Latest Odisha News

BREAKING NEWS

Browsing Category

ରାଜନୀତି

ବଡମ୍ବାରେ ହାରିଲେ ଦେବି ମିଶ୍ର, ଜିତେଲେ ସ୍ୱାଧୀନ ପ୍ରାର୍ଥୀ ବିଜୟ ଦଳ ବେହେରା

ବଡମ୍ବା: ବଡମ୍ବାରେ ବିଜେଡିର ପରାଜୟ । ସ୍ୱାଧୀନ ପ୍ରାର୍ଥୀ ବିଜୟ କୁମାର ଦଳବେହେରାଙ୍କ ଠାରୁ ପରାସ୍ତ ହେଲେ ବିଜେଡି ପ୍ରାର୍ଥୀ ଦେବୀ ମିଶ୍ର । ୨୩ ହଜାର ୪୭୯ ଖଣ୍ଡ ଭୋଟରେ ପରାସ୍ତ ହୋଇଛନ୍ତି ଦେବୀ ମିଶ୍ର । ତେବେ ସ୍ବାଧୀନ ପ୍ରାର୍ଥୀ ବିଜୟ ଦଳବେହେରା ୮୬ ହଜାର ୧୮ ଖଣ୍ଡ ଭୋଟ ପାଇଥିବା…

କେନ୍ଦ୍ରାପଡାରୁ ବୈଜୟନ୍ତ ପଣ୍ଡାଙ୍କ ବାଜିମାତ୍

କେନ୍ଦ୍ରାପଡା: ଦୀର୍ଘ ୨୫ ବର୍ଷର ସରକାରର ପତନ ଘଟିଛି । ଓଡ଼ିଶାରେ ଫୁଟିଛି ପଦ୍ମ । ଯାହାକୁ ନେଇ ଚାରିଆଡେ ଉତ୍ସବର ମାହୋଲ । ସେପଟେ କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିପୁଳ ସଂଖ୍ୟକ ଭୋଟରେ ବିଜୟୀ ହୋଇଛନ୍ତି ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ୫ ଲକ୍ଷ ୭୬ ହଜାର ୭୯୯ ଭୋଟରେ ବିଜୟ…

ପରାଜୟ ପରେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଲେ ନବୀନ…

ଭୁବନେଶ୍ୱର: ବିଧାନସଭା ଏବଂ ଲୋକସଭା ନିର୍ବାଚନରେ ପରାଜୟ ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ 'ଏକ୍ସ' ରେ ପୋଷ୍ଟ କରି ନବୀନ କହିଛନ୍ତି ଯେ, ''ଦଳମତ ନିର୍ବିଶେଷରେ ବିଜୟୀ ସମସ୍ତ ପ୍ରାର୍ଥୀଙ୍କୁ ମୋର ଶୁଭେଚ୍ଛା। ବିଜୁ ଜନତା ଦଳର ସମସ୍ତ କର୍ମୀ ଓ…

ନିଜ ଗଡରେ ନିଜର ସ୍ଥିତି ବଜାୟ ରଖିଲେ ରଣେନ୍ଦ୍ର ପ୍ରତାପ ସ୍ଵାଇଁ

ଆଠଗଡ: ଆଠଗଡରେ ନିଜର ସ୍ଥିତି ବଜାୟ ରଖିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ଅଷ୍ଟମ ଥର ପାଇଁ ବିଜେଡି ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି ରଣେନ୍ଦ୍ର । ୩୪୭୭ ଭୋଟରେ ପ୍ରତିଦ୍ଵନ୍ଦି ପ୍ରାର୍ଥୀ ଅଭୟ କୁମାର ବାରିକଙ୍କୁ ହରାଇଛନ୍ତି ରଣେନ୍ଦ୍ର । ରାଜା ସ୍ଵାଇଁଙ୍କୁ ୮୪୯୫୪ ଖଣ୍ଡ ଭୋଟ…

କ୍ଷମତା ବଜାୟ ରଖିଲେ ପ୍ରତାପ, ହାରିଲେ ଲେଖାଶ୍ରୀ

ବାଲେଶ୍ଵର: କ୍ଷମତା ବଜାୟ ରଖିଲେ ପ୍ରତାପ ଷଡଙ୍ଗୀ । ବିଜେଡି ପ୍ରାର୍ଥୀ ଲେଖାଶ୍ରୀଙ୍କୁ ହରାଇ ବାଜିପାତ୍ କରିଛନ୍ତି ପ୍ରତାପ ଷଡଙ୍ଗୀ । ୪୦ ହଜାରରୁ ଅଧିକ ଭୋଟରେ ପ୍ରତାପ ବାଜିମାତ୍ କରିଛନ୍ତି । ତେବେ ବିଜୟ ହାସଲ ପରେ ମନ୍ତ୍ରୀ ହେବେ କି ନାହିଁ ତା ଉପରେ ଏବେ ସମସ୍ତଙ୍କ ନଜର । ୫ଲକ୍ଷ ୨୬…

ଓଡ଼ିଶାରେ ବିଜେପିର ବିପୁଳ ବିଜୟ ପରେ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜେପି ନଡ୍ଡା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ଫଳାଫଳ ପ୍ରକାଶ ପାଇଛି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଓଡିଶାରେ ଐତିହାସିକ ବିଜୟ ପରେ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 'ଏକ୍ସ' ରେ ପୋଷ୍ଟ କରି ସେ ଓଡିଶାବାସୀଙ୍କୁ ଶୁଭେଚ୍ଛା…

ସେପଟେ ପୁଅ ଏପଟେ ମା’, କୋରେଇରେ ସନ୍ଧ୍ୟାରାଣୀଙ୍କୁ ହରାଇ ବିଜୟ ମୁକୁଟ ପିନ୍ଧିଲେ ଆକାଶ

କୋରେଇ: କୋରେଇରେ ବିଜେପି ପ୍ରାର୍ଥୀ ଅଭିନେତା ଆକାଶ ଦାସନାୟକଙ୍କ ବିଜୟ । ବିଜେଡି ପ୍ରାର୍ଥୀ ସନ୍ଧ୍ୟାରାଣୀ ଦାସଙ୍କୁ ହରାଇ ବିଜୟ ମୁକୁଟ ପିନ୍ଧିଲେ ଅଭିନେତା ଆକାଶ ଦାସନାୟକ । ୬ ହଜାର ୩୫୦ ଭୋଟରେ ସନ୍ଧ୍ୟାରାଣୀ ଦାସଙ୍କୁ ହରାଇଛନ୍ତି ଆକାଶ । ସନ୍ଧ୍ୟାରାଣୀ ଦାସ ହେଉଛନ୍ତି ବିଜେଡି…

ଧାମନଗରରେ ବାଜି ମାରିଲା ବିଜେପି,ବିଜୟୀ ହେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ: ଧାମନଗରରେ ବାଜି ମାରିଲା ବିଜେପି । ଧାମନଗରରୁ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ।ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ସଞ୍ଜୟ ଦାସଙ୍କୁ ହରାଇ ଧାମନଗର ଆସନ ହାତେଇଛନ୍ତି । ସୁରଜ ୭ ହଜାର ୯୩୧ ଭୋଟରେ ସଞ୍ଜୟଙ୍କୁ ପରାସ୍ତ କରିଛନ୍ତି । ଏହି…

ଜୟପୁର ଆସନରେ ପୁଣି ସ୍ଥିତି ବଜାୟ ରଖିଲେ ତାରା

ଜୟପୁର: ଜୟପୁର ବିଧାନସଭାରେ କଂଗ୍ରେସ ବିଜୟୀ । କଂଗ୍ରେସ ପ୍ରାର୍ଥୀ ତାରା ବାହିନୀପତି ବିଜୟୀ । ବିଜେଡିର ଇନ୍ଦିରା ନନ୍ଦଙ୍କୁ ହରାଇଲେ ତାରା । କଂଗ୍ରେସର ହେଭିଓ୍ବେଟ୍ ନେତା ତାରାପ୍ରସାଦ ବାହିନୀପତିଙ୍କ ଗଡ କୁହାଯାଉଥିବା ଜୟପୁର ଆସନ ଦିନେ ଥିଲା ବିଜେଡି କବଜାରେ । ବିଜେଡି ଟିକେଟରୁ…

ଭୁବନେଶ୍ୱରରୁ ବିଜୟୀ ହେଲେ ବିଜେପି ପ୍ରାର୍ଥି ଆପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର:ଭୁବନେଶ୍ୱରରୁ ବିଜୟୀ ହେଲେ ବିଜେପି ପ୍ରାର୍ଥି ଆପରାଜିତା ଷଡ଼ଙ୍ଗୀ । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ମନ୍ମଥ ରାଉତରାୟଙ୍କୁ ପ୍ରାୟ ୪୦,୦୦୦ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ବିଜୟ ହେବା ପରେ ଅପରାଜିତା କହିଛନ୍ତି ଓଡିଶାର ଜନତା ପରିବର୍ତ୍ତନ ଆଣିଲେ । ଓଡିଶାରେ ଡବଲ…