Latest Odisha News

BREAKING NEWS

Browsing Category

ରାଜନୀତି

ବ୍ରହ୍ମପୁରରେ ବିଜେପିର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଅଭିଯୋଗ

ବ୍ରହ୍ମପୁର: ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଅଭିଯୋଗ। ସ୍ବାଧୀନ ବିଧାୟକ ଶିବସୁନ୍ଦର ଦାସ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ସୋମବାର ଉତ୍କଳମଣି ୟୁପି ସ୍କୁଲର ବୁଥରେ ମତଦାନ ଚାଲିଥିବା ବେଳେ ପ୍ରଦୀପ ପାଣିଗ୍ରାହୀ…

ଚାଲିଗଲେ ବିହାରର ‘ମୋଦୀ’, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀଙ୍କ ସମେତ ବରିଷ୍ଠ ନେତା

ନୂଆଦିଲ୍ଲୀ: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସୁଶୀଲ କୁମାର ମୋଦୀଙ୍କର ୭୨ ବର୍ଷ ବୟସରେ ପରଲୋକ ଘଟିଛି। ସୁଶୀଲ କୁମାର ମୋଦୀ ଚଳିତ ବର୍ଷ ଏପ୍ରିଲରେ ଏକ୍ସରେ କହିଥିଲେ ଯେ ସେ କର୍କଟ ରୋଗରେ ପୀଡ଼ିତ ଏବଂ ତାଙ୍କ ସ୍ୱାସ୍ଥ୍ୟଗତ ଅବସ୍ଥା କାରଣରୁ ସେ ୨୦୨୪ ଲୋକସଭା…

କାହାର ହେବ ଭଞ୍ଜନଗର ?

ଭୁବନେଶ୍ବର : ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବିଧାନସଭା ଆସନ । ଦିନେ କଂଗ୍ରେସର ଗଡ ଥିବା ଏହି ସିଟ୍ ପାଲଟିଛି ବିଜେଡିର ଅଭେଦ୍ୟ ଦୁର୍ଗ। ଭଞ୍ଜନଗରରେ ବିଜେଡିରୁ ପୁଣି ପ୍ରାର୍ଥୀ ହୋଇଛନ୍ତି ଦଳର ଟାଣୁଆ ନେତା ବିକ୍ରମ କେଶରୀ ଆରୁଖ। ଗତ ଛଅ ଥର ହେଲା ଏଠାରୁ ଜିତି ଆସୁଛନ୍ତି ଆରୁଖ । ଏଥର ସପ୍ତମ ଥର…

ଘରକଳି ବିଗାଡିବ ବିଜେପୁର ଅଙ୍କ !

ଭୁବନେଶ୍ବର : ବିଜେପୁରରେ ପ୍ରାର୍ଥୀ ରିପିଟ୍ କରିଛନ୍ତି ଉଭୟ ବିଜେଡି ଓ ବିଜେପି । ବିଜେଡିରୁ ପୁଣି ରୀତା ସାହୁ ପ୍ରାର୍ଥୀ ହୋଇଛନ୍ତି ତ ବିଜେପିରୁ ମଇଦାନକୁ ଓହ୍ଲାଇଛନ୍ତି ସନତ ଗଡତିଆ । ଦିନେ କଂଗ୍ରେସର ଗଡ ରହିଥିଲା ବିଜେପୁର । କଂଗ୍ରେସରୁ ସୁବଳ ସାହୁ ତିନି ତିନି ଥର ବିଜେପୁରରୁ ବିଜୟୀ…

ପଦମପୁରରେ ଏଥର ବଦଳିବ ବାଜି !

ଭୁବନେଶ୍ବର: ବରଗଡ ଜିଲ୍ଲାର ପଦମପୁର ବିଧାନସଭା ନିର୍ବାଚନମଣ୍ଡଳୀ । ଦୁଇ ବର୍ଷ ତଳେ ଚର୍ଚ୍ଚାରେ ରହିଥିଲା ପଦମପୁର ଉପନିର୍ବାଚନ । ୨୦୧୯ର ବିଜେତା ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବିୟୋଗ ପରେ ତାଙ୍କ ଝିଅ ବର୍ଷା ସିଂ ବରିହା ଉପନିର୍ବାଚନ ଲଢି ବିଜୟୀ ହୋଇଥିଲେ । ବିଜେପି ପ୍ରାର୍ଥୀ…

କଂଗ୍ରେସର ବଡ ଘୋଷଣା, ସୋନିଆ କହିଲେ ମହିଳାମାନଙ୍କୁ ପ୍ରତିବର୍ଷ ମିଳିବ ଏକ ଲକ୍ଷ ଟଙ୍କା

ନୂଆଦିଲ୍ଲୀ:  ଦେଶରେ ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ୍ ଚାଲିଥିବା ବେଳେ ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି  । ମହିଳାମାନଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି ସୋନିଆ ଗାନ୍ଧୀ । ସେ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ,…

ଓଡ଼ିଶାର ଲୋକଙ୍କୁ ସାମନା କରିବାର ନୈତିକ ସାହସ ବିଜେଡିର ନାହିଁ :ମନମୋହନ ସାମଲ

ଭୁବନେଶ୍ବର: ବିଜେଡି ଆତ୍ମବିଶ୍ୱାସ ହରାଇଛି । ଆଜି ଯିଏ ଗୁମାସ୍ତା ସାଜିଛନ୍ତି କହୁଛନ୍ତି ହାରିଲେ ସନ୍ନ୍ୟାସ ନେବେ। ରାଜନୀତିରେ ହାରଜିତ ଏକ ସ୍ବାଭାବିକ ପ୍ରକ୍ରିୟା। ହତାଶ ହୋଇ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିବୃତି ଦେଉଛନ୍ତି। କିନ୍ତୁ ବିଜେପି ଯାହା ସଂକଳ୍ପ ପତ୍ର ଦେଇଛୁ ତାହା ପୂରଣ…

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସୁବର୍ଣ୍ଣପୁରରେ ବିଜେପିର ମାରାଥନ ପ୍ରଚାର

ସୁବର୍ଣ୍ଣପୁର: ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି । କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ୪ ଲୋକସଭା ଆସନ ଏବଂ ଏହା ଅଧୀନସ୍ଥ ୨୮ଟି ବିଧାନସଭା ଆସନ ପାଇଁ ଭୋଟ୍ ଦେଉଛନ୍ତି ଲୋକେ । ତେବେ ରାଜ୍ୟରେ ଦିନ ୧ଟା ସୁଦ୍ଧା ୩୯.୩୦ ପ୍ରତିଶତ ମତଦାନ ହୋଇଛି । ସେହିପରି…

ବିଜେପିକୁ ବିଜେଡିର ଆକ୍ଷେପ, ଓଡ଼ିଶାରେ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ?

ଭୁବନେଶ୍ୱର: ଓଡ଼ିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ବିଜୁ ଜନତା ଦଳ ବାରମ୍ବାର ପ୍ରଶ୍ନ କରୁଥିବା ବେଳେ ଏପର୍ଯ୍ୟନ୍ତ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନାହିଁ। ଆଜି ସକାଳୁ ସକାଳୁ ବିଜେଡିର ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ…

ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧି, ମଲ୍ଲିକାର୍ଜୁନ ଖଡଗେ

ଭୁବନେଶ୍ବର: ବିଜେପି ଭଳି କଂଗ୍ରେସ ମଧ୍ୟ ଓଡିଶା ଉପରେ ଜୋର୍ ଦେଉଛି। ବିଜେଡି ବିରୋଧରେ ଗୋଟିଏ ଜନ ବିରୋଧୀ ନାରା ତେଜିଛି ବୋଲି କଂଗ୍ରେସ ବାରମ୍ବାର କହି ଆସୁଛି। ଆଉ ଏହି ଧାରାରେ ଦଳର ଶୀର୍ଷ ନେତା ରାହୁଲ ଗାନ୍ଧୀ, ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରଚାର ପାଇଁ ଆସିବେ ବୋଲି ଦଳ…