Latest Odisha News

BREAKING NEWS

Browsing Category

ରାଜନୀତି

‘କଙ୍ଗନା ଯେଉଁ ମନ୍ଦିରକୁ ଯାଉଛନ୍ତି, ସେହି ମନ୍ଦିରକୁ ସଫା କରିବା ଜରୁରୀ’

ଶିମଲା: ହିମାଚଳପ୍ରଦେଶ ମଣ୍ଡି ସଂସଦୀୟ ଆସନରୁ କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟ ସିଂ ବିଜେପି ପ୍ରାର୍ଥୀ କଙ୍ଗନା ରାଣାଓ୍ବତଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି । ଉପରେ ଘୋର ଆକ୍ରମଣ କରିଛନ୍ତି । ସେ ଦେବ ସମାଜକୁ ଉଲ୍ଲେଖ କରି କହିଛନ୍ତି ଯେ, ଆଜି କଙ୍ଗନା ଯେଉଁ ଯେଉଁ ମନ୍ଦିର…

କିଏ ଜିତିବ କେନ୍ଦୁଝର ?

ଭୁବନେଶ୍ବର: କେନ୍ଦୁଝର ଲୋକସଭା ଆସନରେ ଏଥର ତ୍ରିମୁଖୀ ଲଢେଇ। ବିଜେଡି କେନ୍ଦୁଝରରୁ ଧନୁର୍ଜୟ ସିଦୁଙ୍କୁ ପ୍ରାର୍ଥୀ କରିଛି ତ ବିଜେପିରୁ ଅନନ୍ତ ନାଏକ ଓ କଂଗ୍ରେସରୁ ବିନୋଦ ବିହାରୀ ନାୟକ ମଇଦାନକୁ ଓହ୍ଲାଇଛନ୍ତି । ବିଜେପି ପ୍ରାର୍ଥୀ ଅନନ୍ତ ନାଏକଙ୍କୁ ରାଜ୍ୟ ଶାସନ ବିରୋଧୀ ହାଓ୍ବା ଓ ମୋଦି…

ଚମକାଇବ ଚମ୍ପୁଆ ଫଳ !

ଭୁବନେଶ୍ବର : ଚମ୍ପୁଆରେ ଏଥର ଜୋରଦାର ଟକ୍କର । ତିନି ପ୍ରମୁଖ ଦଳ ପୁରୁଖା ଓ ଅଭିଜ୍ଞ ନେତାଙ୍କୁ ପ୍ରାର୍ଥୀ କରିଛନ୍ତି । ବିଜେଡିରୁ ଟାଣୁଆ ନେତା ସନାତନ ମହାକୁଡ ପ୍ରାର୍ଥୀ ହୋଇଛନ୍ତି ତ ବିଜେପିରୁ ମୁରଲୀ ମନୋହର ଶର୍ମା ଓ କଂଗ୍ରେସରୁ ପୂର୍ବତନ ସାଂସଦ ଯଶୋବନ୍ତ ସିଂ ଲାଗୁରୀ ମଇଦାନକୁ…

ସମ୍ବଲପୁର ଗଣିତ ଗୋଳମାଳ !

ଭୁବନେଶ୍ବର: ସମ୍ବଲପୁର ବିଧାନସଭାରେ ପୁଣି ଫୁଟିବ କି ପଦ୍ମ ? ବିଜେପି ହେଭିଓ୍ବେଟ୍ ନେତା ଜୟନାରାୟଣ ମିଶ୍ରଙ୍କୁ ପ୍ରାର୍ଥୀ କରିଥିବା ବେଳେ ରୋହିତ ପୂଜାରୀଙ୍କୁ ମଇଦାନକୁ ଓହ୍ଲାଇଛି ବିଜେଡି । ସମ୍ବଲପୁର ପାଇଁ ବିଜେଡି ପ୍ରଥମେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟିକେଟ୍ ଦେଇଥିଲା। ତେବେ ପ୍ରସନ୍ନଙ୍କ…

ରତ୍ନ ଭଣ୍ଡାର ଚାବି ଗାଏବ ପଛରେ ବିଜେଡି, ବିଜେପି ସରକାର ଆସିଲେ ଯାଞ୍ଚ ରିପୋର୍ଟ ହେବ ସାର୍ବଜନୀନ

ଅନୁଗୁଳ: ଆଜି ପୁରୀରେ ମଗା ରୋଡ ଶୋ' ପରେ ଅନୁଗୁଳବାସୀଙ୍କୁ ସମ୍ବୋଧିତ କରିଛନ୍ତି ମୋଦୀ । ଅନୁଗୁଳରେ ରତ୍ନଭଣ୍ଡାର ପ୍ରସଙ୍ଗ ନେଇ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ରତ୍ନ ଭଣ୍ଡାର ଚାବି ୬ ବର୍ଷ ହେଲା ମିଳୁନାହିଁ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିଜ କବ୍ଜାରେ ରଖିଥିବା…

ଯେକୌଣସି ସ୍ତରକୁ ଯାଇପାରନ୍ତି ପ୍ରଧାନମନ୍ତ୍ରୀ, କେଜ୍ରିୱାଲଙ୍କୁ ଆକ୍ରମଣ କରିବା ପାଇଁ ବିଜେପି ରଚିଛି ଷଡ଼ଯନ୍ତ୍ର:…

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଭାରତୀୟ ଜନତା ପାର୍ଟି ଏବଂ ନରେନ୍ଦ୍ର ମୋଦୀ ସରକାରଙ୍କ ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ସଞ୍ଜୟ ସିଂ ଅଭିଯୋଗ କରିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲଙ୍କୁ ଆକ୍ରମଣ କରିବା ପାଇଁ…

ଓଡିଶା ସୁରକ୍ଷିତ ନାହିଁ, ଏଥିପାଇଁ ଦାୟୀ ମୁଖ୍ୟମନ୍ତ୍ରୀଙ୍କୁ ନିଜ କବ୍ଜାରେ ରଖିଥିବା ଭ୍ରଷ୍ଟାଚାରୀ

ଅନୁଗୁଳ: ‘ସମୃଦ୍ଧ ଓଡିଶାର ଜନସାଧାରଣ ଏତେ ଗରିବି ଭିତରେ ବଞ୍ଚିବାକୁ ବାଧ୍ୟ ହେଉଛନ୍ତି । ଏ ସବୁର କାରଣ ବିଜେଡି ସରକାର । ଭ୍ରଷ୍ଟାଚାର କବଳରେ ଫସିରହିଛି ଓଡିଶା । କିଛି ଭ୍ରଷ୍ଟାଚାରୀମାନେ ମୁଖ୍ୟମନ୍ତ୍ରୀଙ୍କ ଆବାସ ଓ ତାଙ୍କ କାର୍ଯ୍ୟାଳୟକୁ ନିଜ କବ୍ଜାରେ ରଖିଛନ୍ତି ।’ ଅନୁଗୁଳରେ ଜନସଭାକୁ…

ଶ୍ରେଷ୍ଠ ସଂସଦୀୟ ପୁରସ୍କାର ଜିତିବାକୁ ଚାହାଁନ୍ତି ବିଜେପି ପ୍ରାର୍ଥୀ କଙ୍ଗନା ରଣାୱତ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ତାଙ୍କ ରାଜନୈତିକ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ଆଜିକାଲି କଙ୍ଗନା ନିର୍ବାଚନ ପ୍ରଚାରରେ ଜଡିତ ଅଛନ୍ତି। ସେପଟେ କଙ୍ଗନା ପକ୍ଷରୁ ଏକ ବୟାନ ସାମ୍ନାକୁ ଆସିଛି, ଯାହାକୁ ନେଇ…

ଭୁବନେଶ୍ଵରରେ ମୋଦୀ, ଦଳୀୟ କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର

ଭୁବନେଶ୍ଵର: ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନିର୍ବାଚନ ଋଣନୀତି ନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇ ବିଜେପି କର୍ମୀଙ୍କୁ ଦେଇଛନ୍ତି ଗୁରୁମନ୍ତ୍ର । ଏହାପରେ ରାଜଭବନ ଅଭିମୁଖେ ବାହାରିଛନ୍ତି ମୋଦୀ । ପ୍ରାୟ ୩୦ ମିନିଟ ଧରି ରାଜ୍ୟ ବିଜେପିର…

ଭଦ୍ରାମୀ ଓ ସଂଯମତା ଭୁଲି ଯାଉଛନ୍ତି ବିଜେପି ନେତା: ବିଜେଡି

ଭୁବନେଶ୍ଵର: ଚଳିତ ନିର୍ବାଚନରେ ଶୋଚନୀୟ ଭାବେ ହାରିବାକୁ ଯାଉଥିବା ବିଜେପି ନେତା ବିଚଳିତ ଆଉ ବିବ୍ରତ ହୋଇ ଅତି ନିମ୍ନରୁଚିର ମନ୍ତବ୍ୟ ମାନ ଦେଉଛନ୍ତି । ଖଲ୍ଲିକୋଟ ପ୍ରସଙ୍ଗରେ ବିଜେପି ନେତା ଶ୍ରୀ ପିତାମ୍ବର ଆଚାର୍ଯ୍ୟ ଆଜି ଅତି ତଳସ୍ତରକୁ ଚାଲିଗଲେ । ରାଜନୀତିରେ ଏହାଠାରୁ ନିମ୍ନସ୍ତର ଆଉ…