Latest Odisha News

BREAKING NEWS

Browsing Category

ରାଜନୀତି

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ୩ ‘ସ’କୁ ଗୁରୁତ୍ୱ

ପୁରୀ: ପଦାଧିକାରୀ ବୈଠକ ପରେ ପୁରୀରେ ଆରମ୍ଭ ହୋଇଛି ବିଜେପିର କାର୍ଯ୍ୟକାରିଣୀ ବୈଠକ। ଏହାକୁ ଉଦଘାଟନ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ ଓ ବିଭିନ୍ନ ପଦାଧିକାରୀ ଏହି ବୈଠକରେ ଯୋଗ ଦେଇଛନ୍ତି। ରାଷ୍ଟ୍ରୀୟ…

ଆଜିଠୁ ବିଜେପିର କାର୍ଯ୍ୟକାରିଣୀ ବୈଠକ, ଯୋଗଦେବେ ଜେପି ନଡ୍ଡା

ପୁରୀ: ଆଜିଠୁ ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ପୁରୀ ବଳିଆପଣ୍ଡା ସ୍ଥିତ ଏକ ହୋଟେଲରେ ବସିବ ବୈଠକ । ପ୍ରତିଶ୍ରୁତି ପୂରଣ ପାଇଁ ପ୍ରସ୍ତୁତ ହେବ ସରକାରଙ୍କ ରୋଡ୍ ମ୍ୟାପ୍ । ବୈଠକରେ ଯୋଗ ଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ…

ଆମେ ରାଜକୋଷ ଲୁଟିବା ଯୋଜନାରେ ନାହୁଁ, ତେଣୁ ଡରିବାର ପ୍ରଶ୍ନ ଉଠୁନି: ପ୍ରତାପ ଷଡଙ୍ଗୀ

ଭୁବନେଶ୍ବର: ଆମେ ଅତ୍ୟନ୍ତ ଖୁସି ଯେ ଆମକୁ ଶକ୍ତ ବିରୋଧୀ ଦଳ ମିଳିଛି । ସେମାନେ ଆମକୁ ଜଗନ୍ତୁ ବୋଲି ବିରୋଧୀଙ୍କୁ ସମାଲୋଚନା କରି କହିଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ। ବାସ୍ତବରେ ବିଜେଡିର ଛାୟା କ୍ୟାବିନେଟକୁ ନେଇ ଏପରି କିଛି କହିଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ। ସେ ଆହୁରି ମଧ୍ୟ…

ରାଜ୍ୟ ଯୋଜନା ବୋର୍ଡକୁ ଭଙ୍ଗ କଲେ ମୋହନ ସରକାର

ଭୁବନେଶ୍ୱର: ରାଜ୍ୟ ଯୋଜନା ବୋର୍ଡକୁ ଭଙ୍ଗ କରିଦେଇଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଯୋଜନା ବୋର୍ଡଙ୍କୁ ଭଙ୍ଗ କରିବା ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସରକାରୀ ବିଜ୍ଞପ୍ତିରେ ଏହା କୁହାଯାଇଛି। ରାଜ୍ୟରେ ଭାରତୀୟ ଜନତା…

ଓଡ଼ିଶା ସମେତ ୬ଟି ରାଜ୍ୟକୁ ସ୍ୱତନ୍ତ୍ର ଅର୍ଥନୈତିକ ଅନୁଦାନ ଦେବାକୁ ବିଚାର କରିପାରନ୍ତି କେନ୍ଦ୍ର ସରକାର

ଭୁବନେଶ୍ୱର: ବିକାଶ ସୂଚକାଙ୍କରେ ପଛରେ ପଡ଼ିଥିବା ପ୍ରାୟ ୬ଟି ରାଜ୍ୟକୁ ସ୍ୱତନ୍ତ୍ର ଅର୍ଥନୈତିକ ଅନୁଦାନ ଦେବାକୁ ବିଚାର କରିପାରନ୍ତି କେନ୍ଦ୍ର ସରକାର । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ଚାଲିଥିବା ବେଳେ କେନ୍ଦ୍ରର ଏନଡିଏ ସରକାର ବଜେଟ ବେଳେ ଏପରି ଏକ ଘୋଷଣା କରିପାରେ। ଜାତୀୟ ଗଣମାଧ୍ୟମରେ…

ଲକ୍ଷ୍ନୌ ଏବଂ ଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକ, ବଦଳିବେ କି ୟୁପିର ମୁଖ୍ୟମନ୍ତ୍ରୀ?

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ରାଜନୈତିକ ହଟଚମଟ । ଲକ୍ଷ୍ନୌରୁ ଦିଲ୍ଲୀ ପର୍ଯ୍ୟନ୍ତ ବୈଠକ ପରେ ବୈଠକ ଚାଲିଛି। ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଖରାପ ପ୍ରଦର୍ଶନ ଯୋଗୁଁ ରାଜ୍ୟରେ ଦଳ ଅନେକ ପରିବର୍ତ୍ତନ କରିପାରେ ବୋଲି ଚର୍ଚ୍ଚା ହେଉଛି। ରାଜ୍ୟ କାର୍ଯ୍ୟକାରିଣୀ ବୈଠକ…

କମଲା ହାରିସ୍ ଆମେରିକାର ରାଷ୍ଟ୍ରପତି ହୋଇପାରନ୍ତି

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି କମଲା ହାରିସ୍ ଆମେରିକାର ରାଷ୍ଟ୍ରପତି ହୋଇପାରନ୍ତି। ନ୍ୟାସନାଲ ଆସୋସିଏସନ ଫର ଆଡଭାନ୍ସମେଣ୍ଟ ଅଫ୍ କଲର୍ଡ ପିପୁଲ୍ସ (NAACP) ବାର୍ଷିକ ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏଭଳି କହିଛନ୍ତି । ଆସନ୍ତା ନଭେମ୍ବର ୫ରେ ଆମେରିକାରେ…

ସମ୍ବିଧାନ ରାଜନୀତି

ନୂଆଦିଲ୍ଲୀ: ଜୋର୍ ଧରିଛି ସମ୍ବିଧାନ ରାଜନୀତି । କଂଗ୍ରେସର ସମ୍ବିଧାନ ବଂଚାଓର ଜବାବ ଦେବାକୁ ବିଜେପିର ଆକ୍ରମଣାତ୍ମକ ରଣନୀତି । ୧୯୭୫ରେ ଇନ୍ଦିରା ସରକାର ଜାରି କରିଥିବା ଜରୁରୀକାଳିନ ପରିସ୍ଥିତି ବିରୋଧରେ ପ୍ରତିବର୍ଷ ଜୁନ୍ ୨୫ ତାରିଖରେ ପାଳନ କରାଯିବ ସମ୍ବିଧାନ ହତ୍ୟା ଦିବସ । ବିଜେପି…

ସରକାରଙ୍କ କାର୍ଯ୍ୟ ଉପରେ ନିଘା ରଖିବେ ଦଳୀୟ ବିଧାୟକ, ଦାୟିତ୍ୱ ବାଣ୍ଟିଲେ ନବୀନ

ଭୁବନେଶ୍ୱର: ଦଳୀୟ ବିଧାୟକଙ୍କୁ ବିଭିନ୍ନ ବିଭାଗ ଉପରେ ନିଘା ରଖିବା ପାଇଁ ଦାୟିତ୍ୱ ବାଣ୍ଟିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିରୋଧୀ ଦଳ ହେଉଛି ଜନସାଧାରଣଙ୍କ ସ୍ୱାର୍ଥର ଜାଗ୍ରତ ପ୍ରହରୀ। ବିଧାନସଭାରେ ବିରୋଧୀ ଦଳର ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ରାଜ୍ୟ ସରକାରଙ୍କ…

ଉପନିର୍ବାଚନ ଫଳାଫଳ; ଇଣ୍ଡି ମେଣ୍ଟ ଆଡକୁ ଢଳୁଛନ୍ତି ଜନତା

ନୂଆଦିଲ୍ଲୀ: ନିକଟରେ ୭ଟି ରାଜ୍ୟର ୧୩ଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ଇଣ୍ଡିଆ ମେଂଟ ୧୦ଟି ଆସନରେ ବିଜୟୀ ହୋଇଛି । ବିଜେପି ୨ ଓ ସ୍ୱାଧୀନ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି । ଏହା ବଡଧରଣର ନିର୍ବାଚନ ନଥିଲେ ମଧ୍ୟ ଫଳାଫଳ ନେଇ କଂଗ୍ରେସ ଅତି ଉତ୍ସାହିତ ହୋଇପଡିଛି । ବିଜେପିର ଭୟ ଓ…