ସାଧାରଣ ଜନତାଙ୍କ ମତାମତକୁ ଗୁରୁତ୍ୱ ଦେବାର ଆମର ପରମ୍ପରା ଜାରି ରହିବ ବୋଲି ପ୍ରାକ୍ ବଜେଟ୍…

ବୟାନରେ ଲାଗିବ କି ଲଗାମ୍ ?

ଭୁବନେଶ୍ବର: ରାଜ୍ୟରେ ମୋହନ ସରକାରକୁ ପୂରିଛି ମାସେ । ପ୍ରଥମ ଥର କ୍ଷମତାକୁ ଆସିଥିବା ବିଜେପି ସରକାର ଜୁନ୍ ୧୨ତାରିଖରେ ଶପଥ ନେଇଥିଲେ । ୟା ଭିତରେ ମାସେ ବିତିଛି। ନୂଆ ଯୋଜନା କି ପଦକ୍ଷେପଠାରୁ ଅଧିକ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହିଛନ୍ତି ମନ୍ତ୍ରୀ। ବଡଠାକୁର ଚାରମାଳ ଉପରେ ପଡିବା…