Latest Odisha News

BREAKING NEWS

Browsing Category

ରାଜନୀତି

କିଏ ହେବେ ମୁଖ୍ୟମନ୍ତ୍ରୀ, ୨୦ ବିଜେପି ସାଂସଦଙ୍କ ମତ ଲୋଡିବାକୁ ଦିଲ୍ଲୀ ଡାକରା

ଭୁବନେଶ୍ୱର: ୮ ତାରିଖରେ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ୧୦ ତାରିଖରେ ଓଡ଼ିଶାର ବିଜେପି ସରକାରର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ। ତେବେ କିଏ ହେବେ ମୁଖ୍ୟମନ୍ତ୍ରୀ ଏହାକୁ ନେଇ ଚର୍ଚ୍ଚା ଜାରି ରହିଛି। ଏହାରି ଭିତରେ ସଂଧ୍ୟାରେ ଶୀର୍ଷ…

ବିଏସକେୱାଇ କୁ ନେଇ ସରୁନି ଦ୍ଵନ୍ଦ, ଚାଲୁ ରଖିବାକୁ ଇଣ୍ଡିଆ ମେଣ୍ଟର ଦାବି

ଭୁବନେଶ୍ୱର: ୨୦୨୪ ନିର୍ବାଚନ ଫଳାଫଳ ବାହାରିବା ସହ ଭୁଷୁଡିଛି ବିଜେଡି ଗଡ । ଏହାପରେ ଏହାପରେ ପୂର୍ବ ସରକାରଙ୍କ ଦ୍ଵାରା ହୋଇଥିବା ଯୋଜନାକୁ ନେଇ ଉପୁଜିଛି ଦ୍ଵନ୍ଦ । ବିଏସକେୱାଇକୁ ନେଇ ଚିନ୍ତାରେ ରାଜ୍ୟବାସୀ । ସେପଟେ ଡାକ୍ତରଖାନାରେ ବିଏସକେୱାଇ କାର୍ଡ ଦେଖିକି ରୋଗିଙ୍କୁ ଫେରାଯାଉଥିବା…

ଇନଷ୍ଟାଗ୍ରାମରୁ ବିଜେଡି କୁ ହଟାଇଲେ ପାଣ୍ଡିଆନ, ସନ୍ୟାସ ନେଇଥିବା ନେଇ ଜୋରଧରିଛି ଚର୍ଚ୍ଚା

ଭୁବନେଶ୍ବର: ଆଜି ‘ଇନଷ୍ଟାଗ୍ରାମ’ ଆକାଉଣ୍ଟରୁ ‘ବିଜେଡି’କୁ ହଟାଇ ଦେଇଛନ୍ତି ଭିକେ ପାଣ୍ଡିଆନ । ପାଣ୍ଡିଆନ ତାଙ୍କର ଭେରିଫାଏଡ୍ ଇନଷ୍ଟାଗ୍ରାମ ଆକାଉଣ୍ଟ ‘ଭିକେପାଣ୍ଡିଆନଡଟଓଡ଼ିଶା’ ପ୍ରୋଫାଇଲରେ ‘ବିଜେଡି’ର ସଦସ୍ୟ ବୋଲି ଲେଖିଥିବାବେଳେ, ଏହାକୁ ପରିବର୍ତ୍ତନ କରି ଏବେ ‘ନବୀନ ପଟ୍ଟନାୟକଙ୍କ ସହ…

ଇଣ୍ଡିଆ ମେଣ୍ଟର ବୈଠକ ପରେ ମୁହଁ ଖୋଲିଲେ ରାହୁଲ, କହିଲେ ଏପରି କିଛି…

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ବୁଧବାର ଗୋଟେପଟେ ଏନଡିଏର ବୈଠକ ସରିଥିବାବେଳେ ଅନ୍ୟପଟେ ବିରୋଧୀ ଦଳ ଇଣ୍ଡିଆ ମେଣ୍ଟ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ…

ଓଡିଶାବାସୀଙ୍କୁ ନବୀନଙ୍କ ବାର୍ତ୍ତା, କହିଲେ ପରାଜୟ ମୋତେ ବିବ୍ରତ କରେ ନାହିଁ

ଭୁବନେଶ୍ଵର: ଦୀର୍ଘ ୨୪ ବର୍ଷ ପରେ ଭାଙ୍ଗିଛି ନବୀନ ଗଡ । ରାଜଭବନରେ ପହଞ୍ଚି ଇସ୍ତଫା ପତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୦୦ ମସିହାରୁ ଓଡିଶାକୁ ଶାସନ କରି ଆସୁଥିବା ବିଜେଡି ୨୦୧୯ରେ ୧୧୩ ଆସନ ଜିତିଥିଲେ ମାତ୍ର ୨୦୨୪ନିର୍ବାଚନରେ ୫୧ଟି ଆସନ ହାସଲ କରି ଷଷ୍ଠ ଥର…

କୁଆଡେ ଗଲେ ପାଣ୍ଡିଆନ? ଦଳୀୟ ବୈଠକରେ ମଧ୍ୟ ନାହାଁନ୍ତି ଉପସ୍ଥିତ

ଭୁବନେଶ୍ଵର: କୁଆଡେ ଗଲେ ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନ । ଗତ କାଳି ଫଳ ବାହାରିବା ପରଠାରୁ ପାଣ୍ଡିଆନଙ୍କୁ ଦେଖିବାକୁ ମିଳୁନାହିଁ କି କୌଣସି ପ୍ରତିକ୍ରିୟା ମଧ୍ୟ ମିଳୁନାହିଁ । ଏପରିକି ନବୀନ ନିବାସରେ ଚାଲିଥିବା ବିଧାୟକ ବୈଠକରେ ମଧ୍ୟ ପାଣ୍ଡିଆନ ଅନୁପସ୍ଥିତ ଥିବା ଜଣାପଡିଛି ।…

ନୀତିଶ, ନାଇଡୁ ମାରିବେନି ତ ୟୁଟର୍ଣ୍ଣ !

ଭୁବନେଶ୍ବର: ଏନଡିଏକୁ ବହୁମତ ମିଳିଛି । ହେଲେ ସରକାର ଗଠନ ଚାବି ନୀତିଶ କୁମାର ଓ ଚନ୍ଦ୍ରବାବୁ ନାଇଡୁଙ୍କ ହାତରେ । ଏନଡିଏକୁ ସଂଖ୍ୟା ଗରିଷ୍ଠତା ମିଳିଥିଲେ ବି ବିଜେପି ଜିତିଛି ୨୪୦ଟି ଲୋକସଭା ସିଟ୍ । ମ୍ୟାଜିକ୍ ନମ୍ବର ୨୭୨ଠାରୁ ୩୨ ସିଟ୍ କମ୍ । ଏନଡିଏର ସହଯୋଗୀ ଦଳ ନୀତିଶ କୁମାରଙ୍କ…

ବିଜେଡିରେ ଆଗକୁ କଣ?

ଭୁବନେଶ୍ବର: ବିଜେଡି ଗଠନ ପରଠୁ କ୍ଷମତାରେ ରହିଥିଲା। ପ୍ରଥମ ଥର ପାଇଁ ବିଜେଡିକୁ କ୍ଷମତାଚ୍ୟୁତ କଲେ ଜନତା । ଲୋକସଭାରେ ଦଳର ପ୍ରତିନିଧିତ୍ବ ରହିଲାନି । ବିଧାନସଭାରେ ବି ଶାସକରୁ ବିରୋଧୀ ଦଳ ହୋଇଛି ବିଜେଡି । ଦଳ ଗଠନ ପରଠୁ ସବୁଠୁ କଠିନ ସମୟ ଦେଇ ଗତି କରୁଛି ବିଜେଡି । ଏଭଳି ସ୍ଥିତିରେ…

କିଏ ହେବେ ମୁଖ୍ୟମନ୍ତ୍ରୀ ?

ଭୁବନେଶ୍ବର: ରାଜ୍ୟରେ ଐତିହାସିକ ବିଜୟ ହାସଲ କରିଛି ବିଜେପି। ସରକାର ଗଢିବା ପାଇଁ ୭୪ଟି ଆସନ ଦରକାର ଥିବା ବେଲେ ବିଜେପି ଖାତାରେ ରହିଛି ୭୮ସିଟ୍ । ବଡ଼ ବିଜୟ ପରେ ସରକାର ଗଠନ ପାଇଁ କସରତ ଆରମ୍ଭ ହୋଇଛି । ତେବେ ବିଜେପି ସରକାରରେ କିଏ ହେବେ ମୁଖ୍ୟମନ୍ତ୍ରୀ ? ନିର୍ବାଚନ ପୂର୍ବରୁ ବିଜେପି…

ନିଜେ ଲଢ଼ିନଥିଲେ ନିର୍ବାଚନ, ଆଉ ଏବେ ହାରିଗଲେ ଦୁଇ ଉତ୍ତରାଧିକାରୀ

ଭୁବନେଶ୍ୱର: କଂଗ୍ରେସରୁ ବହିଷ୍କୃତ ନେତା ସୁରେଶ ରାଉତରାୟ ଓଡ଼ିଶାରେ ବିଜେପି ସପକ୍ଷରେ ଜନମତକୁ ସ୍ୱାଗତ କରିବା ସହ ଦୀର୍ଘ ଦିନର ଶାସନ ପରେ ସରକାର ବିରୋଧୀ ଫ୍ୟାକ୍ଟର ପାଇଁ ଏହି ପରିବର୍ତ୍ତନ ହୋଇଛି ବୋଲି କହିଛନ୍ତି। ୟୁପି, ତାମିଲନାଡୁ, ମହାରାଷ୍ଟ୍ର ସମେତ ସମଗ୍ର ଦେଶରେ ବିଜେପି ବେହାଲ…