Latest Odisha News

BREAKING NEWS

Browsing Category

ରାଜନୀତି

ରାଜ୍ୟସଭାରେ ବିଜେପି ପାଇଁ କାହିଁକି ଜରୁରୀ ବିଜେଡି ଏବଂ ଓ୍ବାଇଏସଆର କଂଗ୍ରେସ?

ଭୁବନେଶ୍ୱର: ଉଭୟ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶରେ ବିଜୁ ଜନତା ଦଳ  ଏବଂ ଓ୍ବାଇଏସଆର କଂଗ୍ରେସ କ୍ଷମତାଚ୍ୟୁତ ହୋଇଛନ୍ତି। ଓଡିଶାରେ ବିଜେପି କ୍ଷମତା ଗାଦିରେ ବସିଥିବା ବେଳେ ଆନ୍ଧ୍ରରେ ଟିଡିପି । ଉଭୟ ରାଜ୍ୟରେ ବିଜେପି କ୍ଷମତାରେ ରହିଛି। କିନ୍ତୁ ଏବେ ବି ୱାଇଏସଆରସିପି ଓ ବିଜେଡି ବିଜେପି…

ବିଜେପିର ବିଧାନସଭା ନିର୍ବାଚନ ଫୋକସ୍: ଧର୍ମେନ୍ଦ୍ରଙ୍କୁ ହରିୟାଣା ଓ ଅଶ୍ୱିନୀଙ୍କୁ ମହାରାଷ୍ଟ୍ର ଦାୟିତ୍ୱ

ନୂଅଦିଲ୍ଲୀ: ଦେଶରେ ସରିଛି ଲୋକସଭା ନିର୍ବାଚନ ଆଉ ଆଗକୁ ରହିଛି ୪ ରାଜ୍ୟର ବିଧାନସଭା ନିର୍ବାଚନ । ଯାହା ଉପରେ ଫୋକସ କରିଛି ବଜେପି । ଆଗାମୀ ଦିନରେ ମହାରାଷ୍ଟ୍ର, ହରିୟାଣା, ଝାଡଖଣ୍ଡ ଏବଂ ଜମ୍ମୁକଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଆଉ ଏହାକୁ ଦୃଷ୍ଟିରେ ରଖି ବିଜେପି…

ବୁଡାଇଦେଲା କି ଡିଲ୍ !

ଭୁବନେଶ୍ବର: ବିଜେଡି ଓ ବିଜେପି ମଧ୍ୟରେ ନିର୍ବାଚନ ପୂର୍ବରୁ ହୋଇଥିଲା କି ଡିଲ୍ ? ଲୋକସଭା ବିଜେପିକୁ ବିଧାନସଭା ବିଜେଡିକୁ ! ଡିଲ୍ ଅନୁସାରେ ହୋଇଥିଲା କି ବିଜେଡିର ପ୍ରାର୍ଥୀ ଚୟନ? କାହିଁକି ଦୁର୍ବଳ ପ୍ରାର୍ଥୀ ଦେଇଥିଲା ବିଜେଡି ? ସଂଗଠନ ସହ ଜଡିତ ନଥିବା ଆମଦାନୀ ନେତାଙ୍କୁ କାହିଁକି…

କହିଦେଲେ ମୁଖ୍ୟମନ୍ତ୍ରୀ, ଏଥର ଆକ୍ସନ୍ !

ଭୁବନେଶ୍ବର: ବିଜେଡି ସରକାରର ଦୁର୍ନୀତି ପ୍ରସଙ୍ଗକୁ ନେଇ ନିର୍ବାଚନରେ ଲୋକଙ୍କ ପାଖରେ ପହଞ୍ଚିଥିଲା ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୁଅନ୍ତୁ କି ରାଜ୍ୟ ବିଜେପି ନେତା, ଦୁର୍ନୀତିକୁ ଅସ୍ତ୍ର କରି ପ୍ରଚାର ମଇଦାନରେ ବିଜେଡି ଉପରେ ବାଣ ବର୍ଷାଇଥିଲେ । ବିଜେଡିର ଦୁର୍ନୀତିରେ…

ଘେରିବେ ନା ଛାଡିଦେବେ ?

ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ କେମିତି ରହିବ ବିଜେଡି-ବିଜେପି ସଂପର୍କ ? ନିର୍ବାଚନ ପୂର୍ବରୁ ଉଭୟ ଦଳ ମଧ୍ୟରେ ସମ୍ଭାବ୍ୟ ମେଣ୍ଟ ନେଇ ଆଲୋଚନା ହେଲା । ମେଣ୍ଟ ହେଲାନି, ତ ନିର୍ବାଚନ ପ୍ରଚାରରେ ମୁହାଁମୁହିଁ ହେଲେ ବିଜେଡି ଓ ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ଓଡିଶାରେ ଖୁବ୍ ଶୀଘ୍ର ଆସିବ `ସୁଭଦ୍ରା’ ମାର୍ଗଦର୍ଶିକା

ଭୁବନେଶ୍ଵର: ଓଡିଶାରେ ସରକାର ଗଢିଛି ବିଜେପି । ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ ନେଇଛନ୍ତି ବଡ଼ ନିଷ୍ପତ୍ତି । ଆଗାମୀ ୧୦୦ଦିନ ଭିତରେ ରାଜ୍ୟରେ ସୁଭଦ୍ରା ଯୋଜନା ଲାଗୁ ହେବା…

ପୂରା ହାଇପର ଆକ୍ଟିଭ ନୂଆ ସରକାର; ଛୁଟି ଦିନରେ ବି କାମ କଲେ ମନ୍ତ୍ରୀ

ଭୁବନେଶ୍ୱର: ୧୨ ତାରିଖରେ ଓଡ଼ିଶାର ନୂଆ ସରକାର ଭାବରେ ଶପଥ ଗ୍ରହଣ କରିବା ପରେ ଏବେ ପୂରା ଜୋସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ତାଙ୍କ ମନ୍ତ୍ରୀମଣ୍ଡଳ | ଗ୍ରାଉଣ୍ଡ ଜିରାରେ ଚାଲିଛି ପୂରା କସରତ | ଏହାସହିତ ଶନିବାର ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟା ହେବା ପରେ ନିଜ ନିଜ ବିଭାଗର ଦାୟିତ୍ୱ…

ଚିନ୍ତାରେ ମୋଦି; ‘ବିଜେପି ବାଚସ୍ପତି ଗାଦି ହାସଲ କଲେ ଭାଙ୍ଗିଯିବ ଏନଡିଏ ମେଣ୍ଟ’

ନୂଆଦିଲ୍ଲୀ : 'ଯଦି ବିଜେପି ଲୋକସଭା ବାଚସ୍ପତି ଗାଦି ନିଜ ହାତକୁ ନିଏ ତାହେଲେ ଏନଡିଏ ମେଣ୍ଟ ଭାଙ୍ଗିଯିବ | ବିଜେପିର ଏହା ପୁରୁଣା ଅଭ୍ୟାସ କ୍ଷୀର ପିଆଇଥିବା ଲୋକକୁ ହିଁ ଚୋଟ ମାରିବା |' ଲୋକସଭା ବାଚସ୍ପତି ପଦକୁ ନେଇ କିଛି ଏମିତି କହିଛନ୍ତି ଶିବସେନା(ଉଦ୍ଧବ ଠାକରେ) ନେତା ସଞ୍ଜୟ ରାଉତ |…

ଡିଜିପିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପରାମର୍ଶ, ଲୋକଙ୍କ ସହ ପୁଲିସ ଭଲ ବ୍ୟବହାର କରିବା ଉଚିତ

ଭୁବନେଶ୍ୱର: ଥାନାକୁ ଆସୁଥିବା ଲୋକଙ୍କୁ ଧୈର୍ଯ୍ୟର ସହ ଶୁଣ। ସେମାନଙ୍କ ସହ ଭଲ ବ୍ୟବହାର ଏବଂ ଉତ୍ତମ ସେବା ଯୋଗାଇ ଦିଅ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ପୁଲିସକୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଡିଜିପି ଅରୁଣ ଷଡ଼ଙ୍ଗୀଙ୍କ ସମେତ ପୁଲିସ ମୁଖ୍ୟାଳୟ, କଟକ ଓ ଭୁବନେଶ୍ବରର ଅନ୍ୟ…

ଉପବାଚସ୍ପତି ଆସନ ନଦେଲେ ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ଦେବେ ବିରୋଧୀ!

ନୂଆଦିଲ୍ଲୀ: ଯଦି ଉପବାଚସ୍ପତି ପଦ ବିରୋଧୀ ଶିବିରକୁ ନ ଦିଆଯାଏ ତେବେ ବିରୋଧୀ ଦଳମାନେ ଅଷ୍ଟାଦଶ ଲୋକସଭାରେ ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ଦେଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା। ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଜୁନ୍ ୨୪ରୁ ଆରମ୍ଭ ହୋଇ ଜୁଲାଇ ୩ରେ ଶେଷ ହେବ। ୯ ଦିନ ଧରି…