Latest Odisha News

BREAKING NEWS

Browsing Category

ରାଜନୀତି

ଆସନ୍ତାକାଲି ପୁଣି ଭୁବନେଶ୍ୱରରେ ରୋଡ ସୋ’ କରିବେ ନବୀନ, ଜାରି ହେଲା ଟ୍ରାଫିକ କଟକଣା

ଭୁବନେଶ୍ଵର: ଆସନ୍ତାକାଲି ପୁଣି ଭୁବନେଶ୍ୱରରେ ରୋଡ ସୋ’ କରିବେ ନବୀନ । ଗତ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ମେଗା ରୋଡ ସୋ ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତାକାଲି ପୁଣିଥରେ ଭୁବନେଶ୍ୱରରେ ରୋଡ ସୋ’ କରିବେ ନବୀନ । ପୁନମା ଗେଟରୁ ଆରମ୍ଭ ହେବ ରୋଡ ଶୋ’ । ଏକାମ୍ର ଛକ ଯାଏଁ…

‘ଓଡ଼ିଶାରେ ବେଙ୍ଗଲ ସ୍ଥିତି କରିବାକୁ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ’

ଭୁବନେଶ୍ବର: ‘ଓଡିଶାରେ ବେଙ୍ଗଲ ସ୍ଥିତି କରିବାକୁ ଚାହୁଁଛନ୍ତି ନବୀନ ଓ ତାଙ୍କ ଗୁମାସ୍ତା । ସତର୍କ ହେଇଯାଆନ୍ତୁ, ବିଜେପି ସରକାର ଆସୁଛି ।' ପ୍ରେସମିଟ କରି ବିଜେଡି ଉପରେ ବର୍ଷିଲେ ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ । କହିଲେ ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ବ କରୁଥିବା ଗଞ୍ଜାମ…

ରାତି ପାହିଲେ ପଞ୍ଚମ ପର୍ଯ୍ୟାୟ ମତଦାନ, ଭୋଟ ଦେବେ ୮.୯୫ କୋଟି ଲୋକ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ୪ଟି ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ରାତି ପାହିଲେ ଦେଶରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ହେବ । ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୪୯ଟି ଲୋକସଭା ଆସନରେ ହେବ ଭୋଟିଂ । ବିହାରର ୫, ଝାଡ଼ଖଣ୍ଡର ୩, ମହାରାଷ୍ଟ୍ରର ୧୩, ଓଡ଼ିଶାର ୫, ଉତ୍ତର…

ପାଣ୍ଡିଆନଙ୍କୁ ଅପରାଜିତାଙ୍କ ପରାମର୍ଶ: କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ନକରାତ୍ମକ ଟିପ୍ପଣୀ କରନ୍ତୁ ନାହିଁ, ସୀମା…

ଭୁବନେଶ୍ୱର: ଆଜି କେନ୍ଦୁଝରରେ ଉଭୟ ରାଜ୍ୟ ଓ କେନ୍ଦ୍ର ନେତାଙ୍କ ପ୍ରଚାର ଜୋରଦାର ଚାଲିଛି। ଚଳଚଞ୍ଚଳ ରାଜନୀତି। ଉଭୟ ଦଳ ଉଭୟଙ୍କୁ ଟାର୍ଗେଟ୍ କରି ଜନତାଙ୍କୁ ଭୋଟ ଭିକ୍ଷା କରୁଛନ୍ତି। ଏହାରି ଭିତରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି…

ପ୍ରଚାର ମୈଦାନରେ ବିଜେଡି ସୁପ୍ରିମୋ, କେନ୍ଦୁଝରରେ ଆଦିବାସୀ ଭୋଟରଙ୍କୁ ପାଣ୍ଡିଆନଙ୍କ ଭୋଟ ଅପିଲ

କେନ୍ଦୁଝର: ପ୍ରଚାର ମୈଦାନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଲେ ମୁଖ୍ୟମନ୍ତ୍ରୀ । ଭାଷଣ ଆରମ୍ଭରୁ ଖରାରେ ଆସିଥିବା ଜନତାଙ୍କୁ ଧନ୍ୟବାଦ ଜଣାଇଲେ ନବୀନ । କହିଲେ ମିଛ ଓ ଅପପ୍ରଚାର ବିରୋଧୀଙ୍କ ଅସ୍ତ୍ର, ବିକାଶ ବିଜେଡିର ଆସ୍ତ୍ର। କେନ୍ଦୁଝର ଲୋକସଭା…

ପୁଣି ଓଡ଼ିଶା ଆସି ଗର୍ଜିବେ ରାହୁଲ ଓ ମଲ୍ଲିକାର୍ଜୁନ ଖଡ୍‌ଗେ

ଭୁବନେଶ୍ବର: ପୁଣି ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ।କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ମଧ୍ୟ ଓଡ଼ିଶା ଆସିବେ । ୩ ଦିନ ଧରି ଓଡିଶାରେ ପ୍ରଚାର କରିବେ କଂଗ୍ରେସ ନେତା । ୨୬, ୨୭ ଓ ୨୮ତାରିଖରେ ନିର୍ବାଚନୀ ପ୍ରଚାର କରିବେ ରାହୁଲ , ଖଡ୍‌ଗେ । ଓଡିଶାର ବାଲେଶ୍ବର ଓ…

‘ଭୁଲ ରାଜନୈତିକ ବୁଝାମଣାରୁ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଠକେଇ ଅଭିଯୋଗ’, ମାମଲା ପ୍ରତ୍ୟାହାର…

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ଟାଟା କମ୍ପାନିରେ ନିଯୁକ୍ତି ନାଁରେ ଠକେଇ ମାମଲାରେ ଚର୍ଚ୍ଚାକୁ ଆସିଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ମାମଲା ପ୍ରତ୍ୟାହାର ପାଇଁ କୋର୍ଟରେ ଅଭିଯୋଗକାରୀ ସତ୍ୟପାଠ ଦାଖଲ କରିଛନ୍ତି। ଭୁଲ୍‌ ରାଜନୈତିକ ବୁଝାମଣା ଯୋଗୁଁ ସେ ଏତଲା…

ମମତାଙ୍କୁ ନେଇ ଅଧୀର-ଖଡଗେଙ୍କ ମଧ୍ଯରେ ବୟାନବାଜି, ଇସ୍ତଫା ଦେବେ କି ପଶ୍ଚିମବଙ୍ଗ କଂଗ୍ରେସ ମୁଖ୍ୟ?

ନୂଆଦିଲ୍ଲୀ: ନିର୍ବାଚନ ବେଳେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସକୁ ପଶ୍ଚିମବଙ୍ଗରେ ତୀବ୍ର ବିରୋଧ କରୁଛି କଂଗ୍ରେସ। ପ୍ରଦେଶ କଂଗ୍ରେସ ସଭାପତି ଅଧୀର ରଞ୍ଜନ ଚୌଧୁରୀ ବିଭିନ୍ନ ପ୍ରସଙ୍ଗରେ ମମତାଙ୍କୁ ସମାଲୋଚନା କରୁଛନ୍ତି। ଏହାକୁ କିନ୍ତୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ…

ବିବାଦୀୟ ନେତା ସମୀର ଦାଶ ବଦଳାଇଲେ ଦଳ, ମୋଦୀଙ୍କୁ ରୋଡ୍ ଶୋ ପୂର୍ବରୁ ବିଜେପିକୁ ଲାଭ ନା କ୍ଷତି?

ଭୁବନେଶ୍ୱର: ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ ଶେଷରେ ବିଜେପିରେ ସାମିଲ ହୋଇଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସଭାପତି ସମୀର ମହାନ୍ତି ଏବଂ ପ୍ରଭାରୀଙ୍କ ଉପସ୍ଥିତିରେ ସେ ଏବଂ ତାଙ୍କ ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି। ବିଜୁ ଜନତା ଦଳ ତାଙ୍କୁ ଚଳିତଥର ଟିକେଟ୍ ଦେଇନଥିଲା। ତାଙ୍କ…

କେନ୍ଦୁଝରରେ ହେବିୱେଟଙ୍କ କଡ଼ା ଟକ୍କର: ରାଜନାଥ, ନବୀନଙ୍କ ଗସ୍ତକୁ ନେଇ ରାଜନୀତି ଚଳଚଞ୍ଚଳ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳିକୁ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦୁଝରରେ ଭୋଟଗ୍ରହଣକୁ ଆଉ ମାତ୍ର କିଛି ଦିନ ବାକି ରହିଥିବା ବେଳେ କେନ୍ଦୁଝର ମୁହାଁ ହେଉଛନ୍ତି ରାଜ୍ୟ ଓ କେନ୍ଦ୍ରୀୟ ନେତା। ଏହାକୁ ନେଇ ଚଳଚଞ୍ଚଳ ରାଜନୀତି। ଏହି ପରିପେକ୍ଷୀରେ…