Latest Odisha News

BREAKING NEWS

Browsing Category

ରାଜନୀତି

ମନ୍ତ୍ରୀଙ୍କୁ ହେଲା ବିଭାଗ ବଣ୍ଟନ, ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିବ ଗୃହ ଓ ଅର୍ଥ ସହ ଏକାଧିକ ବିଭାଗ

ଭୁବନେଶ୍ଵର: ରାଜ୍ୟରେ ନୂଆ ସରକାର ମନ୍ତ୍ରୀଙ୍କୁ ହେଲା ବିଭାଗ ବଣ୍ଟନ । ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିବ ଗୃହ, ଅର୍ଥ, ସାଧାରଣ ପ୍ରଶାସନ, ସୂଚନା ଓ ଲୋକସମ୍ପର୍କ, ଜଳ ସମ୍ପଦ, ଯୋଜନା ଓ ସଂଯୋଜନ ବିଭାଗ । ସେହିପରି ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହ ଦେଓ- କୃଷି ଓ କୃଷକ ସଶକ୍ତୀକରଣ, ଶକ୍ତି…

5T ନାଁରେ ହରିଲୁଟ ଓ ଖଣି ଖାଦାନ ଲୁଟ୍‌ର ହିସାବ ମାଗିବୁ: ପୁରୋହିତ

ବରଗଡ଼: ପାଣ୍ଡିଆନଙ୍କୁ ଟାର୍ଗେଟ୍‌ କଲେ ସାଂସଦ ପ୍ରଦୀପ ପୁରୋହିତ । ଅତାବିରାରେ ରାଜ୍ୟ କୃଷକ ସଂଗଠନର ସମ୍ବର୍ଦ୍ଧନାରେ ପାଣ୍ଡିଆନଙ୍କୁ କଲେ ଟାର୍ଗେଟ୍‌। କହିଲେ ସନ୍ନ୍ୟାସ ନେଲେ ଚଳିବନି, ହିସାବ ଦେବାକୁ ପଡ଼ିବ । ‘5T ନାଁରେ ହରିଲୁଟ ଓ ଖଣି ଖାଦାନ ଲୁଟ୍‌ର ହିସାବ ମାଗିବ ବିଜେପି’। ଆଜି…

ପ୍ରିୟଙ୍କାଙ୍କ ପାଇଁ ଗୋଟିଏ ଆସନ ଛାଡିବେ ଭାଇ ରାହୁଲ !

ନୂଆଦିଲ୍ଲୀ: ରାହୁଲ ଗାନ୍ଧି ରାୟବରେଲି ଆସନକୁ ପାଖରେ ରଖିବେ ଏବଂ ଓ୍ବାୟନାଡ ଲୋକସଭାରୁ ଇସ୍ତଫା ଦେଇପାରନ୍ତି। ପ୍ରିୟଙ୍କା ଗାନ୍ଧି ଭଦ୍ରା ୱାୟନାଡ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଉପନିର୍ବାଚନ ଲଢିପାରନ୍ତି।ଏନଡିଟିଭି ରିପୋର୍ଟରେ କୁହାଯାଇଛି। ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ…

ପରିବେଶକୁ କ୍ଷତି ପହଁଚାଉଥିବା ଶିଳ୍ପ ଏବଂ ସମ୍ବଳର ଶୋଷଣ କରିବାକୁ ଦେବୁନି: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାର କୌଣସି ଶିଳ୍ପକୁ ପରିବେଶକୁ କ୍ଷତି ପହଞ୍ଚାଇବା ଓ ପ୍ରାକୃତିକ ସମ୍ପଦର ଶୋଷଣ କରିବାକୁ ଦେବେ ନାହିଁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ରାଜ୍ୟରେ ଦ୍ରୁତ ଶିଳ୍ପାୟନ ପାଇଁ ଆମ ସରକାର ସବୁ ପ୍ରକାର ପଦକ୍ଷେପ ନେବେ। ଏହା ସହିତ ଏହା ପରିବେଶଗତ…

ମୋହନ ସରକାର…ଆସୁ ଆସୁ ଆକ୍ସନ୍

ଭୁବନେଶ୍ବର: କ୍ଷମତାକୁ ଆସୁ ଆସୁ ଆକ୍ସନ୍ ମୋଡରେ ମୋହନ ସରକାର। ଶପଥ ଗ୍ରହଣ ସମାରୋହ ପରେ ନୂଆ ସରକାରର ପ୍ରଥମ  କ୍ୟାବିନେଟ୍ ବୈଠକରେ ହିଁ ରାଜ୍ୟବାସୀଙ୍କ ପାଇଁ ୪ଟି ବଡ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାରଙ୍କ ଅତିଥୀ ଭବନରୁ କାମ ଆରମ୍ଭ କରିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।…

ଏଇଥି ପାଇଁ ହୋଇପାରୁନି ବିଭାଗ ବଣ୍ଟନ

ଭୁବନେଶ୍ବର: ବିଜେପି ସରକାର ଦୁଇ ଦିନ ହେଲା ଶପଥ ନେଇ ସାରିଲେଣି। ହେଲେ ଏପର୍ଯ୍ୟନ୍ତ ମନ୍ତ୍ରୀଙ୍କୁ ହୋଇପାରିନି ବିଭାଗ ବଣ୍ଟନ । ସାଧାରଣତଃ ଶପଥ ନେବାର କିଛି ଘଣ୍ଟା ମଧ୍ୟରେ ବିଭାଗ ବଣ୍ଟନ କରାଯାଏ। ହେଲେ ଶପଥ ଗ୍ରହଣ ପରେ ବିଜେପି ସରକାର ଆକ୍ସନ୍ ମୋଡରେ ରହିଥିଲେ ବି ଏଯାଏଁ କିଏ କେଉଁ ବିଭାଗ…

ରୁଷିଛନ୍ତି ଜୟନାରାୟଣ !

ଭୁବନେଶ୍ବର: ନା ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ପଦ ମିଳିଲା ନା ମନ୍ତ୍ରିମଣ୍ଡଳରେ ମିଳିଲା ସ୍ଥାନ । ଅଭିମାନ କରିଛନ୍ତି କି ରାଜ୍ୟ ବିଜେପିର ପଶ୍ଚିମ ଓଡିଶା ଚେହେରା ଜୟନାରାୟଣ ମିଶ୍ର? ବୁଧବାର ରାଜ୍ୟରେ ବିଜେପିର ପ୍ରଥମ ସରକାରର ଶପଥ ଗ୍ରହଣ ଉତ୍ସହରେ ଜୟନାରାୟଣଙ୍କ ଅନୁପସ୍ଥିତିକୁ ନେଇ…

ଶାହ ଏବଂ ପୂର୍ବତନ ରାଜ୍ୟପାଳଙ୍କ ଭିଡିଓକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା, ସ୍ପଷ୍ଟୀକରଣ ରଖିଲେ ତାମିଲସାଇ

ନୂଆଦିଲ୍ଲୀ: ଅମିତ ଶାହା ତାମିଲିସାଇଙ୍କ ସହ କଥା ବାର୍ତ୍ତା କରୁଥିବାର ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ତାମିଲନାଡୁ ବିଜେପିରେ କୌଣସି ମତଭେଦକୁ ନେଇ ଚାଲିଥିବା କଳ୍ପନାଜଳ୍ପନା ହେଉଛି। ଏବେ ଏହାକୁ ନେଇ ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ ତାମିଲିସାଇ ସୌନ୍ଦରରାଜନ ଗୁରୁବାର ସ୍ପଷ୍ଟୀକରଣ…

ଲୋକସଭାରେ ବାଚସ୍ପତି ନିର୍ବାଚନ ଜୁନ୍ ୨୬

ନୂଆଦିଲ୍ଲୀ: ଅଷ୍ଟାଦଶ ଲୋକସଭା ଆରମ୍ଭ ହେବାର ଦୁଇ ଦିନ ପରେ ଜୁନ୍ ୨୬ ତାରିଖ ବୁଧବାର ଦିନ ନୂଆ ସାଂସଦମାନେ ବାଚସ୍ପତି ବାଛିବାକୁ ଯାଉଛନ୍ତି। ସରକାରୀ କାର୍ଯ୍ୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅଧିବେଶନ ଜୁଲାଇ ୩, ୨୦୨୪ ବୁଧବାର ଶେଷ ହେବ ବୋଲି ସରକାରୀ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି।…

ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କାମଚଳା ବାଚସ୍ପତି ଭାବେ ନିଯୁକ୍ତ

ଭୁବନେଶ୍ୱର: ନୂଆ ବିଧାନସଭାର ବାଚସ୍ପତି ନିର୍ବାଚିତ ହୋଇନଥିବା ବେଳେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ପ୍ରୋଟେମ୍ ସ୍ପିକର ବା କାମଚଳା ବାଚସ୍ପତି ଭାବେ ନିଯୁକ୍ତ କରାଯାଇଛି। ରାଜ୍ୟପାଳ ରଘୁବର ଦାସ ୮ ଥର ବିଧାୟକ ଥିବା ରାଜା ସ୍ୱାଇଁଙ୍କୁ ସପ୍ତଦଶ ବିଧାନସଭାର ପ୍ରୋଟେମ୍ ସ୍ପିକର…