Latest Odisha News

BREAKING NEWS

Browsing Category

ରାଜନୀତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପତ୍ତି କେତେ?

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ବାରଣାସୀ ସଂସଦୀୟ ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସତ୍ୟପାଠ ଅନୁଯାୟୀ, ତାଙ୍କ ପାଖରେ ୩.୦୨ କୋଟି ଟଙ୍କାର ଅସ୍ଥାବର(ଚଳ ପ୍ରଚଳ) ସମ୍ପତ୍ତି ଅଛି। ପାଖରେ ନଗଦ ୫୨,୯୨୦…

ରାଜନୀତିରେ ରାଜୁ ଦାସ: ଦଳ ଟିକେଟ ପ୍ରତ୍ୟାହାର କରିନେବା ପରେ ପୁଣିହେଲେ ଶିଶୁପାଳ!

ବାଲେଶ୍ୱର: ପୁଣିଥରେ ଚର୍ଚ୍ଚାରେ ରାଜୁ ଦାସ। ଧାମନଗର ଉପନିର୍ବାଚନ ବେଳେ ବିଜେଡି ତାଙ୍କୁ ଟିକେଟ୍ ନଦେବାରୁ ସ୍ବାଧୀନ ପ୍ରାର୍ଥୀ ହୋଇଥିଲେ। ଏବେ ବିଧାନସଭା ନିର୍ବାଚନ ବେଳେ ବିଜେପିରେ ସାମିଲ ହୋଇଥିଲେ ମଧ୍ୟ ତାଙ୍କଠୁ ଦଳୀୟ ଟିକେଟ୍ ପ୍ରତ୍ୟାହାର କରିନେବା ପରେ ସେ ଏବେ ଚର୍ଚ୍ଚାରେ। ଆଜି…

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କାହାର ପଲ୍ଲା ଭାରି? ବିଜେପି ପ୍ରଭାରୀ ଦେଖାଇଲେ ବଡ଼ ଦମ୍ବୋକ୍ତି

ଭୁବନେଶ୍ୱର: ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ କିଏ କେତୋଟି ଆସନ ହାତେଇବ ସେନେଇ ଅଙ୍କକଷା ଆରମ୍ଭ ହୋଇଛି। ବିଜେପି ଓଡ଼ିଶା ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାର କହିଛନ୍ତି ଯେ ମେ' ୧୩ ତାରିଖରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନରେ…

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ କିଏ ସବୁଠୁ ଧନୀ ପ୍ରାର୍ଥୀ, ଦିଲ୍ଲୀପ ରାୟଙ୍କ ସମ୍ପତ୍ତି କେତେ?

ଭୁବନେଶ୍ୱର: ଓଡ଼ିଶାର ଲୋକସଭା ଓ ବିଧାନସଭା ନିର୍ବାଚନରେ ପ୍ରାଥମିକ ପର୍ଯ୍ୟାୟ ମତଦାନ ପରେ ମେ' ୨୦ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବ। ଏହି ପର୍ଯ୍ୟାୟରେ ୨୬୫ ଜଣ ପ୍ରାର୍ଥୀଙ୍କ ସତ୍ୟପାଠରୁ ପ୍ରାର୍ଥୀଙ୍କ ସମ୍ପତ୍ତି ଜଣାପଡ଼ିଛି। ଓଡ଼ିଶା ଇଲେକ୍ସନ ୱାଚ୍ ଏବଂ ଆସୋସିଏସନ୍ ଫର୍…

ମୁଁ ବିଜେଡି ବିରୋଧରେ ନୁହେଁ , ବିଜେପି କାମର ହିସାବ ଦେଇ ଭୋଟ ମାଗୁଛି:ହିମନ୍ତ ବିଶ୍ୱଶର୍ମା

ଭୁବନେଶ୍ବର: ଆଜି ଭୁବନେଶ୍ୱରରେ ପ୍ରବୁଦ୍ଧ ନାଗରିକ ସମ୍ମିଳନୀରେ ଯୋଗ ଦେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ତାଙ୍କ ବକ୍ତବ୍ୟ ରଖିଛନ୍ତି ।ସେ କହିଛନ୍ତି ଆମ ପାଖରେ ୪ଶହରୁ ଅଧିକ ସିଟ୍ ଲୋକସଭାରେ ରହିଆସିଛି । କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆଣିଲା ବେଳେ ୪ଶହରୁ ଅଧିକ ସମର୍ଥନ…

ଆସନ୍ତା ୧୬ରେ ଭୁବନେଶ୍ୱରରେ ମେଗା ରୋଡ ଶୋ’ କରି ଶକ୍ତି ଦେଖାଇବେ ନବୀନ

ଭୁବନେଶ୍ୱର: ଗୁରୁବାର ଅର୍ଥାତ୍ ମେ' ୧୬ ତାରିଖରେ ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଭୁବନେଶ୍ୱରରେ ମେଗା ରୋଡ ଶୋ' କରିବେ ନବୀନ । ରୋଡ ଶୋ’ ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଡିସିପି…

ପାଟଣାଗଡ଼ ଗାଦିକୁ ଫେରିବେ ମହାରାଜ !

ଭୁବନେଶ୍ବର: ପାଟଣାଗଡରେ ମହାରାଜ ନା ସରୋଜ ? ୫ବର୍ଷର ବ୍ୟବଧାନ ପରେ ପୁଣି ଗଡ କବଜା କରିବେ କି କେଭି ସିଂହଦେଓ ? ନା ଏଥର ବି ସରୋଜ କରିବେ ଶଙ୍ଖନାଦ ? ଗତଥର ଚମକାଇଥିଲା ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବିଧାନସଭା ଫଳାଫଳ । ୫ଥରର ବିଧାୟକ ତଥା ବିଜେପିର ହେଭିଓ୍ବେଟ୍ ନେତା କନକ ବର୍ଦ୍ଧନ…

ରାଉରକେଲାରେ ‘ଦିଲ୍ଲୀପ’ ଫ୍ୟାକ୍ଟର

ଭୁବନେଶ୍ବର : ରାଉରକେଲା ଦେଖିବ ରୋଚକ ଲଢେଇ । ମଇଦାନରେ ରାଜନୀତିର ପୁରୁଣା ଖେଳାଳି ଦିଲ୍ଲୀପ ରାୟ । ବଦଳିବ କି ଇସ୍ପାତ ସହର ସମୀକରଣ ? ୨୦୨୪ରେ ହେବ କି ୨୦୧୪ ରିପିଟ୍ ? ଦିଲ୍ଲୀପଙ୍କ ଏଣ୍ଟ୍ରି ପରେ ସାରଦା କିମ୍ବା ବିଜେଡି ପାଇଁ ସହଜ ନୁହେଁ ରାଉରକେଲା ଲଢେଇ । ସେପଟେ ବିଦ୍ରୋହୀ ନିହାର ରାୟ…

ବାମଗଡ଼ରେ ବଦଳିବ ବାଜି !

ଭୁବନେଶ୍ବର : ନା ମୋଦି ଲହର ନା ନବୀନ ହାଓ୍ବା । ଗତ ଦୁଇ ଥର ହେଲା ସିପିଆଇଏମକୁ ବିଜୟୀ କରାଇଛି ସୁନ୍ଦରଗଡ ଜିଲ୍ଲାର ବଣାଇ ବିଧାନସଭା । ଏଥର ବିଜୟର ହ୍ୟାଟ୍ରିକ୍ ମାରିବାକୁ ସମରସଜ୍ଜା କରୁଛି ସିପିଆଇଏମ । ସେପଟେ ବାମଗଡକୁ ପୁଣି କବଜାକୁ ନେବାକୁ ବିଜେପି ଉଦ୍ୟମ କରୁଛି ତ ବିଜୟର ଡେବ୍ୟୁ…

କାହାର ହେବ ବଲାଙ୍ଗୀର ?

ଭୁବନେଶ୍ବର: ବଲାଙ୍ଗୀରରେ କିଏ ମାରିବ ବାଜି ? କଣ୍ଟାବାଞ୍ଝିରେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢୁଛନ୍ତି ତ ବଲାଙ୍ଗୀରରୁ ହିଁ ନବୀନଙ୍କୁ ସିଧା ଚ୍ୟାଲେଞ୍ଜ କରିଛନ୍ତି ମୋଦି। ପ୍ରାର୍ଥୀ ଯିଏ ରହିଲେ ବି ଏଠାରେ ଫାଇଟ୍ ସିଧାସଳଖ ନବୀନ ବନାମ ମୋଦି। ପଶ୍ଚିମ ଓଡିଶାରେ ମୋଦି ଲହରକୁ ମାତ୍…