Latest Odisha News

BREAKING NEWS

Browsing Category

ରାଜନୀତି

ଏକଜିଟ୍ ପୋଲର ଆକଳନରେ କେଉଁ ଆଧାରରେ ମୋଦୀ ମାରିବେ ହ୍ୟାଟ୍ରିକ ବିଜୟ?

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସପକ୍ଷରେ ଜନାଧାର ଯାଉଛି ଏବଂ ସେ ତୃତୀୟ ଥର ସରକାର ଗଢିବାକୁ ଯାଉଛନ୍ତି ବୋଲି ଏକଜିଟ୍ ପୋଲ୍ ଆକଳନ କରିଛି। ତେବେ ୫୪୩ ଲୋକସଭା ଆସନରୁ ଏନଡିଏକୁ ୪୦୦ ପାରର ସ୍ୱପ୍ନ…

ଚମକାଇଲା ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇ ଇଣ୍ଡିଆର ଏକଜିଟ୍ ପୋଲ, କହିଲା ବିଜେଡି ଜିତିପାରେ ୨ଟି ଲୋକସଭା ଆସନ

ନୂଆଦିଲ୍ଲୀ: ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇ ଇଣ୍ଡିଆର ଏକଜିଟ୍ ପୋଲର ଆକଳନ ଏବେ ଚମକାଇ ଦେଇଛି। ଯାହାକୁ କେହି କେବେ ଆକଳନ କରିନାହାନ୍ତି। ଯଦିଓ ମାଇ ଇଣ୍ଡିଆର ରିପୋର୍ଟ ବିଭିନ୍ନ ସମୟରେ ସଠିକ ହୋଇଥିବାର ମଧ୍ୟ ରିପୋର୍ଟ ରହିଛି। ଚଳିତ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜେପି ୧୮ରୁ ୨୦ଟି…

ଏକଜିଟ୍ ପୋଲ୍: ପଶ୍ଚିମବଙ୍ଗରେ ଏଥର କିଏ କରିବ ଖେଲା, ନିଦ ହଜିବ ଟିଏମସିର?

କୋଲକାତା: ପଶ୍ଚିମବଙ୍ଗରେ ୪୨ ଜଣ ସାଂସଦ ଚୟନ ପାଇଁ ୭ଟି ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି। ଟିଏମସି, ବିଜେପି ଏବଂ ବାମପନ୍ଥୀ-କଂଗ୍ରେସ ମେଣ୍ଟ ମଧ୍ୟରେ ଜୋରଦାର ଲଢେଇ ହୋଇଛି। ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମସି) ୨୦୨୧ ବିଧାନସଭା ନିର୍ବାଚନରେ ନିଜର ସଫଳତାର…

ଏକଜିଟ୍ ପୋଲ: ଧାରା ୩୭୦ ଉଚ୍ଛେଦ ପରେ ବିଜେପିକୁ ଜମ୍ମୁ କଶ୍ମୀରରେ ଲାଭ ନା କ୍ଷତି?

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନ ପାଇଁ ୭ଟି ପର୍ଯ୍ୟାୟ ମତଦାନ ଜୁନ୍ ପହିଲାରେ ଅର୍ଥାତ ଆଜି ଶେଷ ହୋଇଛି। ଏକ ହଜାରରୁ ଅଧିକ ପ୍ରାର୍ଥୀ ଓ ୫୪୩ଟି ନିର୍ବାଚନ ମଣ୍ଡଳୀର ଭାଗ୍ୟ ଓ ଭାଗ୍ୟ ଷ୍ଟ୍ରଙ୍ଗରୁମରେ ସିଲ୍ ହୋଇଛି। କେନ୍ଦ୍ରଶାସିତ ଅଞ୍ଚଳ ହେବା ପରେ କଶ୍ମୀରରେ ପ୍ରଥମ ଥର ପାଇଁ ମତଦାନ…

ଏକଜିଟ୍ ପୋଲ୍: ହରିଆଣାରେ କମିବ ବିଜେପିର ପ୍ରଭାବ!

ଚଣ୍ଡିଗଡ: ୭ଟି ପର୍ଯ୍ୟାୟରେ ହେବାକୁ ଥିବା ଲୋକସଭା ନିର୍ବାଚନ ଶେଷରେ ଶେଷ ହୋଇଛି। ଏକଜିଟ୍ ପୋଲ୍ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ହରିଆଣାକୁ ନେଇ ଯେଉଁ ରିପୋର୍ଟ ଆସିଛି। ୧୦ଟି ଲୋକସଭା ଆସନରେ ପ୍ରାୟତଃ ବିଜେପିର ପ୍ରଭାବ ରହିଥାଏ। କିନ୍ତୁ ଏଥର ପୂର୍ବଭଳି ପ୍ରଭାବ ବିଜେପିର ରହିବ ନାହିଁ…

ଏକଜିଟ୍ ପୋଲ୍: ଏଥର ବିହାରରେ କମିବ ଏନଡିଏର ଆସନ ସଂଖ୍ଯା!

ପାଟଣା: ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ପରେ ବିହାର ଲୋକସଭା ନିର୍ବାଚନ ୨୦୨୪ର ଏକଜିଟ୍ ପୋଲ୍ ଫଳାଫଳ ପ୍ରକାଶ ପାଇଛି। ବିହାରରେ ମୋଟ ୪୦ଟି ଲୋକସଭା ଆସନ ରହିଛି ଏବଂ ରାଜ୍ୟରେ ସାତଟି ପର୍ଯ୍ୟାୟରେ ମତଦାନ ହୋଇଥିଲା। ଏନଡିଏରେ ବିଜେପି, ଜନତା ଦଳ (ୟୁନାଇଟେଡ୍) - ଜେଡିୟୁ, ଲୋକ ଜନଶକ୍ତି…

ଏକଜିଟ୍ ପୋଲ ଦେଲା ବଡ଼ ଇସାରା, ଓଡ଼ିଶାରେ ବିଜେଡିକୁ ଝଟକା?

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ଭୋଟ୍ ଦାନ ପ୍ରକ୍ରିୟା ଶନିବାର ଶେଷ ହୋଇଛି। ଆଉ ନିର୍ଦ୍ଦାରିତ ସମୟ ଅନୁଯାୟୀ ଏକଜିଟ୍ ପୋଲ୍ ପ୍ରକାଶ ପାଇଛି। ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ବ୍ୟାପକ ଫାଇଦା ମିଳିବ ବୋଲି ଆକଳନ କରାଯାଇଥିବା ବେଳେ ଶାସକ ବିଜୁ ଜନତା ଦଳ (ବିଜେଡି)କୁ ବଡ଼…

ଆସିଲା ଏକଜିଟ୍ ପୋଲ୍: ଏନଡିଏକୁ ମିଳିପାରେ ବହୁମତ

ଭୁବନେଶ୍ଵର: ସରିଲା ନିର୍ବାଚନ, ଆସିଲା ଏକଜିଟ୍ ପୋଲ୍। ବୁଥ ବାହୁଡା ମତରେ ଏନଡିଏକୁ ବହୁମତ ନେଇ ଆକଳନ । ବିଜେପି ନେତୃତ୍ବଧୀନ ଏନଡିଏକୁ ବଡ଼ ବିଜୟ ନେଇ ବିଭିନ୍ନ ଏକଜିଟ୍ ପୋଲ୍ ଆକଳନ କରିଛନ୍ତି । ରିପବ୍ଲିକ୍ ଭାରତ-ପି ମାର୍ଗ ଏନଡିଏକୁ ୩୫୯ସିଟ୍ ଦେଇଛି ତ ଇଣ୍ଡିଆ ନ୍ୟୁଜ ଡି-ଡାଇନାମିକ୍ସ…

ଭୋଟ୍ ପାଇଁ କିଏ ରକ୍ତମୁଖା?

ଭୁବନେଶ୍ବର: ଗଡ଼ିଲା ମୁଣ୍ଡ, ବହିଲା ରକ୍ତ । କେଉଁଠି ମରଣାନ୍ତକ ଆକ୍ରମଣ ତ କେଉଁଠି ଯାଇଛି ଜୀବନ। ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବି ନିର୍ବାଚନ ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ସାମନାକୁ ଆସିଛି । ଖଲ୍ଲିକୋଟରେ ଦିଲ୍ଲୀପ ପାହାନଙ୍କ ମୃତ୍ୟୁ ହୋଇଥିବା ବେଳେ ଲହୁଲୁହାଣ…

କୋଣାର୍କରେ ମତଦାନ ବେଳେ ୨ ଗୋଷ୍ଠୀ ହାତାହାତି

ପୁରୀ: ଓଡିଶାରେ ଜାରି ରହିଛି ଅନ୍ତିମ ପର୍ଯ୍ୟାୟ ଭୋଟ୍ । ଏହାରି ଭିତରେ କିଛି ସ୍ଥାନରେ  ମତଦାନ ବେଳେ ରାଜନୈତିକ ହିଂସା ଦେଖିବାକୁ ମିଳିଛି । କୋଣାର୍କରେ ମତଦାନ ବେଳେ ୨ ଗୋଷ୍ଠୀ ହାତାହାତି ହୋଇଛନ୍ତି । ଏଥିରେ ଜଣେ ଆହତ ହୋଇଥିବା ସୂଚନା ରହିଛି । ଗୋପ ବ୍ଲକ ୪୧ ନମ୍ବର ବୁଥ୍‌ରେ ୨…